Latest Odisha News

BREAKING NEWS

Browsing Category

ମୁଖ୍ୟ ଖବର

୧୦ଟା ୫୦ରେ ପହଞ୍ଚିବେ ମୋଦି, ତା ପରେ ଖାତାକୁ ଚଢିବ ସୁଭଦ୍ରାର ପ୍ରଥମ କିସ୍ତି

ଭୁବନେଶ୍ବର: ଆସୁଛନ୍ତି ମୋଦି । ରାଜ୍ୟର ମହିଳାଙ୍କ ପାଇଁ ଶୁଭାରମ୍ଭ କରିବେ ସୁଭଦ୍ରା ଯୋଜନା । ଏଥିପାଇଁ ମୋଦିଙ୍କ ଗସ୍ତର ଏକ ବିସ୍ତୃତ ବିବରଣୀ ଦିଆଯାଇଛି । ଆସନ୍ତାକାଲି ପୂର୍ବାହ୍ନ ୧୦ଟା ୫୦ରେ ଭୁବନେଶ୍ବର ବିମାନବନ୍ଦରରେ ପହଞ୍ଚିବେ ପ୍ରଧାନମନ୍ତ୍ରୀ ମୋଦି । ଏହାପରେ ବିମାନବନ୍ଦରରୁ…

ବାଇଡେନ ଓ କମଲାଙ୍କ ଉପରକୁ ହେଉନି ଆକ୍ରମଣ?, କାହିଁକି ଏ ପ୍ରଶ୍ନ କଲେ ମସ୍କ..

ନୂଆଦିଲ୍ଲୀ: ପୁଣି ଦ୍ବିତୀୟ ଥର ପାଇଁ ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଉପରେ ଗୁଳିମାଡ ହୋଇଛି । ଆଉ ପୁଣି ଥରେ ଅଳ୍ପକେ ବଞ୍ଚିଯାଇଛନ୍ତି ଟ୍ରମ୍ପ । ଏହି ଘଟଣାରେ ଜଣେ ଗିରଫ ହୋଇଛନ୍ତି । ଏହି ପୂରା ଘଟଣା କ୍ରମ ମଧ୍ୟରେ ଏବେ ଏକ୍ସ ନିର୍ମାତା ମସ୍କଙ୍କ ମନ୍ତବ୍ୟ…

ଏଣିକି ସମସ୍ତ ଡାକ୍ତରଙ୍କର ରହିବ ସ୍ୱତନ୍ତ୍ର ପରିଚୟପତ୍ର

ନୂଆଦିଲ୍ଲୀ: ଏଣିକି ସମସ୍ତ ଡାକ୍ତରଙ୍କର ରହିବ ସ୍ୱତନ୍ତ୍ର ପରିଚୟପତ୍ର। ଏଥିପାଇଁ ନ୍ୟାଶନାଲ ମେଡିକାଲ କମିଶନ (ଏନ୍‌ଏମ୍‌ସି) ଭାରତରେ ଚିକିତ୍ସା କରିବାକୁ ଯୋଗ୍ୟ ସମସ୍ତ ଏମ୍‌ବିବିଏସ୍‌ ଡାକ୍ତରଙ୍କର ପଞ୍ଜୀକରଣ ପ୍ରକ୍ରିୟା ଆରମ୍ଭ ହୋଇଛି। ଡାକ୍ତରଙ୍କର ପଞ୍ଜୀକରଣ ପ୍ରକ୍ରିୟା ସଦ୍ୟ ଲଞ୍ଚ୍‌…

ପାର୍ବଣରେ ଖାଉଟିଙ୍କୁ ମହଙ୍ଗା ମାଡ଼, ବଢ଼ିଲା ଖାଇବା ତେଲ ଦର: ଜାଣନ୍ତୁ ଲିଟର୍‌ ପିଛା କେତେ

ଭୁବନେଶ୍ୱର: ଦୁଇମାସ ତଳେ ରାଜ୍ୟରେ ଆଳୁ ଦର ହୁହୁ ହୋଇ ବଢ଼ିଥିଲା। ସେଥିରୁ ସାମାନ୍ୟ ଆଶ୍ଵସ୍ତି ପାଇଲା ପରେ ଏବେ ବଢିଲା ଖାଇବା ତେଲ ଦର। ଦେଶରେ ଏବେ ଆରମ୍ଭ ହେଲାଣି ପାର୍ବଣ। ଲୋକଙ୍କ ଭିତରେ ବିଭିନ୍ନ ସାମଗ୍ରୀର ଚାହିଦା ବୃଦ୍ଧି ପାଇଛି। ଏହାରି ଭିତରେ ତେଲ ଦର ବୃଦ୍ଧି ହେବା ପରେ ଖାଉଟିଙ୍କୁ…

ମାଗା ସୁବୁଦ୍ଧିଙ୍କ ସନ୍ଦେହଜନକ ମୃତ୍ୟୁ: ଦୋଷୀକୁ ୨୪ ଘଣ୍ଟା ଭିତରେ ହେପାଜତ ନେବାକୁ ପୋଲିସ ପ୍ରଶାସନକୁ ନିର୍ଦ୍ଦେଶ

ଖୋର୍ଦ୍ଧା: ହାଟବରଡିହ ଗାଁର ମାଗା ସୁବୁଦ୍ଧିଙ୍କ ସନ୍ଦେହଜନକ ମୃତ୍ୟୁକୁ ନେଇ ତଦନ୍ତ ନିର୍ଦ୍ଦେଶ । ଦୋଷୀକୁ ୨୪ ଘଣ୍ଟା ଭିତରେ ପୋଲିସ ହେପାଜତକୁ ନେଇ ଆଇନ୍ ଅନୁଯାୟୀ ପଦକ୍ଷେପ ନେବାକୁ ସ୍ଥାନୀୟ ପୋଲିସ ପ୍ରଶାସନକୁ ନିର୍ଦ୍ଦେଶ ଦେଇଛନ୍ତି ଆଇନମନ୍ତ୍ରୀ। ସୂଚନା ଅନୁସାରେ ଖୋର୍ଦ୍ଧା ରେଳ ଡିଭିଜନ…

ଏଥର ଦଶମ ଶ୍ରେଣୀ ଷାଣ୍ମାସିକ ପ୍ରଶ୍ନପତ୍ର ଛପାଇବନି ବୋର୍ଡ

କଟକ: ମାଧ୍ୟମିକ ଶିକ୍ଷା ପରିଷଦ (ବୋର୍ଡ) ଦ୍ୱାରା ଆୟୋଜିତ ହେଉଥିବା ଦଶମ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ପାଇଁ ଷାଣ୍ମାସିକ ବା ଅର୍ଦ୍ଧବାର୍ଷିକୀ ପରୀକ୍ଷା ଆୟୋଜନ କରିବ ନାହିଁ। ହାଇସ୍କୁଲ୍‌ ସାର୍ଟିଫିକେଟ୍‌ ପରୀକ୍ଷା ତଥା ମାଟ୍ରିକ୍‌ ପରୀକ୍ଷା ଦେବା ପାଇଁ ପ୍ରସ୍ତୁତ ହେଉଥିବା ଦଶମ ଶ୍ରେଣୀ…

ନକଲି ନଡ଼ିଆ ତେଲ ପ୍ରସ୍ତୁତି କାରଖାନା ଉପରେ ଚଢ଼ାଉ, ବାପ-ପୁଅ ଗିରଫ

ବ୍ରହ୍ମପୁର: ସାଲିମର ନଡ଼ିଆ ତେଲର ଅବିକଳ ରଙ୍ଗ ଓ ଲୋଗୋ ବ୍ୟବହାର କରି ଶିବାନୀ ନାମକ ନଡ଼ିଆ ତେଲ ପ୍ରସ୍ତୁତ କରି ବଜ଼ାରରେ ହେଉଛି ବିକ୍ରି। ଶାଲିମାର ନଡ଼ିଆ ତେଲର ଭ୍ରମ ସୃଷ୍ଟି କରି ଗ୍ରାହକଙ୍କୁ ଦିଆଯାଉଥିଲା ପୋଡା ତେଲ। ଏପରି ଅପମିଶ୍ରିତ ତେଲ ସୃଷ୍ଟି କରୁଥିବା ଅଭିଯୋଗରେ ନକଲି ନଢ଼ିଆ ତେଲ…

ଡୋନାଲ୍ଡ ଟ୍ରମ୍ପଙ୍କୁ ଗୁଳିମାଡ଼, ଅଳ୍ପକେ ବର୍ତ୍ତିଲେ ଟ୍ରମ୍ପ, ଜଣେ ଗିରଫ

ନୂଆଦିଲ୍ଲୀ: ଡୋନାଲ୍ଡ ଟ୍ରମ୍ପଙ୍କୁ ଗୁଳିମାଡ଼ । ଆମେରିକାର ରାଷ୍ଟ୍ରପତି ପ୍ରାର୍ଥୀ ଡୋନାଲ୍ଡ ଟ୍ରମ୍ପଙ୍କୁ ଗୁଳିମାଡ଼ । ଫ୍ଲୋରିଡାର ୱେଷ୍ଟ ପାମ୍ ବିଚ୍‌ର ଗୋଲ୍ଫ କ୍ଲବରେ ଡୋନାଲ୍ଡ ଟ୍ରମ୍ପଙ୍କୁ ଗୁଳିମାଡ଼ ହୋଇଥିବା ନେଇ ସୂଚନା ମିଳିଛି । ତେବେ ଗୁଳିମାଡ଼ରୁ ଅଳ୍ପକେ ବର୍ତ୍ତିଯାଇଛନ୍ତି…

ରାଜ୍ୟରେ ଜାରି ରହିଛି ଲଗାଣ ବର୍ଷା; ଜିଲ୍ଲାପାଳଙ୍କୁ ସତର୍କ କରାଇଲେ ଏସଆରସି

ଭୁବନେଶ୍ୱର: ରାଜ୍ୟର ବିଭିନ୍ନ ସ୍ଥାନରେ ଜାରି ରହିଛି ଲଘୁଚାପ ଜନିତ ଲଗାଣ ବର୍ଷା । ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ଗଭୀର ଅବପାତ ପ୍ରଭାବରେ ଆଗକୁ ମଧ୍ୟ ଅନେକ ସ୍ଥାନରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି ବୋଲି ଆକଳନ କରିଛି ପାଣିପାଗ ବିଭାଗ । ପାଣିପାଗ ବିଭାଗର ସୂଚନା ପରେ…

ଗଜପତିଙ୍କ ଶ୍ରୀନଅରରେ ସୁନିଆଁ ଉତ୍ସବ: ଚାଲିଲା ୬୮ ଅଙ୍କ, ୧୪୩୨ ସାଲ

ପୁରୀ: ଭାଦ୍ରବ ଶୁକ୍ଳ ଦ୍ୱାଦଶୀ ତିଥିରେ ଗଜପତି ମହାରାଜା ଦିବ୍ୟସିଂହ ଦେବଙ୍କ ଶାସନରେ ନୂଆ ଅଙ୍କ ପ୍ରଚଳନ ହୋଇଛି। ଆଜିଠାରୁ ଗଜପତି ମହାରାଜ ଦିବ୍ୟସିଂହ ଦେବଙ୍କର ଆରମ୍ଭ ହୋଇଛି ୧୪୩୨ ସାଲ ୬୮ ଅଙ୍କର ପ୍ରବେଶ। ଏହି ଅବସରରେ ଗଜପତିଙ୍କ ଶ୍ରୀନହରରେ ଆଜି ସନ୍ଧ୍ୟାରେ ପାଳିତ ହୋଇଛି ସୁନିଆଁ…