Latest Odisha News

BREAKING NEWS

Browsing Category

ମୁଖ୍ୟ ଖବର

କେଜ୍ରିଓ୍ବାଲଙ୍କ ଇସ୍ତଫା ଉପରେ ଦିଓ୍ବାର ଫିଲ୍ମ ଡାଇଲଗ କହିଲେ ରାଘବ ଚଡ୍ଡା

ନୂଆଦିଲ୍ଲୀ: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଦୁଇ ଦିନ ମଧ୍ୟରେ ତାଙ୍କ ପଦରୁ ଇସ୍ତଫା ଦେବେ ବୋଲି ଘୋଷଣା କରିଛନ୍ତି । ଆମ୍ ଆଦମୀ ପାର୍ଟିର ନେତାମାନେ ମଧ୍ୟ ଏହାକୁ ନେଇ ପ୍ରତିକ୍ରିୟା ରଖିଛନ୍ତି । ଆପ୍ ସାଂସଦ ରାଘବ ଚଡ୍ଡା ଏହା ଉପରେ ପ୍ରତିକ୍ରିୟା ଦେଇ କହିଛନ୍ତି ଯେ, ତାଙ୍କୁ…

କାଲି ପ୍ରବଳ ବର୍ଷିବ, ୧୭ରୁ ଥମିବ

ଭୁବନେଶ୍ବର: ଧୀରେ ଧୀରେ ଦୁର୍ବଳ ହେବାରେ ଲାଗିଛି ଗଭୀର ଅବପାତ । ୪୮ ଘଣ୍ଟା ମଧ୍ୟରେ ଅବପାତରେ ପରିଣତ ହେବ । ଏବେ ଗାଙ୍ଗେୟ ପଶ୍ଚିମବଙ୍ଗ ଓ ଝାଡ଼ଖଣ୍ଡ ଉପରେ ଏହା ରହିଛି । ପରେ ଝାଡ଼ଖଣ୍ଡ ଓ ଉତ୍ତର ଛତିଶଗଡ଼ ଆଡ଼କୁ ଗତିକରିବ ।  ଏହାର ପ୍ରଭାବରେ ରବିବାର ଉତ୍ତର ଓଡ଼ିଶାର ଅଧିକାଂଶ ଓ ଦକ୍ଷିଣର ଅନେକ…

ପର୍ଯ୍ୟଟନ ଓ ବାଣିଜ୍ୟ କ୍ଷେତ୍ର ବୃଦ୍ଧିରେ ସହାୟକ ହେବ ଅତ୍ୟାଧୁନିକ ବନ୍ଦେ ଭାରତ ଏକ୍ସପ୍ରେସ

ବ୍ରହ୍ମପୁର: ଆଜି ରାଜ୍ୟରେ ଦୁଇଟି ନୂଆ ବନ୍ଦେ ଭାରତ ଏକ୍ସପ୍ରେସର ଶୁଭାରମ୍ଭ ହୋଇଛି । ବ୍ରହ୍ମପୁରରୁ ଟାଟାନଗର ଏବଂ ରାଉଲକେଲାରୁ ହାଓ୍ବଡା ଅଭିମୁଖେ ଗଡିଛି ବନ୍ଦେ ଭାରତ ଏକ୍ସପ୍ରେସ । ଆସନ୍ତାକାଲି ମଧ୍ୟ ରାଜ୍ୟରେ ଆଉ ଏକ ବନ୍ଦେ ଭାରତ ଟ୍ରେନର ଶୁଭାରମ୍ଭ କରିବେ ପ୍ରଧାନମନ୍ତ୍ରୀ ମୋଦି ।…

କେବେ ହେବ ଦିଲ୍ଲୀ ନିର୍ବାଚନ? ପୂରଣ ହେବ କି କେଜ୍ରିୱାଲଙ୍କ ଦାବି

ନୂଆଦିଲ୍ଲୀ: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଦୁଇ ଦିନ ଭିତରେ ଇସ୍ତଫା ଦେବେ ବୋଲି ଘୋଷଣା କରିଛନ୍ତି। ଏହାସହ ବିଧାନସଭା ନିର୍ବାଚନ ପାଇଁ ମଧ୍ୟ ଦାବି କରିଛନ୍ତି। ସେ କହିଛନ୍ତି ଯେ ଯେପର୍ଯ୍ୟନ୍ତ ଜନସାଧାରଣ କେଜ୍ରିୱାଲଙ୍କୁ ସଚ୍ଚୋଟ ବୋଲି ନକହିଛନ୍ତି ସେ ପର୍ଯ୍ୟନ୍ତ ସେ…

ହରିୟାଣା ବିଧାନସଭା ନିର୍ବାଚନ: କିଏ ହେବ ଆଗାମୀ ମୁଖ୍ୟମନ୍ତ୍ରୀ ସେନେଇ ବଢିଲା ଚର୍ଚ୍ଚା?

ଚଣ୍ଡିଗଡ: ହରିୟାଣାରେ ବିଧାନସଭା ନିର୍ବାଚନ ନେଇ ମାହୋଲ ସରଗରମ ରହିଛି । ଏହାରି ଭିତରେ ପୂର୍ବତନ ମନ୍ତ୍ରୀ ଅନିଲ ବିଜ ରବିବାର ଏକ ବଡ଼ ବୟାନ ଦେଇଛନ୍ତି । ଗଣମାଧ୍ୟମର ପ୍ରଶ୍ନରେ ସେ ସ୍ପଷ୍ଟ ଭାବରେ କହିଛନ୍ତି ଯେ ଯଦି ବିଜେପି ନିର୍ବାଚନରେ ​​ଜିତେ ତେବେ ସେ ନିଜେ ରାଜ୍ୟର ମୁଖ୍ୟମନ୍ତ୍ରୀ…

ଏମିତି ପୁଅ କାହାକୁ ନମିଳୁ, ମାଆକୁ ଦୁଇ ପୁଅ ହତ୍ୟା ଘଟଣାରେ ଚାଞ୍ଚଲ୍ୟ ତଥ୍ୟ

କଟକ: ମାଆକୁ ୨ ପୁଅ ଗଳା କାଟି ହତ୍ୟା କରିବା ଘଟଣାରେ ପୋଲିସ୍ ଦେଲା ଚାଞ୍ଚଲ୍ୟକର ତଥ୍ୟ । ସାମାନ୍ୟ ଝଗଡା ପାଇଁ ପ୍ରତିଶୋଧ ପରାୟଣ ହୋଇ ୨ ପୁଅ ମିଶିକି ନେଇଗଲେ ମାଆ ଜୀବନ । କଟକ ମହାନଦୀ ବିହାରରରେ ଘଟିଥିବା ଅଭାବନୀୟ ଘଟଣାର ଆଜି କାରଣ ଦର୍ଶାଇଛି ପୋଲିସ୍ । ହତ୍ୟା ଘଟଣାକୁ ନେଇ…

କିଏ ହେବେ ଦିଲ୍ଲୀର ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ ?

ନୂଆଦିଲ୍ଲୀ: ତିହାର ଜେଲରୁ ବାହାରିବା ପରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ରବିବାର ଆମ୍ ଆଦମୀ ପାର୍ଟି (ଆପ୍) ର ନେତା ତଥା କର୍ମୀଙ୍କୁ ସମ୍ବୋଧିତ କରିଛନ୍ତି। ଏହି ସମୟରେ ମୁଖ୍ୟମନ୍ତ୍ରୀ ନିଜ ପଦ ଛାଡିବା କଥା କହି ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛନ୍ତି। ସେ କହିଛନ୍ତି, “ମୁଁ ୨…

ଝାଡ଼ାବାନ୍ତିରେ ୨ ମୃତ, ୩୦ରୁ ଉର୍ଦ୍ଧ୍ବ ଆକ୍ରାନ୍ତ

ବଲାଙ୍ଗୀର: ବଲାଙ୍ଗୀର ଜିଲ୍ଲାରେ ବ୍ୟାପୁଛି ଝାଡ଼ାବାନ୍ତି । ତୁରକେଲା ବ୍ଲକ ମହୁଲପାର୍ଟି ପଞ୍ଚାୟତର କାନ୍ଦଗାଡ ଗାଁରେ ଝାଡ଼ାବାନ୍ତିରେ ୨ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୩୦ ରୁ ଅଧିକ ଜଣ ଆକ୍ରାନ୍ତ ହୋଇଛନ୍ତି । ତେବେ ଏଥିରେ ମୃତ୍ୟୁ ଘଟିଥିବା ୨ ଜଣଙ୍କ ମଧ୍ୟରେ ଜଣେ ମହିଳା ଥିବା ବେଳେ ଅନ୍ୟ…

“କ୍ଷମତାକୁ ଆସିଲେ ଘଣ୍ଟାଏ ଭିତରେ ରାଜ୍ୟରୁ ହଟାଇବୁ ମଦ ବ୍ୟାନ”

ପାଟନା: କ୍ଷମତାକୁ ଆସିଲେ ଘଣ୍ଟାଏ ଭିତରେ ବିହାର ରାଜ୍ୟରୁ ମଦ ବ୍ୟାନ ହଟାଇଦେବୁ । ଏପରି କିଛି ବଡ ଘୋଷଣା କରିଛନ୍ତି ବିହାର ରାଜନୀତିରେ ନିଜର ପାଦ ଥାପିବାକୁ ଯାଉଥିବା ନିର୍ବାଚନ ରଣନୀତିଜ୍ଞ ତଥା ଜନ ସୁରାଜ ମୁଖ୍ୟ ପ୍ରଶାନ୍ତ କିଶୋରୀ । ତେବେ ଅକ୍ଟୋବର ୨ରେ ଜନ ସୁରାଜର ପ୍ରତିଷ୍ଠା…

ବ୍ରିଟିଶମାନେ ମଧ୍ୟ ଭାବି ନଥିବେ ଯେ ଏମାନେ ଏପରି କାର୍ଯ୍ୟ କରିବେ ବୋଲି: କେଜ୍ରିୱାଲ

ନୂଆଦିଲ୍ଲୀ: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ତଥା ଆମ୍ ଆଦମୀ ପାର୍ଟି ସଂଯୋଜକ ଅରବିନ୍ଦ କେଜ୍ରିୱାଲ ଆଜି ଏକ ବଡ ଘୋଷଣା କରିଛନ୍ତି । ୪୮ ଘଣ୍ଟା ଭିତରେ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେବେ ବୋଲି କହିଛନ୍ତି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ବାଲ । ଏହାରି ଭିତରେ ବିରୋଧିଙ୍କୁ ମଧ୍ୟ ଟାର୍ଗେଟ…