Latest Odisha News

BREAKING NEWS

Browsing Category

ମୁଖ୍ୟ ଖବର

‘୨ ଦିନରେ ପଦ ଛାଡିବି’: ବଡ ଘୋଷଣା କଲେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ

ନୂଆଦିଲ୍ଲୀ: ୪୮ ଘଣ୍ଟା ଭିତରେ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେବେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ବାଲ । ଆଜି ଏମିତି କିଛି ବଡ ଘୋଷଣା କରିଛନ୍ତି ନିଜେ କେଜ୍ରିଓ୍ବାଲ । ଦିଲ୍ଲୀ ମଦ ଦୁର୍ନୀତି ମାମଲାରେ ଜେଲରୁ ବାହାରିବାର ଦିନକ ପରେ ଏପରି କିଛି ଘୋଷଣା କରିଛନ୍ତି…

ଅଜଗରକୁ ପିଟି ପିଟି ମାରିବା ଘଟଣା: ୪ ଜଣଙ୍କୁ ବାନ୍ଧିଲା ବନବିଭାଗ

ମୟୁରଭଞ୍ଜ: ମୟୂରଭଞ୍ଜ ଜିଲ୍ଲା କୁଳିଅଣା ବ୍ଲକ ସ୍ଥିତ ହଳଦିଆବନ୍ଧ ରାସ୍ତାରେ ଏକ ଅଜଗରକୁ ପିଟି ପିଟି ମାରିବା ଘଟଣାରେ ଆଜି ୪ ଜଣଙ୍କୁ ଗିରଫ କରିଛି ବନବିଭାଗ । ତେବେ କାଠସିରସି ଗାଁ ନିକଟରେ ଏକ ପ୍ରାୟ ୧୫ ଫୁଟ ଲମ୍ବର ଅଜଗରକୁ ସେଠିକା ସ୍ଥାନୀୟ ଲୋକ ଦେଖିବା ପରେ ମାରଣାସ୍ତ୍ର ପ୍ରୟୋଗ…

ଓଡିଶାରେ ଗଡିଲା ଆଉ ୨ଟି ବନ୍ଦେ ଭାରତ ରେଳ

ବ୍ରହ୍ମପୁର: ଓଡିଶା ବ୍ରହ୍ମପୁର ଓ ରାଉଲକେଲାରୁ ଗଡିଲା ଆଉ ୨ଟି ବନ୍ଦେ ଭାରତ ରେଳ । ବ୍ରହ୍ମପୁର ରେଳ ଷ୍ଟେସନରୁ ବ୍ରହ୍ମପୁର-ଟାଟାନଗରକୁ ବନ୍ଦେ ଭାରତ ଏକ୍ସପ୍ରେସ ଗଡିଛି । ସେହିପରି ରାଉଲକେଲାରୁ ହାଓ୍ବଡା ଅଭିମୁଖେ ମଧ୍ୟ ଗଡିଛି ବନ୍ଦେ ଭାରତ ଟ୍ରେନ୍ । ଏନେଇ ଭିଡିଓ କନଫରେନ୍ସ ମାଧ୍ୟମରେ…

‘ମୁଁ ମଧ୍ୟ ନିଜ ଆଖିକୁ ଦାନ କରିବାକୁ ପ୍ରସ୍ତୁତ’

ଭୁବନେଶ୍ୱର: ଏଲ୍ ଭି ପ୍ରସାଦ ଚକ୍ଷୁ ଚିକିତ୍ସାଳୟର ୧୪ ତମ ଚକ୍ଷୁ ବ୍ୟାଙ୍କ୍ ଓ ସ୍ୱଚ୍ଛ ପଟଳ ସମ୍ବନ୍ଧୀୟ ଜାତୀୟ ସମ୍ମିଳନୀ ଆଜି ସନ୍ଧ୍ୟାରେ ଅନୁଷ୍ଠିତ ହୋଇଯାଇଛି । ଏହି ସମ୍ମିଳନୀରେ ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ ଯୋଗଦାନ କରି କହିଥିଲେ ଯେ, ଅଙ୍ଗଦାନ କରି ଯେପରି ଜଣେ ବ୍ୟକ୍ତିକୁ…

ଚିଦାମ୍ବରମଙ୍କ ଚା’ ଚର୍ଚ୍ଚା

ନୂଆଦିଲ୍ଲୀ: ପୂର୍ବତନ କେନ୍ଦ୍ର ଅର୍ଥମନ୍ତ୍ରୀ ପି.ଚିଦାମ୍ବରମଙ୍କ ଚା’ ଦର ସଂପର୍କିତ ଏକ ସୋସିଆଲ ମିଡିଆ ପୋଷ୍ଟକୁ ନେଇ ଚର୍ଚ୍ଚା । ଭାଇରାଲ ହେଉଛି ଚିଦାମ୍ବରମଙ୍କ ଚା’ ପୋଷ୍ଟ । ପୁଣି ଥରେ ଚିଦାମ୍ବରମ ଏୟାରପୋର୍ଟରେ ମହଙ୍ଗା ଚା’ ମୂଲ୍ୟ ନେଇ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି ।…

ମହାକାଶରୁ ମୁହଁ ଖୋଲିଲେ ସୁନୀତା: ‘ଏତେ ଡେରି ହେବ ବୋଲି ଭାବିନଥିଲୁ’

ନୂଆଦିଲ୍ଲୀ: ମହାକାଶରେ ଫସିଥିବା ସୁନୀତା ୱିଲିୟମସ ଓ ବୁଚ୍ ୱିଲମୋର ଶେଷରେ ମୁହଁ ଖୋଲିଛନ୍ତି । ଆନ୍ତର୍ଜାତିକ ମହାକାଶ କେନ୍ଦ୍ର-ଆଇଏସଏସରୁ ଦୁଇ ମହାକାଶଚାରୀ ଲାଇଭ ସାମ୍ବାଦିକ ସମ୍ମିଳନୀକୁ ସମ୍ବୋଧନ କରିଛନ୍ତି । ଅନେକ ପ୍ରସଙ୍ଗରେ ଆଲୋକପାତ କରିଛନ୍ତି ସୁନୀତା ୱିଲିୟମସ । ବିଭିନ୍ନ ପ୍ରଶ୍ନର…

ଶୁଣନ୍ତୁ ଆମ ଗୁହାରୀ

କୋଲକତା: ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ସହ ଆଲୋଚନା ଟେବୁଲକୁ ତ ଗଲେ ନାହିଁ । କାର୍ଯ୍ୟରେ ଯୋଗ ଦେବା ପାଇଁ ମମତାଙ୍କ ଅପିଲ୍ ବି ପ୍ରଭାବ ପକାଇ ପାରିଲା ନାହିଁ । ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେବା ପାଇଁ ମମତାଙ୍କ ପ୍ରସ୍ତାବ ମଧ୍ୟ ବିକ୍ଷୋଭକାରୀ ଜୁନିଅର ଡାକ୍ତରମାନଙ୍କୁ ପ୍ରଭାବିତ…

‘ସାମୁଦ୍ରିକ ଅର୍ଥନୀତି କ୍ଷେତ୍ରରେ ଏକ ଅଗ୍ରଣୀ ରାଜ୍ୟ ହେବ ଓଡ଼ିଶା’

ନୂଆଦିଲ୍ଲୀ/ଭୁବନେଶ୍ୱର: ନୂଆଦିଲ୍ଲୀର ପ୍ରଗତି ମୈଦାନ ଠାରେ ଆୟୋଜିତ ‘ଗ୍ଲୋବାଲ ବାୟୋ ଇଣ୍ଡିଆ-୨୦୨୪’ର ତୃତୀୟ ଦିନରେ ‘ଟ୍ୟାପିଂ ଦ ବ୍ଲୁ ଇକୋନମି’ ଶୀର୍ଷକରେ ଏକ ବିଶେଷ ଅଧିବେଶନ କରାଯାଇଥିଲା । ଏଥିରେ ଯୋଗ ଦେଇ ବିଜ୍ଞାନ ଓ ବୈଷୟିକ ବିଭାଗର ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ଓଡ଼ିଶାରେ ଥିବା…

ରାଷ୍ଟ୍ରୀୟ ଲୋକଅଦାଲତରେ ୮୩,୬୭୫ ମାମଲାର ଫଇସଲା

ଭୁବନେଶ୍ୱର: ଜାତୀୟ ଆଇନ ସେବା ପ୍ରାଧିକରଣ ଓ ଓଡ଼ିଶା ରାଜ୍ୟ ଆଇନ ସେବା ପ୍ରାଧିକରଣଙ୍କ ନିର୍ଦ୍ଦେଶ କ୍ରମେ ଆଜି ଖୋର୍ଦ୍ଧା ଜିଲ୍ଲା ଆଇନ ସେବା ପ୍ରାଧିକରଣଙ୍କ ପକ୍ଷରୁ ଜିଲ୍ଲାର ସମସ୍ତ ବିଚାର ବିଭାଗୀୟ ଅଦାଲତ ପରିସର ଯଥା-ଭୁବନେଶ୍ୱର, ଖୋର୍ଦ୍ଧା, ବାଣପୁର, ଜଟଣୀ, ଚିଲିକା ଓ ବେଗୁନିଆ ଏବଂ…

୧୭ରେ ବିଏମସି ଅଧିନରେ ଥିବା ସମସ୍ତ ସ୍କୁଲ, କଲେଜ ଛୁଟି ଘୋଷଣା

ଭୁବନେଶ୍ବର: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସେପ୍ଟେମ୍ୱର ୧୭ ତାରିଖରେ ଭୁବନେଶ୍ୱର ଠାରେ ସୁଭଦ୍ରା ଯୋଜନାର ଶୁଭାରମ୍ଭ କରିବାର କାର୍ଯ୍ୟକ୍ରମ ରହିଛି। ଏଥିପାଇଁ ଭୁବନେଶ୍ୱରରେ ବିପୁଳ ଜନ ସମାଗମ ହେବ। ଯାହାକୁ ଦୃଷ୍ଟିରେ ରଖି ଭୁବନେଶ୍ୱରର ସମସ୍ତ ସ୍କୁଲ ଓ କଲେଜ ଗୁଡିକ ସେହିଦିନ…