Latest Odisha News

BREAKING NEWS

Browsing Category

ମୁଖ୍ୟ ଖବର

ଆସନ୍ତା ୧୮ ତାରିଖ ପାଇଁ ମହାପ୍ରଭୁଙ୍କ ନୀତିକାନ୍ତି ନେଇ ନୀତି ନିର୍ଘଣ୍ଟ

ପୁରୀ: ଖୁବଶୀଘ୍ର ରତ୍ନଭଣ୍ଡାର ରହସ୍ୟ ଉପରୁ ହଟିବାକୁ ଯାଉଛି ପରଦା। ଗୁପ୍ତ କୋଠରୀ, ଗୁପ୍ତ ସୁଡଙ୍ଗ ଓ ଗୁପ୍ତଧନ ଚର୍ଚ୍ଚା ଉପରୁ ପଡିବାକୁ ଯାଉଛି ପୂର୍ଣ୍ନଚ୍ଛେଦ। ଆସନ୍ତା ୧୮ ତାରିଖରେ ଏଏସଆଇ ପକ୍ଷରୁ ଶ୍ରୀମନ୍ଦିର ରତ୍ନଭଣ୍ଡାରର ପ୍ରାରମ୍ଭିକ ନୀରିକ୍ଷଣ ବା ଯାଞ୍ଚ ଅନୁଷ୍ଠିତ ହେବ ।…

ଚୀନ୍ ପାଇଁ ପେନସନ୍ ଟେନସନ୍, ବଢାଇଲା ଅବସର ବୟସ

ବେଜିଂ: ବିଶ୍ୱର ଦ୍ୱିତୀୟ ଜନବହୁଳ ଦେଶ ଚୀନ୍ ଏବେ ଏକ ନୂଆ ସଂକଟ ଦେଇ ଗତି କରୁଛି । ଜନସଂଖ୍ୟାରେ ଏକ ବଡ ଭାଗ ବୁଢା ହେବାରେ ଲାଗିଛନ୍ତି । ମାନେ କମ୍ୟୁନିଷ୍ଟ ଚୀନରେ ବଢି ଚାଲିଛି ବୟସ୍କ ଲୋକଙ୍କ ସଂଖ୍ୟା । ଆଉ ଏହା ଦେଶର ଅର୍ଥନୀତିକୁ ମଧ୍ୟ ପ୍ରଭାବିତ କରିଛି । ଯୁବ ୱାର୍କଫୋର୍ସ ସଂଖ୍ୟା କମ୍…

ଏସଏସବିର ଡିଜି ହେଲେ ଅମ୍ରିତ ମୋହନ ପ୍ରସାଦ

ନୂଆଦିଲ୍ଲୀ: ବରିଷ୍ଠ ଓଡ଼ିଶା-କ୍ୟାଡର ଆଇପିଏସ୍ ଅଧିକାରୀ ଅମ୍ରିତ ମୋହନ ପ୍ରସାଦ ଶନିବାର ଦିନ ସଶସ୍ତ୍ର ସୀମା ବଳ (ଏସଏସବି) ର ମହାନିର୍ଦ୍ଦେଶକ ଭାବରେ ନିଯୁକ୍ତ ହୋଇଛନ୍ତି। ସେ ଦଲଜିତ ସିଂ ଚୌଧୁରୀଙ୍କ ସ୍ଥାନ ନେଇଛନ୍ତି। ସୂତ୍ରରୁ ପ୍ରକାଶ ଯେ  ନୂଆଦିଲ୍ଲୀର ମୁଖ୍ୟାଳୟରେ ସେ ଏସଏସବିରେ…

ମୋଦିଙ୍କ ଗସ୍ତ…ଦାୟିତ୍ବରେ ମୃତ ଅଫିସର

ଭୁବନେଶ୍ବର: ମୋଦିଙ୍କ ଗସ୍ତ ପାଇଁ ମୃତ ଅଧିକାରୀଙ୍କୁ ଦାୟିତ୍ବ । ବର୍ଷକ ତଳେ ପ୍ରାଣ ହରାଇଥିବା ଅଫିସର କରିବେ ଭିଡ ନିୟନ୍ତ୍ରଣ! ରାଜ୍ୟ ସରକାରଙ୍କ କାର୍ଯ୍ୟଶୈଳୀ ଉପରେ ପ୍ରଶ୍ନ । ପ୍ରଧାନମନ୍ତ୍ରୀଙ୍କ ଗସ୍ତକୁ ନେଇ ଏଭଳି ଖାମଖିଆଲ ମନୋଭାବ କାହିଁକି? ଆସନ୍ତା ୧୭ତାରିଖରେ ଓଡିଶା ଆସୁଛନ୍ତି…

ମୁଁ ତୁମର ଦିଦି ହୋଇ ଆସିଛି; ଆନ୍ଦୋଳନରତ ଡାକ୍ତରଙ୍କୁ ଭେଟିଲେ ମମତା

କୋଲକାତା: କୋଲକାତାର ଆର ଜି କର ମେଡିକାଲରେ ଟ୍ରେନି ଡାକ୍ତରଙ୍କୁ ଦୁଷ୍କର୍ମ ଓ ହତ୍ଯା ମାମଲାରେ ନ୍ୟାୟ ଦାବି କରି ଆନ୍ଦୋଳନ ଜାରି ରଖିଛନ୍ତି ଡାକ୍ତର। ଏହାରି ମଧ୍ୟରେ ଆଜି ଆନ୍ଦୋଳନରତ ଜୁନିୟର ଡାକ୍ତରଙ୍କୁ ଭେଟି ସେମାନଙ୍କ ସହ ଆଲୋଚନା କରିଛନ୍ତି ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ।   ଏପରିକି…

କାଲି ବ୍ରହ୍ମପୁର ଯିବେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ଵର: ଆସନ୍ତାକାଲି ଅର୍ଥାତ୍ ରବିବାର ବ୍ରହ୍ମପୁର ଗସ୍ତ କରିବେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ବ୍ରହ୍ମପୁର ରେଳଷ୍ଟେସନରେ ବନ୍ଦେ ଭାରତ ଟ୍ରେନ୍‌ର ଲୋକାର୍ପଣ କରିବେ ମୁଖ୍ୟମନ୍ତ୍ରୀ । ଏହାପରେ ଉକ୍ତ ଟ୍ରେନରେ ବସି ପୁଣି ଭୁବନେଶ୍ବର ଫେରିବାର କାର୍ଯ୍ୟକ୍ରମ ରହିଛି । ଖବର ମୁତାବକ,…

ବଢିଲା ଡେଡଲାଇନ; ଡିସେମ୍ବର ୧୪ ଯାଏଁ ମାଗଣାରେ କରିପାରିବେ ଆଧାର ଅପଡେଟ୍

ନୂଆଦିଲ୍ଲୀ: ଡିସେମ୍ବର ୧୪ ଯାଏଁ ମାଗଣାରେ କରିପାରିବେ ଆଧାର ଅପଡେଟ୍। UIDAI ପକ୍ଷରୁ ଏଭଳି ସୂଚନା ଦିଆଯାଇଛି। ପୂର୍ବରୁ ଏହି ଡେଡଲାଇନ ସେପ୍ଟେମ୍ବର ୧୪ ରହିଥିଲା। କେବଳ myAadhaar ପୋର୍ଟାଲରେ ଏହି ମାଗଣା ସେବା ଉପଲବ୍ଧ। ଆଗାମୀ ଡିସେମ୍ବର ୧୪ ପର୍ଯ୍ୟନ୍ତ ଆପଣ ମାଗଣାରେ ନିଜ ଆଧାର ଅପଡେଟ୍…

ଜେଲ୍ ଭିତରେ ମୋବାଇଲ ବ୍ୟବହାର କରି ନିଲମ୍ବିତ ହେଲେ ୱାର୍ଡର

ବାରିପଦା: କର୍ତ୍ତବ୍ୟରେ ଅବେହେଳା କାରଣରୁ ନିଲମ୍ବିତ ହେଲେ ଦୁଇ ୱାର୍ଡର । ଡ୍ୟୁଟି ସମୟରେ ଜେଲ ଭିତରେ ଥାଇ ମୋବାଇଲ ବ୍ୟବହାର କରୁଥିଲେ ଓ୍ବାର୍ଡର ସ୍ବାଗତ ରଥ ଓ କୃଷ୍ଣଚନ୍ଦ୍ର ମହାନ୍ତି । ଏନେଇ ଉଭୟଙ୍କୁ ନିଲମ୍ବନ କରାଯାଇଛି । ଏଭଳି ଘଟଣା ଘଟିଛି କରଞ୍ଜିଆ ଉପକାରାଗାରରେ । ଏନେଇ ସୂଚନା…

ପ୍ରଧାନମନ୍ତ୍ରୀଙ୍କ ଗସ୍ତ ପାଇଁ ଅଫିସରଙ୍କ ତାଲିକାରେ ଥିବା ମୃତ ଅଧିକାରୀଙ୍କ ନାଁ ହଟିଲା

ଭୁବନେଶ୍ଵର: ଓଡିଶାରେ ବିଭିନ୍ନ ପ୍ରକଳ୍ପର ଉଦଘାଟନ ପାଇଁ ଆସନ୍ତା ୧୭ ତାରିଖରେ ଓଡ଼ିଶା ଆସିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଏହି ଗସ୍ତ ସମୟରେ ମୋଦିଙ୍କ ସୁରକ୍ଷା ନିମନ୍ତେ ବହୁ ଅଧିକାରୀଙ୍କୁ ଦାୟିତ୍ୱ ବଣ୍ଟନ କରାଯାଇଛି । ହେଲେ ଏହା ଭିତରେ ଏକ ଅଦ୍ଭୁତ ଘଟଣା ଦେଖିବାକୁ ମିଳିଛି ।…

ମମତାଙ୍କ ଶେଷ ପ୍ରଚେଷ୍ଟା: ଆନ୍ଦୋଳନରତ ଡାକ୍ତରଙ୍କୁ ଭେଟି କହିଲେ ମନର କଥା………

କୋଲକାତା: କୋଲକାତା ମେଡିକାଲ କଲେଜ ଦୁଷ୍କମ ଓ ଆନ୍ଦୋଳନକୁ ୩୩ ଦିନ ବିତିଗଲାଣି । ଏବେ ବି ନିଜର ଆକ୍ରୋଶ ଭରା ହୃଦୟରେ ବିକ୍ଷୋଭ କରୁଛନ୍ତି ଜୁନିୟର ଡାକ୍ତର । ଏନେଇ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜି ସେମାନଙ୍କୁ ଆଲୋଚନା ପାଇଁ ଡାକିଥିଲେ ମଧ୍ୟ ଯାଇନଥିଲେ ଜୁନିୟର ଡାକ୍ତରମାନେ । ଏହାକୁ…