Latest Odisha News

BREAKING NEWS

Browsing Category

ମୁଖ୍ୟ ଖବର

ମମତାଙ୍କ ‘ଇସ୍ତଫା ପ୍ରସ୍ତାବ’ ଇମୋସନାଲ ଚାପ ନୁହେଁ ତ?

କୋଲକାତା: ଆରଜି କର ଟ୍ରେନି ଡାକ୍ତର ଦୁଷ୍କର୍ମ ଓ ହତ୍ୟା ମାମଲାରେ ଦୁର୍ବଳ ହୋଇପଡିଛନ୍ତି କି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ । ସତରେ ସେ କ’ଣ ଅସହାୟ ହୋଇପଡିଛନ୍ତି ? ସବୁବେଳେ ସବୁ ପ୍ରସଙ୍ଗରେ ଲଢୁଆ ଆଭିମୁଖ୍ୟ ଗ୍ରହଣ କରୁଥିବା ମମତା ବାନାର୍ଜୀ ଏବେ ନରମ ପଡିଥିବା ଲାଗୁଛି । ଟ୍ରେନି ଡାକ୍ତର…

ରାଜଧାନୀରେ ଚାଞ୍ଚଲ୍ୟ: ବନ୍ଦ ଘରୁ ମିଳିଲା ଯୁବତୀଙ୍କ ମୃତ ଦେହ, ପରିବାର କହିଲେ ହତ୍ୟା

ଭୁବନେଶ୍ବର: ପୁଣି ରାଜଧାନୀରୁ ଏକ ଚାଞ୍ଚଲ୍ୟକର ଘଟଣା ସାମ୍ନାକୁ ଆସିଛି । ଖଣ୍ଡଗିରି ଥାନା ଅଧିନରେ ଥିବା ଏକ ଘର ଭିତରୁ ଜଣେ ଯୁବତୀଙ୍କ ମୃତ ଦେହ ଉଦ୍ଧାର ହୋଇଛି । ତେବେ ଯୁବତୀ ଜଣଙ୍କ ତାଙ୍କ ପୁରୁଷ ବନ୍ଧୁଙ୍କ ସହ ସେହି ଘରେ ଲିଭ ଇନ୍ ରେ ରହୁଥିବା ସୂଚନା ମିଳିଥିବା ବେଳେ ପରିବାର ଲୋକ…

ଭୁବନେଶ୍ୱରରେ ଖୁବଶୀଘ୍ର ସ୍ଥାପନ ହେବ ଓମଫେଡ ଭେଣ୍ଡିଂ ମେସିନ

ଭୁବନେଶ୍ୱର: ଓଡ଼ିଶା ରାଜ୍ୟ କୋଅପରେଟିଭ୍ ମିଲ୍କ ଉତ୍ପାଦକ ଫେଡେରେସନ୍ (ଓମଫେଡ) ଖୁବଶୀଘ୍ର ଭୁବନେଶ୍ୱରରେ ଭେଣ୍ଡିଂ ମେସିନ୍ ସ୍ଥାପନ କରିବ। ପ୍ରଥମ ମେସିନ୍ ଜନପଥରେ ସ୍ଥାପନ କରାଯିବ। ପରେ ସହରର ବିଭିନ୍ନ ସ୍ଥାନରେ ଆଉ ୨୦ଟି ମେସିନ ସ୍ଥାପନ କରାଯିବ। ଯାହାଦ୍ବାରା ଡିଜିଟାଲ୍ ପେମେଣ୍ଟ…

କାହିଁକି ବଦଳିବା ଦରକାର ରେଭେନ୍ସା ନାଁ?

ଭୁବନେଶ୍ବର: ଥମୁନି ରେଭେନ୍ସା ନାମ ପରିବର୍ତ୍ତନ ବିବାଦ। ବିଜେଡି ନାଁ ବଦଳ ବିରୋଧରେ ସ୍ବର ଉଠାଉଛି ତ ବିଜେପି ସପକ୍ଷରେ କହୁଛି । ଭୁବନେଶ୍ବରରେ ଏକ ଆଲୋଚନାଚକ୍ରରେ ରେଭେନ୍ସା ନାଁ ପରିବର୍ତ୍ତନକୁ ଜୋର ଦେଇଛନ୍ତି କଟକ ସାଂସଦ ଭର୍ତ୍ତୃହରି ମହତାବ। ରେଭେନ୍ସା ନାମ ପରିବର୍ତ୍ତନ ଆବଶ୍ୟକ ବୋଲି…

ବଢିଲା ବିରୋଧ…ସରକାରଙ୍କ ୟୁଟର୍ଣ୍ଣ

ଭୁବନେଶ୍ବର: ପ୍ରବଳ ବିରୋଧ ଆଗରେ ମୁଣ୍ଡ ନୁଆଁଇଲେ ବିଜେପି ସରକାର । ପୁରୀ ବେଳାଭୂମିରେ ବିଚ୍ ସାକ୍ସ ବା ମଦ କୁଟୀର ଖୋଲିବ ନାହିଁ। ଅବକାରୀ ନୀତିରେ ରାଜ୍ୟ ସରକାର ପରିବର୍ତ୍ତନ ଆଣିଛନ୍ତି । ସାମାଜିକ, ଧାର୍ମିକ, ସାଂସ୍କୃତିକ ଦିଗକୁ ଦେଖି ନୀତିରେ ପରିବର୍ତ୍ତନ ଅଣାଯାଇଥିବା କୁହାଯାଇଛି ।…

ରାସ୍ତାକଡ ଜଳଖିଆ ଦୋକାନ ପାଇଁ ବିଏମସିର ଗାଇଡଲାଇନ

ଭୁବନେଶ୍ୱର: ଭୁବନେଶ୍ୱର ମହାନଗର ନିଗମ (ବିଏମସି) ଶୁକ୍ରବାର ଦିନ ଭୁବନେଶ୍ୱରରେ ଷ୍ଟ୍ରିଟ୍ ଫୁଡ୍ ବିକ୍ରେତାଙ୍କ ପାଇଁ ଏକ ନୂଆ ଗାଇଡଲାଇନ ଜାରି କରିଛି। ପରିମଳ, ସ୍ୱାସ୍ଥ୍ୟ ଏବଂ ପରିଷ୍କାର ପରିଚ୍ଛନ୍ନତା ପାଇଁ ଏହି ନିର୍ଦ୍ଦେଶାବଳୀ ଜାରି କରାଯାଇଛି ବୋଲି ବିଏମସି ପକ୍ଷରୁ ସୂଚନା…

ଚା’ରେ ଚିନି ନୁହେଁ ଗୁଡ଼ ବ୍ୟବହାର କରନ୍ତୁ, ଦୂର ହେବ ଋତୁସ୍ରାବ ଜନିତ ପେଟ ବ୍ୟଥା

ଦୀର୍ଘ ଶତାବ୍ଦୀ ଧରି ପ୍ରତ୍ୟେକ ଭାରତୀୟଙ୍କ ଘରେ ଗୁଡ଼ ବ୍ୟବହାର କରାଯାଇ ଆସୁଛି। ବିଶେଷକରି ଶୀତଦିନେ, ପିଲାଠାରୁ ଆରମ୍ଭ କରି ବୃଦ୍ଧ ପର୍ଯ୍ୟନ୍ତ ସମସ୍ତେ ବହୁତ ଗୁଡ଼ ଖାଆନ୍ତି। କାରଣ ପୂର୍ବକାଳର ଲୋକେ କୁହନ୍ତି ଯେ ଗୁଡ ଖାଇଲେ ସ୍ୱାସ୍ଥ୍ୟ ପାଇ ଅନେକ ଲାଭ ହୋଇଥାଏ। କେବଳ ଏତିକି ନୁହେଁ,…

ବିହାରରେ ଚାଞ୍ଚଲ୍ୟ; ଦୁଷ୍କର୍ମ ଉଦ୍ୟମ କରୁଥିବା ଡାକ୍ତରଙ୍କ ପ୍ରାଇଭେଟ୍ ପାର୍ଟ କାଟିଲେ ନର୍ସ

ସମସ୍ତିପୁର: ବିହାରର ସମସ୍ତିପୁର ଜିଲ୍ଲାରେ ଏକ ଚାଞ୍ଚଲ୍ୟକର ଘଟଣା ସାମ୍ନାକୁ ଆସିଛି। ଏଠାରେ ଜଣେ ଡାକ୍ତର ଦୁଇ ସହକର୍ମୀଙ୍କ ସହ ମିଶି ଜଣେ ନର୍ସଙ୍କୁ ଦୁଷ୍କର୍ମ କରିବାକୁ ଚେଷ୍ଟା କରିଥିଲେ। ଯାହା ପରେ ନିଜକୁ ବଞ୍ଚାଇବାକୁ ଯାଇ ଡାକ୍ତରଙ୍କ ପ୍ରାଇଭେଟ୍ ପାର୍ଟ କାଟିଦେଇଥିଲେ।…

ଫିଲ୍ମ ଛଡାଇ ନେଇଛନ୍ତି ଷ୍ଟାର୍‌କିଡ୍

ମୁମ୍ବାଇ: ରକୁଲ ପ୍ରୀତ ସିଂହ ବଲିଉଡ ପର୍ଯ୍ୟନ୍ତ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି। ଏହି ଅଭିନେତ୍ରୀ କେବଳ ତାମିଲ ଏବଂ ତେଲୁଗୁ ଭାଷାରେ ଅନେକ ସୁପରହିଟ୍ ଚଳଚ୍ଚିତ୍ର କରିନାହାଁନ୍ତି, ବରଂ 'ଦେ ଦେ ପ୍ୟାର୍ ଦେ', 'ରନୱେ 34', 'ଡକ୍ଟର ଜୀ' ଏବଂ 'ଛତ୍ରୀୱାଲୀ' ଭଳି ହିନ୍ଦୀ ସିନେମାରେ…

ଗିରଫ ହେଲେ ବିଜେଡିର ପୂର୍ବତନ ବ୍ଲକ ସଭାପତି

ମୟୂରଭଞ୍ଜ: ବନ୍ଧା ହେଲେ ବିଜେଡିର ପୂର୍ବତନ ବ୍ଲକ ସଭାପତି । ମୟୂରଭଞ୍ଜ ଜିଲ୍ଲାଶୁଳିଆପଦା ବ୍ଲକ ବିଜେଡିର ପୂର୍ବତନ ସଭାପତି ଦିବ୍ୟଲୋଚନ ଦାଶଙ୍କୁ ଗିରଫ କରିଛି ଭିଜିଲାନ୍ସ । ଏଥିସହିତ ତାଙ୍କ ସହ ଜଣେ ଠିକା କର୍ମଚାରୀ ମନୋଜ ଦେଓଙ୍କୁ ବି ଗିରଫ କରିଛି ଭିଜିଲାନ୍ସ । ଓମ୍ବାଡ୍‌ସି ପାଣ୍ଠିରୁ…