Latest Odisha News

BREAKING NEWS

Browsing Category

ମୁଖ୍ୟ ଖବର

ମେଡିସିନ ପାଇଁ ଦୁଇ ଜଣଙ୍କୁ ମିଳିବ ନୋବେଲ

ନୂଆଦିଲ୍ଲୀ: ଚଳିତ ବର୍ଷ ପାଇଁ ବିଶ୍ୱର ସର୍ବୋଚ୍ଚ ସମ୍ମାନ ନୋବେଲ ପୁରସ୍କାର ଘୋଷଣା କରାଯାଇଛି। ଆଜି ଚିକିତ୍ସା କ୍ଷେତ୍ର ପାଇଁ ନୋବେଲ ବିଜେତାଙ୍କ ନାମ ଘୋଷଣା ହୋଇଛି। ଏଥର ଦୁଇ ଜଣ ମିଳିତ ଭାବେ ନୋବେଲ ପାଇବେ। ଏ ସମ୍ପର୍କରେ ଦ ନୋବେଲ ପ୍ରାଇଜ ଏକ୍ସ ହ୍ୟାଣ୍ଡେଲରେ ଏକ ପୋଷ୍ଟ କରାଯାଇ ସୂଚନା…

ନବରାତ୍ରୀ ଅବସରରେ ପ୍ରଧାନମନ୍ତ୍ରୀଙ୍କ କଲମରୁ ମା’ଙ୍କ ପାଇଁ ପଦେ……

ନୂଆଦିଲ୍ଲୀ: ପୁଣି ଜଗଦମ୍ବା ମା’ଙ୍କ ଆଗମନରେ ମାଙ୍କୁ ସମର୍ପିତ କରି ଗୀତ ଲେଖିଲେ ପ୍ରଧାନମନ୍ତ୍ରୀ ମୋଦି । ନିଜ ଏକ୍ସ ହ୍ୟାଣ୍ଡେଲରେ ସେୟାର କଲେ ମା’ ଦୁର୍ଗାଙ୍କୁ ସମର୍ପିତ ଗୀତ ‘ଆଭତିକଲାୟ’ । ତେବେ ମହାରାଷ୍ଟ୍ର ଗସ୍ତରେ ଯାଇଥିବା ବେଳେ ମୋଦି ମା ଜଗଦମ୍ବା ମନ୍ଦିରରେ ପୂଜାଅର୍ଚ୍ଚନା…

ମହାକାଶରୁ ଭୋଟ୍ ଦେବେ ସୁନୀତା ୱିଲିୟମ୍ସ

ନୂଆଦିଲ୍ଲୀ: ମହାକାଶଚାରୀ ଭାରତୀୟ ବଂଶୋଦ୍ଭବ ସୁନୀତା ୱିଲିୟମ୍ସ ମହାକାଶରୁ ଦେବେ ଭୋଟ୍। ଅନ୍ତର୍ଜାତୀୟ ସ୍ପେଶ୍ ଷ୍ଟେସନରୁ ସେ ତାଙ୍କ ଅଧିକାର ସାବ୍ୟସ୍ତ କରିବେ। ନଭେମ୍ବରରେ ୫ରେ ହେବାକୁ ଥିବା ଆମେରିକା ରାଷ୍ଟ୍ରପତି ନିର୍ବାଚନରେ ସେ ତାଙ୍କର ମତ ସାବ୍ୟସ୍ତ କରିବେ ବୋଲି ନାସା ସୂଚନା ଦେଇଛି।…

ଭିଜିଲାନ୍ସ ଜାଲରେ ନିର୍ବାହୀ ଯନ୍ତ୍ରୀ

ସୁବର୍ଣ୍ଣପୁର: ଭିଜିଲାନ୍ସ ଜାଲରେ ନିର୍ବାହୀ ଯନ୍ତ୍ରୀ । ସୁବର୍ଣ୍ଣପୁର ଜିଲ୍ଲା ତେଲ ଜଳସେଚନ ପ୍ରକଳ୍ପର ନିର୍ବାହୀ ଯନ୍ତ୍ରୀ ଜିତେନ୍ଦ୍ର ପାଢ଼ୀ ଆଜି ଭିଜିଲାନ୍ସ ହାତରେ ଧରା ପଡିଛନ୍ତି । ଜଣେ ଠିକାଦାରଙ୍କ ଠାରୁ ବକେୟା ବିଲ କରିବା ପାଇଁ ସେ ୪୬ ହଜାର ଟଙ୍କା ନେବାବେଳେ ଭିଜିଲାନ୍ସ ହାତରେ…

ଜମ୍ମୁରେ ଏଲଜିଙ୍କ ନିଷ୍ପତି; ବିରୋଧୀଙ୍କ ସରକାର ଗଠନ ସ୍ୱପ୍ନ କରିବ ଚୁରମାର !

ଶ୍ରୀନଗର: ହରିଆଣା ଓ ଜମ୍ମୁକଶ୍ମୀରରେ କିଏ କରିବ ସରକାର। ୮ ତାରିଖରେ ଦୁଇ ରାଜ୍ୟ ବିଧାନସଭା ଭୋଟ୍ ଗଣତି ପୂର୍ବରୁ ଆସିଲା ବିଭିନ୍ନ ସଂସ୍ଥାର ଏକଜିଟ୍ ପୋଲ୍ ଆକଳନ। ଜମ୍ମୁ-କାଶ୍ମୀରରେ ଅଧିକାଂଶ ଏକଜିଟ୍ ପୋଲ୍ ଝୁଲା ବିଧାନସଭା ସମ୍ଭାବନାକୁ ସୂଚାଉଛି। ଏଭଳି ପରିସ୍ଥିତିରେ ଜମ୍ମୁ କାଶ୍ମୀରର…

ଅପରାଧୀଙ୍କ ପାଇଁ ସ୍ୱର୍ଗଠାରୁ କମ୍ ନୁହେଁ ଏହି ଦେଶ, ସମସ୍ତ ପଳାତକ ଏଠାରେ ନିଅନ୍ତି ଆଶ୍ରୟ

ନୂଆଦିଲ୍ଲୀ: ସାରା ବିଶ୍ୱରେ ଅପରାଧୀମାନେ ଅପରାଧ କରିବା ପରେ ଏପରି ଏକ ସ୍ଥାନରେ ଲୁଚାଇବାକୁ ଚାହାଁନ୍ତି ଯେଉଁଠାରେ ପୋଲିସ ସେମାନଙ୍କୁ ଖୋଜି ପାଇପାରିବ ନାହିଁ। ଯଦିଓ ସେମାନଙ୍କ ସନ୍ଧାନ ପାଇବେ କିନ୍ତୁ ଅପରାଧୀଙ୍କ ନିକଟକୁ ଯାଇ ଧରିପାରିବ ନାହିଁ। ଅନେକ ଅପରାଧୀ ସେମାନଙ୍କର ଉଦ୍ଦେଶ୍ୟରେ ସଫଳ…

କ୍ୟାଟ୍ରିନାଙ୍କୁ ଡାଏବେଟିସ୍ ! ହାତରେ କଳା ପ୍ୟାଚ୍ ଦେଖି ଚିନ୍ତାରେ ଫ୍ୟାନ୍ସ

ମୁମ୍ଵାଇ: ବଲିଉଡ୍‌ର ବାର୍ବିଡଲ୍‌ କ୍ୟାଟ୍ରିନା କୈଫଙ୍କ ସ୍ୱାସ୍ଥ୍ୟବସ୍ଥାକୁ ନେଇ ଚିନ୍ତିତ ଅଛନ୍ତି ପ୍ରଶଂସକ। କାରଣ ତାଙ୍କ ହାତରେ ଏକ କଳା ପ୍ୟାଚ୍ ଦେଖିବାକୁ ମିଳିଛି। ଏହି କଳା ଦାଗ ମଧୁମେହ ରୋଗ ଥିଲେ ଦେଖିବାକୁ ମିଳେ। ଯାହାକୁ ଦେଖି ପ୍ରଶଂସକମାନେ ତାଙ୍କ ସ୍ୱାସ୍ଥ୍ୟକୁ ନେଇ ଚିନ୍ତିତ…

ପୂରିଲା ବର୍ଷେ ହେଲେ ପଡୁନି ପୂର୍ଣ୍ଣଚ୍ଛେଦ: ଭାରି ପଡୁଛି ଇସ୍ରାଏଲ, ହାରୁନାହିଁ ହମାସ

ନୂଆଦିଲ୍ଲୀ: ଇସ୍ରାଏଲ ଉପରେ ପାଲେଷ୍ଟିନୀୟ ଉଗ୍ରବାଦୀ ସଂଗଠନ ହମାସର ଆକ୍ରମଣକୁ ବର୍ଷେ ପୂରିଛି । ବର୍ଷକ ତଳେ ଇସ୍ରାଏଲ ଭିତରେ ପଶି ହମାସ ଅତର୍କିତ ଭାବେ ଭୟାବହ ଆକ୍ରମଣ କରିଥିଲା । ଆକ୍ରମଣରେ ୧୨ଶହରୁ ଅଧିକ ଇସ୍ରାଏଲୀ ନାଗରିକଙ୍କ ମୃତ୍ୟୁ ହୋଇଥିବା ବେଳେ ଶହ ଶହ ଆହତ ହୋଇଥିଲେ ।  ମହିଳା ଓ…

ନକ୍ସଲ ନିପାତ ପାଇଁ ବ୍ଲୁ ପ୍ରିଣ୍ଟ: ଶାହା କହିଲେ, ଏବେ ଅନ୍ତିମ ପ୍ରହାର…

ନୂଆଦିଲ୍ଲୀ: ଦେଶରୁ ୨୦୨୬ ମାର୍ଚ୍ଚ ସୁଦ୍ଧା ନିପାତ ହେବେ ନକ୍ସଲ । ବାମପନ୍ଥୀ ଉଗ୍ରବାଦ ଏବେ ଅନ୍ତିମ ଚରଣରେ ପହଞ୍ଚିଛି । ଏବେ ଅନ୍ତିମ ପ୍ରହାରର ସମୟ….ଆଜି ଦିଲ୍ଲୀରେ ନକ୍ସଲ ମୁକାବିଲା ବୈଠକରେ ନକ୍ସଲ ପ୍ରଭାବିତ ରାଜ୍ୟର ମୁଖ୍ୟମନ୍ତ୍ରୀମାନଙ୍କୁ ରଣହୁଙ୍କାର ଭରିଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ…

କୋଇଲା ଖଣିରେ ଭୟଙ୍କର ବିସ୍ଫୋରଣ, ୭ ମୃତ

କୋଲକାତା: କୋଇଲା ଖଣିରେ ଭୟଙ୍କର ବିସ୍ଫୋରଣ। ପ୍ରାଣ ହରାଇଲେ ୭ ଶ୍ରମିକ। ସେହିପରି ଅନେକ ଆହତ ହୋଇଛନ୍ତି। ପଶ୍ଚିମବଙ୍ଗର ବୀରଭୂମରେ ଘଟିଛି ଏହି ବିସ୍ଫୋରଣ। ବୀରଭୂମ ଜିଲ୍ଲା ଲୋକପୁର ପୁଲିସ ଷ୍ଟେସନ ଅଞ୍ଚଳରେ ଏହି ଅଘଟଣ ଘଟିଛି। ତେବେ  ଏହାର  କାରଣ ବର୍ତ୍ତମାନ ସୁଦ୍ଧା ଜଣାପଡି ନାହିଁ।…