Latest Odisha News

BREAKING NEWS

Browsing Category

ମୁଖ୍ୟ ଖବର

ମଧ୍ୟପ୍ରଦେଶରୁ ୧,୮୦୦ କୋଟି ଟଙ୍କାର ଡ୍ରଗ୍ସ ଜବତ

ନୂଆଦିଲ୍ଲୀ: ଦିଲ୍ଲୀ ପରେ ମଧ୍ୟପ୍ରଦେଶରେ ହୋଇଛି ବଡ଼ ଧରଣର ଚଢାଉ। ମଧ୍ୟପ୍ରଦେଶର ଭୋପାଳ ନିକଟସ୍ଥ ଏକ କାରଖାନାରୁ ବିପୁଳ ପରିମାଣର ଡ୍ରଗ୍ସ ଏବଂ କଞ୍ଚାମାଲ ଜବତ କରାଯାଇଛି। ଏହାର ମୂଲ୍ୟ ପାଖାପାଖି ୧,୮୦୦  କୋଟି ଟଙ୍କା ହେବ। ଏହି କାରାଖାନାରେ ଏମଡି(ମେଫେଡ୍ରୋନ୍) ଡ୍ରଗ୍ସ ତିଆରି ଚାଲିଥିଲା।…

ଓଏସଏସସି ପରିଚାଳିତ ଷ୍ଟାଟିଷ୍ଟିକାଲ୍ ଆସିଷ୍ଟାଣ୍ଟ ପରୀକ୍ଷାରେ ତ୍ରୁଟି ଅଭିଯୋଗ

ବାଲେଶ୍ବର: OSSC ପରିଚାଳିତ ଷ୍ଟାଟିଷ୍ଟିକାଲ ଆସିଷ୍ଟାଣ୍ଟ ପରୀକ୍ଷାରେ ତ୍ରୁଟି ଅଭିଯୋଗ। ବାଲେଶ୍ବରର ଗୋପାଳ ଗାଁ ପରୀକ୍ଷା କେନ୍ଦ୍ରରେ ତ୍ରୁଟି ହୋଇଥିବା ଅଭିଯୋଗ ହୋଇଛି । ଏଭଳି ଏକ ଗୁରୁତର ଅଭିଯୋଗ କରିଛନ୍ତି କିଛି ପରୀକ୍ଷାର୍ଥୀ। ପରୀକ୍ଷା ପୂର୍ବରୁ ପ୍ରଶ୍ନପତ୍ର ପ୍ୟାକେଟ୍ ସିଲ୍…

ମହିଳାଙ୍କ ପେଟରୁ ବାହାରିଲା ଦୁଇ କେଜି ଓଜନର କେଶ ଗୁଚ୍ଛା

ବରେଲି: ଉତ୍ତରପ୍ରଦେଶର ବରେଲିରୁ ଏକ ଅଦ୍ଭୁତ ଘଟଣା ସାମ୍ନାକୁ ଆସିଛି। ଏଠାରେ ଜଣେ ମହିଳାଙ୍କ ପେଟରୁ ୨ କେଜି ଓଜନର କେଶ ବାହାର କରିବାରେ ଡାକ୍ତରମାନେ ସଫଳ ହୋଇଛନ୍ତି। ମହିଳା ଜଣଙ୍କ ଦୀର୍ଘ୧୫ ବର୍ଷ ଧରି ନିଜ ମୁଣ୍ଡର କେଶ ଛିଡାଇ ଖାଉଥିଲେ। ଫଳରେ ତାର ପାକସ୍ତଳୀରେ କେଶର ଏକ ଗୁଚ୍ଛା ଜମି…

‘କାମ ଦେଉନି ଡବଲ ଇଞ୍ଜିନ, ପୁଣି ବିଜେଡିକୁ ଫେରିବେ ଜନତା’

ଭୁବନେଶ୍ବର: ରାଜ୍ୟରେ ଡବଲ ଇଞ୍ଜିନ କାମ ଦେଉନାହିଁ । ଲୋକଙ୍କ ସମସ୍ୟାରେ ମୁହଁ ଫିଟାଉନାହାନ୍ତି ସରକାର । ତେଣୁ ଓଡିଶାର ଲୋକେ ବିଜେଡିକୁ ଭୋଟ ଦେବାକୁ ସ୍ଥିର କରିସାରିଲେଣି ବୋଲି ଦାବି କରିଛନ୍ତି ବିଜେଡି ମୁଖପାତ୍ର ଲେନିନ ମହାନ୍ତି  । ଖାଲି ସେତିକି ନୁହେଁ, ପିଜେପି ଯାହା…

ହରିୟାଣା : କ’ଣ କଂଗ୍ରେସର ସମ୍ଭାବ୍ୟ ବିଜୟର କାରଣ, କେଉଁଠି ରହିଲା ବିଜେପିର ଭୁଲ୍?

ନୂଆଦିଲ୍ଲୀ: ବିଭିନ୍ନ ଗଣମାଧ୍ୟମ ଓ ଏଜେନସୀର ଏକଜିଟ୍ ପୋଲ୍ ଆକଳନ ଅନୁସାରେ ଏଥର ହରିୟାଣାରେ ଗଠନ ହେବ କଂଗ୍ରେସ ସରକାର । ଏକଜିଟ୍ ପୋଲ୍ ପୂର୍ବାନୁମାନ ଅନେକ ଥର ଭୁଲ ସାବ୍ୟସ୍ତ ହୋଇଛି । ହେଲେ ଏଥର ଗୋଟିଏ ବି ଏକଜିଟ୍ ପୋଲ୍ ହରିୟାଣାରେ ବିଜେପି ହ୍ୟାଟ୍ରିକ କରିବ ବୋଲି ପୂର୍ବାନୁମାନ…

ଥମୁନି ତିରୁପତି ପ୍ରସାଦ ବିବାଦ: ଏବେ ପୋକ ମିଲିଲାଣି…..

ତିରୁପତି: ତିରୁପତି ମନ୍ଦିର ପ୍ରସାଦରେ ପଶୁଚର୍ବି ମିଶିଥିବା ବିବାଦ ଥମିନଥିବା ବେଳେ ଏବେ ଏହାରି ଭିତରେ ଜଣେ ଭକ୍ତ ଦାବି କରିଛନ୍ତି ଯେ ଏବେ ଆନ୍ଧ୍ରପ୍ରଦେଶର ତିରୁମାଲା ଶ୍ରୀ ଭେଙ୍କେଟାଶ୍ବର ସ୍ବାମୀ ବାଲାଜୀ ମନ୍ଦିର ପ୍ରସାଦରେ ତାଙ୍କୁ ପୋକ ମିଳିଛି । ତେବେ ଖାଲି ସେତିକି ନୁହେଁ ଏନେଇ…

ପୁଣି ପର୍ଯ୍ୟଟକଙ୍କୁ ମତୁଆଲା କରିବ କୋଣାର୍କ ମେରାଇନ ରୋଡ

ପୁରୀ: ପୁଣି ଥରେ ପର୍ଯ୍ୟଟକଙ୍କୁ ମନୋରଞ୍ଜନର ଖୋରାକ ଯୋଗାଇବା ପାଇଁ ଆରମ୍ଭ ହେବାକୁ ଯାଉଛି ଇକୋ ରିଟ୍ରିଟ୍ । ଡିସେମ୍ବର ୧୫ରୁ କୋଣାର୍କ ମେରାଇନ ରୋଡ୍‌ ସଂଲଗ୍ନ ବେଳାଭୂମିରେ ଇକୋ ରିଟ୍ରିଟ୍‌ କାର୍ଯ୍ୟକ୍ରମ ଆରମ୍ଭ ହେବାକୁ ଯାଉଛି। ଯେଉଁଥିରେ ବିଳାସପୂର୍ଣ୍ଣ ଟେଣ୍ଟରେ  ପଞ୍ଚତାରକା…

ପୁଣି ଦିଲ୍ଲୀ ଯିବେ ମୁଖ୍ୟମନ୍ତ୍ରୀ, ନିପାତ ହେବ ମାଓ କୁଟୀର

ଭୁବନେଶ୍ବର: ପୁଣି ଦିଲ୍ଲୀ ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ଆଜିଠୁ ୩ ଦିନିଆ ଦିଲ୍ଲୀ ଗସ୍ତରେ ଯିବେ। ଦିଲ୍ଲୀରେ ମାଓ ମୁକାବିଲାକୁ ନେଇ ଗୃହମନ୍ତ୍ରୀ ଅମିତ୍ ଶାହା ଅଧ୍ୟକ୍ଷତାରେ ବସିବାକୁ ଥିବା ବୈଠକରେ ଯୋଗ ଦେବେ ମୁଖ୍ୟମନ୍ତ୍ରୀ । ଏହା ସହ ଅନ୍ୟାନ୍ୟ କାର୍ଯ୍ୟକ୍ରମରେ ମଧ୍ୟ ସାମିଲ…

୩ ଘଣ୍ଟା ପ୍ରବଳ ବର୍ଷିବ, ଜାରି ହେଲା ଆଲର୍ଟ

ଭୁବନେଶ୍ବର: ଆଗାମୀ ୩ ଘଣ୍ଟା ବିଜୁଳି, ଘଡ଼ଘଡି ସହ ପ୍ରବଳ ବର୍ଷା ନେଇ ସତର୍କ କରାଇଲା ପାଣିପାଗ ବିଭାଗ । ଏନେଇ ୪ ଜିଲ୍ଲାକୁ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ । ପୁରୀ, ଗଞ୍ଜାମ, କଟକ, ଖୋର୍ଦ୍ଧା ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି । ଟ୍ବିନ୍‌ସିଟି କଟକ ଓ ଭୁବନେଶ୍ବର…

ଆଇପିଏସ୍ ଅରୁଣ ଷଡ଼ଙ୍ଗୀଙ୍କୁ ମିଳିଲା ଭିଆରଏସ୍ ଅନୁମତି

ଭୁବନେଶ୍ୱର: ପୂର୍ବତନ ପୋଲିସ ଡିଜି ଅରୁଣ ଷଡ଼ଙ୍ଗୀଙ୍କୁ ମିଳିଛି ଭିଆରଏସ୍ ଅନୁମତି। ସେ ୧୯୯୦ ବ୍ୟାଚ ଆଇପିଏସ୍ ହୋଇଥିବା ବେଳେ ସରକାରୀ ଚାକିରିରୁ ସ୍ୱେଚ୍ଛାକୃତ ଅବସର ନେବା ପାଇଁ ରାଜ୍ୟ ସରକାର ତାଙ୍କୁ ଆଜି ଅନୁମତି ଦେଇଛନ୍ତି । ଫଳରେ ସେ ନିଜର ନୂଆ ଦାୟିତ୍ୱ ଆସନ୍ତା ସୋମବାର ଅପରାହ୍ନରୁ…