Latest Odisha News

BREAKING NEWS

Browsing Category

ମୁଖ୍ୟ ଖବର

ମାଗଣାରେ ମିଳିବନି ବିଦ୍ୟୁତ୍ ସେବା: ଉପ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ମାଗଣାରେ ମିଳିବନି ବିଦ୍ୟୁତ୍ ସେବା। ରାଜ୍ୟ ସରକାରଙ୍କ ୩୦୦ ୟୁନିଟ୍ ମାଗଣା ବିଦ୍ୟୁତ୍ ବିତରଣ ଉପରେ ବୁଧବାର ଏଭଳି ପ୍ରତିକ୍ରିୟା ରଖିଛନ୍ତି ଓଡିଶା ଉପମୁଖ୍ୟମନ୍ତ୍ରୀ କେ.ଭି ସିଂ ଦେଓ । ସେ ଆହୁରି ମଧ୍ଯ କହିଛନ୍ତି ଯେ, ଖର୍ଚ୍ଚ ହୋଇଥିବା ବିଦ୍ୟୁତ୍ ପାଇଁ ଦେୟ ଦେବାକୁ ପଡିବ।…

କୁକୁରଙ୍କ ପାଇଁ ଶ୍ମଶାନ କରିବେ ରାଜ୍ୟ ସରକାର

ଭୁବନେଶ୍ୱର: ଆଜି ବିଧାନସଭାରେ ନଗର ଉନୟନ ମନ୍ତ୍ରୀ ଡାକ୍ତର କୃଷ୍ଣଚନ୍ଦ୍ର ମହାପାତ୍ର କହିଛନ୍ତି ଯେ, କୁକୁରଙ୍କ ପାଇଁ ଶ୍ମଶାନ କରାଯିବ । ଟ୍ବିନ ସିଟି ସମେତ ରାଜ୍ୟର କିଛି ପ୍ରମୁଖ ସହରରେ ଶ୍ମଶାନ କରାଯିବ । ଯଦିଓ ଏବେ ଯାଏ ବିଭାଗ ଏ କଥାକୁ ବିଚାର କରି ନାହିଁ । ଆଗକୁ ପରିବେଶ ଦିଗ ଏବଂ…

ବିଲ୍ଡିଂର ସେଣ୍ଟ୍ରିଂ ଚାଲିଥିବାବେଳେ ଛିଣ୍ଡି ପଡିଲା କ୍ରେନ୍

ଭୁବନେଶ୍ୱର: ନିର୍ମାଣ କାର୍ଯ୍ୟ ଚାଲିଥିବାବେଳେ ଖସିଲା କ୍ରେନ । ଏଥିରେ ୫ ଜଣ ଆହତ ହୋଇଛନ୍ତି । ଆହତଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ଭୁବନେଶ୍ବର ୟୁନିଟ୍-୮ ଓଏମସି କଲୋନୀରେ ଚାଲିଥିଲା ନିର୍ମାଣ କାର୍ଯ୍ୟ । ଖବର ମୁତାବକ, ଆଜି ରାଜଧାନୀର ଓଏମସି କଲୋନୀରେ ୧୦ ତାଲା ବିଲ୍ଡିଂର…

‘ୱାର-୨’ ରେ ହ୍ରିତିକ ଓ କିଆରାଙ୍କ ଭରପୂର ରୋମାନ୍ସ

ମୁମ୍ବାଇ: ୨୦୨୫ରେ ବଡ଼ ପରଦାକୁ ଆସିବ 'ୱାର-୨'। ଏହି ବହୁଚର୍ଚ୍ଚିତ ଫିଲ୍ମରେ ମୁଖ୍ୟ ନାୟକ ଭୂମିକାରେ ଅଭିନୟ କରିଛନ୍ତି ହ୍ରିତିକ ରୋଶନ। ମୂଳ ଫିଲ୍ମ ଭଳି ଏଥିରେ ମଧ୍ୟ ସେ ଏଜେଣ୍ଟ କବୀର ଚରିତ୍ରରେ ନିଜର ଆସିବେ। ତେବେ ତାଙ୍କ ସହ ଲିଡ୍ ଲେଡି ଭାବେ ନଜର ଆସିବେ କିଆରା ଆଡଭାନି। ଉଭୟ ଖୁବଶୀଘ୍ର…

ମଙ୍ଗଳବାର ଆସିବେ ମୋଦି, ମହିଳାଙ୍କ ଖାତାକୁ ଯିବ ସୁଭଦ୍ରାର ପ୍ରଥମ କିସ୍ତି

ଭୁବନେଶ୍ବର: ଆସନ୍ତା ମଙ୍ଗଳବାର ସେପ୍ଟେମ୍ବର ୧୭ରେ ଓଡିଶା ଆସିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ସୁଭଦ୍ରା ଯୋଜନାକୁ ଓଡିଶାରେ ଶୁଭାରମ୍ଭ କରିବେ । ଏନେଇ ପ୍ରଧାନମନ୍ତ୍ରୀଙ୍କ ଓଡିଶା ଗସ୍ତର ସଂପୂର୍ଣ୍ଣ କାର୍ଯ୍ୟସୂଚୀ ଜାରି ହୋଇଛି । ତେବେ କାର୍ଯ୍ୟସୂଚୀ ଅନୁଯାୟୀ ସକାଳ ୧୧ଟା ୩୫…

ଓଡିଶା ପୋଲିସକୁ ସାହାଯ୍ୟ କରିବ ମୁଧୋଲ ହାଉଣ୍ଡ

ଭୁବନେଶ୍ବର: ଓଡିଶା ପୋଲିସ କାମକୁ ଆହୁରି ସହଜ କରିବ ମୁଧୋଲ ହାଉଣ୍ଡ । ରାଜ୍ୟରେ ପୋଲିସ ପ୍ରଶାସନର କ୍ଷମତା ବଢାଇବା ପାଇଁ ସାମିଲ ହୋଇଛି ଓଡ଼ିଶା ପୋଲିସ କେ-୯ ଡଗ୍ ସ୍କ୍ବାର୍ଡରେ ଭାରତୀୟ ପ୍ରଜାତିର ପ୍ରଥମ ଶ୍ଵାନ ମୁଧୋଲ ହାଉଣ୍ଡ । ଯାହାକୁ ସର୍ଚ୍ଚ ଏବଂ ଉଦ୍ଧାରକାର୍ଯ୍ୟରେ ନିୟୋଜିତ…

ନିର୍ମାଣ ଶ୍ରମିକଙ୍କୁ ନେଇ ବଡ ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର: ନିର୍ମାଣ ଶ୍ରମିକଙ୍କୁ ନେଇ ବଡ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ । ଆଜି ନିର୍ମାଣ ଶ୍ରମିକଙ୍କ ସହାୟତା ରାଶି ବୃଦ୍ଧି କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ମୁଖ୍ୟମନ୍ତ୍ରୀଙ୍କ ଘୋଷଣା ମୁତାବକ, ପୂର୍ବରୁ ନିର୍ମାଣ ଶ୍ରମିକଙ୍କର ଦୁର୍ଘଟଣାରେ ମୃତ୍ୟୁ ହେଉଥିଲେ ୪ ଲକ୍ଷ…

ସୁନା କିଣୁଥିଲା ବେଳେ ସାବଧାନ ରୁହନ୍ତୁ: ଆପଣଙ୍କୁ ବି ଚୂନ ଲଗାଇ ପାରନ୍ତି ଦୋକାନୀ

ଭୁବନେଶ୍ବର: ସୁନା କିଣୁଥିଲା ବେଳେ ସବୁବେଳେ ସାବଧାନ ରୁହନ୍ତୁ । ସୁନା ପରଖି, ନିରିଖି ଆଣନ୍ତୁ । ନହେଲେ ଆପଣଙ୍କୁ ବି ଚିତା କାଟି ପାରନ୍ତି ଠକ ସୁନା ଦୋକାନୀ । କାରଣ ଏ କଥା ଆମେ କହୁନୁ, ଆଜି ଏହାକୁ ନେଇ ଗୃହରେ କିଛି ଚକିତ କଲା ଭଳି ତଥ୍ୟ ରଖିଛନ୍ତି ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ…

ଘରେ ପଶି ଦମ୍ପତିଙ୍କୁ ଛୁରାମାଡ଼ କଲା ଦୁର୍ବୃତ୍ତ

ବ୍ରହ୍ମପୁର: ବ୍ରହ୍ମପୁର ବଡ଼ବଜାର ଗୌଡ଼ସାହିରେ ଘରେ ପଶି ଦମ୍ପତିଙ୍କୁ ଛୁରାମାଡ଼ କରିଛନ୍ତି ଦୁର୍ବୁତ୍ତ । ଗତ ରାତିରେ ଘରେ ପଶି ଚୋରି କରୁଥିଲା ଦୁର୍ବୃତ୍ତ । ହେଲେ ଘର ମାଲିକଙ୍କ ନିଦ ଭାଙ୍ଗି ଯିବାରୁ ତାଙ୍କୁ ଆକ୍ରମଣ କରି ଫେରାର ହୋଇଗଲା ଦୁର୍ବୁତ୍ତ । ଆହତ ହେଲେ ସତୀଶ କୁମାର ସୁବୁଦ୍ଧି ଓ…

ଫାଇଭ୍-ଟି ଦୁର୍ନୀତି, ବାକି ପଡିଛି ବିଜୁଳି ବିଲ୍

ଭୁବନେଶ୍ବର: ଫାଇଭ ଟି ନାଁରେ କିଛି ବିଭାଗ ନଥିଲା । ଫାଇଭ ଟି ଯୋଜନା ନାଁରେ ମନଇଚ୍ଛା କାମ ଚାଲିଥିଲା । ଫାଇଭ ଟି ସ୍କୁଲରେ ଏବେ ବି ବିଜୁଳି ବିଲ୍ ବକେୟା ରହିଛି । ଯାହାର ପରିଣାମ ପିଲା ଭୋଗୁଛନ୍ତି । ଆଜି ଗୃହରେ ସୁଜାତା ସାହୁ ଓ ରୋମାଞ୍ଚ ରଞ୍ଜନ ବିଶ୍ବାଳଙ୍କ ପ୍ରଶ୍ନରେ ଏହି ଉତ୍ତର…