Latest Odisha News

BREAKING NEWS

Browsing Category

ମୁଖ୍ୟ ଖବର

ଜମ୍ମୁ-କାଶ୍ମୀର ବିଧାନସଭା: ପ୍ରଥମ ଥର ପାଇଁ ଭୋଟ ଦାନ କରିବେ ବାଲ୍ମୀକି ସମ୍ପ୍ରଦାୟ 

ଶ୍ରୀନଗର: ଅନେକ ଦିନ ଅନ୍ତରାଳ ପରେ ଜମ୍ମୁ-କାଶ୍ମୀରରେ ହେବାକୁ ଯାଉଛି ବିଧାନସଭା ନିର୍ବାଚନ। ଜମ୍ମୁ-କାଶ୍ମୀରରେ ନିର୍ବାଚନ କେବଳ ରାଜନୀତିକ ସ୍ତରରେ ନୁହେଁ ଏହା ସାମାଜିକ ସ୍ତରରେ ବି ଐତିହାସିକ ହେବାକୁ ଯାଉଛି। ଏହି ନିର୍ବାଚନରେ ପ୍ରଥମ ଥର ପାଇଁ ବାଲ୍ମୀକି ସମ୍ପ୍ରଦାୟର ପାଖାପାଖି ୩୫୦…

କାରକୁ ପିଟିଦେଲା କାର୍: ଅଳ୍ପକେ ବଞ୍ଚିଗଲା ତହସିଲଦାରଙ୍କ ଜୀବନ

ରେଢ଼ାଖୋଲ: ତହସିଲଦାରଙ୍କ କାରକୁ ପିଟି ଦେଲା ଆଉ ଏକ କାର। ଅଳ୍ପକେ ବଞ୍ଚିଗଲା ତହସିଲଦାରଙ୍କ ଜୀବନ। ରେଢ଼ାଖୋଲ ନାକଟିଦେଉଳ ତହସିଲଦାର ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟକ୍ରମ ପାଇଁ ସମ୍ବଲପୁର ଯିବା ବାଟରେ ତାଙ୍କ କାର କୁ ଅନ୍ୟ ଏକ କାର ଦେହୁରୀ ସାହି ଛକ ନିକଟରେ ଧକ୍କା ଦେଇଥିବାରୁ ତାଙ୍କ…

ଚିକିଟି ପରେ ଦିଗପହଣ୍ଡି: ଗଡୁଛି ଗୋଟେ ପରେ ଗୋଟେ ମୁଣ୍ଡ

ଗଞ୍ଜାମ: ପ୍ରଥମେ ଚିକିଟି ଆଉ ଏବେ ଦିଗପହଣ୍ଡି। ମାଡିଛି ବିଷାକ୍ତ ମଦର ଚେର। ଗଞ୍ଜାମ ଜିଲ୍ଲାରେ ବିଷାକ୍ତ ମଦ ଚିକିଟି ଦୁଃଖ ଦେଇଥିବା ବେଳେ ଏବେ ଦିଗପହଣ୍ଡିରେ ଯାଇଛି ଗୋଟିଏ ଜୀବନ। ଦିଗପହଣ୍ଡି ଭୀଷ୍ମଗିରି ଗ୍ରାମ ପ୍ରେମନଗରର ଜଣେ ଯୁବକ କେ. କ୍ରିଷ୍ଣା ପାତ୍ର(୪୦) ବିଷାକ୍ତ ମଦ ପିଇ ମୃତ୍ୟୁ…

ଆଜି ମିଳିବ ସିଏମ୍ କିଷାନର ପ୍ରଥମ କିସ୍ତି, ଶୁଭାରମ୍ଭ କରିବେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ଵର: ରାଜ୍ୟ ସରକାରଙ୍କ ନୂଆଁଖାଇ ଭେଟି । ଆଜି ଚାଷୀଙ୍କୁ ମିଳିବ ସିଏମ୍ କିଷାନ ଟଙ୍କା । ସମ୍ବଲପୁରରେ ସିଏମ୍ କିଷାନର ଶୁଭାରମ୍ଭ କରିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ଏହି ଯୋଜନା ଦ୍ଵାରା ଉପକୃତ ହେବେ ରାଜ୍ୟର ୪୬ ଲକ୍ଷରୁ ଅଧିକ ଚାଷୀ । ଆଜି ସମ୍ବଲପୁର ଗସ୍ତରେ ଯିବେ…

ଋଷ ଉପରେ ନିଆଁ ବର୍ଷା କଲା ୟୁକ୍ରେନର ‘ଡ୍ରାଗନ’

କିଭ୍: ଋଷ ଏବଂ ୟୁକ୍ରେନ ମଧ୍ୟରେ ଯୁଦ୍ଧ ଚରମ ସୀମାରେ ପହଞ୍ଚିଛି। ସହିତ ଉଭୟ ଦେଶ କ୍ରମାଗତ ଭାବରେ ପରସ୍ପର ଉପରେ ଡ୍ରୋନ୍ ଏବଂ ରକେଟରେ ଆକ୍ରମଣ କରୁଛନ୍ତି। କିନ୍ତୁ ଏବେ ୟୁକ୍ରେନର 'ଡ୍ରାଗନ' ଋଷର ନିଦ ହଜାଇ ଦେଇଛି। ଋଷର ଦଖଲରେ ଥିବା ଅଞ୍ଚଳ ଉପରେ ଡ୍ରୋନ୍ ସାହାଯ୍ୟରେ ଆକ୍ରମଣ କରିଛି…

ସତ ମାନିଲା ପାକିସ୍ତାନ; କାରଗିଲ ଯୁଦ୍ଧରେ ରହିଥିଲା ସଂପୃକ୍ତି

ନୂଆଦିଲ୍ଲୀ: କାର୍ଗିଲ ଯୁଦ୍ଧର ପ୍ରାୟ ୨୫ ବର୍ଷ ପରେ ପାକିସ୍ତାନ ଶେଷରେ ସତ ସ୍ବୀକାର କରିଛି। ୧୯୯୯ରେ ଭାରତ ବିରୋଧରେ ଆରମ୍ଭ ହୋଇଥିବା ଯୁଦ୍ଧରେ ପାକିସ୍ତାନ ନିଜର ସମ୍ପୃକ୍ତିକୁ ସ୍ୱୀକାର କରିଛି। ଦେଶର ପ୍ରତିରକ୍ଷା ଦିବସର ବିଶେଷ ଅବସରରେ ପାକିସ୍ତାନୀ ସେନା ମୁଖ୍ୟ ଜେନେରାଲ ଅସୀମ…

କେନ୍ଦ୍ରାପଡାରେ କୁକୁଡା ମଡକ

କେନ୍ଦ୍ରାପଡା: କେନ୍ଦ୍ରାପଡା ଜିଲ୍ଲାର ବିଭିନ୍ନ ସ୍ଥାନରେ ଥିବା କୁକୁଡା ଫାର୍ମରେ ବହୁ ସଂଖ୍ଯାରେ କୁକୁଡ଼ାଙ୍କ ମୃତ୍ୟୁ ଘଟିଥିବା ନେଇ ଶନିବାର ଦିନ ସୂଚନା ମିଳିଛି। ତେବେ ବାର୍ଡ ଫ୍ଲୁ ପାଇଁ ଏତେ ସଂଖ୍ଯାରେ କୁକୁଡ଼ାଙ୍କର ମୃତ୍ୟୁ ଘଟିଥିବା ସନ୍ଦେହ କରାଯାଉଛି। ସୂଚନାନୁସାରେ,…

ଯାତ୍ରୀଙ୍କୁ ନେଇଥିଲା, ଖାଲିରେ ଫେରିଆସିଲା

ନୂଆଦିଲ୍ଲୀ: ମହାକାଶ ଉଡାଣ କ୍ଷେତ୍ରରେ ଅଦ୍ଭୂତପୂର୍ବ ଘଟଣା । ଆଗରୁ କେବେ ଏମିତି ହୋଇନଥିଲା । ମହାକାଶ ଗବେଷଣା ଓ ସ୍ପେସଫ୍ଲାଇଟ୍ ଇତିହାସରେ ପ୍ରଥମ ଥର ପାଇଁ ଏକ ଯାନ ମହାକାଶଯାତ୍ରୀଙ୍କୁ ଧରି ମହାକାଶ ଯାଇଥିଲା । କିନ୍ତୁ ବିନା ମହାକାଶଯାତ୍ରୀରେ ପୃଥିବୀ ପୃଷ୍ଠକୁ ଫେରିଛି । ମହାକାଶରୁ…

ହିଂସାର ନିଆଁରେ ପୁଣି ଜଳୁଛି ମଣିପୁର  

ମଣିପୁର: ମଣିପୁରରେ ପୁଣି ହିଂସାକାଣ୍ଡ । କିଛି ଦିନ ହେବ ପୁଣି ରାଜ୍ୟ ଅଶାନ୍ତ ହାଇଉଠିଛି । ଏକ ବର୍ଷରୁ ଅଧିକ ସମୟ ଧରି ଚାଲିଥିବା ଜାତିଆଣ ହିଂସା ଥମିବାର ନାଁ ନେଉନାହିଁ ।  ଏହି ମାସ ଆରମ୍ଭରୁ ପୁଣି ଆରମ୍ଭ ହୋଇଯାଇଛି ରକ୍ତପାତ । ସଂଘର୍ଷରେ ଉଗ୍ରବାଦୀମାନେ ଡ୍ରୋନ୍ ଓ ରକେଟ୍ ବ୍ୟବହାର…

ଗଣେଶ ପୂଜା ବିସର୍ଜନ ପାଇଁ ଆସିଲା ଗାଇଡଲାଇନ୍‌…

ଭୁବନେଶ୍ୱର: ଗଣେଶ ପୂଜା ବିସର୍ଜନ ପାଇଁ ଗାଇଡଲାଇନ୍‌ ଜାରି କଲା ବିଏମସି । ଇକୋ ଫ୍ରେଣ୍ଡଲି ଭାବେ ବିସର୍ଜନ ପାଇଁ ନିୟମାବଳୀ ଜାରି ହୋଇଛି । ଏନେଇ ବିସର୍ଜନ ପାଇଁ ବିଏମସି ତରଫରୁ ସମସ୍ତ ଆୟୋଜନ ହୋଇଛି । ତେବେ ଗଣେଶ ମୂର୍ତ୍ତି ବିସର୍ଜନ ପାଇଁ ରାଜଧାନୀର ଦୁଇଟି ସ୍ଥାନ ଚି଼ହ୍ନଟ କରାଯାଇଛି…