Latest Odisha News

BREAKING NEWS

Browsing Category

ମୁଖ୍ୟ ଖବର

ଶ୍ରୀମୟୀଙ୍କୁ ଅସମ୍ମାନ…କହିବା ଲୋକ କିଏ?

ଭୁବନେଶ୍ବର: ଶଙ୍ଖଭବନରେ ବିଜେଡି ନେତ୍ରୀ ଶ୍ରୀମୟୀ ମିଶ୍ରଙ୍କୁ ଅସମ୍ମାନ ! ମନ୍ମଥ ରାଉତରାୟ ଓ ପ୍ରଦୀପ ସାହୁ କଲେ ଅସମ୍ମାନ ! ଖୋର୍ଦ୍ଧା ଜିଲ୍ଲା ବିଜେଡିର ସମୀକ୍ଷା ବୈଠକରେ ଶ୍ରୀମୟୀଙ୍କୁ ଭୁବନେଶ୍ବର ଲୋକସଭା ପ୍ରାର୍ଥୀ ମନ୍ମଥ ରାଉତରାୟ ଓ ବେଗୁନିଆ ବିଧାୟକ ପ୍ରଦୀପ ସାହୁ ଅସମ୍ମାନ କରିଥିବା…

ବିଜେଡି ପଦଯାତ୍ରା: ସଂପର୍କ ଯୋଡିବ ନା ଫାଟ ଦିଶିବ

ଭୁବନେଶ୍ବର: ଗାନ୍ଧୀ ଜୟନ୍ତୀରୁ ଆରମ୍ଭ ହୋଇଛି ବିଜେଡିର ଜନସଂପର୍କ ପଦଯାତ୍ରା। ଲୋକଙ୍କ ସହ ଯୋଡି ହେବାକୁ ପଦଯାତ୍ରା ଆରମ୍ଭ କରିଥିବା ବିଜେଡି ପାଇଁ ଦଳ ଭିତରେ ସଂପର୍କ ମଜଭୁତ କରିବା ସବୁଠୁ ବଡ଼ ଚ୍ୟାଲେଞ୍ଜ । କାରଣ ବିଜେଡି କଳି ଦାଣ୍ଡରେ ପଡି ହାଟରେ ଗଡୁଛି । ନବରଙ୍ଗପୁରରୁ ଭୁବନେଶ୍ବର,…

ତୁରନ୍ତ କାର୍ଯ୍ୟରେ ଯୋଗଦେବାକୁ ନବନିଯୁକ୍ତ ଏସପିଙ୍କୁ ନିର୍ଦ୍ଦେଶ

ଭୁବନେଶ୍ୱର: ନବନିଯୁକ୍ତ ଦୁଇ ଆଇପିଏସ୍ ଅଧିକାରୀ ଏବଂ ଜଣେ ଓପିଏସ ଅଧିକାରୀଙ୍କୁ ତୁରନ୍ତ କାର୍ଯ୍ୟରେ ଯୋଗଦେବାକୁ ବୁଧବାର ନିର୍ଦ୍ଦେଶ ଦିଆଯାଇଛି। ପାର୍ବନ ଋତୁକୁ ଦୃଷ୍ଟିରେ ରଖି ଯୋଗଦାନ ସମୟ ପୂର୍ବରୁ ସେମାନଙ୍କୁ ଦାୟିତ୍ୱ ନେବାକୁ ବିଜ୍ଞପ୍ତିରେ କୁହାଯାଇଛି। କେନ୍ସିଙ୍ଗା ଏସଡିପିଓ…

ପାଣି ଭିତରକୁ ଖସିପଡିଲା ବାୟୁସେନା ହେଲିକପ୍ଟର…

ପାଟନା: ବିହାରର ମୁଜାଫରପୁରରେ ଏକ ବଡ଼ ଦୁର୍ଘଟଣା ଘଟିଛି । ବାୟୁସେନାର ଏକ ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ ହୋଇଛି । ହେଲିକପ୍ଟରଟି ବନ୍ୟା ପାଣିକୁ ଖସିପଡ଼ିଛି । ବନ୍ୟା ରିଲିଫ୍‌ ସାମଗ୍ରୀ ନେଇ ଯାଉଥିବାବେଳେ ହେଲିକପ୍ଟରଟି ମୁଜାଫରପୁରର ଅରାଇସ୍ଥିତ ଘନଶ୍ୟାମପୁର ଠାରେ ଦୁର୍ଘଟଣାଗ୍ରସ୍ତ ହୋଇ…

ରାଜ୍ୟର ବିଭିନ୍ନ ରେଳଷ୍ଟେସନକୁ ବୋମାରେ ଉଡାଇଦେବାକୁ ଧମକ

ଜୟପୁର: ରାଜସ୍ଥାନର ଅନେକ ରେଳ ଷ୍ଟେସନରେ ବୋମା ବିସ୍ଫୋରଣ ନେଇ ଚିଠି ପାଇବା ପରେ ପୋଲିସ ଏବଂ ସୁରକ୍ଷା ଏଜେନ୍ସି ସତର୍କ ହୋଇପଡିଛନ୍ତି। ହନୁମାନଗଡର ଅତିରିକ୍ତ ପୋଲିସ ଅଧୀକ୍ଷକ ପ୍ୟାର ଲାଲ ମୀନା କହିଛନ୍ତି ଯେ ହନୁମାନଗଡ ଷ୍ଟେସନ ମାଷ୍ଟରଙ୍କ ନିକଟକୁ କେହି ଅଜ୍ଞାତ ବ୍ୟକ୍ତି ଏକ…

‘ଶ୍ରୀମନ୍ଦିର ନୀତିକାନ୍ତିରେ ବିଭ୍ରାଟ କଲେ ନିସ୍ତାର ନାହିଁ’

ପୁରୀ: ଶ୍ରୀମନ୍ଦିର ଲୁହା କଡ଼େଇ ଅବଢ଼ା ପ୍ରସଙ୍ଗରେ ପ୍ରତିକ୍ରିୟା ରଖିଛନ୍ତି ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ । ସେ କହିଛନ୍ତି ଯେ, ଶ୍ରୀମନ୍ଦିର ନୀତିକାନ୍ତିରେ ବିଭ୍ରାଟ କଲେ କଠୋର ପଦକ୍ଷେପ ନିଆଯିବ । ଆଇନ ମନ୍ତ୍ରୀ ଆହୁରି କହିଛନ୍ତି ଯେ, ଏହି ମାମଲାର ଏବେ ବି ସମୀକ୍ଷା ଚାଲିଛି ।…

ଜୋତା ଭିତରେ ଲୁଛିଥିଲା ତମ୍ପ ସାପ, ଯୁବକ ପିନ୍ଧିବା ବେଳେ…

ଭୁବନେଶ୍ବର: ଆମେ ସାଧାରଣତଃ ବାହାରକୁ ଯିବା ସମୟରେ ରଖାହୋଇଥିବା ଜୋତାକୁ ନଦେଖି ପିନ୍ଧିଦେଉଛେ । ହେଲେ ଅନେକ ସମୟରେ ଟିଭି ହେଉ କି ସୋସିଆଲ ମିଡିଆ ସବୁଥିରେ ଖବର ଆସୁଛି ଯେ, ଜୋତା ଭିତରେ ସାପ କିମ୍ବା ଅନ୍ୟ ଶରିସୃପ ରହୁଥିବାର । ଯାହା ଅତି ବିପଜ୍ଜନକ ଅଟେ । ଆଉ ବର୍ଷା ଦିନେ ତ ଏହା ସାଧାରଣ…

ଓଡ଼ିଶାରେ ସରେଇକେଲା-ଖରସୁଆନର ମିଶ୍ରଣ’ ଉପରେ ସ୍ପଷ୍ଟୀକରଣ ରଖିଲେ ମୁଖ୍ୟମନ୍ତ୍ରୀ

ରାଞ୍ଚି/ଭୁବନେଶ୍ବର: ପଡୋଶୀ ରାଜ୍ୟରେ ବିଧାନସଭା ନିର୍ବାଚନ ତାରିଖ ଘୋଷଣା ପୂର୍ବରୁ ଦଳୀୟ ପ୍ରଚାର ପାଇଁ ମଙ୍ଗଳବାର ଝାଡ଼ଖଣ୍ଡ ଗସ୍ତରେ ଯାଇଥିଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ଏହି ସମୟରେ ସରେଇକେଲା-ଖରସୁଆନ ଅଞ୍ଚଳକୁ ଓଡିଶାରେ ମିଶାଇବା ପ୍ରସଙ୍ଗ ଉପରେ ସେ ସ୍ପଷ୍ଟୀକରଣ ରଖିଛନ୍ତି । ଏକ…

ନିର୍ବାଚନ ପୂର୍ବରୁ ପୁଣି ଥରେ ଜେଲ୍ ରୁ ବାହାରିଲା ରାମ ରହିମ

ଚଣ୍ଡିଗଡ: ପୁଣି ଥରେ ପାରୋଲରେ ବାହାରିଛି ରାମ ରହିମ । ଦୁଷ୍କର୍ମ ଓ ହତ୍ୟା ମାମଲାରେ ଜେଲ୍ ରେ ସଜା କାଟୁଥିବା ଡେରା ମୁଖ୍ୟ ରାମ ରହିମ ହରିୟାଣା ବିଧାନସଭା ନିର୍ବାଚନର ଠିକ୍ ପୂର୍ବରୁ ଜେଲ୍ ରୁ ବାହାରିଛି । ଆଜି ପୋଲିସର କଡା ସୁରକ୍ଷାବଳୟ ମଧ୍ୟରେ ସେ ଜେଲ୍‌ ରୁ ବାହାରି ଉତ୍ତରପ୍ରଦେଶ ସ୍ଥିତ…

ଗାଜା ଓ ଲେବାନନରେ ଚାଲିଛି ଯୁଦ୍ଧ, କିନ୍ତୁ ଇସ୍ରାଏଲ ଉପରେ କାହିଁକି ଆକ୍ରମଣ କଲା ଇରାନ?

ନୂଆଦିଲ୍ଲୀ: ଇରାନ ମଙ୍ଗଳବାର ରାତିରେ ଇସ୍ରାଏଲ ଉପରକୁ ପାଖାପାଖି ୨୦୦ ବାଲିଷ୍ଟିକ୍ କ୍ଷେପଣାସ୍ତ୍ର ନିକ୍ଷେପ କରିଛି। ଇରାନର ୯୦ ପ୍ରତିଶତ କ୍ଷେପଣାସ୍ତ୍ର ସଠିକ୍ ଟାର୍ଗେଟରେ ରହିଛି ବୋଲି ଦାବି କରାଯାଉଛି। ଏପ୍ରିଲରେ ଇରାନ ଶହ ଶହ ଡ୍ରୋନ୍ ଓ କ୍ଷେପଣାସ୍ତ୍ରରେ ଇସ୍ରାଏଲ ଉପରେ ଆକ୍ରମଣ…