Latest Odisha News

BREAKING NEWS

Browsing Category

ମୁଖ୍ୟ ଖବର

ଏସସିବି ଲଜ୍ଜା: ବହିଷ୍କୃତ ହେଲେ ଅଭିଯୁକ୍ତ ଡାକ୍ତର

କଟକ: ଗୋଟେପଟେ ସାରା ଦେଶ ଏବେ କୋଲକାତା ମେଡିକାଲ କଲେଜ ଘଟଣାକୁ ନେଇ ମର୍ମାହତ ଥିବା ବେଳେ ଏହାରି ଭିତରେ କଟକ ଏସସିବିରୁ ସାମ୍ନାକୁ ଆସିଥିଲା ଏକ ଜଘନ୍ୟ କାଣ୍ଡ । ୨ ମହିଳା ରୋଗୀଙ୍କୁ ଚିକିତ୍ସା କରିବା ବାହାନାରେ ଜଣେ ଡାକ୍ତର ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଥିଲା । ଯାହାକୁ ନେଇ…

ଯୁକ୍ତ ୩ରେ ନାମଲେଖାରୁ ବଞ୍ଚିତ ଛାତ୍ରଛାତ୍ରୀଙ୍କ ପାଇଁ ମନ୍ତ୍ରୀ ଦେଲେ ଖୁସି ଖବର

ଭୁବନେଶ୍ବର: ଚଳିତ ଶିକ୍ଷାବର୍ଷରେ ଯୁକ୍ତ ୩ ନାମଲେଖାରୁ ବଞ୍ଚିତ ହୋଇଯାଇଛିନ୍ତି କି? ତାହାଲେ ଚିନ୍ତା କରନ୍ତୁ ନାହିଁ, ଆପଣଙ୍କ ପାଇଁ ଖୁସି ଖବର ଆଣିଛନ୍ତି ମନ୍ତ୍ରୀ । ଏନେଇ ଉଚ୍ଚ ଶିକ୍ଷାମନ୍ତ୍ରୀ ନୂଆ ଗାଇଡଲାଇନ୍‌ ଜାରି କରିଛନ୍ତି । ଏନେଇ ପ୍ରେସମିଟ କରି ଉଚ୍ଚଶିକ୍ଷା ମନ୍ତ୍ରୀ…

ଖୁବ୍ ଶୀଘ୍ର ଚାଲିବ ବନ୍ଦେ ଭାରତ ସ୍ଲିପର ଟ୍ରେନ୍, ରହିବ ଏହି ସବୁ ସୁବିଧା

ନୂଆଦିଲ୍ଲୀ: ଭାରତୀୟ ରେଳବାଇର ପ୍ରଥମ ବନ୍ଦେ ଭାରତ ସ୍ଲିପର ଟ୍ରେନ୍ ଚଳିତବର୍ଷ ଶେଷ ସୁଦ୍ଧା କାର୍ଯ୍ୟକ୍ଷମ ହେବ ବୋଲି ଆଶା କରାଯାଉଛି । ୨୦୧୯ ରେ ଆରମ୍ଭ ହୋଇଥିବା ଚେୟାର-କାର୍ ଟ୍ରେନ୍ ପରେ ଏହା ଭାଣ୍ଡେ ଭାରତ ସିରିଜର ତୃତୀୟ ସଂସ୍କରଣ ହେବ । ଗୁଜୁରାଟରେ ବନ୍ଦେ ଭାରତ ସ୍ଲିପର ଟ୍ରେନର ପ୍ରଥମ…

ବାଚସ୍ପତିଙ୍କୁ ଅସମ୍ମାନ; ନିନ୍ଦା ପ୍ରସ୍ତାବ ପାରିତ କଲା ଶାସକ ଦଳ

ଭୁବନେଶ୍ବର: ଗୃହରେ ଜାରି ରହିଛି ବିରୋଧୀଙ୍କ ହଟ୍ଟଗୋଳ । ପୋଡିୟମ ଉପରକୁ ଚଢିବା ବାଚସ୍ପତିଙ୍କ ମାଇକ ଟାଣିବା ଯେମିତି ନିତିଦିନିଆ କଥା ହୋଇଯାଇଛି । ଆଜିକୁ ୫ ଦିନ ହେଲାଣି ଆରମ୍ଭ ହେଲାଣି ଚଳିତ ବଜେଟ୍ ଅଧିବେଶନର ଦ୍ବିତୀୟ ପର୍ଯ୍ୟାୟ । ହେଲେ ପ୍ରଶ୍ନକାଳ ପରେ ଚାଲିପାରୁନି ଗୃହ ।…

ବନ୍ଧାହେଲେ ଓଏସଆରଟିସି ସିଏଓ, କେରଳ ଯାଏଁ ଲମ୍ପିଥିଲା ସମ୍ପତି

ଭୁବନେଶ୍ବର: ବନ୍ଧାହେଲେ ଓଏସଆରଟିସି ଚିଫ୍ ଆକାଉଣ୍ଟ ଅଫିସର ବିଜୟ ମଙ୍ଗରାଜ । ଆୟ ବହିର୍ଭୂତ ସଂପତ୍ତି ଠୁଳ ଅଭିଯୋଗରେ ଆଜି ସିଏଓ ବାବୁଙ୍କୁ ଗିରଫ କରିଛି ଭିଜିଲାନ୍ସ । ଶୁକ୍ରବାର ଓଡିଶା ଭିଜିଲାନ୍ସ ଅଧିକାରୀମାନେ ଓଏସଆରଟିସି ସିଏଓଙ୍କ ଘରେ ଚଢ଼ାଉ କରିଥିଲେ । ଏହି ଚଢାଉରେ ୮ ଜଣ ଡିଏସପି,…

ଏଏସଆଇ ଡିଜିଙ୍କୁ ଚିଠି ଲେଖିଲେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ

ପୁରୀ: ରତ୍ନଭଣ୍ଡାର ଯାଞ୍ଚ ଓ ମରାମତି ପାଇଁ ଏଏସଆଇ ଡିଜିଙ୍କୁ ଚିଠି ଲେଖିଲେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢ଼ୀ । ଅତିଶୀଘ୍ର ଏଏସଆଇ ପକ୍ଷରୁ ଯାଞ୍ଚ କାର୍ଯ୍ୟ ସମ୍ପନ୍ନ କରି ମରାମତି କାର୍ଯ୍ୟ ପୂର୍ଣ୍ଣାଙ୍ଗ କରିବାକୁ ଚିଠିରେ ଉଲ୍ଲେଖ ରହିଛି । ଏହା ସହ ଉନ୍ନତମାନର ଯଥା ଆଇଆଇଟି…

କେଉଁ କାରଣ ପାଇଁ ମହାନଦୀକୁ ଡେଇଁପଡ଼ିଲେ ଛାତ୍ରୀ?

ସମ୍ବଲପୁର: ମହାନଦୀକୁ ଡେଇଁପଡ଼ିଲେ ହାଇସ୍କୁଲ ଛାତ୍ରୀ । ସମ୍ବଲପୁର ଚାଉଁରପୁର ବ୍ରିଜରୁ ମହାନଦୀକୁ ଡେଇଁପଡ଼ିଲେ ଜଣେ ନବମ ଶ୍ରେଣୀ ଛାତ୍ରୀ । ବ୍ରିଜ ଉପରେ ସାଇକେଲ ରଖି ଛାତ୍ରୀଜଣଙ୍କ ଡେଇଁପଡିଥିବା ସୂଚନା ମିଳିଛି । ଅଗ୍ନିଶମ ବାହିନୀ ପକ୍ଷରୁ ଖୋଜାଖୋଜି ଆରମ୍ଭ । ଖବର ମୁତାବକ, ଛାତ୍ରୀ…

କାର୍ଯ୍ୟରତ ସାମ୍ବାଦିକମାନଙ୍କ ସ୍ୱାସ୍ଥ୍ୟବୀମା ଯୋଜନାର ନବୀକରଣ ତୁରନ୍ତ କରାଯିବ

ଭୁବନେଶ୍ୱର: ରାଜ୍ୟରେ କାର୍ଯ୍ୟରତ ସାମ୍ବାଦିକମାନଙ୍କ ପାଇଁ ଲାଗୁ ହୋଇଥିବା ଗୋପବନ୍ଧୁ ସାମ୍ବାଦିକ ସ୍ୱାସ୍ଥ୍ୟବୀମା ଯୋଜନାର ନବୀକରଣ ତୁରନ୍ତ କରାଯିବ । ଏନେଇ ରାଜ୍ୟପାଳ ରଘୁବର ଦାସ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେବା ସହ ସୂଚନା ଓ ଲୋକ ସମ୍ପର୍କ ବିଭାଗ ଦାୟିତ୍ୱରେ ଥିବା ମୁଖ୍ୟମନ୍ତ୍ରୀ…

ନକଲି ନକ୍ସଲ ଗିରଫ, ମୋବାଇଲ ଓ ଏଟିଏମ୍ କାର୍ଡ ଜବତ

ମାଲକାନଗିରି: ମାଲକାନଗିରି ଜିଲ୍ଲାରେ ନକଲି ନକ୍ସଲକୁ ବାନ୍ଧିଲା ପୋଲିସ । ନକ୍ସଲ ପରିଚୟ ଦେଇ ଜିଲ୍ଲାର ବହୁ ଦୋକାନୀଙ୍କୁ ଫୋନ୍ କରି ଧମକ ଦେଇ ଟଙ୍କା ମାଗୁଥିଲା ଟଙ୍କା । ଆଉ ଟଙ୍କା ନଦେଲେ ଜୀବନରୁ ମାରି ଦେବାର ଧମକ ମଧ୍ୟ ଦେଉଥିଲା । ଏଭଳି ଖବର ସାମ୍ନାକୁ ଆସିବା ପରେ ଆଜି ନ୍ତୋଷ କୁମାର…

ପାକିସ୍ତାନରେ ଲ୍ୟାଣ୍ଡ କଲା ଭାରତୀୟ ସେନା ଡ୍ରୋନ୍‌, ଆଉ ତା ପରେ…

ନୂଆଦିଲ୍ଲୀ: ଭାରତ-ପାକିସ୍ଥାନ ସୀମାରୁ ଏକ ବଡ ଖବର ସାମ୍ନାକୁ ଆସିଛି । ଆଜି ଭାରତୀୟ ସେନାର ଏକ ଡ୍ରୋନ୍ ଭୁଲବଶତଃ ଏଲଓସି ଡେଇଁ ପାକିସ୍ତାନରେ ପ୍ରବେଶ କରିଛି । ଏହି ଘଟଣା ସମ୍ପର୍କରେ ଭାରତୀୟ ସେନା ବିସ୍ତୃତ ସୂଚନା ଦେଇଛି । ଡ୍ରୋନ୍ ଏକ ଟ୍ରେନିଂ ମିଶନରେ ଥିବାବେଳେ ଏହି ଘଟଣା ଘଟିଥିଲା…