Latest Odisha News

BREAKING NEWS

Browsing Category

ମୁଖ୍ୟ ଖବର

ପାକିସ୍ତାନରେ ଲ୍ୟାଣ୍ଡ କଲା ଭାରତୀୟ ସେନା ଡ୍ରୋନ୍‌, ଆଉ ତା ପରେ…

ନୂଆଦିଲ୍ଲୀ: ଭାରତ-ପାକିସ୍ଥାନ ସୀମାରୁ ଏକ ବଡ ଖବର ସାମ୍ନାକୁ ଆସିଛି । ଆଜି ଭାରତୀୟ ସେନାର ଏକ ଡ୍ରୋନ୍ ଭୁଲବଶତଃ ଏଲଓସି ଡେଇଁ ପାକିସ୍ତାନରେ ପ୍ରବେଶ କରିଛି । ଏହି ଘଟଣା ସମ୍ପର୍କରେ ଭାରତୀୟ ସେନା ବିସ୍ତୃତ ସୂଚନା ଦେଇଛି । ଡ୍ରୋନ୍ ଏକ ଟ୍ରେନିଂ ମିଶନରେ ଥିବାବେଳେ ଏହି ଘଟଣା ଘଟିଥିଲା…

ଚଳିତବର୍ଷରୁ ପାଳନ ହେବ ରାଜ୍ୟସ୍ତରୀୟ ସ୍ୱାୟତ୍ତ ଶାସନ ଦିବସ

ଭୁବନେଶ୍ବର: ଚଳିତ ବର୍ଷଠାରୁ ପାଳନ ହେବ ରାଜ୍ୟସ୍ତରୀୟ ସ୍ୱାୟତ୍ତ ଶାସନ ଦିବସ । ଗୃହ ନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ଡା. କୃଷ୍ଣଚନ୍ଦ୍ର ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏକ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି । ଚଳିତ ମାସ ୩୧ ତାରିଖରେ ନିଖିଳ ଭାରତ ସ୍ୱାୟତ୍ତ ଶାସନ ଦିବସ…

କିଭରୁ ଭାବୁକ ମୋଦିଙ୍କ କୂଟନୈତିକ ସନ୍ଦେଶ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଐତିହାସିକ ୟୁକ୍ରେନ ଗସ୍ତ । ୧୯୯୧ରେ ତତ୍କାଳୀନ ସୋଭିଏତ ସଂଘଠାରୁ ଅଲଗା ହୋଇ ସ୍ୱାଧୀନ ଦେଶ ଭାବେ ଗଠନ ହେବା ପରେ ୟୁକ୍ରେନକୁ ପ୍ରଥମ ଭାରତୀୟ ପ୍ରଧାନମନ୍ତ୍ରୀ ଭାବେ ଗସ୍ତ କରିଛନ୍ତି ନରେନ୍ଦ୍ର ମୋଦି । ରାଷ୍ଟ୍ରପତି ଭ୍ଲାଦିମିର…

ବଢିଲା କେଜ୍ରିଓ୍ବାଲଙ୍କ ଅଡୁଆ, ଚାଲିବ ସିବିଆଇ ମାମଲା

ନୂଆଦିଲ୍ଲୀ: ଦିଲ୍ଲୀ ମଦ ଦୁର୍ନୀତି ମାମଲାରେ ହୋଇଥିବା ଘୋଟାଲା ସହ ଜଡିତ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ସମସ୍ୟା ଆହୁରି ବଢିପାରେ । ତାଙ୍କ ବିରୋଧରେ ମୁକଦ୍ଦମା ଚାଲିବା ନେଇ ଅନୁମତି ଦିଆଯାଇଥିବା ଆଜି ସିବିଆଇ କହିଛି । ସିବିଆଇ ଶୁକ୍ରବାର ରାଉସ୍ ଆଭେନ୍ୟୁ କୋର୍ଟକୁ କହିଛନ୍ତି…

ଯୋଗୀ ନୁହଁନ୍ତି, ଶାହ ପସନ୍ଦ

ନୂଆଦିଲ୍ଲୀ: ବିଜେପିରେ ନରେନ୍ଦ୍ର ମୋଦିଙ୍କ ପରେ କିଏ ହେବ ତାଙ୍କ ଉତ୍ତରାଧିକାରୀ ? କାହା ଉପରେ ଅଧିକ ଭରସା କରିବ ବିଜେପି ? ପ୍ରଧାନମନ୍ତ୍ରୀ ଭାବେ ତୃତୀୟ କାର୍ଯ୍ୟକାଳ ସରିବା ଆଗରୁ ମୋଦିଙ୍କୁ ୭୫ରୁ ବର୍ଷରୁ ଅଧିକ ବୟସ ହୋଇସାରିଥିବ । କେବଳ ରାଜନୈତିକ ବିଶେଷଜ୍ଞ ନୁହଁନ୍ତି, ବିଜେପି…

ପ୍ରକାଶ ପାଇଲା ମାଟ୍ରିକ ସପ୍ଲିମେଣ୍ଟାରୀ ପରୀକ୍ଷା ଫଳ

କଟକ: ଆଜି ପ୍ରକାଶ ପାଇଲା ଦଶମ ସପ୍ଲିମେଣ୍ଟାରୀ ପରୀକ୍ଷା ଫଳ । ଚଳିତ ଥର ହାଇସ୍କୁଲ ସାର୍ଟିଫିକେଟ ପରୀକ୍ଷା ପାଇଁ ମୋଟ ୭୯୬ ଜଣ ପିଲା ପରୀକ୍ଷା ଦେଇଥିବାବେଳେ, ସେମାନଙ୍କ ମଧ୍ୟରୁ ୪୪୧ ଜଣ ପାସ୍‌ କରିଛନ୍ତି । ମୋଟ ପାସ୍ ହାର ୫୫.୪ ପ୍ରତିଶତ ରହିଛି । ସେହିପରି ଷ୍ଟେଟ ଓପନ୍‌ ସ୍କୁଲ…

ଭିତର ରତ୍ନଭଣ୍ଡାରରୁ ସ୍ଥାନାନ୍ତର ହେଲା ଖାଲି ସିନ୍ଦୁକ ଓ ଆଲମାରୀ

ପୁରୀ: ଆଜି ପୁଣି ଖୋଲିଛି ଶ୍ରୀମନ୍ଦିର ରତ୍ନଭଣ୍ଡାର । ରତ୍ନଭଣ୍ଡାରରେ ଥିବା ଖାଲି ସିନ୍ଦୁକ ଓ ଆଲମିରାଗୁଡ଼ିକୁ ନୀଳାଦ୍ରି ମ୍ୟୁଜିୟମ ନିକଟ ରୁମକୁ ସ୍ଥାନାନ୍ତର କରାଯାଇଛି । ରାଜ୍ୟ ସରକାରଙ୍କ ସ୍ବତନ୍ତ୍ର ଏସ୍‌ଓପି ଅନୁସାରେ ସେବାୟତଙ୍କ ସହାୟତରେ ସ୍ଥାନାନ୍ତରଣ ପ୍ରକ୍ରିୟା ଶେଷ ହୋଇଛି । ଏନେଇ…

ଦେଶ ଠାରୁ ରାଜ୍ୟରେ ବେକାରୀ ଅଧିକ, ୧୦ ବର୍ଷରେ ମାତ୍ର ୮ ହଜାର ନିଯୁକ୍ତି

ଭୁବନେଶ୍ବର: ଦେଶ ଠାରୁ ବଳିଯାଇଛି ଓଡିଶାର ବେକାରୀ ସମସ୍ୟା । ଜାତୀୟ ସ୍ତରରେ ବେକାରୀ ହାର ୩.୨ ପ୍ରତିଶତ ହୋଇଥିବା ବେଳେ ରାଜ୍ୟରେ କିନ୍ତୁ ଏହା ୩.୯ ପ୍ରତିଶତ । ଆଜି ବିଧାନସଭାରେ ବିଜେଡି ବିଧାୟକ ଧ୍ରୁବ ଚରଣ ସାହୁଙ୍କ ଲିଖିତ ପ୍ରଶ୍ନରେ କିଛି ଏମିତି ଉତ୍ତର ରଖିଛନ୍ତି ଦକ୍ଷତା ବିକାଶ ଓ…

ବ୍ୟାପୁଛି କିଡନୀ ରୋଗ, ଦିନକରେ ଗଲାଣି ୨ ଜଣଙ୍କ ଜୀବନ

ଟିଟିଲାଗଡ଼: ବ୍ୟାପୁଛି କିଡନୀ ରୋଗ । ଗଲାଣି ୨ ଜୀବନ । ଏବେବି ସଂଘର୍ଷ କରୁଛନ୍ତି ୪ ଜଣ । ଏମିତି କିଛି ଦୃଶ୍ୟ ଦେଖିବାକୁ ମିଳିଛି ବଲାଙ୍ଗୀର ଜିଲ୍ଲା ଟିଟିଲାଗଡ ସଇଁତଳା ବ୍ଲକ ଜାମଖୁଣ୍ଟାର ଗାଁରେ । ଏହି ଗାଁରେ କିଡ୍‌ନୀ ରୋଗ ବ୍ୟାପିବାର ଅଭିଯୋଗ ହୋଇଛି । ଆଜି ଗୋଟିଏ ଦିନରେ ଉକ୍ତ…

ଡାନ୍ସ ବାର୍…ବନ୍ଦ ସହଜ କି ?

ଭୁବନେଶ୍ବର: ରାଜ୍ୟରେ ଚାଲିବନି ଡାନ୍ସ ବାର୍। ସଂପୂର୍ଣ୍ଣ ଭାବେ ଡାନ୍ସ ବାର ବନ୍ଦ କରିବାକୁ ଅବକାରୀ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ ବିଧାନସଭାରେ କହିଛନ୍ତି । ତେବେ ପ୍ରଶ୍ନ ଉଠୁଛି, ଡାନ୍ସ ବାର ବନ୍ଦ ସହଜ କି ? କାରଣ ମୁମ୍ବାଇରେ ଡାନ୍ସ ବାର ବନ୍ଦ କରିବାକୁ ବର୍ଷ ବର୍ଷ ଧରି ଉଦ୍ୟମ…