Latest Odisha News

BREAKING NEWS

Browsing Category

ମୁଖ୍ୟ ଖବର

ତାତିଲେଣି ବିରୋଧୀ…ମଦମୃତ୍ୟୁର ତଦନ୍ତ କେବେ?

ଭୁବନେଶ୍ବର: ବିଧାନସଭାରେ ଚିକିଟି ମଦମୃତ୍ୟୁ ତାତି। ଉଠିଲା ପଡିଲା ପ୍ରଶ୍ନକାଳ । ଗୃହରେ ଜୋରଦାର ବିରୋଧ ପ୍ରଦର୍ଶନ କରିଛନ୍ତି ବିରୋଧୀ। ଅବକାରୀ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନଙ୍କ ଇସ୍ତଫା ଦାବି କରି ବିଜେଡି ବିଧାୟକ ଗୃହର ମଧ୍ୟ ଭାଗକୁ ଆସି ହୋହଲ୍ଲା କରିଥିଲେ । ବାଚସ୍ପତିଙ୍କ ପୋଡିୟମ…

ବଡ ଖବର: ଆସିଲା ‘ସୁଭଦ୍ରା’ ଯୋଜନା ଏସଓପି

ଭୁବନେଶ୍ୱର: ରାଜ୍ୟର କୋଟି କୋଟି ମହିଳାଙ୍କ ପାଇଁ ବଡ ଖବର l ଆସିଲା ସୁଭଦ୍ରା ଯୋଜନା ଏସଓପି l ଗୃହରେ ସୁଭଦ୍ରା ଯୋଜନା ଏସଓପି ଘୋଷଣା କଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ l ଗତକାଲି କ୍ୟାବିନେଟ୍‌ରେ ଏସଓପି ପାରିତ ହୋଇଥିବା ନେଇ କହିଛନ୍ତି ମୁଖ୍ୟମନ୍ତ୍ରୀ l ୨୧ରୁ ୬୦ ବର୍ଷର ମହିଳାଙ୍କୁ…

ଦିଲ୍ଲୀରେ ୧୦ ବର୍ଷର ରେକର୍ଡ ଭାଙ୍ଗିଲା ଚଳିତ ଅଗଷ୍ଟ ବର୍ଷା

ନୂଆଦିଲ୍ଲୀ: ଦିଲ୍ଲୀରେ ରେକର୍ଡ ଭାଙ୍ଗିଲା ଚଳିତବର୍ଷର ବର୍ଷା । ଭାରତୀୟ ପାଣିପାଗ ବିଭାଗ (ଆଇଏମଡି) ର ରିପୋର୍ଟ ମୁତାବକ, ସର୍ବାଧିକ ବର୍ଷା ଚଳିତ ମାସ ଅର୍ଥାତ୍ ଅଗଷ୍ଟ ମାସରେ ହୋଇଛି । ସହରରେ ୨୨ ଦିନ ଭିତରେ ୨୬୯.୯ ମିଲିମିଟର ବର୍ଷା ହୋଇଛି । ତେବେ ଏହା ଗତ ଦଶ ବର୍ଷରେ ସର୍ବାଧିକ ବର୍ଷା…

କୋଲକାତା ଦୁଷ୍କର୍ମ ଓ ହତ୍ୟା ଘଟଣା: ୧୪ ଦିନ ପାଇଁ ବିଚାର ବିଭାଗୀୟ ହାଜତକୁ ଗଲା ଅଭିଯୁକ୍ତ ସଞ୍ଜୟ

କୋଲକତା: କୋଲକାତାର ଆର.ଜି କର ମେଡିକାଲର ମହିଳା ଡାକ୍ତରଙ୍କୁ ଦୁଷ୍କର୍ମ ଓ ହତ୍ୟା ଘଟଣାର ଅଭିଯୁକ୍ତ ସଞ୍ଜୟ ରୟ ର ରିମାଣ୍ଡ ଅବଧି ଆଜି ଶେଷ ହୋଇଛି । ଏହା ପରେ କୋଲକାତାର ଗୋଟିଏ କୋର୍ଟ ତା’କୁ ୧୪ ଦିନ ପାଇଁ ଆଜି ବିଚାର ବିଭାଗୀୟ ହାଜତକୁ ପଠାଇ ଦେଇଛି । ଗିରଫ ପରେ ସିବିଆଇ ହେପାଜତରେ…

ଖୁବଶୀଘ୍ର ଭାରତର ଆଣବିକ ଅସ୍ତ୍ରଶସ୍ତ୍ରରେ ସାମିଲ ହେବ ଅସ୍ତ୍ର ଏମକେ-୨, ଜାଣନ୍ତୁ କ’ଣ ରହିଛି ବିଶେଷତ୍ବ

ନୂଆଦିଲ୍ଲୀ: ଭାରତ ଖୁବଶୀଘ୍ର ବାୟୁସେନାରେ ଅସ୍ତ୍ର ଏମକେ-୨ ମିସାଇଲକୁ ଅନ୍ତର୍ଭୁକ୍ତ କରିବ । ଏହାକୁ ରାଫେଲ ଯୁଦ୍ଧ ବିମାନରେ ସ୍ଥାପନ କରାଯିବ । ଏହା ରଡାର ପରିବର୍ତ୍ତନ କରୁଥିବା ବିମାନକୁ ମଧ୍ୟ ଆକାଶରେ ନଷ୍ଟ କରିବାରେ ସକ୍ଷମ ହେବ । ଏହା ସହିତ ତେଜସ୍ ମାର୍କ ୧ଏ ଏବଂ ତେଜସ୍…

ନିର୍ବାଚନ ଅନିୟମିତତା: ଧର୍ମେନ୍ଦ୍ର ପ୍ରଧାନଙ୍କୁ ହାଇକୋର୍ଟ ନୋଟିସ୍

ଭୁବନେଶ୍ୱର:ସମ୍ବଲପୁର ଲୋକସଭା ନିର୍ବାଚନ ଅନିୟମିତତା ଅଭିଯୋଗ ମାମଲାରେ ସମ୍ବଲପୁର ସାଂସଦ ତଥା କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ହାଇକୋର୍ଟଙ୍କ ନୋଟିସ୍ l ସ୍ବାଧୀନ ପ୍ରାର୍ଥୀ ସୁବାସ ମହାପାତ୍ରଙ୍କ ଆବେଦନ ଆଧାରରେ ନୋଟିସ୍ ଜାରି କଲେ ହାଇକୋର୍ଟ l ଧର୍ମେନ୍ଦ୍ରଙ୍କ ନାଁରେ…

ରାଜ୍ୟରେ ବନ୍ଦ ହେବ ଡ୍ୟାନ୍ସ ବାର୍, ମୂଳରୁ ନାଶ ହେବ ଚୋରା ମଦ

ଭୁବନେଶ୍ବର: ଏଣିକି ରାଜ୍ୟରେ ଆଉ ଚାଲିବନି ଡ୍ୟାନ୍ସ ବାର୍ । ରାଜ୍ୟର ଯେଉଁ ଯେଉଁ ବାରରେ ଡ୍ୟାନ୍ସ କାର୍ଯ୍ୟକ୍ରମ ଚାଲିଛି ସେ ସବୁ ବନ୍ଦ ହେବ । ଏମିତି କିଛି ଆଜି ଗୃହରେ ଇଙ୍ଗିତ କରିଛନ୍ତି ଅବକାରୀ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ । ଗଞ୍ଜାମ ଜିଲ୍ଲା ଚିକିଟିରେ ବିଷାକ୍ତ ମଦ ପିଇ ୧୪ ଜଣ…

ୟୁକ୍ରେନରେ ପହଞ୍ଚିଲେ ପ୍ରଧାନମନ୍ତ୍ରୀ ମୋଦି, ‘ଭାରତ ମାତା କି ଜୟ’ ଧ୍ବନିରେ ପ୍ରକମ୍ପିତ କିଭ୍ ମାଟି 

ନୂଆଦିଲ୍ଲୀ: ଦୁଇଦିନିଆ ପୋଲାଣ୍ଡ ଗସ୍ତ ସାରି ଶୁକ୍ରବାର ସକାଳେ ୟୁକ୍ରେନର ସ୍ବତନ୍ତ୍ର ରେଳ ‘ରେଲଫୋର୍ସ ଓ୍ବାନ’ ଯୋଗେ ଯାଇ ୟୁକ୍ରେନର ରାଜଧାନୀ କିଭିରେ ପହଞ୍ଚିଛନ୍ତି ପ୍ରଧାନମନ୍ତ୍ରୀ ମୋଦି । ୧୯୯୧ରେ ୟୁକ୍ରେନର ସ୍ୱାଧୀନତା ପରେ ଭାରତୀୟ ପ୍ରଧାନମନ୍ତ୍ରୀଙ୍କ ଏହା ପ୍ରଥମ ୟୁକ୍ରେନ ଗସ୍ତ।…

୨୪ଶହ ଡେଇଁଲା ଡେଙ୍ଗୁ ଆକ୍ରାନ୍ତଙ୍କ ସଂଖ୍ୟା

ଭୁବନେଶ୍ବର: ରାଜ୍ୟରେ ଏବେ କାୟା ମେଲାଇଛି ଡେଙ୍ଗୁ । ଆଉ ବର୍ଷାଦିନ ହେଉଥିବାରୁ ସ୍ଥିତି ଅସମ୍ଭାଳ ହୋଇପଡିଛି । ସବୁଠୁ ଅଧିକ ଖୋର୍ଦ୍ଧା ଓ ସୁନ୍ଦରଗଡରେ ଡେଙ୍ଗୁ ଆକ୍ରାନ୍ତଙ୍କୁ ଚିହ୍ନଟ କରାଯାଇଛି । ଡେଙ୍ଗୁ ସ୍ଥିତି ନେଇ ଜନସ୍ବାସ୍ଥ୍ୟ ନିର୍ଦ୍ଦେଶକ ନୀଳକଣ୍ଠ ମିଶ୍ର କହିଛନ୍ତି, ଗତକାଲି…

ନଦୀକୁ ଖସିଲା ବସ, ୧୪ ଭାରତୀୟ ମୃତ

ନେପାଳ: ନେପାଳରେ ଅଘଟଣ ।  ୪୦ ଯାତ୍ରୀଙ୍କୁ ଧରି ଯାଉଥିବା ବସ୍‌ ନଦୀକୁ ଖସିପଡିଲା । ଫଳରେ ୧୪ ଜଣ ଭାରତୀୟଙ୍କ ମୃତ୍ୟୁ ହୋଇଥିବା ସୂଚନା । ଶୁକ୍ରବାର ପୋଖରାରୁ ନେପାଳ କାଠମାଣ୍ଡୁକୁ ଯାଉଥିବା ଏକ ଭାରତୀୟ ଯାତ୍ରୀବାହୀ ବସ୍ ଦୁର୍ଘଟଣାଗ୍ରସ୍ତ ହୋଇଛି । ଯାହାର ନମ୍ବର UP(ଉତ୍ତରପ୍ରଦେଶ)…