Latest Odisha News

BREAKING NEWS

Browsing Category

ମୁଖ୍ୟ ଖବର

ଶିକ୍ଷାନୁଷ୍ଠାନକୁ ନେଇ ବଡ ଘୋଷଣା କଲେ ରାଜସ୍ବ ମନ୍ତ୍ରୀ

ଭୁବନେଶ୍ୱର: ଶିକ୍ଷାନୁଷ୍ଠାନକୁ ନେଇ ରାଜସ୍ବ ମନ୍ତ୍ରୀଙ୍କ ବଡ଼ ଘୋଷଣା । ପ୍ରାଥମିକ ସ୍କୁଲ ଠାରୁ ଆରମ୍ଭ କରି ବିଶ୍ବବିଦ୍ୟାଳୟ ପର୍ଯ୍ୟନ୍ତ ସମସ୍ତ ଶିକ୍ଷାନୁଷ୍ଠାନକୁ ଡିସେମ୍ବର ସୁଦ୍ଧା ପଟ୍ଟା ଦିଆଯିବ ବୋଲି ଗୁରୁବାର ବିଧାନସଭାରେ ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ ଘୋଷଣା କରିଛନ୍ତି । ୨୪…

କେନ୍ଦ୍ରାପଡ଼ା ଜିଲ୍ଲା ପରିଷଦ ଅଧ୍ୟକ୍ଷ ନିର୍ବାଚନରେ ବିଜେଡିର ବାଜିମାତ୍

ଭୁବନେଶ୍ୱର: କେନ୍ଦ୍ରାପଡ଼ା ଜିଲ୍ଲା ପରିଷଦ ଅଧ୍ୟକ୍ଷ ନିର୍ବାଚନରେ ବିଜେଡିର ବିଜୟ । ଆଜି ଅନୁଷ୍ଠିତ ନିର୍ବାଚନରେ ବିଜେଡି ତରଫରୁ ପାଞ୍ଚ ନମ୍ବର ଜୋନର ଜିଲ୍ଲା ପରିଷଦ ସଦସ୍ୟା ଲିଲିତା ଦାସ ପ୍ରାର୍ଥୀପତ୍ର ଦାଖଲ କରିଥିଲେ । ସେ ନିର୍ନ୍ଦ୍ୱନ୍ଦରେ ନିର୍ବାଚିତ ହୋଇଛନ୍ତି । ଏହା ପରେ ସେ, ନବୀନ…

ସାଇବର କ୍ରାଇମ ସନ୍ଦେହରେ ଚଢ଼ାଉ; ୨ ଅଟକ, ବିପୁଳ ସାମଗ୍ରୀ ଜବତ

ଭଦ୍ରକ: ସାଇବର କ୍ରାଇମ ସନ୍ଦେହରେ ଭଦ୍ରକ ପୋଲିସର ରେଡ଼୍ । ଘଟଣାସ୍ଥଳରୁ ବିପୁଳ ସିମ୍, ବ୍ୟାଙ୍କ ପାସବୁକ୍, ଏଟିଏମ୍ କାର୍ଡ ସହ ଅନ୍ୟାନ୍ୟ ସାମଗ୍ରୀ ଜବତ । ଏହାସହ ବିଭିନ୍ନ ଗାଡ଼ିର ନମ୍ୱର ପ୍ଲେଟ ମଧ୍ୟ ଠାବ କରିଛି ପୋଲିସ । ତେବେ ଦୁଇ ଜଣ ପୋଲିସ ହାତରେ ଧରା ପଡିଥିବା ବେଳେ ଅନେକ ଯୁବକ…

ସୁପ୍ରିମକୋର୍ଟ ଦେଲେ ଆଶ୍ବାସନା; ଆନ୍ଦୋଳନରୁ ଓହରିଲେ ଡାକ୍ତର

କୋଲକାତା: ଆରଜି କର ମେଡିକାଲ କଲେଜ ଦୁଷ୍କର୍ମ ଓ ହତ୍ୟା ନେଇ ଡାକ୍ତରମାନେ ନିଜର ସୁରକ୍ଷା ପୀଡିତାଙ୍କୁ ନ୍ୟାୟ ଦାବିରେ ଦୀର୍ଘ ୧୧ ଦିନ ହେବ ଆନ୍ଦୋଳନ ଜାରି ରଖିଥିଲେ । ଏହାକୁ ଦୃଷ୍ଟିରେ ରଖି ସାରା ଦେଶରେ ଡାକ୍ତରଙ୍କ ସୁରକ୍ଷା ଦେବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି ସୁପ୍ରିମକୋର୍ଟ । ଏନେଇ…

‘ରାଜ୍ୟରେ ଗଜପତି ସର୍ବାଧିକ ଭୂସ୍ଖଳନ ପ୍ରବଣ ଅଞ୍ଚଳ’

ଭୁବନେଶ୍ୱର: ରାଜ୍ୟର ୧୪ ଟି ଜିଲ୍ଲାକୁ ରହିଛି ଭୂକମ୍ପର ଭୟ । ସେଗୁଡିକ ମଧ୍ୟରେ କେନ୍ଦ୍ରାପଡା, କଟକ, ଯାଜପୁର, ଖୋର୍ଦ୍ଧା, ଢେଙ୍କାନାଳ, ସମ୍ବଲପୁର, ଝାରସୁଗୁଡା, ସୁନ୍ଦରଗଡ, ଅନୁଗୁଳ, ସୁନ୍ଦରଗଡ,ବରଗଡ ଏବଂ ମୟୂରଭଞ୍ଜ ଜିଲ୍ଲା ରହିଛି । ସେଥିମଧ୍ୟରୁ ଗଜପତି ସର୍ବାଧିକ ଭୂମିକମ୍ପ ପ୍ରବଣ…

‘ଲୁଟେରା ଓ ଦୁର୍ନୀତିଖୋରଙ୍କ ଆତ୍ମସୁରକ୍ଷା ଅଭିଯାନ କରୁଛି କଂଗ୍ରେସ’

ଭୁବନେଶ୍ୱର: ଇଡି ଅଫିସ୍ ଆଗରେ ଟେଣ୍ଟ ପକାଇ, ଫଟୋ ଉଠାଇ କଂଗ୍ରେସର ନେତାମାନେ ‘ପଲିଟିକାଲ ଷ୍ଟଣ୍ଟ’ କରୁଛନ୍ତି । ପ୍ରତ୍ୟେକ ପଲଟିକାଲ ପାର୍ଟିର ପଲିଟିକାଲ ଫିଲୋସଫି ଓ ଲୋକଙ୍କ ପାଇଁ କମିଟମେଣ୍ଟ ଥାଏ, ଯାହା କଂଗ୍ରେସ ପାଖରେ ନାହିଁ । କଂଗ୍ରେସ ଦଳର ରାଜନୈତିକ କାର୍ଯ୍ୟକ୍ରମ ଲୋକଙ୍କ ସ୍ୱାର୍ଥ…

ସିସୋଦିଆ ଆସିଛନ୍ତି, କେଜ୍ରିୱାଲ ଆସିବେ ନାରା ସହ ଚାରିଆଡେ ଲାଗିଲା ହୋର୍ଡିଂ

ନୂଆଦିଲ୍ଲୀ: ଗୋଟେ ପଟେ ସ୍ୱାଧୀନତା ଦିବସ ଅବସରରେ ସରକାରୀ ବିଜ୍ଞାପନରେ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ଫଟୋ ନ ଛାପିବା ନେଇ ଦିଲ୍ଲୀ ସରକାରଙ୍କ ମନ୍ତ୍ରୀ ଏବଂ ଅଧିକାରୀଙ୍କ ମଧ୍ୟରେ ବିବାଦ ଲାଗି ରହିଛି, ଅନ୍ୟପକ୍ଷରେ କେତେକ ଅଞ୍ଚଳରେ ଆଜି ଏହି ହୋର୍ଡିଂ ମାନ ଲଗାଯାଇଛି । ମନୀଷ…

‘କୋଲକତା ଘଟଣାପରେ ଦେଶରେ ୯୦୦ରୁ ଅଧିକ ଦୁଷ୍କର୍ମ ହୋଇଛି’

କୋଲକତା: କୋଲକାତା ଆର.ଜି କଲେଜରେ ଡାକ୍ତରଙ୍କୁ ଦୁଷ୍କର୍ମ ଓ ହତ୍ୟା ମାମଲାର ଶୁଣାଣି ସୁପ୍ରିମକୋର୍ଟରେ ଜାରି ରହିଛି । ଏହି ସମୟରେ ତୃଣମୂଳ କଂଗ୍ରେସର (ଟିଏମସି) ମହାସଚିବ ତଥା ସାଂସଦ ଅଭିଷେକ ବାନାର୍ଜୀ ସୋସିଆଲ ମିଡିଆରେ ଏକ ପୋଷ୍ଟ କରିଛନ୍ତି । ସେ ଲେଖିଛନ୍ତି ଯେ, 'ଗତ ୧୦ ଦିନ ମଧ୍ୟରେ…

କୋଲକାତା ବର୍ବର କାଣ୍ଡ: ଗାଙ୍ଗରେପକୁ ନେଇ ଚାଞ୍ଜଲ୍ୟକର ତଥ୍ୟ ଦେଲା ସିବିଆଇ

କୋଲକାତା: କୋଲକାତା ଟ୍ରେନି ଡାକ୍ତରଙ୍କୁ ହତ୍ୟା ଓ ଦୁଷ୍କର୍ମ ଘଟଣାରେ ଗୁରୁବାର ସୁପ୍ରିମକୋର୍ଟରେ ଷ୍ଟାଟସ ରିପୋର୍ଟ ଦାଖଲ କରିଛି ସିବିଆଇ । ଷ୍ଟାଟସ ରିପୋର୍ଟରେ ହସ୍ପିଟାଲ କର୍ତ୍ତୃପକ୍ଷ ଓ ପଶ୍ଚିମବଙ୍ଗ ପୋଲିସର କାର୍ଯ୍ୟକଳାପକୁ ଦାୟୀ କରିଛି ସିବିଆଇ । ତେବେ ଏହାରି ଭିତରେ ସିବିଆଇ…

ଓଡ଼ିଶାରେ ମିଳିଛି ସୁନା ଖଣିର ସନ୍ଧାନ: ଖଣି ମନ୍ତ୍ରୀ

ଭୁବନଶ୍ୱର: ଆଜି ବଜେଟ୍ ଅଧିବେଶନର ଦ୍ୱିତୀୟ ପର୍ଯ୍ୟାୟ ଅଧିବେଶନର ତୃତୀୟ ଦିନରେ ବି ଚାଲିପାରିଲାନି ଗୃହକାର୍ଯ୍ୟ । ପ୍ରଥମରୁ ମଦମୃତ୍ୟୁ ଓ ଇଡି ପ୍ରସଙ୍ଗକୁ ନେଇ ଗୃହରେ ହଙ୍ଗାମା କରିଥିଲେ କଂଗ୍ରେସ ବିଧାୟକ। ଗୃହ ମଝିକୁ ଆସି ହୋହାଲ୍ଲା କରିଥିଲେ ତାରା ବାହିନୀପତି ଓ ଅନ୍ୟ ବିଧାୟକ। ଏହାରି…