Latest Odisha News

BREAKING NEWS

Browsing Category

ମୁଖ୍ୟ ଖବର

ଛାତ୍ର ସଂସଦ ନିର୍ବାଚନ…ବିଧାନସଭାରେ ତାତି

ଭୁବନେଶ୍ବର: କାହିଁକି ଚଳିତ ବର୍ଷ ହେବନି ଛାତ୍ର ସଂସଦ ନିର୍ବାଚନ? ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ ଏକ କଲେଜରେ ଛାତ୍ର ସଂସଦ ନିର୍ବାଚନ ଏବର୍ଷ ନୁହେଁ ୨୦୨୫ରେ ହେବା ନେଇ କହିବା ପରେ ତାତିଛି ରାଜ୍ୟ ରାଜନୈତିକ ପାଣିପାଗ । ନୂଆ ସରକାର ଆସିବା ପରେ ନିର୍ବାଚନ କରାଇବା ପାଇଁ ସମୟ…

ପୁରୀ ବେଳାଭୂମିରୁ ନର କଙ୍କାଳ ଉଦ୍ଧାର, ତଦନ୍ତ ଜାରି

ପୁରୀ: ଗତ କିଛି ଦିନ ହେବ ଅଶାନ୍ତ ହୋଇପଡିଛି ପୁରୀ ସହର । ଗତ ୮ ତାରିଖରେ ମାର୍କଣ୍ଡେଶ୍ବର ସାହିରେ ଜଣଙ୍କୁ ହତ୍ୟା କରାଯାଇଥିବାବେଳେ, ଗତକାଲି ବିଳମ୍ବିତ ରାତିରେ ପୁରୀ ବେଳାଭୂମି ନିକଟରେ ଥିବା ଷ୍ଟର୍ଲିଙ୍ଗ ହୋଟେଲ ରାସ୍ତା ପାଖରେ ଜଣଙ୍କର ଖପୁରୀ ସହ ଶରୀରର କିଛି ଅଂଶ ପଡିଥିବା ଦେଖିବାକୁ…

ଚିକିଟି ବିଷାକ୍ତ ମଦ ଘଟଣା; ‘ଅଭିଯୁକ୍ତଙ୍କ ବିରୋଧରେ ହେବ କଡା କାର୍ଯ୍ୟାନୁଷ୍ଠାନ’

ଗଞ୍ଜାମ: ଗତକାଲି ଗଞ୍ଜାମ ଜିଲ୍ଲା ଚିକିଟି ବ୍ଲକ ମାଉନ୍ଦପୁର ଠାରେ ଦେଶୀ ମଦ ପିଇ ୧୫ରୁ ଅଧିକ ଜଣ ଅସୁସ୍ଥ ହୋଇଥିବା ଘଟଣାରେ ୫ ଜଣଙ୍କୁ ବାନ୍ଧିଛି ପୋଲିସ । ଗିରଫ ୫ ଜଣ ମାଉନ୍ଦପୁର ଗାଁର ବୋଲି ଜଣାପଡିଛି । ଏହି ଘଟଣାରେ ପ୍ରତିକ୍ରିୟା ରଖିଛନ୍ତି ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ।…

ଆରଜି କର ମେଡିକାଲ କଲେଜ ସୁରକ୍ଷା ଦାୟିତ୍ବରେ ସିଆଇଏସଏଫ

କୋଲକାତା: କୋଲକାତା ମେଡିକାଲ କଲେଜ ଦୁଷ୍କର୍ମ ଓ ହତ୍ୟା ମାମଲାକୁ ନେଇ ଏବେ ତେଜିଛି ଡାକ୍ତରଙ୍କ ବିରୋଧର ସ୍ବର । ଡାକ୍ତରଙ୍କ ସୁରକ୍ଷା ନେଇ ଉଠିଛି ପ୍ରଶ୍ନ ।  ଯାହାକୁ ନେଇ ଆଜି ବଡ ଆଶ୍ବସନା ଦେଇଛନ୍ତି କୋର୍ଟ । ଏହି ମାମଲାରେ ଶୁଣାଣି କରି ସୁପ୍ରିମକୋର୍ଟ ମୁଖ୍ୟ ବିଚାରପତି କୋଲକାତା…

ଆରମ୍ଭରୁ ବିରୋଧୀଙ୍କ କଡା ଆଭିମୁଖ୍ୟ: ୪ଟା ଯାଏଁ ଗୃହ ମୁଲତବି

ଭୁବନେଶ୍ବର: ଆଜିଠୁ ଆରମ୍ଭ ହୋଇଛି ଚଳିତ ବଜେଟ ଅଧିବେଶନର ଦ୍ବିତୀୟ ପର୍ଯ୍ୟାୟ । ପ୍ରଥମରୁ ମୁଖ୍ୟମନ୍ତ୍ରୀ ଶୋକ ପ୍ରସ୍ତାବ ଆଗତ କରିବା ପରେ ଦିବଙ୍ଗତ ନେତାଙ୍କ ପାଇଁ କିଛି ସମୟ ନିରବ ପ୍ରାର୍ଥନା ପରେ ଆରମ୍ଭ ହୋଇଥିଲା ଗୃହ । ହେଲେ ପ୍ରଥମରୁ ହିଁ କଡା ଆଭିମୁଖ୍ୟ ଗ୍ରହଣ କରିଛି ବିରୋଧୀ ।…

କୋଲକାତା ଲଜ୍ଜା: ଷ୍ଟାଟସ୍ ରିପୋର୍ଟ ମାଗିଲେ ସୁପ୍ରିମକୋର୍ଟ, ଗଠନ ହେବ ନ୍ୟାସନାଲ ଟାସ୍କ ଫୋର୍ସ

କୋଲକାତା: କୋଲକାତା ଲଜ୍ଜା ଉପରେ କ୍ଷୋଭ ପ୍ରକାଶ କରିଛନ୍ତି ସୁପ୍ରମିକୋର୍ଟ । ଗୁରୁବାର ସୁଦ୍ଧା ଷ୍ଟାଟସ୍‌ ରିପୋର୍ଟ ଦାଖଲ କରିବାକୁ ସିବିଆଇକୁ ନିର୍ଦ୍ଦେଶ ଦେଇଛନ୍ତି । ଯାଞ୍ଚ କାର୍ଯ୍ୟ କେଉଁ ଯାଏଁ ଗଲାଣି ଓ ଏହା ଉପରେ ସିବିଆଇ କ’ଣ ପଦକ୍ଷେପ ଗ୍ରହଣ କରିଛି ସେନେଇ ସମସ୍ତ ରିପୋର୍ଟ…

ଓଭୋର ଲୋଡ୍ ଯୋଗୁଁ ଓଲଟିଲା ବସ୍: ୨୦ ଗୁରୁତର

ସୋର: ଭାରସାମ୍ୟ ହରାଇ ଓଲଟିଲା ଯାତ୍ରୀଭରା ବସ୍ । ଫଳରେ ୨୦ ଜଣ ଗୁରୁତର ଆହତ ହୋଇଛନ୍ତି । ଆହତଙ୍କୁ ଭଦ୍ରକ ମେଡିକାଲରେ ଭତ୍ତି କରାଯାଇଥିବା ବେଳେ ଏବେ ବି ଚାଲିଛି ଉଦ୍ଧାର କାର୍ଯ୍ୟ । ତେବେ ମିଳିଥିବା ସୂଚନା ଅନୁଯାୟୀ, 'ଜୟ ରଘୁନାଥ' ନାମକ ଏକ ଘରୋଇ ବସ୍ ଯାତ୍ରୀଙ୍କୁ ଓଭର ଲୋଡିଂ…

ଦ୍ବିତୀୟ ବଜେଟ ଅଧିବେଶନର ପ୍ରଥମ ଦିନ: ପ୍ରଥମରୁ ବିରୋଧୀଙ୍କ ହଟ୍ଟଗୋଳ

ଭୁବନେଶ୍ବର: ମଙ୍ଗଳବାର ଠାରୁ ଆରମ୍ଭ ହୋଇଯାଇଛି ବଜେଟ୍ ଅଧିବେଶନର ଦ୍ବିତୀୟ ପର୍ଯ୍ୟାୟ । ଆରମ୍ଭରୁ ହି ବିରୋଧୀଙ୍କ କଡା ଆଭିମୁଖ୍ୟ ।  ଅଧିବେଶନ ଆରମ୍ଭ ହେଉ ହେଉ କଲେଜ ନିର୍ବାଚନ ପ୍ରସଙ୍ଗରେ କଂଗ୍ରେସର ହୋହଲ୍ଲା କରିବାରୁ ୧୧ଟା ୪୧ ଯାଏଁ ଗୃହ ମୁଲତବୀ ରଖାଯାଇଛି । ଦ୍ବିତୀୟ…

କେନ୍ଦ୍ର ମନ୍ତ୍ରୀ ଜୁଏଲ ଓରାମ୍ ପୁଣି ଅସୁସ୍ଥ, ଦିଲ୍ଲୀ ଏମ୍ସରେ ଭର୍ତ୍ତି

ଭୁବନେଶ୍ୱର: କେନ୍ଦ୍ର ମନ୍ତ୍ରୀ ଜୁଏଲ ଓରାମ୍ ପୁଣି ଅସୁସ୍ଥ। ଦିଲ୍ଲୀ ଏମ୍‌ସର ନ୍ୟୁ ପ୍ରାଇଭେଟ୍ ୱାର୍ଡରେ ଭର୍ତ୍ତି । ଗତ ୧୧ରେ ଡେଙ୍ଗୁରେ ଆକ୍ରାନ୍ତ ହୋଇଥିଲେ ଜୁଏଲ୍। ଛାତି ରୋଗ ବିଭାଗର ମୁଖ୍ୟ ଡାକ୍ତର ଅନନ୍ତ ମୋନହଙ୍କ ତତ୍ତ୍ୱାବଧାନରେ ସେ ଚିକିତ୍ସିତ ହେଉଛନ୍ତି। ମନ୍ତ୍ରୀଙ୍କ…

କୋଲକାତା ଲଜ୍ଜା: ଆଜି ଅଭିଯୁକ୍ତର ହୋଇପାରେ ପଲିଗ୍ରାଫ୍ ଟେଷ୍ଟ; ସିବିଆଇକୁ ହାଇକୋର୍ଟଙ୍କ ଅନୁମତି

ନୂଆଦିଲ୍ଲୀ: କୋଲକାତା ଡାକ୍ତରୀ ଛାତ୍ରୀଙ୍କୁ ଦୁଷ୍କର୍ମ ଓ ହତ୍ୟା ଘଟଣାରେ ଆଜି ଶୁଣାଣି କରିବେ ସୁପ୍ରିମକୋର୍ଟ। ପ୍ରଧାନ ବିଚାରପତି ଜଷ୍ଟିସ୍ ଡି.ୱାଇ ଚନ୍ଦ୍ରଚୂଡ଼ଙ୍କ ଅଧ୍ୟକ୍ଷତାରେ ଶୁଣାଣି କରିବେ ୩ ଜଣିଆ ଖଣ୍ଡପୀଠ। ଡାକ୍ତରମାନେ ନିରନ୍ତର ସେମାନଙ୍କ ସୁରକ୍ଷା ଦାବି କରୁଥିବାବେଳେ…