Latest Odisha News

BREAKING NEWS

Browsing Category

ମୁଖ୍ୟ ଖବର

ଆସୁଛି ଆଉ ଏକ ଲଘୁଚାପ, ୧୯ ତାରିଖ ପର୍ଯ୍ୟନ୍ତ ପ୍ରବଳ ବର୍ଷିବ

ଭୁବନେଶ୍ୱର: ଆସୁଛି ଆଉ ଏକ ଲଘୁଚାପ । ବାଙ୍ଗଲାଦେଶ ଓ ପାଶ୍ୱବର୍ତୀ ଅଂଚଳରେ ସକ୍ରିୟ ଥିବା ଘୂର୍ଣ୍ଣିବଳୟ ଘନୀଭୂତ ହୋଇ ଆଜି ନେବ ଲଘୁଚାପର ରୂପ । ଗାଙ୍ଗଟିକ ୱେଷ୍ଟ ବେଙ୍ଗଲଠାରେ ନେଇପାରେ ଲଘୁଚାପର ରୂପ । ଏହା ସହ ରାଜ୍ୟ ଉପରେ ମୌସୁମୀ ଟ୍ରପ ମଧ୍ୟ ସକ୍ରିୟ ରହିଛି । ପ୍ରଭାବରେ ୧୯ ତାରିଖ ଯାଏ…

ନୂଆ ବିଧାୟକଙ୍କ ପ୍ରଶିକ୍ଷଣ ଶିବିରକୁ ବିଜେଡିର ବର୍ଜନ

ଭୁବନେଶ୍ବର: ଓଡ଼ିଶା ବିଧାନସଭାର ନୂଆ ବିଧାୟକଙ୍କଚ ଦିଆଯିବାକୁ ଥିବା ପ୍ରଶିକ୍ଷଣ ଶିବିର ବା ଦିଗଦର୍ଶନ କାର୍ଯ୍ୟକ୍ରମକୁ ବର୍ଜନ କରିଛି ବିଜେଡି । ନୂଆ ବିଧାୟକଙ୍କ ଦିଗଦର୍ଶନ କାର୍ଯ୍ୟକ୍ରମରେ ଯୋଗ ଦେବନି ବୋଲି ସ୍ପଷ୍ଟ କରିଛି ଦଳ । ଏ ସମ୍ପର୍କରେ ବାଚସ୍ପତିଙ୍କୁ ଚିଠି ଲେଖି ଜଣାଇଛନ୍ତି…

ବିଡିଓ ଦାୟିତ୍ୱ ତୁଲାଇବେ ୨୦୨୩ ବ୍ୟାଚ୍ ଓଡ଼ିଶା କ୍ୟାଡ଼ରର ୮ ଆଇଏଏସ୍ ଅଫିସର

ଭୁବନେଶ୍ବର: ୮ ଜଣ ଆଇଏଏସ୍ ଅଫିସରଙ୍କୁ ବିଭିନ୍ନ ବ୍ଲକର ବିଡ଼ିଓ ଭାବେ ଅବସ୍ଥାପିତ କଲେ ରାଜ୍ୟ ସରକାର । ଏହି ସମସ୍ତ ଆଇଏଏସ୍ ଅଫିସର ୨୦୨୩ ବ୍ୟାଚ୍ ଓଡ଼ିଶା କ୍ୟାଡ଼ରର । ସମ୍ପୃକ୍ତ ବ୍ଲକରେ ଥିବା ବିଡିଓମାନଙ୍କୁ ସେହି ଜିଲ୍ଲାର ଜିଲ୍ଲା ପରିଷଦ କାର୍ଯ୍ୟାଳୟକୁ ବଦଳି ହୋଇଛି । ଏନେଇ ରାଜ୍ୟ…

‘ବାମ ଓ ରାମ’ ମିଶି ଏହି ହିଂସା କରୁଛନ୍ତି: ମମତା ବାନାର୍ଜୀ

କୋଲକାତା: କୋଲକାତା ଆରଜି କର ହସ୍ପିଟାଲରେ ଜଣେ ମହିଳା ଡାକ୍ତରଙ୍କୁ ଦୁଷ୍କର୍ମ ଓ ହତ୍ୟା ମାମଲା ପରେ ସେଠାରେ ହିଂସା ଏବେ ଚରମ ସୀମାରେ ପହଞ୍ଚିଛି । ଏହା ଭିତରେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ବଡ ବୟାନ ସାମ୍ନାକୁ ଆସିଛି । ସେ କହିଛନ୍ତି ଯେ, କିଛି ରାଜନୈତିକ ବ୍ୟକ୍ତି ବଙ୍ଗଳାରେ…

କୋଲକାତା ଦୁଷ୍କର୍ମ ମାମଲାରେ ମମତା ସରକାରଙ୍କ ଉପରେ ସାଙ୍ଘାତିକ ଅଭିଯୋଗ ଆଣିଲେ ଶୁଭେନ୍ଦୁ ଅଧିକାରୀ

କୋଲକାତା: କୋଲକାତାର ଆରଜି କର ମେଡିକାଲ କଲେଜ ଏବଂ ହସ୍ପିଟାଲରେ ଘଟିଥିବା ହିଂସା ସମ୍ପର୍କରେ ପଶ୍ଚିମବଙ୍ଗର ବିରୋଧୀ ଦଳ ନେତା ଶୁଭେନ୍ଦୁ ଅଧିକାରୀ ଗୃହ ମନ୍ତ୍ରଣାଳୟକୁ ଚିଠି ଲେଖିଛନ୍ତି । ଡାକ୍ତରଖାନାରେ ପ୍ରମାଣ ନଷ୍ଟ ନ ହେବା ପାଇଁ ସେ ସାମରିକ ବାହିନୀ ନିୟୋଜିତ କରିବାକୁ କେନ୍ଦ୍ର…

କୋଲକତା ଦୁଷ୍କର୍ମ ଓ ହତ୍ୟା ଘଟଣା: କାହିଁକି ଟିଏମସି ପ୍ରବକ୍ତା ପଦରୁ ହଟିଲେ ଶାନ୍ତନୁ ସେନ୍

କୋଲକତା: କୋଲକାତାର ଜଣେ ମହିଳା ଡାକ୍ତରଙ୍କ ଦୁଷ୍କର୍ମ ଓ ହତ୍ୟା ମାମଲା ଉପରେ ମନ୍ତବ୍ୟ ଦେବା ଟିଏମସିର ପୂର୍ବତନ ସାଂସଦ ଶାନ୍ତନୁ ସେନଙ୍କୁ ମହଙ୍ଗା ପଡିଛି । ଶାନ୍ତନୁ ସେନଙ୍କ ବିବୃତ୍ତିକୁ ତାଙ୍କର ବ୍ୟକ୍ତିଗତ ବିବୃତ୍ତି ବୋଲି କହି ତାଙ୍କୁ ଦଳର ମୁଖପାତ୍ର ପଦରୁ ହଟାଇ ଦିଆଯାଇଛି ।…

ବିଶ୍ବ ପାଇଁ ବିପଦ ସାଜିଛି ମଙ୍କିପକ୍ସ; ଜାଣନ୍ତୁ ଏହାର ଲକ୍ଷଣ ଓ କିପରି କରିବେ ନିଜକୁ ରକ୍ଷା

ନୂଆଦିଲ୍ଲୀ: ବିଶ୍ବ ସ୍ବାସ୍ଥ୍ୟ ସଂଗଠନ (ଡବ୍ଲୁଏଚଓ) ମଙ୍କିପକ୍ସ ଭାଇରସକୁ ବିଶ୍ୱ ସ୍ୱାସ୍ଥ୍ୟ ଜରୁରୀକାଳୀନ ପରିସ୍ଥିତି ଘୋଷଣା କରିଛି । ୨୦୨୨ ବର୍ଷ ପରେ ଦ୍ୱିତୀୟ ଥର ପାଇଁ ଏହି ରୋଗକୁ ବିଶ୍ୱ ସ୍ୱାସ୍ଥ୍ୟ ଜରୁରୀକାଳୀନ ପରିସ୍ଥିତି ଘୋଷଣା କରାଯାଇଛି । ଆଫ୍ରିକାରେ ମଙ୍କିପକ୍ସ ଭାଇରସ ଦ୍ରୁତ…

ରତ୍ନଭଣ୍ଡାର ପ୍ରସଙ୍ଗରେ ଏପରି କହିଲେ ସୁଦର୍ଶନ ପଟ୍ଟନାୟକ…

ପୁରୀ: ରତ୍ନ ଭଣ୍ଡାର ପ୍ରସଙ୍ଗକୁ ନେଇ ଆଜି ପ୍ରତିକ୍ରିୟା ଦେଇଛନ୍ତି ଶ୍ରୀମନ୍ଦିର ପରିଚାଳନା କମିଟି ସଦସ୍ୟ ସୁଦର୍ଶନ ପଟ୍ଟନାୟକ । ସେ କହିଛନ୍ତି ଯେ, ଏହି ପ୍ରସଙ୍ଗ ଶ୍ରୀମନ୍ଦିର ପରିଚାଳନା କମିଟିରେ ଆଲୋଚନା ହୋଇସାରିଛି । ସରକାରଙ୍କ ତରଫରୁ ଗଠିତ ତଦାରଖ କମିଟି ତାର କୌଣସି ରିପୋର୍ଟ ପରେ ହିଁ…

ସିଂହଦ୍ୱାର ସମ୍ମୁଖରେ ନିର୍ମାଣଧିନ ସୂଚନା କେନ୍ଦ୍ରକୁ ବିରୋଧ

ପୁରୀ: ସିଂହଦ୍ୱାର ସମ୍ମୁଖରେ ନିର୍ମାଣଧିନ ସୂଚନା କେନ୍ଦ୍ରକୁ ବିରୋଧ । ସିଂହଦ୍ୱାର ସମ୍ମୁଖରେ ସୂଚନା କେନ୍ଦ୍ର ରହିଲେ ଶ୍ରୀମନ୍ଦିର ସୌନ୍ଦର୍ଯ୍ୟ ନଷ୍ଟ ହେବ ବୋଲି ଅଭିଯୋଗ ଆଣିଛନ୍ତି ସୂଚନାଧିକାରକର୍ମୀ ଦିଲୀପ ବରାଳ । ଶ୍ରୀମନ୍ଦିର ଚୌହଦୀ ର ୧୦୦ ମିଟର ଭିତରେ କୌଣସି ନିର୍ମାଣ ପାଇଁ ଏଏସଆଇ…

ମହାପ୍ରଭୁ ପଡିଯିବା ଘଟଣା: ‘ନିର୍ଦ୍ଦିଷ୍ଟ ସେବାୟତଙ୍କୁ ଦିଆଯାଉଛି ସୁରକ୍ଷା’

ପୁରୀ: ଗୋଟେ ପଟେ ପହଣ୍ଡି ବେଳେ ମହାପ୍ରଭୁ ବଳଭଦ୍ର ପଡ଼ିଯିବା ଘଟଣାରେ ତଦନ୍ତ କମିଟି ରିପୋର୍ଟ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକଙ୍କୁ ହସ୍ତାନ୍ତର କରିସାରିଥିବା ବେଳେ ତଦନ୍ତ ପ୍ରକ୍ରିୟାକୁ ନେଇ ଅସନ୍ତୋଷ ପ୍ରକାଶ କରିଛନ୍ତି ପରିଚାଳନା କମିଟି ସଦସ୍ୟ ତଥା ପ୍ରତିହାରୀ ନିଯୋଗ ମାଧବ ମହାପାତ୍ର ।…