Latest Odisha News

BREAKING NEWS

Browsing Category

ମୁଖ୍ୟ ଖବର

ସୂର୍ଯ୍ୟକୁମାର ଯାଦବ ମିଲରଙ୍କ କ୍ୟାଚ ଧରିନଥିଲେ ବରଂ ଭାରତୀୟଙ୍କୁ ବଡ଼ ଆଶ୍ୱସନା ଦେଇଥିଲେ

ନୂଆଦିଲ୍ଲୀ: ଦକ୍ଷିଣ ଆଫ୍ରିକା ବିପକ୍ଷ ଟି-୨୦ ବିଶ୍ୱକପ୍ ଫାଇନାଲରେ ସୂର୍ଯ୍ୟକୁମାର ଯାଦବ ବ୍ୟାଟିଂରେ ଫ୍ଲପ୍ ହୋଇଛନ୍ତି। କିନ୍ତୁ ତାଙ୍କ ଫିଲ୍ଡିଂ ଦକ୍ଷତା ଭାରତୀୟ ପ୍ରଶଂସକଙ୍କ ହୃଦୟରେ ଏକ ଅବିସ୍ମରଣୀୟ ଛାପ ଛାଡ଼ିଛି। ଶନିବାର କେନସିଂଟନ ଓଭାଲରେ ଖେଳାଯାଇଥିବା ଏକ ମୁକାବିଲାରେ ଭାରତ…

ଟି-୨୦ ବିଶ୍ୱକପ ବିଜୟ ପରେ ଟି-୨୦ ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ଘୋଷଣା କଲେ କୋହଲି

ନୂଆଦିଲ୍ଲୀ: ଟିମ୍ ଇଣ୍ଡିଆର ଷ୍ଟାଇଲିସ୍ ବ୍ୟାଟର ବିରାଟ କୋହଲି ଟି-୨୦ ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ଘୋଷଣା କରିଛନ୍ତି। ବାର୍ବାଡୋସରେ ଚାଲିଥିବା ଟି-୨୦ ବିଶ୍ୱକପର ମ୍ୟାଚ ପରେ ସେ ଅବସର ବାବଦରେ ଘୋଷଣା କରିଛନ୍ତି। ଟିମ୍ ଇଣ୍ଡିଆ ବିଶ୍ୱକପ୍ ଫାଇନାଲରେ ଦକ୍ଷିଣ ଆଫ୍ରିକାକୁ ୭ ରନରେ ପରାସ୍ତ…

ପରାଜୟକୁ କିପରି ବିଜୟରେ ପରିଣତ କରାଯିବ, ଭାରତଠାରୁ ଶିଖିବା ଦରକାର ବିଶ୍ୱ

ନୂଆଦିଲ୍ଲୀ: ଶେଷ ୪ ଓଭରରେ ଆଫ୍ରିକାକୁ ୨୬ ରନ୍ ଦରକାର ଥିଲା। ଯାହା ଦକ୍ଷିଣ ଆଫ୍ରିକା ପାଇଁ ସହଜ ପରି ମନେ ହେଉଥିଲା। ଆଉ ପ୍ରଥମ ଥର ବିଶ୍ୱକପ ହାତେଇବ ବୋଲି ବିଶ୍ୱାସ କରୁଥିଲା। ଅପରପକ୍ଷେ ଭାରତୀୟ ପ୍ରଶଂସକ କିନ୍ତୁ ଆଶା ରଖିଥିଲେ ବୁମରା ଏବଂ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ଭଳି ବୋଲରଙ୍କ ଉପରେ…

ଟି-୨୦ ବିଶ୍ୱକପ ଜିତିଲା ଭାରତ, ଦକ୍ଷିଣ ଆଫ୍ରିକାକୁ ୭ ରନରେ ହରାଇ ୧୧ ବର୍ଷର ଅନ୍ତ ଘଟାଇଲା

ନୂଆଦିଲ୍ଲୀ: ଶେଷରେ ଜୁନ୨୯ ତାରିଖରେ ବହୁ ପ୍ରତୀକ୍ଷାର ଅନ୍ତ ଘଟିଲା। ମହେନ୍ଦ୍ର ସିଂହ ଧୋନୀ ଶେଷ ଥର ପାଇଁ ଭାରତ ପାଇଁ ଆଇସିସି ଟ୍ରଫି ଉଠାଇବାର ୧୧ ବର୍ଷ ପରେ ରୋହିତ ଶର୍ମାଙ୍କ ଦଳ ଟି-୨୦ ବିଶ୍ୱକପ ଟ୍ରଫି ଉପରେ ହାତ ରଖିଛି। ବାର୍ବାଡୋସର କେନ୍ସିଂଟନ୍ ଓଭାଲରେ ଦକ୍ଷିଣ ଆଫ୍ରିକାକୁ ୭ ରନରେ…

ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ଘୋଷଣା କଲେ ସୁଭଦ୍ରା ଯୋଜନା ଶୁଭାରମ୍ଭର ତାରିଖ

ଭୁବନେଶ୍ୱର: ତିନି ଦିନିଆ ଦିଲ୍ଲୀ ଗସ୍ତ ସାରି ଓଡ଼ିଶା ଫେରିବା ପୂର୍ବରୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଦିଲ୍ଲୀରେ ଘୋଷଣା କରିଛନ୍ତି ବିଜେପି ସରକାରର ବହୁ ପ୍ରତୀକ୍ଷିତ ସୁଭଦ୍ରା ଯୋଜନା ଶୁଭାରମ୍ଭର ତାରିଖ। ମୁଖ୍ୟମନ୍ତ୍ରୀ କହିଛନ୍ତି, ସେପ୍ଟେମ୍ବର ୧୭ ହେଉଛି ପ୍ରଧାନମନ୍ତ୍ରୀ ନରେନ୍ଦ୍ର…

ଧର୍ମଶାଳାର ବଲ୍ଲେ ବଲ୍ଲେ ଢାବାରେ କଣ ଚାଲିଥିଲା ?

ଭୁବନେଶ୍ବର: କିଏ କହୁଛନ୍ତି ରଙ୍ଗଶାଳା ତ କିଏ କହୁଛନ୍ତି ମଉଜ କରୁଥିଲେ ବିଜେଡି ନେତା । ପୁଣି କିଏ କହୁଛନ୍ତି ଆସୁଥିଲେ ସେଲିବ୍ରିଟି । ଯାଜପୁର ଜିଲ୍ଲା ଧର୍ମଶାଳାରେ ରହିଥିବା ବଲ୍ଲେ ବଲ୍ଲେ ଢାବା ଅଭିନେତ୍ରୀରୁ ନେତ୍ରୀ ସାଜିଥିବା ଜଣେ ବିଜେଡି ନେତ୍ରୀ ଚଳାଉଥିବା କୁହାଯାଉଛି । ପୂର୍ବତନ…

ଜୁଲାଇ ୧ରୁ ସାଧାଣଣ ଲୋକଙ୍କ ଅଭିଯୋଗ ଶୁଣିବେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର: ପହିଲାରୁ ମୁଖ୍ୟମନ୍ତ୍ରୀ ଶୁଣିବେ ଅଭିଯୋଗ । ସାଧାରଣ ଲୋକଙ୍କ ଅଭିଯୋଗ ଶୁଣିବେ ମୁଖ୍ୟମନ୍ତ୍ରୀ । ଜୁଲାଇ ୧ରୁ ୟୁନଟି-୫ ସ୍ଥିତ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠରେ ସାଧାରଣ ଲୋକଙ୍କ ଅଭିଯୋଗ ଶୁଣିବେ ମୁଖ୍ୟମନ୍ତ୍ରୀ । ସକାଳ ୧୧ଟାରୁ ଅଭିଯୋଗ ଶଣାଣି କରିବେ…

ଟିକରପଡ଼ା ମହାନଦୀ କୂଳରୁ ୮ ବର୍ଷର ନାବାଳକକୁ ଘୋଷାଡିନେଲା କୁମ୍ଭୀର

ଅନୁଗୋଳ: ଅନୁଗୋଳ ଜିଲ୍ଲା ଟିକରପଡ଼ା ଘାଟ ସାହି ଅଞ୍ଚଳରରେ ଦେଖିବାକୁ ମିଳିଛି ଶୋକାକକୂଳ ପରିବେଶ । ମହାନଦୀ କୂଳରୁ ୮ ବର୍ଷର ନାବାଳକକୁ ଘୋଷାଡିନେଲା କୁମ୍ଭୀର । ମୃତ ନାବାଳକର ଘର ଟିକରପଡ଼ା ଘାଟ ସାହି ଅଞ୍ଚଳରରେ ବୋଲି ଜଣାଯାଇଛି । ଖବର ମୁତାବକ, ପିଲାଟି ଆଜି ଟିକରପଡା ମହାନଦୀ କୂଳରେ…

ଶିକ୍ଷାନୁଷ୍ଠାନରେ ଓଲଟା ଦୃଶ୍ୟ; କଲେଜ ଛାତ୍ର ସାଜିଛନ୍ତି ପରୀକ୍ଷା ନିୟନ୍ତ୍ରକ

ଯାଜପୁର: ସାଧାରଣତଃ ପରୀକ୍ଷା ସମୟରେ ପରୀକ୍ଷା ହଲରେ କୌଣସି ଶିକ୍ଷକ କିମ୍ବା ଅଧ୍ୟାପକ ପରୀକ୍ଷା ନିୟନ୍ତ୍ରକ ଭାବେ କାର୍ଯ୍ୟ କରିଥାନ୍ତି । ହେଲେ ଯାଜପୁର ନରସିଂହ ଚୌଧୁରୀ ମହାବିଦ୍ୟାଳୟରେ ଏହାର ଦୃଶ୍ୟ ସମ୍ପୂର୍ଣ୍ଣ ଓଲଟା ରହିଛି । ଏପରି ଏକ ଚିତ୍ର ସାମ୍ନାକୁ ଆସିଛି ଯାହାକି ବିପର୍ଯ୍ୟସ୍ଥ…

ବଦଳିବ ନାଁ, ‘ଲକ୍ଷ୍ମୀ’ ଜାଗାରେ ‘ମୁଖ୍ୟମନ୍ତ୍ରୀ ବସ୍ ସେବା’

ଭୁବନେଶ୍ବର: ହଟିବ ଲକ୍ଷ୍ମୀ ବସର ନାଁ । ଲେଖା ହେବ ‘ମୁଖ୍ୟମନ୍ତ୍ରୀ ବସ ସେବା’ । ଲକ୍ଷ୍ମୀ ବସ୍‌  ଭବିଷ୍ୟତ ନେଇ ଆଜି ସ୍ପଷ୍ଟ କରିଛନ୍ତି ପରିବହନ ମନ୍ତ୍ରୀ ବିଭୁତି ଜେନା । ଲକ୍ଷ୍ମୀ ବସ୍‌ ନାଁ ବଦଳାଇ ଏହାକୁ ମୁଖ୍ୟମନ୍ତ୍ରୀ ବସ୍‌ ସେବା କରାଯିବ ବୋଲି କହିଛନ୍ତି ମନ୍ତ୍ରୀ ।  ଯାହା…