Latest Odisha News

BREAKING NEWS

Browsing Category

ମୁଖ୍ୟ ଖବର

ମନୋଜଙ୍କ ଆଗରେ କି କି ଚ୍ୟାଲେଞ୍ଜ?

ଭୁବନେଶ୍ଵର: ଓଡିଶାର ମୁଖ୍ୟ ଶାସନ ସଚିବ ହେବେ ବରିଷ୍ଠ ଆଇଏଏସ ମନୋଜ ଆହୁଜା । ପରବର୍ତ୍ତୀ ମୁଖ୍ୟ ସଚିବ ଭାବେ ସେ ଜୁଲାଇ ୧ତାରିଖରୁ ଦାୟିତ୍ୱ ଗ୍ରହଣ କରିବେ । ରାଜ୍ୟରେ ବିଜେପି ପ୍ରଥମ ଥର ପାଇଁ କ୍ଷମତାକୁ ଆସିଥିବା ବେଳେ କାର୍ଯ୍ୟପାଳିକାର ଶୀର୍ଷ ଅଧିକାରୀ ହେବେ ମନୋଜ ଆହୁଜା । ମୁଖ୍ୟ ଶାସନ…

ବିକ୍ରମ ମିଶ୍ରି ଭାରତର ନୂଆ ବୈଦେଶିକ ସଚିବ

ନୂଆଦିଲ୍ଲୀ: ଦେଶର ଉପ ରାଷ୍ଟ୍ରୀୟ ସୁରକ୍ଷା ପରାମର୍ଶଦାତା ତଥା ପୂର୍ବତନ ରାଷ୍ଟ୍ରଦୂତ ବିକ୍ରମ ମିସରିଙ୍କୁ ଭାରତ ସରକାରଙ୍କ ପରବର୍ତ୍ତୀ ବୈଦେଶିକ ସଚିବ ଭାବେ ନିଯୁକ୍ତ କରାଯାଇଛି । ସେ ୧୯୮୯ ବ୍ୟାଚ୍‌ ର ଆଇଏଫଏସ୍ ଅଫିସର । ସେ ଗତ ଦୁଇ ବର୍ଷ ଧରି ଉପ ରାଷ୍ଟ୍ରୀୟ ସୁରକ୍ଷା ପରାମର୍ଶଦାତା…

ନୂଆ ମୁଖ୍ୟ ଶାସନ ସଚିବ ମନୋଜ ଆହୁଜାଙ୍କ ପାଇଁ କ’ଣ ରହିଛି ଆହ୍ୱାନ?

ଭୁବନେଶ୍ୱର: ବରିଷ୍ଠ ଆଇଏଏସ୍ ଅଫିସର ମନୋଜ ଆହୁଜା ଜୁଲାଇ ପହିଲାରୁ ଓଡ଼ିଶାର ପରବର୍ତ୍ତୀ ମୁଖ୍ୟ ଶାସନ ସଚିବ ଭାବେ ଦାୟିତ୍ୱ ନେବାକୁ ଯାଉଛନ୍ତି। ଏହାରି ଭିତରେ ତାଙ୍କୁ ଅନେକ ଆହ୍ୱାନର ସମ୍ମୁଖୀନ ହେବାକୁ ପଡ଼ିିବ। ବିଶେଷକରି ରାଜ୍ୟରେ ପ୍ରଥମ ଥର ପାଇଁ ବିଜେପି କ୍ଷମତାକୁ ଆସିଛି। ଆହୁଜାଙ୍କୁ…

‘ପୁରୀ ହେବ ଭାରତର ସର୍ବଶ୍ରେଷ୍ଠ ତୀର୍ଥ କ୍ଷେତ୍ର’

ପୁରୀ: ରଥଯାତ୍ରା ପରିପ୍ରେକ୍ଷୀରେ ଆଇନ ମନ୍ତ୍ରୀଙ୍କ କ୍ଷେତ୍ର ପରିଦର୍ଶନ । ଶ୍ରୀକ୍ଷେତ୍ରକୁ ଭାରତ ବର୍ଷର ସର୍ବଶ୍ରେଷ୍ଠ ତୀର୍ଥ କ୍ଷେତ୍ର ଭାବେ ପରିଗଣିତ କରାଯିବ ବୋଲି କହିଛନ୍ତି ଆଇନ, ପୂର୍ତ୍ତ ଓ ଅବକାରୀ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ । ଆଜି ଅପରାହ୍ନରେ ମନ୍ତ୍ରୀ ଶ୍ରୀ ହରିଚନ୍ଦନ ପୁରୀ…

ମେକ୍ ଇନ୍ ଓଡ଼ିଶାର ପରିବର୍ତ୍ତିତ ନାମ ଉତ୍କଳ ନିବେଶକ ସମ୍ମିଳନୀ!

ଭୁବନେଶ୍ୱର: ରାଜ୍ୟର ବ୍ୟବସାୟିକ ସାମର୍ଥ୍ୟ ଓ ଉତ୍ପାଦନ ଦକ୍ଷତାକୁ ବିଶ୍ୱ ଆଗରେ ପ୍ରଦର୍ଶିତ କରୁଥିବା 'ମେକ୍ ଇନ୍ ଓଡ଼ିଶା' କନକ୍ଲେଭକୁ ଉତ୍କଳ ନିବେଶକ ସମ୍ମିଳନୀ ବା ଉତ୍କଳ ଇନଭେଷ୍ଟର୍ସ କନକ୍ଲେଭ୍ ନାମରେ ନାମିତ କରାଯିବାର ସମ୍ଭାବନା ରହିଛି। ସିଆଇଆଇର ତୃତୀୟ ପରିଷଦ ବୈଠକ ପରେ…

କାହିଁକି ମନୋଜ ଆହୁଜାଙ୍କୁ ମୁଖ୍ୟ ଶାସନ ଭାବେ ନିଯୁକ୍ତି ଦିଆଗଲା?

ଭୁବନେଶ୍ୱର: କେନ୍ଦ୍ରୀୟ ଡେପୁଟେସନରୁ ଫେରିଥିବା ୧୯୯୦ ବ୍ୟାଚର ଆଇଏଏସ ଅଫିସର ମନୋଜ ଆହୁଜା ହୋଇଛନ୍ତି ରାଜ୍ୟର ନୂଆ ମୁଖ୍ୟ ଶାସନ ସଚିବ। ଜିଏ ବିଭାଗ ଏନେଇ ବିଜ୍ଞପ୍ତି ପ୍ରକାଶ କରିବା ପରେ ତାଙ୍କ ନିଯୁକ୍ତି ପଛର କାରଣ କଣ ରହିଛି ଏହାକୁ ନେଇ ଚର୍ଚ୍ଚା ବଢ଼ିଛି। କାରଣ ସମାନ ବ୍ୟାଚରେ ଆହୁରି…

ମନୋଜ ଆହୁଜା ହେଲେ ରାଜ୍ୟର ମୁଖ୍ୟ ଶାସନ ସଚିବ

ଭୁବନେଶ୍ବର: ଭାରତୀୟ ପ୍ରଶାସନିକ ସେବାର ବରିଷ୍ଠ ଅଧିକାରୀ ମନୋଜ ଆହୁଜା ହେଲେ ରାଜ୍ୟର ନୂଆ ମୁଖ୍ୟ ଶାସନ ସଚିବ । ମନୋଜ ଆହୁଜାଙ୍କ ନିଯୁକ୍ତି ନେଇ ଜିଏ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି । ୧୯୯୦ ବ୍ୟାଚ୍‌ର ବରିଷ୍ଠ ଆଇଏଏସ୍‌ ମନୋଜ ଆହୁଜା । ବର୍ତ୍ତମାନ ମୁଖ୍ୟ ଶାସନ ସଚିବ ଥିବା ପ୍ରଦୀପ…

ଟି୨୦ ବିଶ୍ୱକପ ଫାଇନାଲ: ଟାଇଟଲ ହାସଲ ଲକ୍ଷ୍ୟରେ ଭାରତ

କିଙ୍ଗଷ୍ଟନ ଓଭାଲ: ଟି୨୦ ବିଶ୍ୱକପ ୨୦୨୪ ଶେଷ ପର୍ଯ୍ୟାୟରେ ପଂହଚିଛି । ଶନିବାର ବାର୍ବାଡୋସରେ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଫାଇନାଲ ମ୍ୟାଚ ଖେଳାଯିବ । ଆଫଗାନିସ୍ତାନକୁ ହରାଇ ଦକ୍ଷିଣ ଆଫ୍ରିକା ଏବଂ ଇଂଳଣ୍ଡକୁ ପରାସ୍ତ କରି ଟିମ ଇଣ୍ଡିଆ ଫାଇନାଲକୁ ଉନ୍ନୀତ ହୋଇଛନ୍ତି । ଆନ୍ତର୍ଜାତୀୟ…

ରାହୁଲ କ’ଣ ସଂସଦରେ ନିଜ ଡେସ୍କର ମାଇକ୍ ବନ୍ଦ କରି ଶାସକ ଦଳ ବିରୋଧରେ ମିଛ ଅଭିଯୋଗ ଆଣିଲେ?

ନୂୂଆଦିଲ୍ଲୀ: ଲୋକସଭାରେ ନିଟ୍ ପେପର ଲିକ୍ ପ୍ରସଙ୍ଗ ଉଠାଇବା ପରେ ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀଙ୍କ ମାଇକ୍ ବନ୍ଦ କରାଯାଇଛି ବୋଲି କଂଗ୍ରେସ ଦାବି କରିଛି। ଏଥିପାଇଁ ବିରୋଧୀ ଦଳ ସରକାରଙ୍କୁ ଦାୟୀ କରିଛନ୍ତି। କଂଗ୍ରେସ ନିଜ ଏକ୍ସ ହ୍ୟାଣ୍ଡେଲରେ ଏକ ଭିଡିଓ ସେୟାର କରାଯାଇଛି ଯେଉଁଥିରେ…

ଖୁବ୍ ଶୀଘ୍ର ଆରମ୍ଭ ହେବ ସୁଭଦ୍ରା ଯୋଜନା: ଆଇନ ମନ୍ତ୍ରୀ

ଭୁବନେଶ୍ବର: ଖୁବ୍ ଶୀଘ୍ର ଆରମ୍ଭ ହେବ ସୁଭଦ୍ରା ଯୋଜନା । ଆଜି ଏନେଇ ସୂଚନା ଦେଇଛନ୍ତି ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ । ଏବେ ସୁଭଦ୍ରା ଯୋଜନାର ମୋଡାଲିଟି ପ୍ରସ୍ତୁତ ଚାଲିଛି, ଏହାପରେ କ୍ରିୟାନ୍ୱୟନ ପ୍ରକ୍ରିୟା ଆରମ୍ଭ ହେବ । ପରେ ଏହାର ବାସ୍ତବ ରୂପରେଖ ଲୋକଙ୍କ ସାମ୍ନାକୁ ଆସିବ ବୋଲି…