Latest Odisha News

BREAKING NEWS

Browsing Category

ମୁଖ୍ୟ ଖବର

ସକ୍ରିୟ ରାଜନୀତିରୁ ଓହରିଲେ, ଏକ୍ସରେ ସକ୍ରିୟ ଭିକେ ପାଣ୍ଡିଆନ

ଭୁବନେଶ୍ବର: ସକ୍ରିୟ ରାଜନୀତିରୁ ଓହରିଛନ୍ତି ବିଜେଡି ନେତା ଭିକେ ପାଣ୍ଡିଆନ । ହେଲେ ସୋସିଆଲ୍ ମିଡିଆ ଏକ୍ସରେ ବେଶ୍ ଆକ୍ଟିଭ ରହିଛନ୍ତି । ମହାନଦୀ ବିବାଦ ହେଉ କି ପୁଞ୍ଜିନିବେଶ ପ୍ରସଙ୍ଗ, ନିଜ ଏକ୍ସ ଆକାଉଣ୍ଟରେ ନିୟମିତ ପୋଷ୍ଟ କରୁଛନ୍ତି। କାର୍ତ୍ତିକ ପାଣ୍ଡିଆନ ନାମରେ ରହିଥିବା ଆକାଉଣ୍ଟରେ…

ଏଥର ଜୋରଦାର ବିରୋଧ କରିବ କି ବିଜେଡି ?

ଭୁବନେଶ୍ବର: ଧୀରେ ଧୀରେ ଶୁଭିଲାଣି ବିଜେଡିର ସ୍ବର । କାଲି ମହାନଦୀ ଆଜି ନିଟ୍। ନିର୍ବାଚନ ପରାଜୟ ପରଠୁ ତୁନି ପଡିଥିବା ବିଜେଡି ନେତା କହିବା ଆରମ୍ଭ କଲେଣି। ନିଟ୍ ପରୀକ୍ଷାକୁ ନେଇ ସାରା ଦେଶରେ ତୁମ୍ବିତୋଫାନ ହେଉଥିବା ବେଳେ ବିଜେଡି ଆଗଧାଡ଼ିର ନେତା ମୁହଁ ଖୋଲୁନଥିଲେ । ତେବେ ଶୁକ୍ରବାର…

ନିଟ୍ ବିବାଦକୁ ନେଇ ରାଜ୍ୟସଭାରେ ଗର୍ଜିଲା ବିରୋଧୀ ବିଜେଡି

ନୂଆଦିଲ୍ଲୀ: ବିରୋଧୀ ହୋଇ ଏବେ ଶାସକ ବିଜେପିକୁ ପ୍ରଶ୍ନର କାଠଗଡାକୁ ଟାଣିବା ଆରମ୍ଭ କରିଦେଲାଣି ବିଜେଡି । ବିରୋଧୀ ହୋଇ ଏଥର ସଂସଦରେ ଜନତାଙ୍କ ସ୍ବାର୍ଥରେ ଗର୍ଜିବାକୁ ଦଳକୁ ପରାମର୍ଶ ଦେଇଥିଲେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ । ଆଉ ଆଜି ଏହାର ଝଲକ ସଂସଦର ଉପର ଗୃହରେ ଦେଖିବାକୁ…

ନିଟ୍ ସମ୍ପର୍କରେ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଚିଠି ଲେଖିଲେ ମମତା ବାନାର୍ଜୀ

କୋଲକତା: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଚିଠି ଲେଖିଲେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନର୍ଜୀ । ନିଟ୍ ରଦ୍ଦ କରିବାକୁ ଚିଠିରେ ମମତା ବାନାର୍ଜୀ ଦାବି କରିଛନ୍ତି । ଏହା ସହ ପୁରୁଣା ବ୍ୟବସ୍ଥା କାର୍ଯ୍ୟକାରୀ କରାଯିବା ଉଚିତ୍ ବୋଲି ମମତା ଉଲ୍ଲେଖ କରିଛନ୍ତି । ମମତା ବାନାର୍ଜୀ…

ହେମନ୍ତ ସୋରେନଙ୍କୁ ଆଶ୍ୱସ୍ତି; ହାଇକୋର୍ଟରୁ ମିଳିଲା ଜାମିନ

ରାଞ୍ଚି: ଝାଡ଼ଖଣ୍ଡ ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଝାଡଖଣ୍ଡ ମୁକ୍ତି ମୋର୍ଚ୍ଚା ନେତା ହେମନ୍ତ ସୋରେନଙ୍କୁ ଆଶ୍ବସ୍ତି ମିଳିଛି । ଜମି ଦୁର୍ନୀତି ମାମଲାରେ ତାଙ୍କୁ ମିଳିଲା ଜାମିନ । ଏହି ମାମଲାରେ ଆଜି ହାଇକୋର୍ଟ ସୋରେନଙ୍କୁ ଜାମିନ ପ୍ରଦାନ କରିଛନ୍ତି । ସୂଚନାଯୋଗ୍ୟ, ଅର୍ଥ ହେରଫେର…

ବିମାନବନ୍ଦର ଛାତ ଭୁଶୁଡିବା ଘଟଣା, ୨୦ ଲକ୍ଷ ଟଙ୍କା ସହାୟତା ରାଶି ଘୋଷଣା କଲେ ମନ୍ତ୍ରୀ

ଦିଲ୍ଲୀ: ବର୍ଷାରେ ଭୁଶୁଡିଲା ଦିଲ୍ଲୀ ବିମାନବନ୍ଦର । ଚାଲିଗଲା ୩ ଜୀବନ । ଦିଲ୍ଲୀ ବିମାନବନ୍ଦରର ଟର୍ମିନାଲ-୧ରେ ଛାତ ଭୁଶୁଡ଼ିବା କାରଣରୁ ଏକ ବଡ଼ ଦୁର୍ଘଟଣା ଘଟିଛି। ଏହି ଘଟଣାରେ ୩ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୪ ଜଣ ଗୁରୁତର ହୋଇଛନ୍ତି । ଏହାରି ଭିତରେ ଘଟଣା ସ୍ଥଳରେ ପହଞ୍ଚି ସ୍ଥିତି…

କାନ୍ଥ ତଳେ ଚାପି ହୋଇ ଚାଲିଗଲା ଛାତ୍ରଙ୍କ ଜୀବନ

ବାଲେଶ୍ୱର: ବାଲେଶ୍ୱର ଜିଲ୍ଲା ସାରଗାଁ ପଦ୍ମପୁରରେ ଅଘଟଣ । ସ୍କୁଲ ପାଣି ଟାଙ୍କି କାନ୍ଥ ଭୁଶୁଡ଼ି ଜଣେ ଛାତ୍ରଙ୍କର ମୃତ୍ୟୁ ହୋଇଛି । ମୃତକ ହେଲେ ୧୦ ବର୍ଷର ଛାତ୍ର ନାରାୟଣ ଟୁଡୁ । ସେ ପଦ୍ମପୁର ସ୍ଥିତ ଏକ ଘରୋଇ ଇଂରାଜୀ ମିଡିୟମ୍ ସ୍କୁଲରେ ପାଢପଢୁଥିବାବେଳେ ସେ ହଷ୍ଟେଲରେ ରହୁଥିଲେ ।…

ହୁତୁ ହୁତୁ ହୋଇ ଜଲିଗଲା ‘ମୋ ବସ୍’

କଟକ: ଜଳିଗଲା ମୋ ବସ୍ । କଟକ ସିଡିଏ ସେକ୍ଟର ୯ ରାସ୍ତାରେ ଯାଉଥିବା ସମୟରେ ହୁତୁ ହୁତୁ ହୋଇ ଜଳିଲା ମୋ ବସ । କିଛି ମୁହୂର୍ତ୍ତ ମଧ୍ୟରେ ପୂରା ନିଆଁରେ ଧ୍ବଂସ ହୋଇଯାଇଥିଲା ବସ୍। ତେବେ ଏଥିରେ କାହାର କ୍ଷତି ହୋଇନଥିବା ସୂଚନା ମିଳିଛି । ଘଟଣା ସ୍ଥଳରେ ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ…

ବର୍ଷାରେ ଭୁଶୁଡ଼ିଲା ଦିଲ୍ଲୀ ବିମାନ ବନ୍ଦର ଛାତ: ୩ ମୃତ ଓ ୬ ଗୁରୁତର, ବିମାନ ସେବା ବାତିଲ୍

ନୂଆଦିଲ୍ଲୀ: ବିମାନ ବନ୍ଦରରେ ଭୁଶୁଡ଼ିଲା ଛାତ। ଦିଲ୍ଲୀ ବିମାନବନ୍ଦରର ଟର୍ମିନାଲ-୧ରେ ଛାତ ଭୁଶୁଡ଼ିବା କାରଣରୁ ଏକ ବଡ଼ ଦୁର୍ଘଟଣା ଘଟିଛି। ଏହି ଘଟଣାରେ ୩ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୬ ଜଣ ଗୁରୁତର ହୋଇଥିବା ସଚନା ରହିଛି। ସେହିପରି ଏକାଧିକ କାର ନଷ୍ଟ ହୋଇଛି। ଗୁରୁତରଙ୍କୁ ଚିକିତ୍ସା…

୧୦ ବର୍ଷ ପରେ ଆଇସିସି ଟି-୨୦ ବିଶ୍ୱକପ୍ ସେମିଫାଇନାଲ୍ ଜିତିଲା ଭାରତ, ଇଂଲଣ୍ଡକୁ ହରାଇ ଫାଇନାଲରେ ପ୍ରବେଶ

ନୂଆଦିଲ୍ଲୀ: ଇଂଲଣ୍ଡକୁ ୬୮ ରନରେ ପରାସ୍ତ କରି ଭାରତ ଆଇସିସି ଟି-୨୦ ବିଶ୍ୱକପ୍ ୨୦୨୪ର ଫାଇନାଲରେ ପ୍ରବେଶ କରିଛି। ରୋହିତ ଶର୍ମାଙ୍କ ଚମତ୍କାର ଅର୍ଦ୍ଧଶତକ ବଳରେ ଭାରତ ୧୭୧ ରନ୍ର ଚ୍ୟାଲେଞ୍ଜିଂ ସ୍କୋର କରିଥିଲା । ପରେ ସ୍ପିନର ଅକ୍ଷର ପଟେଲ ଓ କୁଲଦୀପ ଯାଦବ ୩ଟି ଲେଖାଏଁ ୱିକେଟ୍ ନେଇ…