Latest Odisha News

BREAKING NEWS

Browsing Category

ମୁଖ୍ୟ ଖବର

ଶହେ ଦିନ ଭିତରେ ମହିଳାଙ୍କୁ ମିଳିବ ସୁଭଦ୍ରା ଯୋଜନା: ଉପମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ଶହେ ଦିନ ଭିତରେ ନିଶ୍ଚିତ ଭାବେ ମହିଳାଙ୍କୁ ମିଳିବ ସୁଭଦ୍ରା ଯୋଜନା । ଏନେଇ ସୂଚନା ଦେଇଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା । ଏହି ଯୋଜନା ଏବେ ଡ୍ରାଫ୍ଟ ଷ୍ଟେଜ୍ ରେ ଅଛି । ଖୁବ ଶୀଘ୍ର ଏହାର ରୂପରେଖ ଆସିବ ବୋଲି କହିଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା । ଯାହା…

ସହରର ଟ୍ରାଫିକ୍ ପୋଷ୍ଟରୁ ହଟିବ ରେଡ୍ ଲାଇଟ୍

ଭୁବନେଶ୍ନର: ସହରରେ ଏଣିକି ଆଉ ଟ୍ରାଫିକ ପୋଷ୍ଟରେ ରହିବନି ରେଡ୍ ଲାଇଟ୍ । ଘଣ୍ଟା ଘଣ୍ଟା ଧରି ଆଉ ଟ୍ରାଫିକରେ ଆଉ ଲୋକେ ଅପେକ୍ଷା କରିବେ ନାହିଁ । ଏହାର ପରିବର୍ତ୍ତେ କିଛି ବିକଳ୍ପ ବ୍ୟବସ୍ଥା କରାଯିବ । କିଛି ଏମିତି ଘୋଷଣା କରିଛନ୍ତି ଗୃହ ଓ ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର…

ସମ୍ବଲପୁରରେ ଜଣ୍ଡିସ ଆତଙ୍କ; ସ୍ଥିତି ପରଖୁଛି ରାଜ୍ୟ ସ୍ୱାସ୍ଥ୍ୟ ବିଭାଗର ୨ ଜଣିଆ ଟିମ୍

ସମ୍ବଲପୁର: ସମ୍ବଲପୁରରେ ପୁଣି ଚିନ୍ତା ବଢାଉଛି ଜଣ୍ଡିସ୍ । ସ୍ଥିତି ପରଖିବା ପାଇଁ ସମ୍ବଲପୁରରେ ପହଞ୍ଚିଲା ଦୁଇ ଜଣିଆ ରାପିଡ ରେସପନ୍ସ ଟିମ୍‌ । ରାଜ୍ୟ ସରକାରଙ୍କ ନିର୍ଦ୍ଦେଶ କ୍ରମେ ଏବେ ସମ୍ବଲପୁରରେ ଘର ଘର ବୁଲି ଯାଞ୍ଚ କରୁଛନ୍ତି ଟିମ୍ । ଜଣ୍ଡିସ ପ୍ରଭାବିତ ଅଞ୍ଚଳ ଗୁଡିକ ମଧ୍ୟ ପରିଦର୍ଶନ…

ସରକାରୀ ବାସଭବନ ଭଙ୍ଗା ଉପରେ କିଛି ଏମିତି କହିଲେ ବବି……

ଭୁବନେଶ୍ବର: ବିଜେଡି ନେତା ପ୍ରଣବ ପ୍ରକାଶ ଦାଶ ଓରଫ ବବି ଦାସଙ୍କ ସରକାରୀ ଘରେ ଭଙ୍ଗା ଚାଲିଛି। କ୍ୱାର୍ଟର୍ସ ପରିସରରେ ହୋଇଥିବା ଅଣ୍ଡର ଗ୍ରାଉଣ୍ଡ ନିର୍ମାଣକୁ ଭଙ୍ଗାଯାଉଛି। ତେବେ କେଉଁ ଉଦ୍ଦେଶ୍ୟରେ ପ୍ରଣବ ଏତେ ବଡ କୋଠା ନିର୍ମାଣ, ସରକାରୀ ଘରେ କରିଥିଲେ ? ଯଦି କରିଥିଲେ କାହା ଅନୁମତିରେ…

ମହୁମାଛି ଆକ୍ରମଣରେ ଚାଲିଗଲା ଜେଜେଙ୍କ ଜୀବନ, ନାତି ଗୁରୁତର

ମାଲକାନଗିରି: ମାଲକାନଗିରି ଜିଲ୍ଲା ମାଛକୁଣ୍ଡ ଥାନା ଅନ୍ତର୍ଗତ ବାରଙ୍ଗବାଡ଼ି ଗାଁରେ ମହୁମାଛି ଆକ୍ରମଣରେ ଜେଜେଙ୍କର ମୃତ୍ୟୁ ଘଟିଥିବାବେଳେ ନାତି ଗୁରୁତର ହୋଇଛନ୍ତି । ଆହତ ନାତିଙ୍କୁ ଚିକିତ୍ସା ପାଇଁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ଖବର ମୁତାବକ, ଆଜି ସକାଳେ ବାରଙ୍ଗବାଡ଼ି ଗାଁ…

ବବିଙ୍କୁ ନେଇ ବଢିଲା ଚର୍ଚ୍ଚା, ସରକାରୀ ବାସଭବନରେ ଚାଲିଛି ଭଙ୍ଗାରୁଜା

ଭୁବନେଶ୍ବର; ବିଜେଡି ନେତା ପ୍ରଣବ ପ୍ରକାଶ ଦାସ ଓରଫ ବବିଙ୍କ ଘରେ ଚାଲିଛି ଭଙ୍ଗାରୁଜା । ବବି ରହୁଥିବା ସରକାରୀ ବାସଭବନରେ ଭଙ୍ଗା ରୁଜା ଚାଲିଛି ବୋଲି ଖବର ମିଳିଛି । ଘରର ଅଣ୍ଡର ଗ୍ରାଉଣ୍ଡରେ କିଛି ନିର୍ମାଣ ହୋଇଥିଲା, ଯାହାକୁ ବର୍ତ୍ତମାନ ଭଙ୍ଗା ଯାଉଛି । ବାହାରେ ଗେଟ୍ ତାଲା ପଡି ଭିତରେ…

ଆଜି ବାଚସ୍ପତି ପ୍ରାର୍ଥୀଙ୍କ ନାଁ ଘୋଷଣା କରିବ ଏନଡିଏ, ଆସନ୍ତାକାଲି ଲୋକସଭା ବାଚସ୍ପତି ନିର୍ବାଚନ

ନୂଆଦିଲ୍ଲୀ: କିଏ ହେବେ ଅଷ୍ଟାଦଶ ଲୋକସଭାର ବାଚସ୍ପତି ?  ବୁଧବାର ବାଚସ୍ପତି ପଦ ଲାଗି ନିର୍ବାଚନ ଅନୁଷ୍ଠିତ ହେବ। ଆଜି ନିଜର ପ୍ରାର୍ଥୀଙ୍କ ନାମ ଘୋଷଣା କରିବ ଏନଡିଏ। ମଧ୍ୟାହ୍ନ ୧୨ଟା ସୁଦ୍ଧା ନାମାଙ୍କନ ପତ୍ର ଦାଖଲ କରାଯିବାର ସମୟ ଧାର୍ଯ୍ୟ ହୋଇଛି। ଏହି ପଦକୁ ନିଜ ପାଖରେ ରଖିବାକୁ ଚାହୁଁଛି…

ଆଜି କଳା ଦିବସ ପାଳନ କରିବ ବିଜେପି, ଜରୁରୀକାଳୀନ ପରିସ୍ଥିତିକୁ ବିରୋଧ କରିଥିବା ବ୍ୟାକ୍ତିଙ୍କୁ କରାଯିବ ସମ୍ମାନୀତ

ଭୁବନେଶ୍ୱର: ଆଜି କଳା ଦିବସ ପାଳନ କରିବ ବିଜେପି । ୪୯ ବର୍ଷ ତଳେ କଂଗ୍ରେସ ଜରୁରୀକାଳୀନ ପରିସ୍ଥିତି ଘୋଷଣା କରି ଗଣତନ୍ତ୍ର ଓ ସମ୍ମିଧାନକୁ ହତ୍ୟା କରିବାକୁ ଚେଷ୍ଟା କରିଥିଲା। ଆଉ ଏହି ପରିସ୍ଥିତିକୁ ଯେଉଁ ବ୍ୟକ୍ତି ବିରୋଧ କରିଥିଲେ ଆଜି ତାଙ୍କୁ ସମ୍ମାନୀତ କରାଯିବ। ଏନେଇ ରାଜ୍ୟ ବିଜେପି…

ମୁଖ୍ୟମନ୍ତ୍ରୀଙ୍କ ଉପସଚିବ ଭାବେ ଦେବୀ ପ୍ରସାଦ ମିଶ୍ରଙ୍କୁ ନିଯୁକ୍ତି

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ କାର୍ଯ୍ୟାଳୟରେ ଆଉ ଜଣେ ଅଫିସରଙ୍କୁ ନିଯୁକ୍ତି ମିଳିଛି । ଗୃହନିର୍ମାଣ ଓ ନଗର ଉନ୍ନୟନ ବିଭାଗର ଉପସଚିବ ଦେବୀ ପ୍ରସାଦ ମିଶ୍ରଙ୍କୁ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରେ ଉପସଚିବ ଭାବେ ନିଯୁକ୍ତ କରାଯାଇଛି । ଏନେଇ ସୋମବାର ଗୃହନିର୍ମାଣ ଓ ନଗର…

ପୃଥିବୀ ନିକଟରେ ଆବିଷ୍କାର ହୋଇଥିବା ଚନ୍ଦ୍ରର ନାମ କ’ଣ ରହିବ? ଆପଣ ଦେଇପାରିବେ ପ୍ରସ୍ତାବ

ନୂଆଦିଲ୍ଲୀ: ଆପଣ କେବେ ଭାବିଛନ୍ତି କି କିପରି ଗ୍ରହ, ଉପଗ୍ରହ, ଉଲକାପିଣ୍ଡ ର ନାମ ମିଳିଥାଏ ଏବଂ ଆପଣ ଏମାନଙ୍କର ନାମକରଣ କରିପାରିବେ? ଇଣ୍ଟରନ୍ୟାସନାଲ ଆଷ୍ଟ୍ରୋନୋମିକାଲ ୟୁନିୟନ (ଆଇଏୟୁ) ଏବେ ଆପଣଙ୍କୁ ସେହି ବିରଳ ସୁଯୋଗ ଦେବାକୁ ନିଷ୍ପତ୍ତି ନେଇଛି। ପୃଥିବୀର ଅର୍ଦ୍ଧଚନ୍ଦ୍ରମାନଙ୍କ…