Latest Odisha News

BREAKING NEWS

Browsing Category

ମୁଖ୍ୟ ଖବର

ପୃଥିବୀ ନିକଟରେ ଆବିଷ୍କାର ହୋଇଥିବା ଚନ୍ଦ୍ରର ନାମ କ’ଣ ରହିବ? ଆପଣ ଦେଇପାରିବେ ପ୍ରସ୍ତାବ

ନୂଆଦିଲ୍ଲୀ: ଆପଣ କେବେ ଭାବିଛନ୍ତି କି କିପରି ଗ୍ରହ, ଉପଗ୍ରହ, ଉଲକାପିଣ୍ଡ ର ନାମ ମିଳିଥାଏ ଏବଂ ଆପଣ ଏମାନଙ୍କର ନାମକରଣ କରିପାରିବେ? ଇଣ୍ଟରନ୍ୟାସନାଲ ଆଷ୍ଟ୍ରୋନୋମିକାଲ ୟୁନିୟନ (ଆଇଏୟୁ) ଏବେ ଆପଣଙ୍କୁ ସେହି ବିରଳ ସୁଯୋଗ ଦେବାକୁ ନିଷ୍ପତ୍ତି ନେଇଛି। ପୃଥିବୀର ଅର୍ଦ୍ଧଚନ୍ଦ୍ରମାନଙ୍କ…

ମନ୍ତ୍ରୀ ପଦ ଯଚାଯାଇଥିଲା: ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗର ଜବାବ ଦେଲା ବିଜେଡି, ଏବେ କହିବା କେତେ ଉପଯୁକ୍ତ?

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ହେବା ପରେ ପ୍ରଥମ ଥର ପାଇଁ ଦୁଇ ଦିନିଆ ଗସ୍ତ ସାରି ଫେରି ଆସିଛନ୍ତି ମୋହନ ମାଝୀ। କିନ୍ତୁ ଗସ୍ତ ବେଳେ ଉଦବୋଧନ ଦେଇ କହିଥିଲେ, କିଭଳି ସୁନାର କେନ୍ଦୁଝରର ଲୁଟ୍ ହୋଇଛି। କହିବା ଆଳରେ କହିଥିଲେ ଯେ ସେ ଯେତେବେଳେ ବିରୋଧୀ ଦଳରେ ଥିଲେ ସେତେବେଳର ବିଜେଡି ସରକାର…

ରଥଯାତ୍ରା ପାଇଁ ହେଲା ନୀତି ନିର୍ଘଣ୍ଟ, ଅପରାହ୍ନ ୫ଟାରେ ରଥଟଣା

ପୁରୀ: ରଥାଯାତ୍ରା ପାଇଁ ଶେଷ ହୋଇଛି ନୀତି ସବକମିଟି ଓ ଛତିଶାନିଯୋଗର ଯୁଗ୍ମ ଗୁରୁତ୍ୱପୂର୍ଣ୍ଣ ବୈଠକ । ବୈଠକରେ ରଥଯାତ୍ରାରୁ ନୀଳାଦ୍ରିବିଜେ ପର୍ଯ୍ୟନ୍ତ ନୀତିନିର୍ଘଣ୍ଟ ଚୂଡାନ୍ତ ହୋଇଛି । ଜୁଲାଇ ୭ ତାରିଖରେ ଅନୁଷ୍ଠିତ ରଥଯାତ୍ରାରେ ଅପରାହ୍ନ ୫ଟାରେ ରଥଟଣା ହେବ ବୋଲି ନୀତିନିର୍ଘଣ୍ଟ…

ସଂସଦରେ ଚାଲିବନି ଏନଡିଏର ମନମାନି, ଆରମ୍ଭରୁ ବିରୋଧୀ ଦେଲେ ବଡ଼ ବାର୍ତ୍ତା

ନୂଆଦିଲ୍ଲୀ: ଅଷ୍ଟାଦଶ ଲୋକସଭାରେ ଗୃହକାର୍ଯ୍ଯ ଚଳାଇବା ଏନଡିଏ ସରକାର ପାଇଁ କାଠିକର ହେବ। ସଦନର ଦୁଇଟି ଗୃହରେ ବିରୋଧୀ ମଜବୁତ ସ୍ଥିତିରେ ଅଛନ୍ତି, ଅନ୍ୟପଟେ ବିଜେପିକୁ ସହଯୋଗୀ ଭରସା। ଆଉ ଦୁଇ ସହଯୋଗୀ ଜେଡିୟୁ, ଟିଡିପି ଉପରେ ବିରୋଧୀ ମଧ୍ୟ ନିଜ ପଟକୁ ଆଣିବାକୁ ପ୍ରୟାସ କରୁଛନ୍ତି। ଯଦି…

ବିଜେଡି ଶୂନ୍ୟ ଲୋକସଭା, ରାଜ୍ୟସଭାରେ ବିରୋଧୀ ଆସନରେ ବସିବ କହିଲା ଦଳ

ଭୁବନେଶ୍ୱର: ବିଜେଡି ପ୍ରତିଷ୍ଠା ହେବା ପରେ ପ୍ରଥମ ଥର ପାଇଁ ଦଳ ଲୋକସଭାରେ କୈଣସି ଆଭିମୁଖ୍ୟ ରଖିପାରିବ ନାହିଁ। ଅଷ୍ଟାଦଶ ଲୋକସଭା ଆରମ୍ଭ ହୋଇଛି। ଦୁଇ ଦିନ ଧରି କାମଚଳା ବାଚସ୍ପତି ସାଂସଦଙ୍କୁ ଶପଥ ପାଠ କରାଇବେ। ଏହାରି ଭିତରେ କିନ୍ତୁ ରାଜ୍ୟସଭାରେ ବିଜେଡିର ଆଭିମୁଖ୍ୟ କଣ ହେବ ତାକୁ…

ନୂଆ ସରକାର ପାଇଁ ଦରବୃଦ୍ଧି ଚିନ୍ତା, ମନ୍ତ୍ରୀ କହିଲେ ପ୍ରତି ବ୍ଲକରେ ତିଆରି ହେବ ଶୀତଳ ଭଣ୍ଡାର

ଭୁବନେଶ୍ୱର: କ୍ଷମତାରେ ବସୁ ବସୁ ରାଜ୍ୟ ସରକାରଙ୍କ ପାଇଁ ବଡ଼ ଚ୍ୟାଲେଞ୍ଜ ପାଲଟିଛି ଖାଦ୍ୟ ସାମଗ୍ରୀର ଦର ବୃଦ୍ଧି। ଆକାଶ ଛୁଇଁ ପରିବା ଦର ହୋଇଥିବାରୁ ଏହାକୁ ନେଇ ଲୋକଙ୍କ ମଧ୍ୟରେ ଅସନ୍ତୋଷ ବୃଦ୍ଧି ପାଉଛି। ଏହାରି ଭିତରେ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ବରିଷ୍ଠ ଅଧିକାରୀଙ୍କ ସହ…

‘ରଥଯାତ୍ରାରେ ପ୍ରତି ବ୍ଲକରୁ ପୁରୀକୁ ଗଡ଼ିବ ବସ୍‌, ଓଡିଶାରୁ ଦେଶର ବିଭିନ୍ନ ତୀର୍ଥସ୍ଥଳୀକୁ ଗଡିବ ବସ୍’

ଭୁବନେଶ୍ବର: ରଥଯାତ୍ରା ପାଇଁ ପ୍ରତି ବ୍ଲକ୍ ହେଡକ୍ୱାର୍ଟରରୁ ପୁରୀକୁ ଗଡିବ ବସ୍ । କେବଳ ରଥଯାତ୍ରା ପାଇଁ ଓଏସଆରଟିସି ପକ୍ଷରୁ ହେବ ଏହି ସ୍ୱତନ୍ତ୍ର ବ୍ୟବସ୍ଥା । ଏନେଇ ସୂଚନା ଦେଇଛନ୍ତି ଓଡିଶା ରାଜ୍ୟ ସଡ଼କ ପରିବହନ ନିଗମର ପ୍ରଥମ ବୈଠକରେ ରିଭ୍ୟୁ କରି ଏହି ସୂଚନା ଦେଇଛନ୍ତି ମନ୍ତ୍ରୀ…

ଆସନ୍ତା ୨୬ରେ ସୃଷ୍ଟି ହେବ ଘୂର୍ଣ୍ଣିବଳୟ, ବଢ଼ିବ ବର୍ଷାର ପରିମାଣ: ପାଣିପାଗ ବିଭାଗ

ଭୁବନେଶ୍ବର: ବଙ୍ଗୋପସାଗରରେ ଆସନ୍ତା ୨୬ ତାରିଖ ବେଳକୁ ସୃଷ୍ଟି ହେବ ଘୂର୍ଣ୍ଣିବଳୟ । ଏହାର ପ୍ରଭାବରେ ରାଜ୍ୟରେ ୨୬ ରୁ ବର୍ଷାର ପରିମାଣ ବଢିବ । ଏନେଇ ସୂଚନା ଦେଇଛନ୍ତି ପାଣିପାଗ ବିଭାଗର ନିର୍ଦ୍ଦେଶିକା ମନୋରମା ମହାନ୍ତି । ପାଣିପାଗ ବିଭାଗର ସୂଚନା ମୁତାବକ, ଘୂର୍ଣ୍ଣିବଳୟ ଯୋଗୁଁ…

ଡିପଥେରିଆ-ଜଣ୍ଡିସ ରୋକିବା ପାଇଁ ଅତିରିକ୍ତ ସ୍ୱାସ୍ଥ୍ୟ ସୁବିଧା ଯୋଗାଇ ଦିଆଯିବ: ସ୍ୱାସ୍ଥ୍ୟମନ୍ତ୍ରୀ

ଭୁବନେଶ୍ୱର: ରାଜ୍ୟରେ ମାଡିଲାଣି ଡିପଥେରିଆ, ଜଣ୍ଡିସ ଓ ଜାପାନିଜ ଏନସେଫାଲାଇଟିସ ରୋଗ । ଯାହାକି ଚିନ୍ତାର ବିଷୟ ପାଲଟିଛି। ରାଜ୍ୟର ଅନେକ ଜିଲ୍ଲାରେ ଏହି ରୋଗ ମାଡିଥିବା ବେଳେ ଅନେକଙ୍କ ଜୀବନ ଗଲାଣି । ଫଳରେ ଶିଶୁଙ୍କ ସ୍ବାସ୍ଥ୍ୟ ସୁରକ୍ଷା ନେଇ ସ୍ବାସ୍ଥ୍ୟ ବିଭା ଏବେ ଚିନ୍ତାରେ ପଡିଛି।…

‘ଶ୍ରୀମନ୍ଦିର ରତ୍ନଭଣ୍ଡାର ନିଶ୍ଚିତ ଖୋଲାଯିବ, ଆରମ୍ଭ ହୋଇଛି ପ୍ରକ୍ରିୟା’

ଭୁବନେଶ୍ବର: ଖୁବଶୀଘ୍ର ଶ୍ରୀମନ୍ଦିର ରତ୍ନ ଭଣ୍ଡାର ଖୋଲାଯାଇ ଗଣତି ମଣତି କରାଯିବ । ଏଥିପାଇଁ ଯାହା ପ୍ରକ୍ରିୟା ରହିଛି ତାହା ଆରମ୍ଭ ହୋଇଯାଇଛି ବୋଲି କହିଲେ ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ । ତେବେ ଏହାକୁ କେଉଁ ଦିନ ଖୋଲାଯିବ ସେନେଇ ବିଭାଗ ପକ୍ଷରୁ ଜଣାଇ ଦିଆଯିବ । ରତ୍ନଭଣ୍ଡାରରେ…