Latest Odisha News

BREAKING NEWS

Browsing Category

ମୁଖ୍ୟ ଖବର

ଏହି ଦିନ ପୁଣି ମନ୍ କି ବାତ୍ କାର୍ଯ୍ୟକ୍ରମ, ଟ୍ବିଟ୍ କରି ସୂଚନା ଦେଲେ ପ୍ରଧାନମନ୍ତ୍ରୀ ମୋଦି

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶବାସୀଙ୍କୁ ଏକ ଖୁସି ଖବର ଦେଇଛନ୍ତି । ନିର୍ବାଚନ ପରେ ପ୍ରଧାନମନ୍ତ୍ରୀ ମୋଦି ପୁଣି ମନ୍ କି ବାତ୍ କାର୍ଯ୍ୟକ୍ରମ କରିବେ । କ୍ରମାଗତ ତୃତୀୟ ଥର ପାଇଁ ପ୍ରଧାନମନ୍ତ୍ରୀ ଭାବରେ ନିର୍ବାଚିତ ହେବା ପରେ ଏହା ମୋଦିଙ୍କର ପ୍ରଥମ ମନ୍ କି ବାତ୍…

ରାଜଧାନୀର ମୁକୁଳା ଡ୍ରେନ୍‌ରେ ଭାସିଯାଇଥିବା ନାବାଳକ ମୃତ

ଭୁବନେଶ୍ବର: ରାଜଧାନୀରେ ଅଘଟଣ । ପ୍ରବଳ ବର୍ଷା ଯୋଗୁଁ ଭୁବନେଶ୍ୱରର ଡ୍ରେନ ପାଣିରେ ଭାସିଯାଇଥିବା ୮ ବର୍ଷର ନାବାଳଙ୍କୁ ମୃତ ଘୋଷଣା କଲେ ଡାକ୍ତର । ମୃତକ ହେଲେ ଏସକେ ରାଜେଶ୍‌ । ସେ ଆଜି ୟୁନିଟ୍-୩ ମସଜିଦ କଲୋନୀ ପାଖ ଡ୍ରେନ୍ ପାଣି ସୁଅରେ ଭାସି ଯାଇଥିଲା । ତାଙ୍କୁ ଉଦ୍ଧାର କରାଯାଇ…

ଚିନ୍ତା ବଢାଉଛି ଡିପଥେରିଆ; ୨୧ ସଂକ୍ରମିତ ଚିହ୍ନଟ, ମାସ୍କ ପିନ୍ଧିବାକୁ ପରାମର୍ଶ

ଭୁବନେଶ୍ୱର: ଓଡିଶାର କିଛି ଜିଲ୍ଲାରେ ଏବେ ଡିପଥେରିଆ ସଂକ୍ରମଣ ବ୍ୟାପିବାରେ ଲାଗିଛି । ବର୍ତ୍ତମାନ ସୁଦ୍ଧା ୩ ଜିଲ୍ଲାରୁ ୨୧ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ସେଥିମଧ୍ୟରୁ ୫ ଜଣଙ୍କର ମୃତ୍ୟୁ ଘଟିଥିବାବେଳେ, ଜଣେ ଗୁରୁତର ଅଛନ୍ତି । ତେବେ ରାୟଗଡାରୁ ୧୫ ଜଣ ଆକ୍ରାନ୍ତ ଚିହ୍ନଟ…

କନିଷ୍ଠ ଶିକ୍ଷକ ଚୟନ ମାମଲାରେ ଆସିଲା ଗୁରୁତ୍ୱପୂର୍ଣ୍ଣ ରାୟ, କାଏମ ରହିଲା ଓସେପା ମେରିଟ୍ ଲିଷ୍ଟ

କଟକ: କନିଷ୍ଠ ଶିକ୍ଷକ ଚୟନ ମାମଲାରେ ଆଜି ଆସିଛି ଗୁରୁତ୍ୱପୂର୍ଣ୍ଣ ରାୟ। ପ୍ରାଥମିକ ଓ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଜୁନିଅର ଶିକ୍ଷକ ନିଯୁକ୍ତି ପାଇଁ ଓଡ଼ିଶା ସ୍କୁଲ ଶିକ୍ଷା କାର୍ଯ୍ୟକ୍ରମ ପ୍ରାଧିକରଣ (OSEPA) ଦ୍ୱାରା ପ୍ରସ୍ତୁତ ଯୋଗ୍ୟତା ତାଲିକାକୁ ମଙ୍ଗଳବାର ଓଡ଼ିଶା ହାଇକୋର୍ଟ ସମର୍ଥନ…

ବିବାହ କଲେ ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପୁତୁରା ଅରୁଣ

ଭୁବନେଶ୍ୱର: ବିବାହ ବନ୍ଧନରେ ଆବଦ୍ଧ ହେଲେ ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପୁତୁରା ଅରୁଣ ପଟ୍ଟନାୟକ । ଅରୁଣ ନେଦରଲାଣ୍ଡରେ ବିବାହ କରିଛନ୍ତି । ଏନେଇ ତାଙ୍କ ଭଉଣୀ ଗାୟତ୍ରୀ ପଟ୍ଟନାୟକ ସୋସିଆଲ ମିଡିଆରେ ଅରୁଣଙ୍କ ବିବାହର ଫଟୋ ସେୟାର କରି ସୂଚନା ଦେଇଛନ୍ତି । ଫଟୋରେ ଅରୁଣ…

ନିଟ୍ ବିବାଦ: ଏନଟିଏକୁ କଡ଼ା ସମାଲୋଚନା, ଛୋଟ ଅବହେଳାକୁ ସମାଧାନ କରିବା ଆବଶ୍ଯକ କହିଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: ଚଳିତ ନିଟ୍ ପରୀକ୍ଷା ବିବାଦ ମଧ୍ୟରେ ନ୍ୟାସନାଲ ଟେଷ୍ଟିଂ ଏଜେନ୍ସି (ଏନଟିଏ)କୁ କଡ଼ା ଚେତାବନୀ ଦେଇଛନ୍ତି ସୁପ୍ରିମକୋର୍ଟ। ଏପରିକି ପରୀକ୍ଷା ପ୍ରକ୍ରିୟାରେ ୦.୦୦୧% ଅବହେଳାକୁ ଅତ୍ୟନ୍ତ ଗମ୍ଭୀରତାର ସହ ସମାଧାନ କରାଯିବା ଆବଶ୍ୟକ ବୋଲି ସୁପ୍ରିମ୍ କୋର୍ଟ ଗୁରୁତ୍ୱାରୋପ କରିଛନ୍ତି।…

‘ପାଣ୍ଡିଆନ୍ ପାଇଁ ବିଜେଡି ନିର୍ବାଚନରେ ହାରିଗଲା କି, ଦଳରେ ଆଲୋଚନା ହେବ’

ଭୁବନେଶ୍ୱର: ବିଜେଡି କାହିଁକି ହାରିଲା ଏହାର କାରଣ ଖୋଜାଯିବ ବୋଲି ଦଳର ନେତା କହି ଆସୁଛନ୍ତି। କିନ୍ତୁ ରାଜନୀତିରୁ ସନ୍ୟାସ ନେଇଛନ୍ତି ବୋଲି ଘୋଷଣା କରିଥିବା ଭି.କେ ପାଣ୍ଡିଆନ୍ ବିପର୍ଯ୍ୟୟ କାରଣ କି ଏଯାବତ ବିଜେଡିର ପ୍ରମୁଖ ନେତା ଖୋଲି କରି କହି ନାହାନ୍ତି। ଏହାରି ଭିତରେ ଘଷିପୁରା…

ରାଜ୍ୟସଭାରେ ବିଜେପି ପାଇଁ କାହିଁକି ଜରୁରୀ ବିଜେଡି ଏବଂ ଓ୍ବାଇଏସଆର କଂଗ୍ରେସ?

ଭୁବନେଶ୍ୱର: ଉଭୟ ଓଡ଼ିଶା ଏବଂ ଆନ୍ଧ୍ରପ୍ରଦେଶରେ ବିଜୁ ଜନତା ଦଳ  ଏବଂ ଓ୍ବାଇଏସଆର କଂଗ୍ରେସ କ୍ଷମତାଚ୍ୟୁତ ହୋଇଛନ୍ତି। ଓଡିଶାରେ ବିଜେପି କ୍ଷମତା ଗାଦିରେ ବସିଥିବା ବେଳେ ଆନ୍ଧ୍ରରେ ଟିଡିପି । ଉଭୟ ରାଜ୍ୟରେ ବିଜେପି କ୍ଷମତାରେ ରହିଛି। କିନ୍ତୁ ଏବେ ବି ୱାଇଏସଆରସିପି ଓ ବିଜେଡି ବିଜେପି…

ନବ ନିର୍ବାଚିତ ବିଧାୟକଙ୍କ ଶପଥପାଠ, ବିଧାୟକ ଭାବେ ଶପଥ ନେଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ

ଭୁବନେଶ୍ୱର: ଆଜିଠୁ ଆରମ୍ଭ ହେଉଛି ବିଧାନସଭାର ୩ ଦିନିଆ ଅଧିବେଶନ। ତିନି ଦିନ ପାଇଁ ଆରମ୍ଭ ହୋଇଥିବା ବିଧାନସଭାର ଅଧିବେଶନରେ ଶପଥ ପାଠ କାର୍ଯ୍ୟକ୍ରମ ଚାଲିଛି। ଶପଥ ନେଇଛନ୍ତି ରାଜ୍ୟର ସମସ୍ତ ନବ ନିର୍ବାଚିତ ବିଧାୟକ । ଶପଥ ପାଠ କରାଇଲେ କାମଚଳା ବାଚସ୍ପତି ରଣେନ୍ଦ୍ର ପ୍ରତାପ ସ୍ବାଇଁ।…

ମୁଖ୍ୟ କୋଚ ପାଇଁ ଏକମାତ୍ର ଆବେଦନକାରୀ ଗମ୍ଭୀର: ଟିମ୍ ପାଇଁ ବାଧ୍ୟବାଧକତା ନା ଆବଶ୍ୟକତା?

ନୂଆଦିଲ୍ଲୀ: ଭାରତୀୟ ପୁରୁଷ ଦଳର କୋଚ୍ ପଦ ପାଇଁ ଆବେଦନ କରିଥିବା ଏକମାତ୍ର ଆବେଦନକାରୀ ଗୌତମ ଗମ୍ଭୀର ମଙ୍ଗଳବାର ଜୁମ୍ କଲ୍ ଜରିଆରେ କ୍ରିକେଟ୍ ପରାମର୍ଶଦାତା କମିଟି ସମ୍ମୁଖରେ ସାକ୍ଷାତକାର ଦେବେ। ଆମେରିକା ଓ ୱେଷ୍ଟଇଣ୍ଡିଜରେ ଚାଲିଥିବା ଟି-୨୦ ବିଶ୍ୱକପ୍ ପରେ ବର୍ତ୍ତମାନର ମୁଖ୍ୟ କୋଚ୍…