Latest Odisha News

BREAKING NEWS

Browsing Category

ମୁଖ୍ୟ ଖବର

ପ୍ରଶାନ୍ତ ଜଗଦ୍ଦେବ ଇଭିଏମ୍ ଭାଙ୍ଗିବା ମାମଲା: ତ୍ବରିତ ତଦନ୍ତ ପାଇଁ ନିର୍ଦ୍ଦେଶ, ସିସିଟିଭି ଫୁଟେଜର ହେବ ଯାଞ୍ଚ

ଭୁବନେଶ୍ୱର: ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ (ସିଇଓ) ନିକୁଞ୍ଜ ବିହାରୀ ଧଳ କାଉଁରୀପାଟଣା ବୁଥ୍ ସହ ଜଡ଼ିତ ସିସିଟିଭି ଫୁଟେଜ୍ ର ସତ୍ୟତା ଯାଞ୍ଚ କରିବାକୁ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି। ସୋସିଆଲ ମିଡିଆରୁ ଭିଡିଓର ସମୀକ୍ଷା କରି ତୁରନ୍ତ ରିପୋର୍ଟ ଦେବାକୁ ଜିଲ୍ଲା ନିର୍ବାଚନ ଅଧିକାରୀଙ୍କୁ…

ରାସ୍ତା କଡକୁ ଓଲଟିଲା ଯାତ୍ରୀବାହୀ ବସ୍; ୩ ମୃତ, ୩୦ରୁ ଉର୍ଦ୍ଧ୍ବ ଆହତ

କନ୍ଧମାଳ: କନ୍ଧମାଳ ଜିଲ୍ଲାରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ରାସ୍ତା କଡକୁ ଓଲଟି ପଡିଲା ଯାତ୍ରୀବାହୀ ବସ୍‌ । ଦୁର୍ଘଟଣାରେ ୨ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୩୦ରୁ ଅଧିକ ଆହତ ହୋଇଛନ୍ତି । ସମସ୍ତଙ୍କୁ ସ୍ଥାନୀୟ ମେଡ଼ିକାଲ୍‌ ରେ ଭର୍ତ୍ତି କରାଯାଇଛି । ଖବରମୁତାବକ, ‘ସାଲୁଙ୍କି’ ନାମକ ଏକ…

ଆସନ୍ତୁ ଜାଣିବା ଗତ ନିର୍ବାଚନର ଅଧିକ ଓ କମ ବ୍ୟବଧାନରେ କେଉଁମାନେ ବିଜୟ ହାସଲ କରିଥିଲେ

ନୂଆଦିଲ୍ଲୀ: ଲୋକସଭା ନିର୍ବାଚନ ୨୦୨୪ ଶେଷ ପର୍ଯ୍ୟାୟରେ ପଂହଚିଛି । ଅନ୍ତିମ ଚରଣର ମତଦାନ ଜୁନ ୧ରେ ହେବ । ଜୁନ ୪ରେ ୫୪୩ରୁ ୫୪୨ ସିଟର ପରିଣାମ ଘୋଷିତ ହେବ । ସୁରଟ ସିଟରେ ବିଜେପି ନିର୍ବିରୋଧରେ ବିଜୟ ହାସଲ କରିସାରିଛି । ବିଜେପି ସର୍ବାଧିକ ୩୦୩ ଓ କଂଗ୍ରେସ ୫୨ ସିଟରେ ବିଜୟ ହାସଲ କରିଥିଲା…

ଜି ମିଡିଆର ସମସ୍ତ ଚ୍ୟାନେଲର ପ୍ରସାରଣ ଉପରେ ପ୍ରତିବନ୍ଧକ ଲଗାଇଲା ପଞ୍ଜାବ ସରକାର!

ନୂଆଦିଲ୍ଲୀ: ପଞ୍ଜାବ ସରକାର ରାଜ୍ୟରେ ଜି ମିଡିଆର ସମସ୍ତ ଚ୍ୟାନେଲର ପ୍ରସାରଣ ଉପରେ ପ୍ରତିବନ୍ଧକ ଲଗାଇଛନ୍ତି । ଭଗବନ୍ତ ମାନ ସରକାର ଏହି ନିଷ୍ପତ୍ତି ସମ୍ପର୍କରେ କୌଣସି ବିଧିବଦ୍ଧ ବିଜ୍ଞପ୍ତି କିନ୍ତୁ ଜାରି କରିନାହାନ୍ତି। ତେବେ ପଞ୍ଜାବରେ ଦର୍ଶକ ମାନେ ଜି ନ୍ୟୁଜ ଆସୁନଥିବା ନେଇ ଅଭିଯୋଗ…

ଆଇପିଏସ ଡିଏସ୍‌ କୁଟ୍ଟେଙ୍କୁ ସସ୍‌ପେଣ୍ଡ କଲେ ନିର୍ବାଚନ କମିଶନ

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସ୍ବତନ୍ତ୍ର ସଚିବ ଥିବା ବରିଷ୍ଠ ଆଇପିଏସ୍ ଅଫିସର ଡିଏସ୍ କୁଟ୍ଟେଙ୍କୁ ନିର୍ବାଚନ କମିଶନ ନିଲମ୍ବିତ କରିଛନ୍ତି। ଏ ନେଇ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ଅବଗତ କରାଇଛନ୍ତି ନିର୍ବାଚନ କମିଶନ। ଆଇପିଏଲ କୁଟ୍ଟେ ହେଉଛନ୍ତି ରାଜ୍ୟର ଅନ୍ୟତମ…

‘ଅଣ-ପ୍ରସଙ୍ଗକୁ ପ୍ରସଙ୍ଗରେ ପରିଣତ କରିବାକୁ ଯାଇ ବିଜେପି ମୋ ହାତ ଉପରେ ଫୋକସ କରୁଛି’

ଭୁବନେଶ୍ୱର: ଏକ ଦଳୀୟ ନିର୍ବାଚନୀ ସଭାରେ ବିଜେଡି ନେତା ଭିକେ ପାଣ୍ଡିଆନ ନବୀନ ପଟ୍ଟନାୟକଙ୍କ ଥରୁଥିବା ହାତ ଧରି ଏହାକୁ ଜନସାଧାରଣଙ୍କ ଦୃଷ୍ଟିରୁ ଲୁଚାଇବାକୁ ଚେଷ୍ଟା କରୁଥିବା ଦେଖିବାକୁ ମିଳିଛି । ଏବେ ଏହାକୁ ନେଇ ପ୍ରତିକ୍ରିୟା ପ୍ରକାଶ ପାଇଛି। ବିଜେଡି ନେତା ପାଣ୍ଡିଆନ୍…

ମହାକାଳପଡା ମହାମୁକାବିଲା

ଭୁବନେଶ୍ବର: କେନ୍ଦ୍ରାପଡା ଜିଲ୍ଲା ମହାକାଳପଡା ବିଧାନସଭାରୁ ଗତ ତିନିଥର ହେଲା ଜିତିଆସୁଛନ୍ତି ବିଜେଡି ବିଧାୟକ ଅତନୁ ସବ୍ୟସାଚୀ ନାୟକ। ବିଜେଡି ତାଙ୍କୁ ଚତୁର୍ଥ ଥର ପାଇଁ ମହାକାଳପଡାରୁ ପ୍ରାର୍ଥୀ କରିଛି । ତେବେ ଅତନୁଙ୍କ ଟକ୍କର ଦେବାକୁ ମଇଦାନରେ ରହିଛନ୍ତି ବିଜେପିରୁ ଦୁର୍ଗାପ୍ରସନ୍ନ…

କାହାର ହେବ କୋରେଇ ?

ଭୁବନେଶ୍ବର: ଯାଜପୁର ଜିଲ୍ଲା କୋରେଇ ବିଧାନସଭା ଆସନରେ ବଡ ଲଢେଇ । ବିଜେଡିରୁ ସାଂଗଠନିକ ସଂପାଦକ ପ୍ରଣବ ପ୍ରକାଶ ଦାସଙ୍କ ମାଆ ତଥା ଟାଣୁଆ ନେତା ସ୍ୱର୍ଗତ ଅଶୋକ ଦାସଙ୍କ ପତ୍ନୀ ସଂଧ୍ୟାରାଣୀ ଦାସ ପ୍ରାର୍ଥୀ ହୋଇଛନ୍ତି । ସେପଟେ ବିଜେଡି ଛାଡି ବିଜେପିରେ ମିଶିବା ସହ ପ୍ରାର୍ଥୀ ହୋଇଛନ୍ତି…

ଧାମନଗରରେ ସୂରଜ ନା ସଞ୍ଜୟ !

ଭୁବନେଶ୍ବର: ଭଦ୍ରକ ଜିଲ୍ଲା ଧାମନଗର ବିଧାନସଭା ଆସନରେ କଡା ଟକ୍କର। କାଏମ ରହିବ ସୂର୍ଯ୍ୟବଂଶୀ ସୂରଜଙ୍କ କ୍ରେଜ୍ ନା ବାଜି ମାରିନେବେ ସଂଜୟ? ଧାମନଗର ଉପନିର୍ବାଚନରେ ଡେବ୍ୟୁ କରି ଚର୍ଚ୍ଚାକୁ ଆସିଥିବା ବିଜେପିର ଯୁବ ଚେହେରା ସୂର୍ଯ୍ୟବଂଶୀ ସୂରଜଙ୍କୁ ପୁଣି ଭରସା କରିଛି ଦଳ। ସେପଟେ ବିଜେଡି ଓ…

ଯାଜପୁରରେ ଭାଙ୍ଗିବ ବିଜେଡି ଗଡ଼ !

ଭୁବନେଶ୍ବର: ଦଳ ଗଠନ ପରଠୁ ଯାଜପୁର ବିଜେଡିର ଗଡ଼ ରହିଛି। ପ୍ରାର୍ଥୀ ବଦଳିଛନ୍ତି, ହେଲେ ବଦଳିନି ଫଳ। ଏଥର ବିଜେଡିର ଅଭେଦ୍ୟ ଦୁର୍ଗ ଦଖଲ କରିବାକୁ ରଣନୀତି କରିଛି ବିଜେପି। ଯାଜପୁର ବିଜେଡିର ଚେହେରା ଦଳର ସାଂଗଠନିକ ସଂପାଦକ ପ୍ରଣବ ପ୍ରକାଶ ଦାସ ଏଥର ଯାଜପୁରରୁ ଦୂରେଇ ସମ୍ବଲପୁର ଲଢେଇ…