Latest Odisha News

BREAKING NEWS

Browsing Category

ମୁଖ୍ୟ ଖବର

ଟ୍ୱିନସିଟି ସମେତ ଏସବୁ ସ୍ଥାନରେ ପ୍ରବଳ ବର୍ଷିିବ…

ଭୁବନେଶ୍ୱର: ଭାରତୀୟ ପାଣିପାଗ ବିଭାଗ (ଆଇଏମଡି) ସୋମବାର ଆଗାମୀ ୩ ଘଣ୍ଟା ମଧ୍ୟରେ ଓଡ଼ିଶାର ଭୁବନେଶ୍ୱର ଏବଂ କଟକ ସମେତ ୮ଟି ଜିଲ୍ଲା ପାଇଁ ଏକ ସତର୍କତା ଜାରି କରିଛି। ଆଗାମୀ ତିନି ଘଣ୍ଟା ମଧ୍ୟରେ ନୟାଗଡ, ଅନୁଗୁଳ, କେନ୍ଦୁଝର, ଗଞ୍ଜାମ, ଖୋର୍ଦ୍ଧା (ଭୁବନେଶ୍ୱର ସମେତ), କଟକ, ଯାଜପୁର…

Snana Yatra 2026: ଆଜି କାଳିଆର ଜନ୍ମଦିନ, ବଡ଼ଦାଣ୍ଡରେ ଭକ୍ତ ଓ ଭଗବାନଙ୍କ ଅପୂର୍ବ ମିଳନ, ଆଜିଠୁ ପୂଜା ପାଇବେ…

ଆଜି କାଳିଆର ଜନ୍ମଦିନ । ଉତ୍ସବମୟ ପୁରୀ ସହର । ସ୍ନାନ ମଣ୍ଡପରେ ଦର୍ଶନ ଦେଉଛନ୍ତି ଚତୁର୍ଦ୍ଧାମୂର୍ତ୍ତି । ବଡଦାଣ୍ଡରେ ଏକାଠି ହୋଇଛନ୍ତି ଭକ୍ତ ଭଗବାନ । ଏମିତିକି ଦେବତା, ଗନ୍ଧର୍ବ ଓ କିନ୍ନରମାନେ ମଧ୍ୟ ଏହି ଅପୂର୍ବ ଦୃଶ୍ୟକୁ ଦର୍ଶନ କରି ନିଜକୁ ଧନ୍ୟ ମନେ କରୁଛନ୍ତି । ଜ୍ୟେଷ୍ଠ…

ରକ୍ତରଞ୍ଜିତ ହେଲା ରାଜଧାନୀ: ଯୁବକଙ୍କୁ ବାଟରେ ଅଟକାଇ ଦୁଇ ହାତ ଓ ଦୁଇ ଗୋଡ଼କୁ କାଟିଦେଲେ ଦୁର୍ବୃତ୍ତ

ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରରେ ଆଇନ ଶୃଙ୍ଖଳା ପରିସ୍ଥିତିକୁ ଚ୍ୟାଲେଞ୍ଜ କରି ପୁଣି ଏକ ସାଂଘାତିକ ତଥା ଲୋମହର୍ଷକ କାଣ୍ଡ ଘଟିଛି। ଗତକାଲି ବିଳମ୍ବିତ ରାତିରେ ସହରର ବ୍ୟସ୍ତବହୁଳ ଅଞ୍ଚଳରେ ଜଣେ ଯୁବକଙ୍କୁ ଅତି ନିର୍ମମ ଭାବେ ଗୋଡ଼େଇ ଗୋଡ଼େଇ ହାଣିଛନ୍ତି ସଶସ୍ତ୍ର ଦୁର୍ବୃତ୍ତ। ଆକ୍ରମଣର…

ସ୍ନାନବେଦୀରେ ଶ୍ରୀଜିଉଙ୍କୁ ଦର୍ଶନ କଲେ ମୁଖ୍ୟମନ୍ତ୍ରୀ

ପୁରୀ: ପବିତ୍ର ଦେବସ୍ନାନ ପୂର୍ଣ୍ଣିମା ଅବସରରେ ଶ୍ରୀମନ୍ଦିରରେ ସ୍ନାନବେଦୀରେ ଶ୍ରୀଜିଉଙ୍କୁ ଦର୍ଶନ କଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ବଡ଼ ଦାଣ୍ଡରେ ହଜାର ହଜାର ଭକ୍ତଙ୍କ ମଧ୍ୟରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ, ଆଇନ ମନ୍ତ୍ରୀ ପୃଥ୍ଵିରାଜ ହରିଚନ୍ଦନ, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର…

୨୦୦୪ ଥର ଫୋନ୍ କଲ୍ ଓ ୨୩୮ ଘଣ୍ଟାର ଷଡ଼ଯନ୍ତ୍ର: ଲୋହଗଡ଼ ଦୁର୍ଗରେ ସେଦିନ ପ୍ରକୃତରେ କ’ଣ ଘଟିଥିଲା?

ପୁଣେ: ମହାରାଷ୍ଟ୍ରର ପୁଣେରେ ଘଟିଥିବା ହୃଦୟ ବିଦାରକ ତଥା ଲୋମହର୍ଷକ ଘଟଣା ଏବେ ଚର୍ଚ୍ଚାରେ। ପ୍ରଥମେ ଯାହା ଏକ ସାଧାରଣ ଦୁର୍ଘଟଣା ବୋଲି ମନେ ହେଉଥିଲା, ତାହା ପଛରେ ଲୁଚି ରହିଥିଲା ଏକ ସୁଚିନ୍ତିତ ହତ୍ୟାକାଣ୍ଡର ଷଡ଼ଯନ୍ତ୍ର। ନିଜ ଭାବୀ-ସ୍ୱାମୀଙ୍କୁ ରାସ୍ତାରୁ ହଟାଇବା ପାଇଁ ପ୍ରେମିକ ସହ…

ଆୟର୍ଲାଣ୍ଡ ମାଟିରେ ଭାରତକୁ ଲଜ୍ଜା: ଭୁଲ୍ ରହିଲା କେଉଁଠି?

ନୂଆଦିଲ୍ଲୀ: ଟିମ୍ ଇଣ୍ଡିଆ ଭଳି ଶକ୍ତିଶାଳୀ ଟିମକୁ ଆୟର୍ଲାଣ୍ଡ ଭଳି ଏକ ଅପେକ୍ଷାକୃତ ଦୁର୍ବଳ ଦଳ ଠାରୁ ଏମିତି ପରାଜୟ ମିଳିବ, ତାହା ବୋଧହୁଏ କେହି କଳ୍ପନା କରିନଥିଲେ। ରବିବାର ଖେଳାଯାଇଥିବା ଦ୍ୱିତୀୟ ଟି-୨୦ ମୁକାବିଲାରେ ଭାରତକୁ ମାତ୍ର ୧ ରନ୍‌ରେ ମାତ୍ ଦେଇ ଇତିହାସ ରଚିଛି ଆୟର୍ଲାଣ୍ଡ।…

ବିଶ୍ୱକପ୍‌ରୁ ବିଦା ହେଲା ଭାରତ: ପୁଣି ସେହି ଗୋଟିଏ ଭୁଲ୍ କରି ଫସିଗଲା? ପରାଜୟ ପରେ କ୍ୟାପଟେନ୍ ହରମନପ୍ରୀତ ଖୋଲିଲେ…

ନୂଆଦିଲ୍ଲୀ: ମହିଳା ଟି-୨୦ ବିଶ୍ୱକପ୍ ୨୦୨୬ରେ ଭାରତୀୟ ପ୍ରଶଂସକଙ୍କୁ ମିଳିଛି ଏକ ବଡ଼ ଝଟକା। ରବିବାର ଖେଳାଯାଇଥିବା ଏକ 'କର ବା ମର' ମୁକାବିଲାରେ ଶକ୍ତିଶାଳୀ ଅଷ୍ଟ୍ରେଲିଆ ଠାରୁ ୬ ୱିକେଟରେ ହାରି ଟୁର୍ଣ୍ଣାମେଣ୍ଟରୁ ବିଦାୟ ନେଇଛି ଭାରତ। ଏହି ଶୋଚନୀୟ ପରାଜୟ ସହ ଟିମ୍ ଇଣ୍ଡିଆର ସେମିଫାଇନାଲ…

ପରକିୟା ପ୍ରୀତିରୁ ଉଜୁଡି ଗଲା ସଂସାର; ସ୍ତ୍ରୀକୁ ପିଟି ପିଟି ହତ୍ୟା କଲା ସ୍ବାମୀ

ଝାରସୁଗୁଡ଼ା: ପାରିବାରିକ କଳହକୁ କେନ୍ଦ୍ର କରି ସ୍ତ୍ରୀକୁ ପିଟିପିଟି ହତ୍ୟା କଲା ସ୍ବାମୀ । ଏଭଳି ଘଟଣା ସାମ୍ନାକୁ ଆସିଛି ଝାରସୁଗୁଡ଼ା ସଦର ଥାନା ଅନ୍ତର୍ଗତ ଏଚ୍‌. କଣ୍ଟାପାଳି (ଗଣ୍ଠିଆବୁଡ଼) ଗାଁରେ । ମୃତକ ହେଲେ ୨୮ ବର୍ଷୀୟା ସୌଦାମିନୀ କିଷାନ । ଏହି ଘଟଣାରେ ଅଭିଯୁକ୍ତ ସ୍ବାମୀ ରାହୁଲ…

ସ୍କୁଲ ବହି ଛପା ପଛରେ ଦୁର୍ନୀତି: ବିଭାଗୀୟ ମନ୍ତ୍ରୀଙ୍କୁ ଟାର୍ଗେଟ୍, ସିବିଆଇ ତଦନ୍ତ ନହେଲେ ରାଜରାସ୍ତାକୁ ଓହ୍ଲାଇବ…

ଭୁବନେଶ୍ୱର: ଛାତ୍ରଛାତ୍ରୀମାନେ ହେଉଛନ୍ତି ଦେଶର ଭବିଷ୍ୟତ। ହେଲେ ଯଦି ସେହି କୋମଳମତି ପିଲାମାନଙ୍କ ପାଠପଢ଼ା ବହିକୁ ନେଇ କୋଟି କୋଟି ଟଙ୍କାର ଖେଳ ଚାଲେ, ତେବେ ତାହା କେତେ ସାଂଘାତିକ ହୋଇପାରେ? ରାଜ୍ୟରେ ଏବେ ଏଭଳି ଏକ ଚାଞ୍ଚଲ୍ୟକର ଅଭିଯୋଗ ଆଣିଛି ବିଜୁ ଯୁବ ଜନତା ଦଳ (ବିୱାଇଜେଡି)।…