Latest Odisha News

BREAKING NEWS

Browsing Category

ମୁଖ୍ୟ ଖବର

ଢାକାରୁ ଦିଲ୍ଲୀ: କାହିଁକି ବାଂଲାଦେଶ ଫେରିବାକୁ ରାଜି ହେଉନାହାନ୍ତି ହସିନା? ସାମ୍ନାକୁ ଆସିଲା ବଡ଼ ରହସ୍ୟ

ଢାକା/ନୂଆଦିଲ୍ଲୀ: ବ୍ୟାପକ ଜନଆନ୍ଦୋଳନ ଓ ହିଂସା ପରେ ବାଂଲାଦେଶର କ୍ଷମତା ଚ୍ୟୁତ ହୋଇ ଭାରତରେ ଶରଣ ନେଇଥିବା ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ୍ ହସିନା କେବେ ସ୍ୱଦେଶ ଫେରିବେ? ଏହି ଗୋଟିଏ ପ୍ରଶ୍ନ ଏବେ ସାରା ଦକ୍ଷିଣ ଏସିଆର ରାଜନୀତିକୁ ଆନ୍ଦୋଳିତ କରୁଛି। ଢାକାରୁ ପ୍ରାଣ ବିକଳରେ ବାୟୁସେନାର…

ଜନ୍ମଦିନ ଶୁଭେଚ୍ଛା ପଛରେ ବଡ଼ ସଂକେତ: ମୋଦୀଙ୍କ ଗୋଟିଏ ‘ଟ୍ୱିଟ୍’ରେ ଥମିଗଲା କି ଧର୍ମେନ୍ଦ୍ରଙ୍କ ଉପରୁ ବିପଦର ବାଦଲ?

ନୂଆଦିଲ୍ଲୀ: ଗୋଟିଏ ପଟେ ଦେଶବ୍ୟାପୀ ନିଟ୍ (NEET-UG) ପ୍ରଶ୍ନପତ୍ର ଲିକ୍‌କୁ ନେଇ ଆକ୍ରୋଶର ନିଆଁ ଜଳୁଛି, ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଇସ୍ତଫା ଦାବିରେ ରାସ୍ତାକୁ ଓହ୍ଲାଇଛନ୍ତି ହଜାର ହଜାର ଛାତ୍ରଛାତ୍ରୀ। ଅନ୍ୟପଟେ କେନ୍ଦ୍ର କ୍ୟାବିନେଟରୁ ତାଙ୍କୁ ଆଉ ସ୍ଥାନ ମିଳିନପାରେ…

ଲୋହଗଡ଼ ଦୁର୍ଗର ସେହି ରହସ୍ୟମୟ ୪୦୦ ଫୁଟ୍‌ର ଖାଇ: ପ୍ରେମିକ ସହ ମିଶି ଭାବି ସ୍ୱାମୀକୁ ଠେଲି ଦେଇଥିବା ସିୟା କାନ୍ଦି…

ପୁଣେ: ଯେଉଁ ହାତରେ ସେ ମେହେନ୍ଦୀ ପିନ୍ଧି ସାତଫେରା ନେବାକୁ ପ୍ରସ୍ତୁତ ହେଉଥିଲେ, ସେହି ହାତରେ ସେ ନିଜ ଭାବି ସ୍ୱାମୀଙ୍କୁ ମରଣ ମୁହଁକୁ ଠେଲି ଦେଇଥିଲେ। ପୁଣେର ଜଣାଶୁଣା ବ୍ୟବସାୟୀ କେତନ ଅଗ୍ରୱାଲଙ୍କ ମୃତ୍ୟୁକୁ ପ୍ରଥମେ ସମସ୍ତେ ଏକ ଦୁର୍ଘଟଣା ବୋଲି ଭାବିଥିଲେ। କିନ୍ତୁ ଯେତେବେଳେ ୨୦…

ନେପାଳ ସୀମାରୁ ମହାଠକ ଗିରଫ: ଭୁବନେଶ୍ୱରରେ ଗାଡ଼ି ସର୍ଭିସିଂ ନାଁରେ ରଚିଥିଲା ୫ କୋଟିର ମାୟାଜାଲ

ଭୁବନେଶ୍ୱର: ରାଜଧାନୀରେ ଅଫିସ ଖୋଲିଲେ, ବଡ଼ ବଡ଼ ପ୍ରତିଶ୍ରୁତି ଦେଲେ, ଆଉ ଦେଖୁ ଦେଖୁ ପ୍ରାୟ ୨୫୦ରୁ ଅଧିକ ଲୋକଙ୍କ ପକେଟ୍ ଖାଲି କରି ଚମ୍ପଟ ମାରିଲେ। ଭୁବନେଶ୍ୱର ପଟିଆ ଅଞ୍ଚଳରେ 'ଗାଡ଼ି ସର୍ଭିସିଂ' ନାଁରେ ପ୍ରାୟ ୫ କୋଟି ଟଙ୍କାର ମହାନାଟକ ରଚିଥିବା ହାଇପ୍ରୋଫାଇଲ୍ ଠକ ସଚ୍ଚିଦାନନ୍ଦ ଭୋଇ…

ମୋଦିଙ୍କ ମୁଣ୍ଡରେ ସେଶେଲ୍ସର ସର୍ବୋଚ୍ଚ ମୁକୁଟ, କାହିଁକି ମିଳିଲା ଏହି ସମ୍ମାନ?

ନୂଆଦିଲ୍ଲୀ: ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ମିଳିଛି ଏକ ବିରଳ ସମ୍ମାନ। ଭାରତ ମହାସାଗରର ଏକ କ୍ଷୁଦ୍ର କିନ୍ତୁ ଗୁରୁତ୍ୱପୂର୍ଣ୍ଣ ଦ୍ୱୀପରାଷ୍ଟ୍ର 'ସେଶେଲ୍ସ' ନିଜ ଦେଶର ସର୍ବୋଚ୍ଚ ସମ୍ମାନରେ ବିଭୂଷିତ କରିଛି ପ୍ରଧାନମନ୍ତ୍ରୀଙ୍କୁ। ମୋଦିଙ୍କୁ ମିଳିଛି 'ଗାର୍ଡିଆନ୍ ଅଫ୍ ଦି ବ୍ଲୁ…

Alarnath temple:ଅଲାରନାଥଙ୍କ ପୀଠରେ ଟ୍ରାଫିକ୍ କଟକଣା; ଭାରୀ ଯାନ ଚଳାଚଳ ମନା, ତିନୋଟି ସ୍ଥାନରେ ହେବ ପାର୍କିଂ

ପୁରୀ:ମହାପ୍ରଭୁ ଶ୍ରୀଜଗନ୍ନାଥ ଦେବସ୍ନାନ ପୂର୍ଣ୍ଣିମାରେ ୧୦୮ ଗରା ଜଳରେ ସ୍ନାନ ପରେ ଜ୍ୱରରେ ପୀଡିତ ହୋଇ ଅଣସର ପିଣ୍ଡିରେ ଗୁପ୍ତସେବା ପାଇଥାନ୍ତି । ଏହି ସମୟରେ ଭକ୍ତମାନେ ବ୍ରହ୍ମଗିରିରେ ଅଲାରନାଥଙ୍କୁ ଦର୍ଶନ କରିଥାନ୍ତି । ଶାସ୍ତ୍ରରେ ବର୍ଣ୍ଣିତ ଅଛି, ଅଣସର ସମୟରେ ପ୍ରଭୁ ଅଲାରନାଥଙ୍କୁ…

ବଜ୍ରପାତ ସହ ମାଡ଼ିଆସୁଛି ୫୦ କିଲୋମିଟର ବେଗର ଝଡ଼; ୧୬ ଜିଲ୍ଲା ପାଇଁ ଆଗାମୀ କିଛି ଘଣ୍ଟା ଆର୍ଲଟ

ଭୁବନେଶ୍ୱର: ଗୋଟିଏ ପଟେ ଅସହ୍ୟ ଗରମ ଏବଂ ଗୁଳୁଗୁଳିରୁ ସାମାନ୍ୟ ଆଶ୍ୱସ୍ତି ମିଳୁଥିବା ବେଳେ ଅନ୍ୟପଟେ କିନ୍ତୁ ଆଗାମୀ କିଛି ଘଣ୍ଟା ରାଜ୍ୟର ଅଧାରୁ ଅଧିକ ସ୍ଥାନରେ ବର୍ଷା ହେବାର ଆଶଙ୍କା ରହିଛି। ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ଜାରି ସୂଚନା…

ତାମିଲନାଡ଼ୁ ଗ୍ୟାସ୍ ଲିକ୍ ଅଘଟଣ: ଆଖିବୁଜିଲେ ଆଉ ଜଣେ ଓଡିଆ ଶ୍ରମିକ, ମୃତ୍ୟୁ ସଂଖ୍ୟା ୧୩କୁ ବୃଦ୍ଧି

କେନ୍ଦୁଝର: ତାମିଲନାଡୁ ଆମୋନିଆ ଗ୍ୟାସ୍ ଲିକ୍ ଦୁର୍ଘଟଣାରେ ଆଖି ବୁଜିଲେ ଆଉ ଜଣେ ଓଡିଆ ଶ୍ରମିକ । ଏହାକୁ ମିଶାଇ ମୃତ୍ୟୁ ସଂଖ୍ୟା ୧୩କୁ ଛୁଇଁଛି । ମୃତ ଶ୍ରମିକ ଜଣକ ହେଲେ କେନ୍ଦୁଝର ଜିଲ୍ଲା ଅନ୍ଧାରି ସାହିର ଜୁଆଙ୍ଗ ଯୁବତୀ ବୁଧୁବାରୀ ନାଏକ । ଚିକିତ୍ସାଧୀନ ଅବସ୍ଥାରେ ବୁଧୁବାରୀଙ୍କର…

ବୋଷ୍ଟନ ରଥଯାତ୍ରାର ସମୟ ବଦଳାଇବାକୁ ଇସ୍କନ ପ୍ରମୁଖଙ୍କୁ ବିଶ୍ୱ ଜଗନ୍ନାଥ ଭକ୍ତଙ୍କ ଜୋରଦାର ଅପିଲ୍

ଭୁବନେଶ୍ବର: ଆମେରିକାର ବୋଷ୍ଟନଠାରେ ଆୟୋଜିତ ରଥଯାତ୍ରାର ସମୟ ନିର୍ଘଣ୍ଟକୁ ବଦଳାଇବାକୁ ଇସ୍କନ ବୋଷ୍ଟନର ସଭାପତି ବନମାଳୀ ପଣ୍ଡିତ ଦାସଙ୍କୁ ଏକ ଆନୁଷ୍ଠାନିକ ଚିଠି ଲେଖିଲେ ସାରା ବିଶ୍ୱର ଭକ୍ତମାନେ । ଶାସ୍ତ୍ରୀୟ ପରମ୍ପରାକୁ ଅଣଦେଖା କରି ରଥଯାତ୍ରା ଆୟୋଜନ କରିବାକୁ ନେଇ ବିଶ୍ୱବ୍ୟାପୀ…

Anti-Naxal operation:ଜଙ୍ଗଲରେ ମାଓବାଦୀ ଲୁଚାଇ ରଖିଥିବା ଅସ୍ତ୍ରଶସ୍ତ୍ର ଜବତ;ଅତ୍ୟାଧୁନିକ SLR, ଏକାଧିକ ବନ୍ଧୁକ ସହ…

ମାଲକାନଗିରି: କୁମ୍ବିଂ ଅପରେସନ୍ ବେଳେ ସୁରକ୍ଷାକର୍ମୀଙ୍କୁ ବଡ଼ ସଫଳତା ମିଳିଛି । ଘଟଣାସ୍ଥଳରୁ ବିଦେଶୀ ପିସ୍ତଲ, ଏସ୍‌ଏଲ୍‌ଆର୍, ରିଭଲଭର, ଆଇଇଡି ଓ ବିପୁଳ ମାଓ ସାମଗ୍ରୀ ଜବତ କରାଯାଇଛି । ମାଲକାନଗିରି ଜିଲ୍ଲାର କାଲିମେଳା ଥାନା ଅଧୀନ ଗୁଣ୍ଠାବେଡା ଜଙ୍ଗଲରେ ଚାଲିଥିବା କୁମ୍ବିଂ ଅପରେସନ୍…