Latest Odisha News

BREAKING NEWS

Browsing Category

ମୁଖ୍ୟ ଖବର

ସରବଜିତଙ୍କୁ ହତ୍ୟାକାରୀଙ୍କୁ ପାକିସ୍ତାନରେ ହତ୍ୟା

ଲାହୋର: ପାକିସ୍ତାନ ଜେଲରେ ବନ୍ଦୀଥିବା ଭାରତର ସରବଜିତ ସିଂଙ୍କ ହତ୍ୟାକାରୀ ଅମୀର ସର୍ଫରାଜଙ୍କୁ ରବିବାର ଅଜ୍ଞାତ ବନ୍ଧୁକଧାରୀ ଗୁଳି କରି ହତ୍ୟା କରିଛନ୍ତି । ଆଇଏସଆଇର ଇଶାରରେ ପାକିସ୍ତାନରେ ସରବଜିତଙ୍କୁ ପଲିଥିନରେ ଶ୍ୱାସରୁଦ୍ଧ କରାଯାଇ ହତ୍ୟା କରାଯାଇଥିଲା । ସର୍ଫରାଜ ପାକିସ୍ତାନରେ…

ଟି୨୦ ବିଶ୍ୱକପ ଦଳରେ ସ୍ଥାନ ପାଇବେ ତ ହାର୍ଦ୍ଦିକ

ମୁମ୍ବାଇ: ଚଳିତ ଆଇପିଏଲର ପ୍ରଦର୍ଶନକୁ ଭିତି କରି ଟିମ ଇଣ୍ଡିଆ ଟି୨୦ ବିଶ୍ୱକପ ପାଇଁ ଦଳ ଚୟନ କରିବ । ହାର୍ଦ୍ଦିକ ପାଣ୍ଡ୍ୟା ମୁମ୍ବାଇ ଦଳର ନେତୃତ୍ୱ ନେଉଛନ୍ତି । ତେବେ ତାଙ୍କ ପ୍ରଦର୍ଶନ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ସେ ଫିଟ ନ ଥିବା ଏବଂ ଭଲ ପ୍ରଦର୍ଶନ କରି ନ ଥିବାରୁ ବିଶ୍ୱକପ ଦଳରେ…

ଡିଭାଇଡରରେ ପିଟି ହେଲା କାର୍, ଚାଲିଗଲା ବାପ-ଝିଅଙ୍କ ଜୀବନ

ଭଦ୍ରକ: ଭଦ୍ରକ ଜିଲ୍ଲା ଭଣ୍ଡାରିପୋଖରୀ ଥାନା ଯଶୋଟିକିରୀ ଛକ ନିକଟ ଏନଏଚ୍ ୧୬ରେ ମର୍ମନ୍ତୁଦ ଦୁର୍ଘଟଣା । ଭାରସାମ୍ୟ ହରାଇ ଡିଭାଇଡରରେ କାର୍ ଟି ପିଟି ହେବାରୁ ଅକାରଣରେ ଚାଲିଗଲା ବାପ ଓ ଝିଅର ଜୀବନ । ମୃତକ ହେଲେ ସୁଭାଶିଷ ଗାଙ୍ଗୁଲି (୫୫) ଓ ତାଙ୍କ ୪ ବର୍ଷର ଝିଅ କୋଏଲ ଗାଙ୍ଗୁଲି ।…

ଆଜିଠୁ ଆରମ୍ଭ ହେଲା ସିଂହଦ୍ୱାର ପ୍ରତିହାରୀ ସେବା, ଅଣହିନ୍ଦୁଙ୍କ ପ୍ରବେଶ ଉପରେ ଲାଗିବ ରୋକ

ପୁରୀ: ଆଜିଠୁ ପୁରୀ ଶ୍ରୀମନ୍ଦିର ସିଂହଦ୍ବାରରେ ଆରମ୍ଭ ହେଲା ପ୍ରତିହାରୀ ସେବା । ସକାଳେ ଓ ସନ୍ଧ୍ୟା ପାଇଁ ଦୁଇ ଜଣ ପ୍ରତିହାରୀ ସେବାୟତଙ୍କୁ ସିଂହଦ୍ୱାରରେ ମୁତୟନ କରାଯାଇଛି । ଶ୍ରଦ୍ଧାଳୁଙ୍କୁ ଉପରେ ସେମାନେ ରଖିଛନ୍ତି ନଜର । ଶ୍ରୀମନ୍ଦିରରେ ଅଣହିନ୍ଦୁଙ୍କ ପ୍ରବେଶ ରୋକିବାକୁ ପ୍ରଶାସନ ଏହି…

ପୁଣି ସିଇଓଙ୍କ ନିକଟରେ ଫେରାଦ ହେଲା ବିଜେଡି

ଭୁବନେଶ୍ଵର: ମହିଳାଙ୍କୁ ଅସମ୍ମାନ କରୁଛି ବିଜେପି। ଧମକ ଦେଇ ଭୟଭୀତ କରୁଛି । ଏନେଇ ପୁଣି ଥରେ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ନିକଟରେ ଫେରାଦ ହୋଇଛି ବିଜେଡି । ବିଜେପି ନେତା, କର୍ମୀ ଓ ପ୍ରାର୍ଥୀମାନେ ମହିଳାଙ୍କ ଚରିତ୍ର ସଂହାର କରୁଛନ୍ତି ବୋଲି ଅଭିଯୋଗ କରିଛି ବିଜେଡି । ବିଜେଡି…

ପବିତ୍ର ପଣା ସଂକ୍ରାନ୍ତି: ଶ୍ରୀମନ୍ଦିରରେ ପାଳନ ହେଉଛି ସ୍ବତନ୍ତ୍ର ନୀତି କାନ୍ତି

ପୁରୀ: ଆଜି ମହାବିଷୁବ ତଥା ପଣା ସଂକ୍ରାନ୍ତି । ଏହି ଅବସରରେ ଶ୍ରୀମନ୍ଦିରରେ ପାଳନ ହେଉଛି ସ୍ୱତନ୍ତ୍ର ନୀତିକାନ୍ତି । ମହାବୀରଙ୍କ ସମେତ ଅନ୍ୟ ସମସ୍ତ ମନ୍ଦିରରେ ସ୍ବତନ୍ତ୍ର ପୂଜାର୍ଚ୍ଚନା କରାଯାଉଛି । ଆଜି ସକାଳ ଧୂପ ନୀତି ସରିବା ପରେ ଦକ୍ଷିଣ ପଟେ ଥିବା ଶ୍ରୀ ହନୁମାନଙ୍କୁ ରତ୍ନ…

ଧାୱନ ଆଘାତପ୍ରାପ୍ତ, ଆଗାମୀ ୨ଟି ମ୍ୟାଚରୁ ଓହରିଲେ

ଚଣ୍ଡୀଗଡ: ଚଳିତ ଆଇପିଏଲରେ ପଞ୍ଜାବ କିଙ୍ଗସର ଅଧିନାୟକ ଶିଖର ଧାୱନ ଆଘାତ ସମସ୍ୟା ଯୋଗୁ ଆଗାମୀ ୨ଟି ମ୍ୟାଚରୁ ଓହରି ଯାଇଛନ୍ତି । ପଞ୍ଜାବର କୋଚ ସଞ୍ଜୟ ବାଙ୍ଗର ଏହା ପୃଷ୍ଟି କରିଛନ୍ତି । ଶିଖରଙ୍କ କାନ୍ଧରେ ଆଘାତ ଲାଗିଛି ବୋଲି ସେ କହିଛନ୍ତି । ଶନିବାର ରାଜସ୍ଥାନ ରୟାଲ୍ସ ବିପକ୍ଷ ମ୍ୟାଚରେ…

ତଳକୋର୍ଟଙ୍କ ରାୟକୁ ଚାଲେଞ୍ଜ କରି ସୁପ୍ରିମକୋର୍ଟ ଗଲେ ମୋକିମ, ୧୯ରେ ଶୁଣାଣି

କଟକ: ଓଡ଼ିଶା ରୁରାଲ ହାଉସିଂ ଡେଭଲପମେଣ୍ଟ କର୍ପୋରେସନ (ଓଆରଏଚଡିସି) ଋଣ ମାମଲା । ଭିଜିଲାନ୍ସ କୋର୍ଟଙ୍କ ଦଣ୍ଡାଦେଶ ଉପରେ ରୋକ୍ ଲଗାଇବା ପାଇଁ ହାଇକୋର୍ଟରୁ ନିରାଶ ହେବା ପରେ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହେଲେ ବିଧାୟକ ମହମ୍ମଦ ମୋକିମ । ମେ’ ମାସରେ ଅନୁଷ୍ଠିତ ହେବାକୁ ଥିବା ଓଡ଼ିଶା…

ଦେଶ ପାଇଁ ୟୁସିସି ନିହାତି ଆବଶ୍ୟକ: ମୋଦୀ

ନୂଆଦିଲ୍ଲୀ: ଆସନ୍ତା ଲୋକସଭା ନିର୍ବାଚନ ପାଇଁ ବିଜେପି ଜାରି କରିଛି ତା’ର ସଂକଳ୍ପ ପତ୍ର । କେନ୍ଦ୍ରରେ ପୁଣିଥରେ ସରକାର ଗଢିବା ପରେ ପୁରା ଦେଶରେ ୟୁସିସି ଲାଗୁ କରିବାକୁ ପ୍ରତିଶ୍ରୁତି ଦେଇଛି ବିଜେପି । ଇସ୍ତାହାର ପତ୍ର ଜାରି କରିବା ବେଳେ ମୋଦୀ କହିଛନ୍ତି ଯେ, ଦଳର ଏହି ସଂକଳ୍ପ ପତ୍ର…

ଚିଲିକା ମଝିରେ ନିଆଁ; ପୋଡ଼ିଗଲା ଏକର ଏକର ନଳ ବଣ, ବିପଦରେ ବନ୍ୟ ଜନ୍ତୁଙ୍କ ଜୀବନ

ଟାଙ୍ଗୀ: ଚିଲିକା ମଝିରେ ଅଗ୍ନିକାଣ୍ଡ । ନିଆଁ ଲାଗି ପୋଡ଼ିଗଲା ଏକର ଏକର ନଳ ବଣ । ଅଗ୍ନିକାଣ୍ଡ ଯୋଗୁଁ ବିପଦରେ ପଡ଼ିଛି ବନ୍ୟ ଜନ୍ତୁଙ୍କ ଜୀବନ । ଖବରପାଇ ବାଲୁଗାଁ ବନ୍ୟାପ୍ରାଣୀ ଡିଏଫଓ ଓ ବନ କର୍ମଚାରୀ ପହଁଚି ନିଆଁକୁ ଆୟତ୍ତ କରୁଛନ୍ତି । ତେବେ ଚିଲିକାରେ ଅନେକ ପ୍ରଜାତିର ପକ୍ଷୀ…