Latest Odisha News

BREAKING NEWS

Browsing Category

ମୁଖ୍ୟ ଖବର

ଗନ୍ଧମାର୍ଦ୍ଦନ ପାହାଡରେ ପୋଲିସ-ମାଓ ଗୁଳି ବିନିମୟ ଘଟଣା: ଛତ୍ରଭଙ୍ଗ ଦେଲେ ୧୫ରୁ ଉର୍ଦ୍ଧ୍ୱ ମାଓବାଦୀ

ବରଗଡ: ମାତ୍ର ଦୁଇ ମାସ ମଧ୍ୟରେ ବରଗଡ଼ ଜିଲ୍ଲାର ପାଇକମାଳ ଥାନା ଅଞ୍ଚଳରେ ମାଓବାଦୀ ମାନେ ଦୁଇ ଦୁଇ ଥର ନିଜ ଉପସ୍ଥିତି ଜାହିର କରିଛନ୍ତି । ମଙ୍ଗଳବାର ଡିଭିଏଫ୍-ଏସଓଜି ଓ ସିଆରପିଏଫ୍ ଟିମ୍ ର ମିଳିତ କମ୍ବିଂ ଅପରେସନ କରଯାଇଥିବା ବେଳେ ପ୍ରଥମେ ମାଓବାଦୀ ମାନେ ଗୁଳି ଚଳାଇଥିଲେ । ଏହାର ପାଲଟା…

ବ୍ରହ୍ମଗିରିରେ ଉମା ଉପାସନା ଲଢେଇ

ଭୁବନେଶ୍ୱର: କାହାକୁ ବାଛିବ ବ୍ରହ୍ମଗିରି ? ଦାଦାଙ୍କ ପରେ ପୁଣି ପଦ୍ମ ଫୁଟାଇବେ କି ଉପାସନା ? ପୁଣି ବିଜେପିକୁ ଦେବେ କି ବିଜୟ ଭେଟି ? ନା ବିଜେପିଠାରୁ ବ୍ରହ୍ମଗିରି ଛଡାଇ ନେବେ ଉମା ? କେତେ ସଫଳ ହେବ ବିଜେଡିର ବ୍ରହ୍ମଗିରି ରଣନୀତି ? ଉମା ସାମନ୍ତରାୟଙ୍କୁ ସିପାହି କରି ସଫଳତା ପାଇବ କି ଦଳ…

ନିର୍ବାଚନ ଇସ୍ତାହାର କମିଟି ଘୋଷଣା, ୩୮ ଜଣିଆ କମିଟି ଗଠନ କଲା ବିଜେଡି

ଭୁବନେଶ୍ୱର: ଆସନ୍ତା ୧୯ ତାରିଖରୁ ସାରା ଦେଶରେ ୭ଟି ପର୍ଯ୍ୟାୟରେ ନିର୍ବାଚନ ଆରମ୍ଭ ହେବାକୁ ଯାଉଛି । ମେ ୧୩ରୁ ଓଡ଼ିଶାରେ ୪ଟି ପର୍ଯ୍ୟାୟରେ ମତଦାନ ଆରମ୍ଭ ହେବ । ତେବେ ନିର୍ବାଚନକୁ ଦୃଷ୍ଟରେ ରଖି ଇସ୍ତାହାର କମିଟି ଘୋଷଣା କଲା ବିଜେଡି। ୩୮ ଜଣିଆ ଇସ୍ତାହାର କମିଟି ଗଠନ କରିଛି ବିଜେଡି। ଏହି…

ବାଗେଶ୍ୱର ବାବାଙ୍କୁ ହତ୍ୟା ଧମକ: ‘ଶରୀରରୁ ମୁଣ୍ଡ ଅଲଗା କରିଦିଆଯିବ’

ଲକ୍ଷ୍ନୌ: ଉତ୍ତରପ୍ରଦେଶର ବରେଲିରେ ବାଗେଶ୍ୱର ଧାମର ପଣ୍ଡିତ ଧିରେନ୍ଦ୍ର କୃଷ୍ଣ ଶାସ୍ତ୍ରୀଙ୍କୁ ହତ୍ୟା କରାଯିବାର ଧମକ ଆସିଛି। ଫେସବୁକ୍ ମାଧ୍ୟମରେ ଦିଆଯାଇଥିବା ଧମକରେ, ଶରୀରରୁ ମୁଣ୍ଡ ଅଲଗା କରିଦିଆଯିବ ବୋଲି କୁହାଯାଇଛି। ଏହି ପୋଷ୍ଟ ଦେଖି ହିନ୍ଦୁ ସଂଗଠନର କର୍ମୀମାନେ କ୍ରୋଧିତ…

ବିଜେଡିରେ ମିଶିଲେ ବଲାଙ୍ଗୀର ପୂର୍ବତନ ବିଜେପି ଜିଲ୍ଲା ସଭାପତି ପ୍ରଭାସ ପାଣିଗ୍ରାହୀ

ଭୁବନେଶ୍ଵର: ବିଜେଡିରେ ମିଶିଲେ ବଲାଙ୍ଗୀରର ପୂର୍ବତନ ବିଜେପି ଜିଲ୍ଲା ସଭାପତି ପ୍ରଭାସ ପାଣିଗ୍ରାହୀ । ସେ ବଲାଙ୍ଗୀର ଜିଲ୍ଲା ବିଜେପି ସଭାପତି ଥିବା ସହ ଜଣେ ଶିକ୍ଷାବିତ ମଧ୍ୟ । ସେ ଦୀର୍ଘ ୩୬ ବର୍ଷ ଧରି ବିଜେପିରେ ରହିଥିଲେ । ଦଳ ଅଣଦେଖା କରିବାରୁ ସେ ବିଜେପିର ପ୍ରାଥମିକ ସଦସ୍ଯ ପଦରୁ…

ବିଜେଡିରେ ମିଶିଲେ ରଘୁନାଥପାଲୀର ପ୍ରଫୁଲ୍ଲ ସୁନିଆନି

ଭୁବନେଶ୍ବର: ବିଜେଡିରେ ମିଶିଲେ ସୁନ୍ଦରଗଡ଼ ଜିଲ୍ଲା ରଘୁନାଥପାଲୀର ପ୍ରଫୁଲ୍ଲ ସୁନିଆନି । ସେ କଂଗ୍ରେସ ଛାଡି ବିଜେଡିରେ ମିଶିଛନ୍ତି । ୨୦୦୯ ରେ ସେ କଂଗ୍ରେସ ଟିକେଟରୁ ରଘୁନାଥପାଲୀ ବିଧାନସଭା ନିର୍ବାଚନ ଲଢ଼ି ପରାସ୍ତ ହୋଇଥିଲେ । ସେ ସୁନ୍ଦରଗଡ଼ ଛାତ୍ର ଓ ଯୁବ କଂଗ୍ରେସର ସଭାପତି ଭାବେ…

ରାମଦେବଙ୍କ କ୍ଷମା ପ୍ରାର୍ଥନାକୁ ଅଗ୍ରାହ୍ୟ, ପରିଣାମ ଭୋଗିବାକୁ ପ୍ରସ୍ତୁତ ରୁହ କହିଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: ଆଜି ସୁପ୍ରିମକୋର୍ଟରେ ପତଞ୍ଜଳି ଆୟୁର୍ବେଦର ବିଭ୍ରାନ୍ତିକର ବିଜ୍ଞାପନ ସମ୍ପର୍କରେ ଶଣାଣି ହୋଇଛି । ଏନେଇ କୋର୍ଟରେ ହାଜର ହୋଇଥିଲେ ଯୋଗଗୁରୁ ରାମଦେବ ବାବା ଓ ପତଞ୍ଜଳିର ମ୍ୟାନେଜିଂ ଡାଇରେକ୍ଟର ଆଚାର୍ଯ୍ୟ ବାଳକୃଷ୍ଣ । ଆଜି ଏହି ମାମଲାର ଶୁଣାଣି କରିଛନ୍ତି ସୁପ୍ରିମକୋର୍ଟ…

ରାଜନୀତିରୁ ସନ୍ୟାସ ନେଲେ ଭେଟରାନ କଂଗ୍ରେସ ନେତା ବିରପ୍ପା ମୋଇଲି

ନୂଆଦିଲ୍ଲୀ: ସକ୍ରିୟ ରାଜନୀତିରୁ ସନ୍ୟାସ ନେଲେ ବରିଷ୍ଠ କଂଗ୍ରେସ ନେତା ତଥାୀ ପୂର୍ବତନ କେନ୍ଦ୍ର ମନ୍ତ୍ରୀ ବିରପ୍ପା ମୋଇଲି । ଚିକ୍କାବାଲାପୁର ଆସନରୁ ଟିକେଟ୍ ଆଶାୟୀ ଥିବା ବିରପ୍ପାଙ୍କୁ ଦଳ ଅଣଦେଖା କରି ରାଧା ରମେୟାଙ୍କୁ ପ୍ରାର୍ଥୀ କରିବାରୁ ସେ ଏଥିରେ ନିରାଶ ହୋଇ ଆଉ ନିର୍ବାଚନ ଲଢିବେନି…

ଜରିମାନା, ବାସନ୍ଦ ଦଣ୍ଡରେ ଦଣ୍ଡିତ ହେଲେ ରୋନାଲ୍ଡୋ

ଆବୁଧାବି: ଚଳିତ ସାଉଦି ସୁପର କପ ଫୁଟବଲ ଟୁର୍ଣ୍ଣାମେଂଟ ଅବସରରେ ଷ୍ଟାର ଖେଳାଳି କ୍ରିଷ୍ଟିଆନ ରୋନୋଲ୍ଡୋ ଜରିମାନା ଓ ବାସନ୍ଦ ଦଣ୍ଡାଦେଶରେ ଦଣ୍ଡିତ ହୋଇଛନ୍ତି । ଅଲ ନାସର ଓ ଅଲ ହିଲାଲ ମଧ୍ୟରେ ଅନୁଷ୍‌ିଂତ ସେମିଫାଇନାଲ ମ୍ୟାଚ ଅବସରରେ ରୋନାଲ୍ଡୋ ଅଶୋଭନୀୟ ବ୍ୟବହାର ପ୍ରଦର୍ଶନ କରିଥିଲେ । ଅଲ…

ଟିଭି କେବୁଲ୍ ସଜାଡିବା ବେଳେ ୧୧ କେଭି ତାର ସଂସ୍ପର୍ଶରେ ଆସି ଯୁବକ ମୃତ

ସୁବଣ୍ଣପୁର: ସୁବଣ୍ଣପୁର ଜିଲ୍ଲା ବୀରମହାରାଜପୁର ଥାନା କଳାପଥର ନୁଆଁପାଲି ଠାରେ ଘଟିଛି ଅଘଟଣ l ଟିଭି କେବୁଲ୍ ସଜାଡ଼ିବାକୁ ଯାଇ ୧୧ କେଭି ତାର ସଂସ୍ପର୍ଶରେ ଆସି ଜଣେ ଯୁବକଙ୍କ ମୃତ୍ୟୁ ହୋଇଛି । ମୃତକ ଜଣକ ବୀରମହାରାଜପୁର ଅଞ୍ଚଳର ଟିଠିପାଳି ଗ୍ରାମର ଜ୍ୟୋତି ରଞ୍ଜନ ଖମାରୀ ବୋଲି ଜଣାପଡିଛି ।…