Latest Odisha News

BREAKING NEWS

Browsing Category

ମୁଖ୍ୟ ଖବର

Army vehicle falls into gorge: ଖାଇକୁ ଖସିଲା ସେନା ଗାଡି; ୧୦ ଯବାନ ଶହିଦ, ଏକାଧିକ ଆହତ

ଶ୍ରୀନଗର:ଜମ୍ମୁ ଓ କାଶ୍ମୀରର ଡୋଡା ଜିଲ୍ଲାରେ ଏକ ବଡ଼ ଦୁର୍ଘଟଣା । ଏକ ସେନା ଗାଡ଼ି ଗଭୀର ଖସିରେ ଖସି ପଡ଼ିଛି,ଫଳରେ ୧୦ ଜଣ ସୈନିକ ଶହିଦ ହୋଇଛନ୍ତି ଏବଂ ଅନ୍ୟ ୧୦ ଜଣ ଆହତ ହୋଇଛନ୍ତି । ସେନା ଗାଡ଼ିଟି ଡୋଡାର ଭଦୱାହ-ଚମ୍ବା ରାସ୍ତାରେ ଯାତ୍ରା କରୁଥିଲା, ଯାହା ପୂର୍ବରୁ ଏକ ଖରାପ ଅବସ୍ଥାରେ…

Mao Camp: କନ୍ଧମାଳ ଜଙ୍ଗଲରେ ମାଓ କ୍ୟାମ୍ପ ଠାବ, ବହୁ ପରିମାଣର ମାଓ ସାମଗ୍ରୀ ଜବତ

କନ୍ଧମାଳ: ଦେଶକୁ ନକ୍ସଲ ମୁକ୍ତ କରିବା ପାଇଁ ପୋଲିସ ଏବଂ ସୁରକ୍ଷା ବାହିନୀଙ୍କ ପକ୍ଷରୁ କୁମ୍ବିଂ ଅପେରସନ ଯୋରଦାର କରାଯାଉଛି । ଏହି ପ୍ରରିପେକ୍ଷିରେ ଆଜି କନ୍ଧମାଳ ଜିଲ୍ଲାରେ କୁମ୍ବିଂ ଅପେରସନ ଚାଲିଥିବାବେଳେ, ମାଓ କ୍ୟାମ୍ପ ଠାବ ହୋଇଛି । କ୍ୟାମ୍ପରୁ ବହୁ ମାତ୍ରାରେ ବନ୍ଧୁକ ସହିତ ବହୁ…

SI Exam Scam: ଏସଆଇ ପରୀକ୍ଷା ମହାଘୋଟାଲା; ମାର୍ଚ୍ଚ ୧୬କୁ ଘୁଞ୍ଚିଲା ଅଭିଯୁକ୍ତଙ୍କ ଜାମିନ ଶୁଣାଣି

କଟକ: ପୋଲିସ ଏସଆଇ ପରୀକ୍ଷା ମହାଘୋଟାଲା ମାମଲା । ହାଇକୋର୍ଟରେ ଏସଆଇ ନିଯୁକ୍ତି ପରୀକ୍ଷା ଦୁର୍ନୀତି ମାମଲାର ଅଭିଯୁକ୍ତ ମୁନା ମହାନ୍ତିଙ୍କ ଅନ୍ତରୀଣ ଜାମିନ ଆବେଦନର ଶୁଣାଣି ଆଜି ଥିବାବେଳେ ତାହା ମାର୍ଚ୍ଚ ୧୬ ତାରିଖକୁ ଘୁଞ୍ଚିଛି । ଏହି ମାମଲାର ସମସ୍ତ ଅଭିଯୁକ୍ତଙ୍କ ଜାମିନ ଉପରେ ଶୁଣାଣି…

ଗ୍ରାମରକ୍ଷୀଙ୍କ ମାସିକ ଭତ୍ତା ବୃଦ୍ଧି କଲେ ମୁଖ୍ୟମନ୍ତ୍ରୀ; ଏଣିକି ମିଳିବ ୨,୫୦୦ ଟଙ୍କା

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ରାଜ୍ୟର ଗ୍ରାମାଞ୍ଚଳରେ କାର୍ଯ୍ୟରତ ଗ୍ରାମରକ୍ଷୀ ମାନଙ୍କ ପାଇଁ ପୂର୍ବରୁ ପ୍ରଚଳିତ ଥିବା ମାସିକ ଭତ୍ତାକୁ ବୃଦ୍ଧି କରିଛନ୍ତି। ଏଣିକି ଗ୍ରାମରକ୍ଷୀ ମାନେ ୧,୮୦୦ ଟଙ୍କା ବଦଳରେ ୨,୫୦୦ ଟଙ୍କା ମାସିକ ଭତ୍ତା ପାଇବେ। ଏଥି ସହିତ ସପ୍ତାହକୁ ଥରେ…

୭୨ ପ୍ରଧାନଶିକ୍ଷକ ଓ ଶିକ୍ଷୟିତ୍ରୀଙ୍କ ମାସିକ ଦରମା ବନ୍ଦ କଲେ ଜିଲ୍ଲା ଶିକ୍ଷାଧିକାରୀ

ପୁରୀ: ପୁରୀ ଜିଲ୍ଲାର ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ ପାଇଁ ନିର୍ଦ୍ଦେଶ ଦେଲେ ଜିଲ୍ଲା ଶିକ୍ଷାଧିକାରୀ ଦୀପକ ପାଢୀ । ବର୍ଷା ସମୟରେ ସାପ କାମୁଡ଼ିଲେ ଓ ବଜ୍ରପାତ ହେଲେ ସେଥିରୁ କିପରି ସୁରକ୍ଷିତ ରହିବ ସେନେଇ ସଚେତନତା ଶିବିର ପାଇଁ ନିର୍ଦ୍ଦେଶ ଥିଲା, ଏଥିପାଇଁ ପ୍ରଧାନଶିକ୍ଷକଙ୍କୁ ୪୫୦୦…

Live-In Relationships: ଲିଭ୍‌-ଇନ୍‌ରେ ରହୁଥିବା ମହିଳାଙ୍କୁ ମିଳିବ ପତ୍ନୀର ମାନ୍ୟତା!

ଚେନ୍ନାଇ: ଲିଭ୍‌-ଇନ୍‌ ରିଲେସନ୍‌ସିପ୍‌ରେ ରହୁଥିବା ଦମ୍ପତିଙ୍କୁ ନେଇ ମାଡ୍ରାସ ହାଇକୋର୍ଟ ଏକ ଗୁରୁତ୍ୱପୂର୍ଣ୍ଣ ଟିପ୍ପଣୀ କରିଛନ୍ତି। ହାଇକୋର୍ଟଙ୍କ ମଦୁରାଇ ବେଞ୍ଚ କହିଛନ୍ତି ଯେ, ଲିଭ୍‌-ଇନ୍‌ ସଂପର୍କରେ ରହୁଥିବା ମହିଳାଙ୍କୁ ସେମାନଙ୍କର ସୁରକ୍ଷା ସୁନିଶ୍ଚିତ କରିବା ଲାଗି ପତ୍ନୀର…

Subhadra Yojana: ୪.୫୭ ଲକ୍ଷ ହିତାଧିକାରୀଙ୍କୁ ମିଳିଲା ସୁଭଦ୍ରା ଟଙ୍କା

ଭୁବନେଶ୍ୱର: ଓଡ଼ିଶା ସରକାର ଗୁରୁବାର ଦିନ ସୁଭଦ୍ରା ଯୋଜନା ଅଧୀନରେ ୪,୫୭,୬୮୧ ଜଣ ମହିଳାଙ୍କୁ ସୁଭଦ୍ରା ଟଙ୍କା ପ୍ରଦାନ କରିଛନ୍ତି। ଭୁବନେଶ୍ୱରର ଓଡ଼ିଶା କୃଷି ଓ ପ୍ରଯୁକ୍ତିବିଦ୍ୟା ବିଶ୍ୱବିଦ୍ୟାଳୟ (ଓୟୁଏଟି) କ୍ୟାମ୍ପସରେ ଆୟୋଜିତ ଏକ ରାଜ୍ୟସ୍ତରୀୟ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ…

ଚାଲିଛି କି ବଡ଼ ଯୋଜନା? ଚଣ୍ଡିଗଡ଼ ମେୟର ନିର୍ବାଚନରେ ଏକାଠି ହେଲେ ଆପ୍-କଂଗ୍ରେସ

ଅମୃତସର : ଆସନ୍ତା ୨୯ ତାରିଖରେ ଅନୁଷ୍ଠିତ ହେବାକୁ ଯାଉଛି ଚଣ୍ଡିଗଡ଼ ନିର୍ବାଚନ। ମେୟର, ସିନିୟର ଡେପୁଟି ମେୟର ଏବଂ ଡେପୁଟି ମେୟର ପାଇଁ ନିର୍ବାଚନ ହେବ। ତେବେ ରାଜନୈତିକ ଦଳମାନେ ନିଜର ପ୍ରସ୍ତୁତି ଆରମ୍ଭ କରିଛନ୍ତି। ବିଜେପିକୁ ମାତ ଦେବାକୁ ଆପ୍-କଂଗ୍ରେସ ମେଣ୍ଟ କରିବାକୁ ଯୋଜନା…

Trump on India-US trade talks: ଡାଭୋସରେ କହିଦେଲେ ଟ୍ରମ୍ପ୍, ‘ଶୀଘ୍ର ଭାରତ ସହିତ ହେବ ଭଲ ଡ଼ିଲ୍’

ନୂଆଦିଲ୍ଲୀ: ଭାରତ ସାଙ୍ଗରେ ବଡ଼ ଡିଲ୍ ଡାଭୋସରେ ଟ୍ରମ୍ପ କଲେ ବଡ଼ ଘୋଷଣା ପ୍ରଧାନମନ୍ତ୍ରୀ ମୋଦିଙ୍କ ପ୍ରଶଂସାରେ ଖୋଲିଲେ ପେଡି ଗତ କିଛି ମାସ ଧରି ଅଟକି ରହିଥିବା ଭାରତ-ଆମେରିକା ବାଣିଜ୍ୟ ଚୁକ୍ତି, ଏବେ ବାସ୍ତବ ରୂପ ନେବାକୁ ଯାଉଛି। ନିଜେ ଆମେରିକା ରାଷ୍ଟ୍ରପତି ଏନେଇ ଘୋଷଣା…

ଗ୍ରୀନଲ୍ୟାଣ୍ଡ ପରେ କାହାକୁ କବଜା କରିବ ଆମେରିକା ? ଭାରତକୁ ହେବ ଫାଇଦା

ନୂଆଦିଲ୍ଲୀ: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଗ୍ରୀନଲ୍ୟାଣ୍ଡକୁ କବଜା କରି ନିଜ ଦେଶ ସହ ମିଶାଇବାକୁ ଚାହୁଁଛନ୍ତି। ତାଙ୍କ ସେନା କେବେ ଆକ୍ରମଣ କରି ଏହାକୁ ଦଖଲ କରିବ ତାହାର କୌଣସି ସୂଚନା ନାହିଁ। ଗ୍ରୀନଲ୍ୟାଣ୍ଡର ଲୋକମାନେ ମଧ୍ୟ ଏହାକୁ ନେଇ ସତର୍କ ଅଛନ୍ତି। ଟ୍ରମ୍ପ ବାରମ୍ବାର…