Latest Odisha News

BREAKING NEWS

Browsing Category

ମୁଖ୍ୟ ଖବର

୭୦ ବର୍ଷ କୃତ୍ରିମ ଫୁସଫୁସ, ଲୁହା ବାକ୍ସରେ ରହିବା ପରେ ଚାଲିଗଲେ ପଲ ଆଲେକଜାଣ୍ଡର

ୱାଶିଂଟନ: ପଲ ଆଲେକଜାଣ୍ଡରଙ୍କ ୭୮ ବର୍ଷ ବୟସରେ ପରଲୋକ ହୋଇଯାଇଛି । ଏହା ଶୁଣିବା ମାତ୍ରେ ସାମାନ୍ୟ ଦୁଃଖ ବ୍ୟତୀତ ଆମକୁ କିଛି ପ୍ରଭାବିତ କରିପାରୁନି । ଦିନେ କି ମାସେ ନୁହେଁ ଏହି ବ୍ୟକ୍ତି ୭୦ ବର୍ଷ କୃତ୍ରିମ ଫୁସଫୁସ ଓ ଲୁହାର ବାକ୍ସ ମଧ୍ୟରେ ରହି ଜୀବନ କାଟିବା ପରେ ଆର ପାରି ଚାଲିଯିବା…

ମେଣ୍ଟ ନେଇ କୌଣସି ଆଲୋଚନା ହୋଇନାହିଁ: ଦେବୀ ମିଶ୍ର

ଭୁବନେଶ୍ୱର: ରାଜ୍ୟ ବିଜେପି ସଭାପତି ମନମୋହନ ସାମଲଙ୍କ ବୟାନକୁ ନେଇ ଆଜି ଦିନ ତମାମ ରାଜ୍ୟ ରାଜନୀତି ହଇଚଇ ହୋଇଥିଲା। ଏହାରି ମଧ୍ୟରେ ଶାସକ ବିଜେଡ଼ିର ଉଚ୍ଚସ୍ତରୀୟ ବୈଠକ ଆୟୋଜିତ ହୋଇଯାଇଛି। ଏହି ବୈଠକରେ ଶାସକ ଦଳର ବରିଷ୍ଠ ନେତୃବୃନ୍ଦ ଉପସ୍ଥିତ ରହିଥିଲେ। ଆଶା କରାଯାଉଥିଲା ବୈଠକରେ…

ଗ୍ରାମ୍ୟ ସାଧନ କର୍ମୀ ମାନଙ୍କ ଦୈନିକ ପାରିଶ୍ରମିକରେ ବୃଦ୍ଧି, ଉପକୃତ ହେବେ ୧୦ ହଜାର କର୍ମୀ

ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ରାଜ୍ୟର ସମସ୍ତ ଗ୍ରାମ୍ୟ ସାଧନ କର୍ମୀ (Village Resource Persons) ମାନଙ୍କର ପାରିଶ୍ରମିକ ବୃଦ୍ଧି ଘୋଷଣା କରିଛନ୍ତି । ତଦନୁଯାୟୀ ସେମାନଙ୍କ ଦୈନିକ କାର୍ଯ୍ୟ ଦିବସର ପାରିଶ୍ରମିକ ୩୦୦ ଟଙ୍କାରୁ ୪୦୦ ଟଙ୍କାକୁ ବୃଦ୍ଧି ପାଇଛି। ଏଥିସହିତ…

ହାତ ଛାଡ଼ି ପଦ୍ମ ଧରିଲେ ପୂର୍ବତନ ବିଧାୟକ ଅନାମ ନାୟକ ଏବଂ ପିସିସି ସଦସ୍ୟ ରାକେଶ ସିଂ

ଭୁବନେଶ୍ୱର: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱ ଏବଂ ଭାରତୀୟ ଜନତା ପାର୍ଟି ପ୍ରତି ଦେଶବାସୀ ତଥା ରାଜ୍ୟବାସୀଙ୍କ ଆସ୍ଥା ଓ ବିଶ୍ୱାସ ବୃଦ୍ଧି ପାଇ ଚାଲିଛି । ରାଜ୍ୟରେ ଭାରତୀୟ ଜନତା ପାର୍ଟି ହିଁ ଓଡ଼ିଶାରେ ଏକମାତ୍ର ବିକଳ୍ପ । ମୋଦି ସରକାର ଏବଂ ମୋଦି ଗ୍ୟାରେଂଟି ଉପରେ…

ସଡକ ଦୁର୍ଘଟଣାରେ ଶ୍ରୀଲଙ୍କାର ପୂର୍ବତନ ଅଧିନାୟକ ଥିରିମାନେ ଗୁରୁତର

କଲମ୍ବୋ: ଶ୍ରୀଲଙ୍କାର ପୂର୍ବତନ ଅଧିନାୟକ ଲାହିରୁ ଥିରିମାନେ ସଡକ ଦୁର୍ଘଟଣାରେ ଗୁରୁତର ଆହତ ହୋଇ ଡାକ୍ତରଖାନାରେ ଭର୍ତି ହୋଇଛନ୍ତି । ସେ ତାଙ୍କ କାରରେ ଯାଉଥିବା ବେଳେ ଏହା ଆଉ ଏକ ଗାଡି ସହ ମୁହାଁମୁହିଁ ଧକ୍କା ହୋଇଥିଲା । ତାଙ୍କ ସହ ସେହି କାରରେ ଥିବା ଅନ୍ୟ ଜଣେ ବ୍ୟକ୍ତି ମଧ୍ୟ ଆହତ…

ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ଆହତ: ମୁଣ୍ଡରେ ଲାଗିଛି ଗଭୀର ଆଘାତ, ମେଡିକାଲରେ ଭର୍ତ୍ତି

ନୂଆଦିଲ୍ଲୀ: ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ମୁଣ୍ଡରେ ଲାଗିଛି ଗଭୀର ଆଘାତ। ତାଙ୍କ ମୁଣ୍ଡରୁ ରକ୍ତ ଝରିବାରୁ ଚିକିତ୍ସା ପାଇଁ ତାଙ୍କୁ କୋଲକତା ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଏନେଇ ତୃଣମୂଳ କଂଗ୍ରେସ (ଟିଏମସି) ପକ୍ଷରୁ ସୋସିଆଲ ମିଡ଼ିଆ ପ୍ଲାଟଫର୍ମ ଏକ୍ସ’ରେ ଏକ ପୋଷ୍ଟ…

ତିସରୀ ବେଗମ ଫିଲ୍ମରୁ ଜୟ ଶ୍ରୀରାମ କାଟିବାକୁ ମନା କଲେ କେସି ବୋକାଡିୟା

ମୁମ୍ବାଇ: ରାଜେଶ ଖାନ୍ନା, ଅମିତାଭ ବଚ୍ଚନ ଓ ଶାହାରୁଖ ଖାଁଙ୍କ ପରି ସୁପରଷ୍ଟାରଙ୍କ ସହ କାମ କରିଥିବା ନିର୍ମାତା ଓ ନିର୍ଦ୍ଦେଶକ କେସି ବୋକାଡିୟା ଏବେ ତାଙ୍କ ଆଗାମୀ ଫିଲ୍ମ ନେଇ ଅଡୁଆରେ ପଡିଛନ୍ତି । ସେନ୍ସର ବୋର୍ଡ ତାଙ୍କର ତିସରୀ ବେଗମ ଫିଲ୍ମରୁ ଜୟ ଶ୍ରୀ ରାମ ହଟେଇବା ପାଇଁ କହିଛନ୍ତି ।…

ଏମ୍‌ସ ଭୁବନେଶ୍ୱରକୁ ମର୍ଯ୍ୟାଦାଜନକ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଏସିଆ ସେଫ୍‌ ସର୍ଜିକାଲ୍ ଇମ୍ପ୍ଲାଣ୍ଟ କନସୋର୍ଟିୟମ୍…

ଭୁବନେଶ୍ୱର: ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (ଡବ୍ଲ୍ୟୁଏଚ୍‌ଓ) ପକ୍ଷରୁ ମର୍ଯ୍ୟାଦାଜନକ ଏସିଆ ସେଫ୍ ସର୍ଜିକାଲ୍ ଇମ୍ପ୍ଲାଣ୍ଟ କନ୍ସୋର୍ଟିୟମ୍ କ୍ୟୁଆଇପି ପୁରସ୍କାର ୨୦୨୩ରେ ସମ୍ମାନିତ ହୋଇଛି ଏମ୍‌ସ ଭୁବନେଶ୍ୱର। ହସ୍‌ପିଟାଲରେ ବ୍ୟବହୃତ ବିଭିନ୍ନ ଯାନ୍ତ୍ରିକ ଉପକରଣର ଗୁଣବତ୍ତା ଏବଂ ପ୍ରତିରୋପଣ…

ରଣଜୀ ଟ୍ରଫି: ମୁମ୍ବାଇକୁ ୪୨ତମ ଟାଇଟଲ

ନୂଆଦିଲ୍ଲୀ: ୮ ବର୍ଷ ପରେ ମୁମ୍ବାଇ ପୂନର୍ବାର ରଣଜୀ ଟ୍ରଫି ଟାଇଟଲ ହାସଲ କରିବାରେ ସଫଳ ହୋଇଛି । ଫାଇନାଲରେ ବିଦର୍ଭକୁ ୧୬୯ ରନରେ ହରାଇ ମୁମ୍ବାଇ ୪୨ତମ ଟାଇଟଲ ହାସଲ କରି ଇତିହାସ ରଚିଛି । ମୁମ୍ବାଇ ୫୩୮ ରନର ବିଶାଳ ଲକ୍ଷ୍ୟ ବିଦର୍ଭ ସମ୍ମୁଖରେ ରଖିଥିଲା । ପ୍ରଥମ ଇନିଂସରେ ଭଲ ବ୍ୟାଟିଂ…

ଆଇପିଏଲରେ ଅପମାନଜନକ ଢ଼ଙ୍ଗରେ ବାଦ ପଡିଥିବା ଅଧିନାୟକ

ମୁମ୍ବାଇ: ଇଣ୍ଡିଆନ ପ୍ରିମିୟର ଲିଗ ୨୦୨୪ର ସଂସ୍କରଣ ପାଇଁ ରୋହିତ ଶର୍ମାଙ୍କ ବଦଳରେ ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ମୁମ୍ବାଇ ଇଣ୍ଡିଆନ୍ସର ଅଧିନାୟକ କରିଥିବା ବେଳେ ସନରାଇଜର୍ସ ହାଇଦ୍ରାବାଦ ଷ୍ଟିଭ ସ୍ମିଥ ଉପରେ ଭରୋଷା ରଖିଛି । ଆସନ୍ତୁ ନଜର ପକାଇବେ ଆଇପିଏଲରେ କିଭଳି କେତେକ ଖେଳାଳି ଅପମାନଜନକ…