Latest Odisha News

BREAKING NEWS

Browsing Category

ମୁଖ୍ୟ ଖବର

Odisha Textbook Error: ପାଠ୍ୟ ପୁସ୍ତକ ତ୍ରୁଟି; SCERT କାର୍ଯ୍ୟାଳୟରେ ତଦନ୍ତ କମିଟି ସଦସ୍ୟ

ଭୁବନେଶ୍ବର:ପାଠ୍ୟ ପୁସ୍ତକରେ ତ୍ରୁଟି ଘଟଣାରେ SCERT କାର୍ଯ୍ୟାଳୟରେ ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ଗଠିତ ତଦନ୍ତ କମିଟିର ତନାଘନା । ଦୋଷୀଙ୍କ ବିରୋଧରେ ହୋଇପାରେ କାର୍ଯ୍ୟାନୁଷ୍ଠାନ । ସୂଚନା ଅନୁଯାୟୀ, ବୁଧବାର ସକାଳୁ SCERT ଅଫିସରେ ପହଁଛିନ୍ତି ତଦନ୍ତ କମିଟି ସଦସ୍ୟ । ଓଡ଼ିଆଭାଷା…

Cement Factory:ସିମେଣ୍ଟ କାରଖାନା ବନ୍ଦକୁ ବିରୋଧ;ଶୋଭାଯାତ୍ରାରେ ବିଭିନ୍ନ ସଂଗଠନ ସାମିଲ

ବରଗଡ଼:ଆସନ୍ତା ଅଗଷ୍ଟ ୧୯ରୁ ବରଗଡ଼ ସିମେଣ୍ଟ କାରଖାନା ବନ୍ଦ ହୋଇଯିବ । କାରଖାନା କର୍ତ୍ତୃପକ୍ଷ ଏ ନେଇ ଗତ ୧୯ ତାରିଖ ଭାରତ ସରକାରଙ୍କ ଶ୍ରମ ମନ୍ତ୍ରଣାଳୟକୁ ଅବଗତ କରିଛନ୍ତି । ଏହା ଜାଣିବା ପରେ ଅଞ୍ଚଳରେ ଅସନ୍ତୋଷ ବଢିଛି । ଏନେଇ ଆଜି ବରଗଡ଼ ନାଗରିକ ମଞ୍ଚ ଆହ୍ୱାନରେ ବିକ୍ଷୋଭ…

ବିରିୟାନୀ ଖରାପ ବୋଲି କହିବାରୁ ଗ୍ରାହକଙ୍କୁ ନିର୍ଦ୍ଧୁମ ଛେଚିଲେ ହୋଟେଲ କର୍ମଚାରୀ

ଜଗତସିଂହପୁର: ବିରିୟାନୀ ପାଇଁ ତୁମୁଳକାଣ୍ଡ। ବିରିୟାନୀ ଖରାପ ଓ ବାସି ବୋଲି କହିବାରୁ ଗ୍ରାହକଙ୍କୁ ନିର୍ଦ୍ଧୁମ ଛେଚିଲେ ହୋଟେଲ କର୍ମଚାରୀ। ଜଗତସିଂହପୁର ଜିଲ୍ଲା କୁଜଙ୍ଗ ଥାନା ଅଞ୍ଚଳରେ ଘଟିଛି ଘଟଣା। ବାସି ବିରିୟାନୀ କହି ନିର୍ଘାତ ମାଡ଼ ଖାଇଛନ୍ତି ଗ୍ରାହକ। ସାମାନ୍ୟ ଏହି କଥାରେ…

ଆଇପିଏଲ ବେଟିଂ ରାକେଟର ପର୍ଦ୍ଦାଫାଶ, କିଙ୍ଗପିନକୁ ବାନ୍ଧିଲା ପୁରୀ ପୋଲିସ

ପୁରୀ: ଆଇପିଏଲ ବେଟିଂ ରାକେଟର ବସ୍ ଗିରଫ। କିଙ୍ଗପିନ୍ କୁ ବାନ୍ଧିଲା ପୁରୀ ପୋଲିସ। ଫିଲ୍ମ ଷ୍ଟାଇଲରେ ନିଜ ନାଆଁ ଗୋପନ ରଖି ବେଟିଂ ମାଧ୍ୟମରେ କୋଟି କୋଟି ଟଙ୍କା ହତେଇଥିଲା ବ୍ରହ୍ମପୁରର କ୍ରିଷ୍ଣ ପ୍ରସାଦ ତ୍ରିପାଠୀ। କ୍ରୀଷ୍ଣ ପ୍ରସାଦ ଜଣେ ହୋଟେଲ୍ ମାଲିକ ହୋଇଥିବା ବେଳେ ସେ ଚଳାଇଥିଲେ…

End To US Arms Dependency:ଇସ୍ରାଏଲ ଅସ୍ତ୍ରଶସ୍ତ୍ର ପାଇଁ ଆମେରିକା ଉପରେ ନିର୍ଭରଶୀଳତାରୁ ନିଜକୁ…

ତେଲ ଅଭିଭ: ଇସ୍ରାଏଲକୁ ସାମରିକ ଭାବରେ ଅଧିକ ଆତ୍ମନିର୍ଭରଶୀଳ କରିବାର ଆବଶ୍ୟକତା ଉପରେ ଗୁରୁତ୍ୱାରୋପ କରି, ବେଞ୍ଜାମିନ୍ ନେତାନ୍ୟାହୁ କହିଛନ୍ତି ଯେ ଦେଶକୁ ନିଜର ଅସ୍ତ୍ରଶସ୍ତ୍ର ନିର୍ମାଣ କ୍ଷମତା ବିକଶିତ କରିବାକୁ ପଡିବ ଏବଂ ବିଦେଶୀ ଯୋଗାଣକାରୀଙ୍କ ଉପରେ ନିର୍ଭରଶୀଳତା ହ୍ରାସ କରିବାକୁ…

ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ ରାମଦାସ ଅଠାୱଲେ: କେନ୍ଦ୍ର ଓ ରାଜ୍ୟର ସମନ୍ୱୟରେ ଆହୁରି ସୁଦୃଢ ହେବ ସାମାଜିକ କଲ୍ୟାଣ…

ଭୁବନେଶ୍ୱର: କେନ୍ଦ୍ର ସାମାଜିକ ନ୍ୟାୟ ଓ ସଶକ୍ତିକରଣ ରାଷ୍ଟ୍ରମନ୍ତ୍ରୀ ରାମଦାସ ଅଠାୱଲେ ଆଜି ଲୋକ ସେବା ଭବନଠାରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ଏକ ସୌଜନ୍ୟମୂଳକ ସାକ୍ଷାତ କରିଛନ୍ତି। ଏହି ସାକ୍ଷାତକାରରେ କେନ୍ଦ୍ରମନ୍ତ୍ରୀ ଅଠାୱଲେ ମୁଖ୍ୟମନ୍ତ୍ରୀଙ୍କ ସହ ରାଜ୍ୟରେ ସାମାଜିକ ନ୍ୟାୟ…

CBSE ଦ୍ୱାଦଶ ଶ୍ରେଣୀ ପୁନଃମୂଲ୍ୟାୟନରେ ୫୦୦ରୁ ୫୦୦ ନମ୍ବର ରଖି ରେକର୍ଡ ସୃଷ୍ଟି କଲେ ରାଞ୍ଚି ଝିଅ

ରାଞ୍ଚି: କୁହାଯାଏ ଅଦମ୍ୟ ଇଚ୍ଛା ଶକ୍ତି ଏବଂ ଦୃଢ଼ ଆତ୍ମବିଶ୍ୱାସ ବଳରେ ସବୁକିଛି ସମ୍ଭବ ହୋଇଥାଏ । ଏହି ମନୋଭାବ ରହିଲେ ଅସମ୍ଭବ କାର୍ଯ୍ୟ ମଧ୍ୟ ସହଜ ହୋଇଯାଏ ଏବଂ ଜଣେ ବ୍ୟକ୍ତି ନିଜ ଜୀବନରେ ଯେକୌଣସି ଲକ୍ଷ୍ୟ ହାସଲ କରିପାରେ। କଥାରେ ଅଛି ପରିଶ୍ରମ ହିଁ ସଫଳତାର ଚାବିକାଠି। ଆଉ ଏହାକୁ ଅଙ୍ଗେ…

ଇଥାନଲ୍ ମିଶ୍ରଣ ସମ୍ପର୍କିତ ଭ୍ରମାତ୍ମକ ପୋଷ୍ଟ ନାହିଁ କୌଣସି ସତ୍ୟତା: ସରକାରଙ୍କ ସ୍ପଷ୍ଟୀକରଣ

ନୂଆଦିଲ୍ଲୀ: ଭାରତ ସରକାର ଇଥାନଲ୍ ମିଶ୍ରିତ ପେଟ୍ରୋଲ ସମ୍ପର୍କରେ ସୋସିଆଲ ମିଡିଆରେ ପ୍ରସାରିତ ହେଉଥିବା କେତେକ ଭ୍ରମାତ୍ମକ ଏବଂ ଆଧାରହୀନ ଖବରକୁ ସଂଜ୍ଞାନରେ ନେଇଛନ୍ତି। ଏହିସବୁ ବିଷୟ ଜନସାଧାରଣଙ୍କୁ ବିଭ୍ରାନ୍ତ ଏବଂ ପଥଭ୍ରଷ୍ଟ କରିବା ଉଦ୍ଦେଶ୍ୟରେ ପ୍ରସାରଣ କରାଯାଉଥିବା ପରି ମନେହେଉଥିବା…

କାଲି ନବୀନ ନିବାସରେ ହାଇଭୋଲଟେଜ୍ ରୁଦ୍ଧଦ୍ୱାର ବୈଠକ: ସୁଜାତା କାର୍ତ୍ତିକେୟନଙ୍କ ଏଣ୍ଟ୍ରିକୁ ନେଇ ସସପେନ୍ସ, ବଡ଼…

ଭୁବନେଶ୍ୱର: ଓଡ଼ିଶା ରାଜନୀତିର କେନ୍ଦ୍ର କୁହାଯାଉଥିବା ‘ନବୀନ ନିବାସ’ରେ ଆସନ୍ତାକାଲି ଏକ ବଡ଼ଧରଣର ରାଜନୈତିକ ହଲଚଲ ଦେଖିବାକୁ ମିଳିପାରେ। ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଦଳର ଶୀର୍ଷ ତଥା ବରିଷ୍ଠ ନେତାମାନଙ୍କୁ ନେଇ ଏକ ଗୁରୁତ୍ୱପୂର୍ଣ୍ଣ ରୁଦ୍ଧଦ୍ୱାର ବୈଠକ…

ଓଡ଼ିଶାରେ ପ୍ରଥମ ଥର ପାଇଁ ଦିଲ୍ଲୀ ଆୟୋଜିତ ହେଲା ଜାତୀୟ ସ୍ତରର ସାମୁଦ୍ରିକ ସୁରକ୍ଷା ବୈଠକ

ଭୁବନେଶ୍ୱର: ଓଡ଼ିଶାରେ ପ୍ରଥମ ଥର ୧୪ତମ 'ମଲ୍ଟି ଏଜେନ୍ସି ସାମୁଦ୍ରିକ ସୁରକ୍ଷା ଗ୍ରୁପ୍' ବୈଠକ, ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ । ଏହି ଅବସରରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍ତି ଯେ, ଆମର ସମୁଦ୍ର କେବଳ ଏକ ଭୌଗୋଳିକ ସୀମା ନୁହେଁ; ଏହା ବ୍ୟାପକ ସୁଯୋଗ, ସମୃଦ୍ଧି ଏବଂ ଆନ୍ତର୍ଜାତୀୟ…