Latest Odisha News

BREAKING NEWS

Browsing Category

ମୁଖ୍ୟ ଖବର

କଂଗ୍ରେସକୁ ଲାଗିଲା ବଡ ଝଟକା, ବିଜେପିରେ ସାମିଲ ହେଲେ ଏହି ବଡ ନେତା

ଭୋପାଲ; ନିର୍ବାଚନ ପୂର୍ବରୁ କଂଗ୍ରେସକୁ ବଡ ଝଟକା । ବିଜେପିରେ ସାମିଲ ହେଲେ ପୂର୍ବତନ କେନ୍ଦ୍ର ମନ୍ତ୍ରୀ ସୁରେଶ ପଚୌରୀ । ମଧ୍ୟପ୍ରଦେଶର ରାଜଧାନୀ ଭୋପାଳରେ ଥିବା ବିଜେପି କାର୍ଯ୍ୟାଳୟରେ ସେ ବିଧିବଦ୍ଧ ଭାବରେ ବିଜେପିରେ ସାମିଲ ହୋଇଛନ୍ତି । ସିଏମ ମୋହନ ଯାଦବ, ପୂର୍ବତନ ସିଏମ ଶିବରାଜ ସିଂ…

ଅରୁଣାଚଳରେ ସେଲା ଟନେଲର ଉଦଘାଟନ କଲେ ମୋଦୀ

ଇଟାନଗର: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଅରୁଣାଚଳପ୍ରଦେଶର ଇଟାନଗରରେ ସେଲା ଟନେଲ ସମେତ ଅନେକ ବିକାଶମୂଳକ ପ୍ରକଳ୍ପର ଶିଳାନ୍ୟାସ ଓ ଉଦଘାଟନ କରିଛନ୍ତି । ଏଠାରେ ଆୟୋଜିତ 'ବିକଶିତ ଭାରତ, ବିକଶିତ ନର୍ଥ-ଇଷ୍ଟ' କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି ଯେ, ସମଗ୍ର…

ଭାରତର ବୟକଟ୍ ଯୋଗୁଁ ସଙ୍କଟରେ ମାଳଦ୍ୱୀପ, ଭାରତୀୟଙ୍କୁ କ୍ଷମା ମାଗିଲେ ପୂର୍ବତନ ରାଷ୍ଟ୍ରପତି

ନୂଆଦିଲ୍ଲୀ: ଭାରତୀୟ ମାନଙ୍କ ଦ୍ବାରା ବୟକଟ୍ କରାଯିବା ପରେ ଏବେ ମାଳଦ୍ୱୀପର ଅବସ୍ଥା ଅତି ଖରାପ ଦିଗକୁ ଗତି କରୁଛି । ଦେଶର ପର୍ଯ୍ୟଟନ କ୍ଷେତ୍ରରେ ବ୍ୟାପକ କ୍ଷତି ହୋଇଛି । ଯାହାକୁ ନେଇ ମାଳଦ୍ୱୀପର ପୂର୍ବତନ ରାଷ୍ଟ୍ରପତି ମହମ୍ମଦ ନଶୀଦ ମାଳଦ୍ୱୀପବାସୀଙ୍କୁ କ୍ଷମା କରିଦେବାକୁ ଭାରତୀୟଙ୍କୁ…

ପୃଥିବୀକୁ କେବେ ହେଲେ ଆସିନାହାନ୍ତି ଏଲିଅନ: ପେଣ୍ଟାଗନ

ନୂଆଦିଲ୍ଲୀ: ବଲିଉଡ ଚଳଚ୍ଚିତ୍ର "କୋଇ ମିଲ ଗୟା" ତ ସମସ୍ତେ ଦେଖିଥିବେ ନିଶ୍ଚୟ । ଚଳଚ୍ଚିତ୍ରରେ ଏକ ଏଲିଅନ ପୃଥିବୀ ପୃଷ୍ଠକୁ ଆସି ଅନେକ ଅସମ୍ଭବ କାର୍ଯ୍ୟକୁ ଚୁଟକି ରେ ସମ୍ଭବ କରିଦେଇଥିଲା । ଚଳଚ୍ଚିତ୍ରକୁ ଦେଖି ପ୍ରାୟ ସମସ୍ତଙ୍କ ମନରେ ଗୋଟିଏ ପ୍ରଶ୍ନ ତ ନିଶ୍ଚୟ ଆସିଥିବ । କ’ଣ ସତରେ…

ବଡଦେଉଳରୁ ଖସିଲା ପଥର, କାହାର କିଛି କ୍ଷତି ହୋଇନାହିଁ

ପୁରୀ: ଶ୍ରୀମନ୍ଦିରରୁ ଖସିପଡିଲା ପଥର । ଶ୍ରୀମନ୍ଦିରର ବିମଳା ମନ୍ଦିର ନିକଟ ବରାହ ମନ୍ଦିର ପାଖ ମୁଖ୍ୟ ମନ୍ଦିରରୁ ଶନିବାର ଭୋରରୁ ପଥର ଖସିପଡିଥିବା ଜଣାପଡିଛି । ASI ପକ୍ଷରୁ ଦକ୍ଷିଣ ଘର ପଛପଟୁ ଅନେକ ପଥର ପରିବର୍ତ୍ତନ କରାଯାଇଥିଲା । ସେଠାରୁ ପଥର ଖସିଥିବା ନେଇ ଅନୁମାନ କରାଯାଉଛି ।…

କିଛି ଲାଭ, କିଛି କ୍ଷତି: ବିଜେଡି, ବିଜେପି ‘ମେଣ୍ଟ’ର ଅର୍ଥ ଉଭୟ ଦଳ ପାଇଁ କ’ଣ ହୋଇପାରେ?

ସନ୍ଦୀପ ମିଶ୍ର ଭୁବନେଶ୍ୱର: ରାଜ୍ୟର ଦୁଇ ପ୍ରମୁଖ ଦଳ ବିଜେଡି ଓ ବିଜେପି ମେଣ୍ଟ କରିବେ ନା କରିବେନି? ଦୀର୍ଘ ୧୫ ବର୍ଷର ବ୍ୟବଧାନ ପରେ ଉଭୟ ଦଳ ନିର୍ବାଚନୀ ମେଣ୍ଟ ଆଡ଼କୁ ଆଗେଇ ଆସୁଥିବାରୁ ଓଡ଼ିଶାରେ ଶାସକ ବିଜେଡି ଓ ବିରୋଧୀ ବିଜେପି ମଧ୍ୟରେ ଲାଗି ରହିଥିବା ଦ୍ୱନ୍ଦ୍ୱର ଅନ୍ତ ଘଟିବା…

ବିଜେପି ସମର୍ଥନରେ ଝାଡ଼ଖଣ୍ଡରୁ ରାଜ୍ୟସଭା ପ୍ରାର୍ଥୀ ହେବେ ଓଡ଼ିଆ ବ୍ୟବସାୟୀ ହରିହର ମହାପାତ୍ର

ରାଞ୍ଚି: ଝାଡଖଣ୍ଡର ଦୁଇଟି ରାଜ୍ୟସଭା ଆସନ ପାଇଁ ହେବାକୁ ଥିବା ନିର୍ବାଚନ ପାଇଁ ନାମାଙ୍କନ ଭରିବେ ଦୁଇ ଜଣ । ଏଥିମଧ୍ୟରୁ ଜଣେ ରହିଛନ୍ତି ଓଡ଼ିଆ । ମୁମ୍ବାଇର ରହୁଥିବା ଏହି ଓଡ଼ିଆ ବ୍ୟବସାୟୀ ହେଉଛନ୍ତି ହରିହର ମହାପାତ୍ର। ସେ ରାଜ୍ୟସଭା ନିର୍ବାଚନ ପାଇଁ ନାମାଙ୍କନ ପତ୍ର ନେଇଛନ୍ତି।…

ଲିଙ୍ଗରାଜରେ ଉଠିଲା ମହାଦୀପ, ବ୍ରତ ଭାଙ୍ଗିଲେ ବ୍ରତଧାରୀ

ଭୁବନେଶ୍ୱର: ନିର୍ଦ୍ଧାରିତ ସମୟରେ ଉଠିଲା ମହାଦୀପ। ମହାଦୀପ ଦର୍ଶନ କଲେ ସନ୍ଧ୍ୟାରୁ ଦୀପାଳି ଜାଳୁଥିବା ହଜାର ହଜାର ଶ୍ରଦ୍ଧାଳୁ। ଶିବ ପଞ୍ଚାକ୍ଷରୀରେ କମ୍ପିଛି ଏକାମ୍ରକ୍ଷେତ୍ର। ମନ୍ଦିର ବେଢ଼ାରେ ଓ ବାହାରେ ହଜାର ହଜାର ଶ୍ରଦ୍ଧାଳୁ ଉଜାଗର ରହି ଜାଗର ଜାଳିଛନ୍ତି। ଘଣ୍ଟଘଣ୍ଟା, ହରିବୋଲ,…

ବିବାଦୀୟ ବୟାନ ପ୍ରତି କାଶ୍ୟପଙ୍କ ଅନୁରାଗ: ରାମ ମନ୍ଦିର ପ୍ରତିଷ୍ଠାକୁ ବିଜ୍ଞାପନ ସହ ତୁଳନା କଲେ

ମୁମ୍ବାଇ: ଅନୁରାଗ କାଶ୍ୟପ ଫିଲ୍ମ ବ୍ୟତୀତ ସର୍ବଦା ତାଙ୍କ ବିବାଦୀୟ ବୟାନ ନେଇ ଚର୍ଚ୍ଚାରେ ରହିଥାନ୍ତି । ନିକଟରେ ସେ ଏକ ସାକ୍ଷାତକାରରେ ରାମ ମନ୍ଦିର ପ୍ରାଣ ପ୍ରତିଷ୍ଠାକୁ ଏକ ବିଜ୍ଞାପନ ସହ ତୁଳନା କରି ଆଉ ଏକ ବିବାଦ ସୃଷ୍ଟି କରିଛନ୍ତି । ତାଙ୍କର ଏହି ବୟାନକୁ ସୋସିଆଲ ମିଡିଆରେ ବେଶ…

ନିର୍ବାଚନୀ ବଣ୍ଡ: ଏସବିଆଇ ବିରୋଧରେ ହେବ କାର୍ଯ୍ୟାନୁଷ୍ଠାନ ନା ମିଳିବ ମହଲତ?

ନୂଆଦିଲ୍ଲୀ: ଭାରତୀୟ ଷ୍ଟେଟ୍ ବ୍ୟାଙ୍କ (ଏସବିଆଇ) ପକ୍ଷରୁ ଦାଖଲ କରାଯାଇଥିବା ଆବେଦନର ଶୁଣାଣି ଆସନ୍ତା ୧୧ ତାରିଖରେ ହେବ। ଗତ ସପ୍ତାହରେ ଏସବିଆଇ ସର୍ବୋଚ୍ଚ ଅଦାଲତଙ୍କ ଦ୍ୱାରସ୍ଥ ହୋଇ ରାଜନୈତିକ ଦଳମାନଙ୍କ ଦ୍ୱାରା ନଗଦ ହୋଇଥିବା ପ୍ରତ୍ୟେକ ନିର୍ବାଚନୀ ବଣ୍ଡର (ଇଲେକ୍ଟୋରାଲ ବଣ୍ଡ) ବିବରଣୀ…