Latest Odisha News

BREAKING NEWS

Browsing Category

ମୁଖ୍ୟ ଖବର

ଦଶାହ ଭୋଜି ଖାଇ ୪ ମୃତ, ୧୭ ଆକ୍ରାନ୍ତ

ଝାରସୁଗୁଡ଼ା: ସୁନ୍ଦରଗଡ଼ ଜିଲ୍ଲା ହେମଗିର ବ୍ଲକ ଅନ୍ତର୍ଗତ ନୂଆଡ଼ିହି ଗାଁରେ ଏକ ଦୁଃଖଦ ଘଟଣା ଘଟିଛି । ଦଶାହ ଭୋଜି ଖାଇବା ପରେ ୪ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ପ୍ରାୟ ୧୭ ଜଣ ଗୁରୁତର ହୋଇଛନ୍ତି । ସମସ୍ତ ଗୁରୁତରଙ୍କୁ ଚିକିତ୍ସା ପାଇଁ ସ୍ଥାନୀୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି ।…

କ’ଣ ଟ୍ରମ୍ପଙ୍କୁ ମିଳିଲା ବଡ଼ ବିଜୟ? ୟୁରାନିୟମ୍ ଛାଡ଼ିବାକୁ ଇରାନ ରାଜି, ଜାଣନ୍ତୁ ତେହେରାନର ୪ଟି ବଡ଼ ସର୍ତ୍ତ

ୱାସିଂଟନ୍: ଆମେରିକା ଏବଂ ଇରାନ ମଧ୍ୟରେ ଲାଗି ରହିଥିବା ଯୁଦ୍ଧ ଏବେ ଏକ ନିର୍ଣ୍ଣାୟକ ମୋଡ଼ରେ ପହଞ୍ଚିଥିବା ମନେହେଉଛି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଦାବି କରିଛନ୍ତି ଯେ, ଇରାନ ସହ ଏକ ଶାନ୍ତି ଚୁକ୍ତି ପ୍ରାୟତଃ ଚୂଡ଼ାନ୍ତ ପର୍ଯ୍ୟାୟରେ ପହଞ୍ଚିଛି। ଏହି ଚୁକ୍ତିର ସବୁଠାରୁ…

କୋଲକାତାରେ ଗର୍ଜିଲା ବୁଲଡୋଜର: ବେଆଇନ ନିର୍ମାଣ ବିରୋଧରେ ମହାନଗର ନିଗମର ଆକ୍ସନ୍

କୋଲକାତା: ପଶ୍ଚିମବଙ୍ଗ ରାଜଧାନୀ କୋଲକାତାରେ ଏବେ ‘ବୁଲଡୋଜର ଆକ୍ସନ୍’କୁ ନେଇ ଜୋରଦାର ଚର୍ଚ୍ଚା। ଯେଉଁ ବୁଲଡୋଜରକୁ କେବଳ ଉତ୍ତରପ୍ରଦେଶ କିମ୍ବା ମଧ୍ୟପ୍ରଦେଶ ରାଜନୀତିରେ ବେଶି ଦେଖିବାକୁ ମିଳୁଥିଲା, ଏବେ ତାହା କୋଲକାତାର ରାସ୍ତାରେ ଗର୍ଜୁଛି। ସହରର ବିଭିନ୍ନ ସ୍ଥାନରେ ଛତୁ ଫୁଟିଲା ଭଳି…

ଫଲଟା ଆସନରେ ବିଜେପିର ବଡ଼ ଲିଡ୍, ପଛରେ ପଡ଼ିଲେ ମମତାଙ୍କ ‘ପୁଷ୍ପା’

କୋଲକାତା: ପଶ୍ଚିମବଙ୍ଗର ଫଲଟା ବିଧାନସଭା ଆସନରେ ଭୋଟ ଗଣତି ଜାରି ରହିଛି। ୧୪୪ ନମ୍ବର ଏହି ଆସନରେ ୨୧ଟି ଇଭିଏମ୍ ରାଉଣ୍ଡ ମଧ୍ୟରୁ ୧୨ଟି ରାଉଣ୍ଡର ଗଣନା ଶେଷ ହୋଇଛି। ବର୍ତ୍ତମାନ ଟ୍ରେଣ୍ଡ୍ ଅନୁସାରେ ବିଜେପି ପ୍ରାର୍ଥୀ ଦେବାଂଶୁ ପଣ୍ଡା ବହୁ ଭୋଟରେ ଲିଡରେ ଅଛନ୍ତି। ଦେବାଂଶୁ ପଣ୍ଡା ୮୦…

Flight Over Sensitive Puri Zone: ପୁରୀ ଶ୍ରୀମନ୍ଦିର ଜୋନ ଉପରେ ବିଜେପି ସାଂସଦ ଉଡାଇଲେ ହେଲିକପ୍ଟର, ପ୍ରଶ୍ନ…

ଭୁବନେଶ୍ବର: ବିଜେଡି ନେତ୍ରୀ ତଥା ରାଜ୍ୟସଭା ସାଂସଦ ସୁଲତା ଦେଓ ଅଭିଯୋଗ କରିଛନ୍ତି ଯେ ବିଜେପି ସାଂସଦ ସଙ୍ଗୀତା ସିଂହ ଦେଓ ଏବଂ ତାଙ୍କ ଝିଅ ନିବୃତ୍ତିଙ୍କୁ ପୁରୀର ଅତ୍ୟନ୍ତ ସମ୍ବେଦନଶୀଳ ଶ୍ରୀମନ୍ଦିର ଜୋନ ଉପରେ ଏକ ହେହଲିକପ୍ଟର ମାଧ୍ୟବରେ ଉଡିବା ଏବଂ ଆକାଶ ଯାତ୍ରା ସମୟରେ ଫଟୋ ଉଠାଇବା…

ସୁନ୍ଦରଗଡ଼ରେ ବ୍ୟାପିଲା ଝାଡ଼ାବାନ୍ତି: କଲେରା ସନ୍ଦେହ, ଜଣେ ମହିଳାଙ୍କ ମୃତ୍ୟୁ

ସୁନ୍ଦରଗଡ଼: ଜିଲ୍ଲାର ଏକ ଗାଁରେ ଏବେ ଝାଡ଼ାବାନ୍ତି ଆତଙ୍କ ଖେଳାଇ ଦେଇଛି। ହଠାତ୍ ବ୍ୟାପିଥିବା ଏହି ଅଜଣା ରୋଗ କାରଣରୁ ପରିସ୍ଥିତି ଉଦ୍‌ବେଗଜନକ ହୋଇପଡ଼ିଛି। ସ୍ଥିତି ଏପରି ହୋଇଛି ଯେ, ଏଥିରେ ଆକ୍ରାନ୍ତ ହୋଇ ଜଣେ ମହିଳାଙ୍କର ମୃତ୍ୟୁ ଘଟିଥିବା ବେଳେ ପ୍ରାୟ ୩୦ ଜଣ ଲୋକ ଗୁରୁତର ଅବସ୍ଥାରେ…

ପରୀକ୍ଷା ପାଇଁ ଆସିଲା ସୂଚୀ; ୩୧ରେ ବିଏଡ୍‌, ଜୁନ୍‌ ୩ରେ ବିଏଚଏଡ୍ ପ୍ରବେଶିକା

ଭୁବନେଶ୍ୱର: ବି.ଏଡ୍‌ ପରୀକ୍ଷା ପାଇଁ ଆସିଲା ସୂଚୀ । ଆସନ୍ତା ୩୧ ତାରିଖରେ ଅନୁଷ୍ଠିତ ହେବ ଦୁଇବର୍ଷିଆ ବି.ଏଡ୍‌ ପାଠ୍ୟକ୍ରମର ପ୍ରବେଶିକା ପରୀକ୍ଷା । ସେହିପରି, ଜୁନ୍‌ ୩ରେ ବିଏଚ୍ଏଡ୍ (ହିନ୍ଦୀ) ଓ ଏମ୍ଏଡ୍ ପାଠ୍ୟକ୍ରମ ପାଇଁ ପ୍ରବେଶିକା ପରୀକ୍ଷା ଅନୁଷ୍ଠିତ ହେବ । ମେ’ ୩୧ ସକାଳ ୧୦ଟାରୁ…

ପାକିସ୍ତାନର କ୍ୱେଟା ରେଳ ଷ୍ଟେସନରେ ଭୟଙ୍କର ବୋମା ବିସ୍ଫୋରଣ: ୨୫ ମୃତ, ୫୦ରୁ ଉର୍ଦ୍ଧ୍ୱ ଆହତ

କ୍ୱେଟା: ପାକିସ୍ତାନର ବେଲୁଚିସ୍ତାନ ପ୍ରଦେଶରେ ଏକ ବଡ଼ ଧରଣର ଆତଙ୍କବାଦୀ ଆକ୍ରମଣ ଦେଖିବାକୁ ମିଳିଛି। ଶନିବାର ସକାଳେ କ୍ୱେଟା ରେଳ ଷ୍ଟେସନରେ ଏକ ଭୟାବହ ବୋମା ବିସ୍ଫୋରଣ ଘଟିଛି। ଏହି ଲୋମହର୍ଷଣକାରୀ ଘଟଣାରେ ଏଯାବତ୍ ୨୫ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୫୦ରୁ ଅଧିକ ଲୋକ ଗୁରୁତର ଭାବେ ଆହତ…

ଟ୍ରେନ୍ ଉପରେ ଚଢ଼ି ସେଲଫି ନେବା ପଡିଲା ମହଙ୍ଗା, ଜଳିଗଲେ ଡିପ୍ଲୋମା ଛାତ୍ର

ଭୁବନେଶ୍ବର: ସେଲଫି ନିଶାରେ ଏବେ ଯୁବ ପିଢି । ଅନେକ ସମୟରେ ବିପଦଜନକ ଅବସ୍ଥାରେ ସେଲଫି ନେଇ ବହୁ ମୂଲ୍ୟ ଜୀବନ ଅକାଳରେ ଚାଲିଯାଉଥିବା ଖବର ସାମ୍ନାକୁ ଆସୁଛି, ହେଲେ ବି କୌଣସି ପ୍ରଭାବ ପଢୁନଥିବା ଦେଖିବାକୁ ମିଳୁଛି । ଆଜି ସେହିପରି ସମାନ ଏକ ଘଟଣା ଘଟିଛି ଭୁବନେଶ୍ବର ମଞ୍ଚେଶ୍ୱର ରେଳ…

ରାଜ୍ୟରେ ବଢୁଛି ପେଟ୍ରୋଲ-ଡିଜେଲ ଦର: ଭାଟ୍ କମାଇବାକୁ ତେଜୁଛି ଦାବି, ମୁହାଁମୁହିଁ ଶାସକ-ବିରୋଧୀ

ଭୁବନେଶ୍ୱର: ରାଜ୍ୟରେ ଏବେ ତେଲ ତାତି। ପେଟ୍ରୋଲ ଓ ଡିଜେଲ ଦର କ୍ରମାଗତ ଭାବେ ବୃଦ୍ଧି ପାଉଥିବାରୁ ସାଧାରଣ ଲୋକଙ୍କ ଅଣ୍ଟା ଭାଙ୍ଗିଗଲାଣି। ଆଉ ଏହି ପ୍ରସଙ୍ଗକୁ ନେଇ ଏବେ ଓଡ଼ିଶା ରାଜନୀତି ସମ୍ପୂର୍ଣ୍ଣ ସରଗରମ। ବିଗତ ୧୦ ଦିନ ମଧ୍ୟରେ ତେଲ ଦର ୫ ଟଙ୍କା ପାଖାପାଖି ବୃଦ୍ଧି ପାଇଛି । ଆଉ ଏବେ …