Latest Odisha News

BREAKING NEWS

Browsing Category

ମୁଖ୍ୟ ଖବର

ହରିୟାଣାର ବିଜେପି ସରକାରଙ୍କୁ ଅନୁପ୍ରବେଶକାରୀ କହି କଟାକ୍ଷ କଲେ ରାହୁଲ ଗାନ୍ଧୀ

ନୂଆଦିଲ୍ଲୀ: ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନର ଫଳାଫଳ ଦେଶର ସମସ୍ତ ରାଜନୈତିକ ଦଳକୁ ଚକିତ କରିଛି। ୧୫ ବର୍ଷ ପରେ ରାଜ୍ୟ କ୍ଷମତାରୁ ବାହାର ହୋଇଥିବା ଟିଏମସି ଏବେ ଭୋଟ ଚୋରି ଅଭିଯୋଗ କରୁଛି। କଂଗ୍ରେସ ଏହି ଭାବନାକୁ ପ୍ରତିଫଳିତ କରୁଛି। ଉଭୟ ଦଳ ଦାବି କରିଛନ୍ତି ଯେ ବଙ୍ଗଳାରେ ଭୋଟ ଚୋରି…

Congress To Support Vijay: ଥାଲାପତିଙ୍କୁ ସରକାର ଗଢିବାରେ ସମର୍ଥନ କରିବ କଂଗ୍ରେସ, କିନ୍ତୁ ରଖିଦେଲା ବଡ ସର୍ତ୍ତ…

ଥିରୁଅନନ୍ତପୁରମ: ତାମିଲନାଡୁରେ ଅଭିନେତାରୁ ନେତା ସାଜିଥିବା ବିଜୟଙ୍କ ଦଳ ଜିତିବା ପରେ, ଏବେ ସରକାର ଗଢିବା ପାଇଁ କସରତ ଆରମ୍ଭ ହୋଇଛି । ସର୍ବାଧିକ ଭୋଟ ପାଇଥିଲେ ମଧ୍ୟ ବହୁମତ ଠାରୁ ପଛରେ ଅଛି ବିଜୟଙ୍କ ଦଳ ଟିଭିକେ । ଏଥିପାଇଁ ଏବେ ତାମିଲନାଡୁରେ ଚାଲିଛି ମେଣ୍ଟ ଚର୍ଚ୍ଚା । କାହାକୁ ନେଇ…

ମମତାଙ୍କ ପରାଜୟରେ ମର୍ମାହତ କି ବାଂଲାଦେଶ? ବିଜେପିର ବିଜୟକୁ କଲେ ସ୍ୱାଗତ

କୋଲକାତା: ବାଂଲାଦେଶ ନ୍ୟାସନାଲ ପାର୍ଟି (ବିଏନପି)ର ନେତା ଅଜିଜୁଲ ବାରି ହେଲାଲ ପଶ୍ଚିମବଙ୍ଗ ନିର୍ବାଚନ ଫଳାଫଳ ନେଇ ଆଶ୍ଚର୍ଯ୍ୟ ପ୍ରକାଶ କରିଛନ୍ତି। ସେ ଟିଏମସିର ପରାଜୟ ଏବଂ ବିଜେପିର ଐତିହାସିକ ବିଜୟକୁ ସ୍ୱାଗତ କରିଛନ୍ତି। ହେଲାଲ ଆଶା ପ୍ରକାଶ କରିଛନ୍ତି ଯେ ଶୁଭେନ୍ଦୁ ଅଧିକାରୀଙ୍କ…

ପଶ୍ଚିମବଙ୍ଗର ନୂଆ ମୁଖ୍ୟମନ୍ତ୍ରୀ କିଏ, କାହା ମୁଣ୍ଡରେ ସୁନା କଳସ ଢାଳିବ ବିଜେପି?

କୋଲକାତା: କିଏ ହେବେ ପଶ୍ଚିମବଙ୍ଗର ନୂଆ ମୁଖ୍ୟମନ୍ତ୍ରୀ? କାହା ମୁଣ୍ଡରେ ସୁନା କଳସ ଢାଳିବ ବିଜେପି? ବଙ୍ଗ ବିଜୟ ପରେ ମୁଖ୍ୟମନ୍ତ୍ରୀ ଚେହେରାକୁ ନେଇ ବିଜେପିରେ ଚାଲିଛି କସରତ। ପଶ୍ଚିମବଙ୍ଗରେ ବିଜେପି ଟିଏମସିକୁ ପରାସ୍ତ କରି ଏକ ଐତିହାସିକ ବିଜୟ ହାସଲ କରିଛି। ଏହି ଐତିହାସିକ ବିଜୟ ପରେ,…

Bhubaneswar Fire: ଭୁବନେଶ୍ବର ଆପାର୍ଟମେଣ୍ଟରେ ଅଗ୍ନିକାଣ୍ଡ ;ମୃତ୍ୟୁ ସଂଖ୍ୟା ୩କୁ ବୃଦ୍ଧି

ଭୁବନେଶ୍ବର:ଭୁବନେଶ୍ବର ଲକ୍ଷ୍ମୀସାଗର ଥାନା ଅନ୍ତର୍ଗତ ବାସନ୍ତୀ ଭିଲ୍ଲା ଆପାର୍ଟମେଣ୍ଟରେ ଲାଗିଲା ନିଆଁ , ଚାଲିଗଲା ୩ ଜଣଙ୍କ ଜୀବନ । ଏହି ଅଗ୍ନିକାଣ୍ଡରେ ଘଟଣାସ୍ଥଳରେ ଜଣେ ସୁରକ୍ଷାକର୍ମୀ ଓ ମହିଳା କେୟାର ଟେକରଙ୍କର ମୃତ୍ୟୁ ହୋଇଯାଇଥିଲା । ଗୁରୁତର ଅବସ୍ଥାରେ ଜଣେ ନାବାଳିକାଙ୍କୁ…

EC issues notification:ମମତା ଇସ୍ତଫା ଦେବାକୁ ମନା କରିବା ପରେ ଆକ୍ସନରେ ନିର୍ବାଚନ କମିଶନ;ଜାରି କଲେ ବିଜ୍ଞପ୍ତି

ନୂଆଦିଲ୍ଲୀ:ପଶ୍ଚିମବଙ୍ଗ ନିର୍ବାଚନରେ ​​ପରାଜୟର ସାମ୍ନା କରିବା ସତ୍ତ୍ୱେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଇସ୍ତଫା ଦେବାକୁ ମନା କରିଦେଇଛନ୍ତି। ଏହାପରେ ନିର୍ବାଚନ କମିଶନ ନୂତନ ବଙ୍ଗଳା ବିଧାନସଭା ଗଠନ ପାଇଁ ଏକ ବିଜ୍ଞପ୍ତି ଜାରି କରି ତାଙ୍କର ଉଦ୍ଦେଶ୍ୟ ସ୍ପଷ୍ଟ କରିଛନ୍ତି।…

Investors’ Meet:ଶିଳ୍ପ ସମ୍ଭାବନାକୁ ପ୍ରଦର୍ଶିତ କଲେ ମୁଖ୍ୟମନ୍ତ୍ରୀ;କହିଲେ-ଭାରତର ପୂର୍ବାଞ୍ଚଳକୁ ସମୃଦ୍ଧ କରିବ…

ଅହମ୍ମଦାବାଦ:“ଗୁଜରାଟ ଭାରତର ପଶ୍ଚିମ ଭାଗକୁ ସମୃଦ୍ଧ କରିଛି। ବର୍ତ୍ତମାନ ଭାରତର ପୂର୍ବ ଭାଗକୁ ସମୃଦ୍ଧ କରିବା ପାଇଁ ଓଡ଼ିଶା ସମ୍ପୂର୍ଣ୍ଣ ପ୍ରସ୍ତୁତ। ଦ୍ରୁତ ଅଭିବୃଦ୍ଧି ଏବଂ ରଣନୈତିକ ଯୋଜନା ସହିତ ଓଡ଼ିଶା ବର୍ତ୍ତମାନ ଶିଳ୍ପଜଗତ ପାଇଁ ବ୍ୟାପକ ସୁଯୋଗ ସୃଷ୍ଟି କରିପାରିଛି । ଏହା ସହିତ…

HSC Supplementary exam 2026:ଏହି ଦିନରୁ ସପ୍ଲିମେଣ୍ଟାରୀ ପରୀକ୍ଷା ଫର୍ମ ପୂରଣ

କଟକ:ଆସନ୍ତା ୮ ତାରିଖରୁ ଆରମ୍ଭ ହେବ ଚଳିତ ବର୍ଷର ମାଟ୍ରିକ ସପ୍ଲିମେଣ୍ଟାରୀ (ରେଗୁଲାର, ଏକ୍ସ-ରେଗୁଲାର, ପତ୍ର ମାଧ୍ୟମ ରେଗୁଲାର ଓ ଏକ୍ସ-ରେଗୁଲାର) ପରୀକ୍ଷା ପାଇଁ ଫର୍ମ ପୂରଣ । ୧୮ ତାରିଖ ମଧ୍ୟ ରାତ୍ର ସୁଦ୍ଧା ଚାଲିବ ଫର୍ମ ପୂରଣ । ମାଧ୍ୟମିକ ଶିକ୍ଷା ପରିଷଦର ୱେବସାଇଟ…

Flash floods in urban areas: ସହରାଞ୍ଚଳରେ ବନ୍ୟା ମୁକାବିଲା: ସ୍ଥାପନ ହେବ ୨୪ ଘଣ୍ଟିଆ ସ୍ୱତନ୍ତ୍ର କଣ୍ଟ୍ରୋଲ ରୁମ୍

ଭୁବନେଶ୍ୱର:ଆଗାମୀ ମୌସୁମୀ-୨୦୨୬ ପାଇଁ ସହରାଞ୍ଚଳର ସୁରକ୍ଷା ଓ ପ୍ରସ୍ତୁତିକୁ ସୁନିଶ୍ଚିତ କରିବା ପାଇଁ ଓଡ଼ିଶା ସରକାରଙ୍କ ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗ ପକ୍ଷରୁ ନିର୍ଦ୍ଦେଶାବଳୀ ଜାରି କରାଯାଇଛି। ସମସ୍ତ ସହରାଞ୍ଚଳ ସ୍ଥାନୀୟ ସଂସ୍ଥା ଗୁଡ଼ିକୁ ଏହି ନିର୍ଦ୍ଦେଶାବଳୀ ପାଳନ କରିବାକୁ…