Latest Odisha News

BREAKING NEWS

Browsing Category

ମୁଖ୍ୟ ଖବର

ମାଟ୍ରିକ ପରୀକ୍ଷା ଫଳ: ପାସ୍ ହାରରେ ଗଜପତି ଶ୍ରେଷ୍ଠ, କେନ୍ଦୁଝର ସବୁଠୁ ପଛରେ

କଟକ: ଓଡ଼ିଶା ମାଧ୍ୟମିକ ଶିକ୍ଷା ପରିଷଦ (BSE) ପକ୍ଷରୁ ଚଳିତ ବର୍ଷର ମାଟ୍ରିକ (HSC) ପରୀକ୍ଷା ଫଳ ପ୍ରକାଶ ପାଇଛି। ଚଳିତ ବର୍ଷର ମୋଟ ପାସ୍ ହାର ୯୫.୩୩% ରହିଥିବା ବେଳେ ଜିଲ୍ଲାୱାରୀ ପ୍ରଦର୍ଶନରେ ବଡ଼ ଧରଣର ପରିବର୍ତ୍ତନ ଦେଖିବାକୁ ମିଳିଛି । ​ଚଳିତ ବର୍ଷର ପରୀକ୍ଷା ଫଳରେ ଦକ୍ଷିଣ…

୯ଟି କୋଚିଂ ସଂସ୍ଥାର ନିର୍ଦ୍ଦେଶକ ଗିରଫ; ଆପ୍‌ ସରକାର ବେଳେ ୩୭ କୋଟି ଟଙ୍କା ଠକେଇ ମାମଲା…

ନୂଆଦିଲ୍ଲୀ: ଦିଲ୍ଲୀର ଦୁର୍ନୀତି ନିବାରଣ ଶାଖା (ACB) ୩ କୋଚିଂ ସଂସ୍ଥାର ମାଲିକ ଓ ନିର୍ଦେଶକଙ୍କ ସହିତ ୯ ଜଣଙ୍କୁ ଗିରଫ କରିଛି। ଏହି ମାମଲା ୨୦୧୮-୧୯ରେ ଆରମ୍ଭ ହୋଇଥିବା ଜୟ ଭୀମ ମୁଖ୍ୟମନ୍ତ୍ରୀ ପ୍ରତିଭା ବିକାଶ ଯୋଜନା ସହିତ ଜଡିତ। ଗରିବ ଛାତ୍ରଛାତ୍ରୀଙ୍କୁ ମାଗଣା କୋଚିଂ ପ୍ରଦାନ କରିବା…

ବ୍ରହ୍ମପୁର ସୁଧୀର ପାତ୍ର ହତ୍ୟା ମାମଲା: ଆଉ ୨ ଅଭିଯୁକ୍ତଙ୍କୁ ରିମାଣ୍ଡରେ ନେବ ପୋଲିସ

ବ୍ରହ୍ମପୁର: ବ୍ରହ୍ମପୁରର ଜମି ବ୍ୟବସାୟୀ ସୁଧୀର ପାତ୍ର ହତ୍ୟାକାଣ୍ଡ ମାମଲାରେ ପୋଲିସ ତଦନ୍ତ ପ୍ରକ୍ରିୟାକୁ ଆହୁରି ଜୋରଦାର କରିଛି। ଏହି ଘଟଣାରେ ସଂପୃକ୍ତ ଥିବା ଆଉ ଦୁଇଜଣ ଅଭିଯୁକ୍ତ ଶୁଭମ ଗୌଡ଼ ଏବଂ ଶୁଭମ ନାୟକଙ୍କୁ ପୋଲିସ ଆଜି (ଶନିବାର) ଠାରୁ ରିମାଣ୍ଡରେ ନେଇ ଜେରା କରିବ। ଜେଏମଏଫସି…

ରାଜ୍ୟରେ ବଦଳିବ ପାଗ: ୪ ଦିନ କାଳବୈଶାଖୀ ବର୍ଷା ଆଲର୍ଟ, ୪-୫ ତାରିଖରେ ସର୍ବାଧିକ ପ୍ରଭାବ

ଭୁବନେଶ୍ୱର: ରାଜ୍ୟରେ ଆସନ୍ତା କିଛି ଦିନ ଧରି ପାଗରେ ବଡ଼ ପରିବର୍ତ୍ତନ ଦେଖାଯିବ। ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ଆସନ୍ତା ୪ ଦିନ ଯାଏଁ କାଳବୈଶାଖୀ ବର୍ଷା ସମ୍ଭାବନା ନେଇ ଆଲର୍ଟ ଜାରି କରାଯାଇଛି। ବିଶେଷକରି ୪ ଓ ୫ ତାରିଖରେ ଏହାର ପ୍ରଭାବ ସର୍ବାଧିକ ରହିବ ବୋଲି ସତର୍କ କରାଯାଇଛି।…

ବେଆଇନ ପାଣି ଉଠାଣ ଅଭିଯୋଗକୁ ଖଣ୍ଡନ କଲା ବେଦାନ୍ତ: ୨୩୩ କୋଟି ଟଙ୍କାର ଜରିମାନାକୁ କହିଲା ଭିତ୍ତିହୀନ

ଝାରସୁଗୁଡ଼ା: ଝାରସୁଗୁଡ଼ା ଜିଲ୍ଲା ଭୁର୍କାମୁଣ୍ଡା ସ୍ଥିତ ବେଦାନ୍ତ ଆଲୁମିନିୟମ ଲିମିଟେଡ୍ ଉପରେ ବେଆଇନ ଭାବେ ପାଣି ବ୍ୟବହାର କରୁଥିବା ନେଇ ଲାଗିଥିବା ଅଭିଯୋଗ ଏବଂ ୨୩୩.୧୧ କୋଟି ଟଙ୍କାର ଜରିମାନାକୁ କମ୍ପାନୀ ପକ୍ଷରୁ ସମ୍ପୂର୍ଣ୍ଣ ରୂପେ ଖଣ୍ଡନ କରାଯାଇଛି। କମ୍ପାନୀ ଏହି ତଣ୍ଡ ଆଦେଶକୁ…

ପ୍ରକାଶ ପାଇଲା ମାଟ୍ରିକ ରେଜଲ୍ଟ: ପାସ୍ ହାର ୯୫.୩୩%, ସଫଳତାରେ ଗଜପତି ଆଗରେ

କଟକ: ଓଡ଼ିଶା ମାଧ୍ୟମିକ ଶିକ୍ଷା ପରିଷଦ (BSE) ଦ୍ୱାରା ପରିଚାଳିତ ଚଳିତ ବର୍ଷର ମାଟ୍ରିକ ପରୀକ୍ଷା ଫଳ ଆଜି ଆନୁଷ୍ଠାନିକ ଭାବେ ଘୋଷିତ ହୋଇଯାଇଛି। କଟକ ସ୍ଥିତ ବୋର୍ଡ କାର୍ଯ୍ୟାଳୟରେ ରାଜ୍ୟ ଗଣଶିକ୍ଷା ମନ୍ତ୍ରୀଙ୍କ ଦ୍ୱାରା ପରୀକ୍ଷା ଫଳ ପୁସ୍ତିକା ଉନ୍ମୋଚିତ ହେବା ସହ ଛାତ୍ରଛାତ୍ରୀଙ୍କ…

ଜିତୁ ମୁଣ୍ଡାଙ୍କ ଘଟଣାରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କୁ ନବୀନଙ୍କ ଚିଠି

ଭୁବନେଶ୍ୱର: କେନ୍ଦୁଝର ଜିଲ୍ଲାର ଜଣେ ଆଦିବାସୀ ବ୍ୟକ୍ତିଙ୍କ ସହ ଘଟିଥିବା ଅଘଟଣକୁ ନେଇ "ଗଭୀର ଦୁଃଖ" ପ୍ରକାଶ କରି କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କୁ ଚିଠି ଲେଖିଛନ୍ତି ଓଡିଶା ବିଧାନସଭାର ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ। ଏହି ଘଟଣା ପାଟନା ବ୍ଲକର ଡିଆନାଲି ଗ୍ରାମର…

ଚୀନର ନୂଆ ‘ଚକ୍ରବ୍ୟୁହ’

ନୂଆଦିଲ୍ଲୀ: ନିଜର ତୈଳ ଯୋଗାଣ ଏବଂ ବ୍ୟାପାର ପାଇଁ ଚୀନ୍ ବର୍ତ୍ତମାନ ‘ମଲାକା ପ୍ରଣାଳୀ’ ଉପରେ ସମ୍ପୂର୍ଣ୍ଣ ନିର୍ଭରଶୀଳ । କିନ୍ତୁ ଚୀନକୁ ଡର ଯେ, ଯୁଦ୍ଧ ସ୍ଥିତିରେ ଭାରତ ଏହି ରାସ୍ତାକୁ ସହଜରେ ବନ୍ଦ କରିଦେଇପାରେ । ଏହି ‘ମଲାକା ଦ୍ୱନ୍ଦ୍ୱ’ରୁ ବଞ୍ଚିବା ପାଇଁ ଚୀନ୍ ଏବେ ଥାଇଲ୍ୟାଣ୍ଡର…

TMCର ଆବେଦନକୁ ଖାରଜ କଲେ ସୁପ୍ରିମକୋର୍ଟ;କ’ଣ କହିଛନ୍ତି ଜାଣନ୍ତୁ…

ନୂଆଦିଲ୍ଲୀ:ମମତା ବାନାର୍ଜୀଙ୍କ ଦଳ ତୃଣମୂଳ କଂଗ୍ରେସ (TMC)କୁ ଲାଗିଛି ଝଟକା । ପଶ୍ଚିମବଙ୍ଗରେ ଭୋଟ ଗଣତି ପର୍ଯ୍ୟବେକ୍ଷକ ବିବାଦକୁ ନେଇ ସୁପ୍ରିମକୋର୍ଟଙ୍କ ରାୟରୁ ଟିଏମସିକୁ ବଡ଼ ଝଟକା ଲାଗିଛି।ସୁପ୍ରିମକୋର୍ଟରେ ତୃଣମୂଳ କଂଗ୍ରେସର ଆବେଦନର ଶୁଣାଣି ହୋଇଥିଲା।ପର୍ଯ୍ୟବେକ୍ଷକଙ୍କ ସମ୍ପର୍କରେ…

ମଣିପୁରରେ ୨୩ଟି ବଙ୍କର ନଷ୍ଟ ସହ ୧୮ଟି ଆଇଇଡି ଜବତ କଲେ ସୁରକ୍ଷା ବାହିନୀ

ଇମ୍ଫାଲ୍: ମଣିପୁରରେ ଚାଲିଥିବା ଉତ୍ତେଜନା ମଧ୍ୟରେ, ସୁରକ୍ଷା ବାହିନୀ ଉଖରୁଲ ଜିଲ୍ଲାରେ ୨୩ଟି ଅବୈଧ ବଙ୍କରକୁ ନଷ୍ଟ କରି ଆତଙ୍କବାଦୀଙ୍କ ବିରୁଦ୍ଧରେ ଏକ ବଡ଼ ଅଭିଯାନ ଆରମ୍ଭ କରିଛନ୍ତି । ସେମାନେ ତେଙ୍ଗନୌପାଲ ଜିଲ୍ଲାରୁ ୧୮ଟି ଆଇଇଡି ମଧ୍ୟ ଜବତ କରିଛନ୍ତି । ପୋଲିସ ଶନିବାର ଜାରି ଏକ…