Latest Odisha News

BREAKING NEWS

Browsing Category

ମୁଖ୍ୟ ଖବର

BJD Press Meet: ଭୋଟରଙ୍କ ନାମ ବାଦ୍ ପଡିବା ନେଇ ସନ୍ଦେହ ପ୍ରକାଶ କଲା ବିଜେଡି

ଭୁବନେଶ୍ବର:ଭାରତର ଭୋଟର ତାଲିକରେ ସ୍ପେସିଆଲ ଇଣ୍ଟେନସିଭ ରିଭିଜନ ମାଧ୍ୟମରେ ଭୋଟର ତାଲିକାରୁ ଅଧିକରୁ ଅଧିକ ଭୋଟରଙ୍କ ନାମ କଟିଯାଉଥିବା ଅଭିଯୋଗରେ ପ୍ରତିକ୍ରିୟା ଦେଇ ବିଜୁ ଜନତା ଦଳ ଆଜି ଓଡ଼ିଶାରେ ମଧ୍ୟ ସେଭଳି ହେବାର ସନ୍ଦେହ ସୃଷ୍ଟି ହେଲାଣି ବୋଲି କହିଛି । ଶଙ୍ଖ ଭବନରେ ଆୟୋଜିତ…

JEEResult 2026:ପ୍ରକାଶ ପାଇଲା JEE (ମେନ୍‌) ସେସନ-୨ ରେଜଲ୍ଟ; ୨୬ ପ୍ରାର୍ଥୀଙ୍କର ସ୍କୋର ୧୦୦ ପ୍ରତିଶତ

ନୂଆଦିଲ୍ଲୀ: JEE (ମେନ୍‌) ସେସନ-୨ ରେଜଲ୍ଟ ପ୍ରକାଶ । JEE ମେନ୍‌ ଦେଶର ସବୁଠାରୁ ବଡ଼ ଇଞ୍ଜିନିୟରିଂ ପ୍ରବେଶିକା ପରୀକ୍ଷା ମଧ୍ୟରୁ ଗୋଟିଏ। ସୋମବାର ନ୍ୟାସନାଲ୍ ଟେଷ୍ଟିଂ ଏଜେନ୍ସି (NTA) ପରୀକ୍ଷା ଫଳ ଜାରି କରିଛି। ପରୀକ୍ଷା ଦେଇଥିବା ଛାତ୍ରଛାତ୍ରୀ ଅଫିସିଆଲ୍ JEE ମେନ୍ ୱେବସାଇଟ୍…

Plane Crash:ଛତିଶଗଡ଼ରେ ବିମାନ ଦୁର୍ଘଟଣାର ଖବରକୁ ଖଣ୍ଡନ କଲେ ଅଧିକାରୀ;କହିଲେ-“କୌଣସି ପ୍ରମାଣ…

ରାୟପୁର:ସୋମବାର ଛତିଶଗଡ଼ର ଜଶପୁର ଜିଲ୍ଲାରେ ଏକ ଘରୋଇ ବିମାନ ପାହାଡ଼ରେ ଖସିପଡ଼ିବା ଖବରକୁ ଜିଲ୍ଲା ପ୍ରଶାସନ ଖାରଜ କରିଦେଇଛି। ଜଶପୁର କଲେକ୍ଟର ରୋହିତ ବ୍ୟାସ ଏବଂ ଏସ୍ଏସ୍ପି ଡକ୍ଟର ଲାଲ ଉମେଦ ସିଂହ ଘଟଣାସ୍ଥଳ ଯାଞ୍ଚ କରିବା ପରେ କହିଛନ୍ତି ଯେ ଏହି ଖବରଟି ଏକ ଗୁଜବ। ସେମାନେ କହିଛନ୍ତି ଯେ…

କାନାଡାକୁ ଟ୍ରମ୍ପଙ୍କ ଧମକ: “ଚୀନ ସହିତ ବାଣିଜ୍ୟ ଚୁକ୍ତି ଶେଷ କର, ନଚେତ୍ ଲାଗୁ ହେବ ୧୦୦ ପ୍ରତିଶତ ଶୁଳ୍କ

ଓ୍ବାଶିଂଟନ୍: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ କାନାଡାକୁ ଚେତାବନୀ ଦେଇ କହିଛନ୍ତି ଯେ, ଯଦି ଏହା ଚୀନ୍ ସହିତ ଏକ ବାଣିଜ୍ୟ ଚୁକ୍ତି କରେ, ତେବେ ସେ ସୀମା ପାର ହୋଇ ଆସୁଥିବା ସମସ୍ତ ସାମଗ୍ରୀ ଉପରେ 100% ଶୁଳ୍କ ଲାଗୁ କରିବେ । "ଯଦି କାନାଡା ପ୍ରଧାନମନ୍ତ୍ରୀ ମାର୍କ କାର୍ନି ଭାବନ୍ତି…

Assembly Elections: ଆସନ୍ତା ୪୮ ଘଣ୍ଟା ପାଇଁ ତାମିଲନାଡୁ ଏବଂ ପଶ୍ଚିମବଙ୍ଗରେ ‘dry day’ଘୋଷଣା

ନୂଆଦିଲ୍ଲୀ: ୨୩ ଏପ୍ରିଲରେ ତାମିଲନାଡୁ ଏବଂ ପଶ୍ଚିମବଙ୍ଗରେ ବିଧାନସଭା ନିର୍ବାଚନ ପାଇଁ ମତଦାନ ହେବାକୁ ଯାଉଛି । ଏହାକୁ ଦୃଷ୍ଟିରେ ରଖି, ଭାରତୀୟ ନିର୍ବାଚନ କମିଶନ (ECI) ଉଭୟ ରାଜ୍ୟରେ ମତଦାନ ଶେଷ ହେବା ପର୍ଯ୍ୟନ୍ତ ଆଗାମୀ ୪୮ ଘଣ୍ଟା ପାଇଁ 'ଡ୍ରାଏ ଡେ' ପାଳନ କରିବାକୁ ନିର୍ଦ୍ଦେଶ…

ପ୍ରବଳ ଗ୍ରୀଷ୍ମ ପ୍ରବାହ ପାଇଁ ୩ ଦିନ ଲାଗି ସ୍କୁଲ ଛୁଟି 

ଗଞ୍ଜାମ: ପ୍ରବଳ ଗ୍ରୀଷ୍ମ ପ୍ରବାହ ପାଇଁ ସୋମବାର ଦିନ ଗଞ୍ଜାମ ପ୍ରଶାସନ ୨୧ ଏପ୍ରିଲରୁ ତିନି ଦିନ ପାଇଁ ସମସ୍ତ ସ୍କୁଲ ଏବଂ ଅଙ୍ଗନୱାଡି କେନ୍ଦ୍ର ବନ୍ଦ ରଖିବାକୁ ଘୋଷଣା କରିଛି। ଅଧିକ ଗରମ ଯୋଗୁଁ ଛାତ୍ରଛାତ୍ରୀଙ୍କ ସ୍ୱାସ୍ଥ୍ୟକୁ ନଜରରେ ରଖି ଏହି ନିଷ୍ପତ୍ତି ନିଆଯାଇଛି। ଅପରପକ୍ଷରେ OSEPA…

plane crash: ହଠାତ୍ ପାହାଡ଼ରେ ଧକ୍କା ହେଲା ଚାର୍ଟର୍ଡ ବିମାନ; ମୃତାହତଙ୍କ ସଂଖ୍ୟା ତଦନ୍ତ ପରେ…

ରାୟପୁର: ସୋମବାର ଦିନ ଛତିଶଗଡ଼ର ଜଶପୁର ଜିଲ୍ଲାରେ ଏକ ବିମାନ ଦୁର୍ଘଟଣା ଘଟିଛି। ଆରା ପାହାଡ଼ରେ ଏକ ଘରୋଇ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଛି। ଗ୍ରାମବାସୀଙ୍କ ଅନୁଯାୟୀ, ଚାର୍ଟର୍ଡ ବିମାନଟି ଜଶପୁରର ନାରାୟଣପୁର ଅଞ୍ଚଳର ରତନପହାଲି ଜଙ୍ଗଲରେ ଗଛରେ ପିଟି ହେବା ପରେ ଦୁର୍ଘଟଣାଗ୍ରସ୍ତ ହୋଇଥିଲା।…

ମୃତଦେହକୁ କବର ନ ଦେଇ କେତେ ଦିନ ରଖାଯାଇପାରିବ, ଜାଣନ୍ତୁ ଏହାକୁ କିପରି କରାଯାଏ ସଂରକ୍ଷଣ?

ନୂଆଦିଲ୍ଲୀ: ଇରାନର ପୂର୍ବତନ ସର୍ବୋଚ୍ଚ ନେତା ଆୟାତୋଲ୍ଲା ଅଲି ଖାମେନିଙ୍କ ମୃତ୍ୟୁ ପରେ ୫୦ ଦିନରୁ ଅଧିକ ସମୟ ବିତିଗଲାଣି, କିନ୍ତୁ ତାଙ୍କ ଅନ୍ତିମ ସଂସ୍କାର ସମ୍ପର୍କରେ କୌଣସି ସ୍ପଷ୍ଟ ସୂଚନା ମିଳିନାହିଁ। ଏହି ପରିସ୍ଥିତି କେବଳ ଅସାଧାରଣ ନୁହେଁ ବରଂ ସାରା ବିଶ୍ୱରେ ଆଲୋଚନାର ବିଷୟ…

ଏହି ଦେଶଗୁଡ଼ିକରେ ଆବଶ୍ୟକ ହୁଏନି କୌଣସି ଟୋଲ୍ ଟ୍ୟାକ୍ସ

ନୂଆଦିଲ୍ଲୀ: ସାରା ବିଶ୍ୱରେ ଭ୍ରମଣ ପାଇଁ ରାଜପଥରେ ଟୋଲ୍ ଦେବା ଏକ ଗୁରୁତ୍ୱପୂର୍ଣ୍ଣ ଅଂଶ। ତଥାପି, ଏପରି କିଛି ଦେଶ ଅଛି ଯେଉଁଠାରେ ଡ୍ରାଇଭରମାନେ କୌଣସି ଟୋଲ୍ ନ ଦେଇ ରାସ୍ତା ଏବଂ ଏକ୍ସପ୍ରେସୱେ ବ୍ୟବହାର କରିପାରିବେ। ଏହି ଦେଶଗୁଡ଼ିକରେ, ସରକାରୀ ପାଣ୍ଠି, ଆୟକର କିମ୍ବା ଜାତୀୟ ରାଜସ୍ୱ…

ବିଜେପିରେ ମିଶିବେ କି ପ୍ରଭାତ ?

ଭୁବନେଶ୍ୱର: କଟକ ରାଜନୀତିରେ ରୋଚକ ଦୃଶ୍ୟ । ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ସମ୍ବର୍ଦ୍ଧିତ କରିଛନ୍ତି ବରିଷ୍ଠ ନେତା ପ୍ରଭାତ ବିଶ୍ୱାଳ । ଓଏମପି ଛକରେ ମୁଖ୍ୟମନ୍ତ୍ରୀଙ୍କୁ ପ୍ରଭାତ ସମ୍ବର୍ଦ୍ଧିତ କରିଛନ୍ତି । ଗତକାଲି ଖଇରିଆ ପୋଷାକ ଛାଡି ଧଳା କପଡା ପିନ୍ଧିଥିଲେ । ଆଉ ବିଜେଡିର ବରିଷ୍ଠ…