Latest Odisha News

BREAKING NEWS

Browsing Category

ମୁଖ୍ୟ ଖବର

ଆଧାର ଅପଡେଟ୍‌: ତୁରନ୍ତ କରନ୍ତୁ ଏହି କାମ

ନୂଆଦିଲ୍ଲୀ: ଆଧାର କାର୍ଡ ବ୍ୟବହାରକାରୀଙ୍କ ପାଇଁ ଏକ ବଡ଼ ଖବର । ଯଦି ଆପଣଙ୍କ ଆଧାର କାର୍ଡକୁ ୧୦ ବର୍ଷରୁ ଅଧିକ ସମୟ ହୋଇଗଲାଣି, ତେବେ ଏହି ଖବରଟି କେବଳ ଆପଣଙ୍କ ପାଇଁ । UIDAI ପକ୍ଷରୁ ଆଧାର ଅପଡେଟ୍‌କୁ ନେଇ ଜାରି ହୋଇଛି ନୂଆ ପରାମର୍ଶ । ଆଧାର କାର୍ଡ ଆଜିର ସମୟରେ ଆମ ପାଇଁ ସବୁଠୁ…

CRPF ନିଯୁକ୍ତି: ଜାଣନ୍ତୁ କନଷ୍ଟେବଳଙ୍କ ଦରମା କେତେ ଏବଂ ଚୟନ ପ୍ରକ୍ରିୟା କ’ଣ?

ନୂଆଦିଲ୍ଲୀ: ଯଦି ଆପଣ ସରକାରୀ ଚାକିରି ମାଧ୍ୟମରେ ଦେଶ ସେବା କରିବାକୁ ଚାହୁଁଛନ୍ତି, ତେବେ ଆପଣଙ୍କ ପାଇଁ ଏକ ଭଲ ସୁଯୋଗ ଆସିଛି। କେନ୍ଦ୍ରୀୟ ରିଜର୍ଭ ପୋଲିସ ଫୋର୍ସ (CRPF) କନଷ୍ଟେବଲ (ଟେକ୍ନିକାଲ୍ ଏବଂ ଟ୍ରେଡସମ୍ୟାନ୍) ପଦବୀ ପାଇଁ ବହୁ ସଂଖ୍ୟକ ପଦବୀ ଘୋଷଣା କରିଛି ଏବଂ ଆବେଦନ ପ୍ରକ୍ରିୟା…

କଷ୍ଟମ୍ସ ବିଭାଗର ବଡ଼ ଖୁଲାସା: ଭୁଟାନ ଦେଇ ଚାଲାଣ ହେଉଛି ୧୫,୦୦୦ ବିଳାସପୂର୍ଣ୍ଣ ଚୋରା କାର

ନୂଆଦିଲ୍ଲୀ: ଭାରତ ଏବଂ ଭୁଟାନ ସୀମାନ୍ତ ଅଞ୍ଚଳ ଦେଇ ଯାନବାହାନ, ବିଶେଷ କରି ଚୋରି ଗାଡ଼ିଗୁଡ଼ିକର ଚାଲାଣ ଏକ ଗମ୍ଭୀର ସମସ୍ୟା ଭାବେ ଦେଖାଦେଇଛି। ଏହି ବେଆଇନ କାରବାର ଦିନକୁ ଦିନ ବଢିଚାଲିଛି। ଏହି ଚୋରା ଚାଲାଣ ସମ୍ପର୍କରେ କଷ୍ଟମ୍ସ ବିଭାଗ ଏକ ବଡ଼ ଖୁଲାସା କରିଛି। ଏହାର ସମାଧାନ ପାଇଁ,…

FSSAIର ବଡ ନିଷ୍ପତ୍ତି; କୌଣସି ଖାଦ୍ୟରେ ମିଶିବନି ଅଶ୍ୱଗନ୍ଧା ପତ୍ର, କେବଳ ଚେର ବ୍ୟବହାରକୁ ଅନୁମତି

ନୂଆଦିଲ୍ଲୀ: ଦେଶର ଖାଦ୍ୟ ନିୟାମକ ସଂସ୍ଥା, ଭାରତୀୟ ଖାଦ୍ୟ ସୁରକ୍ଷା ଏବଂ ମାନକ ପ୍ରାଧିକରଣ (FSSAI) ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛି। FSSAI କହିଛି ଯେ ଅଶ୍ୱଗନ୍ଧା ପତ୍ର ଆଉ କୌଣସି ଖାଦ୍ୟ ଉତ୍ପାଦ, ପରିପୂରକ କିମ୍ବା ନ୍ୟୁଟ୍ରାସ୍ୟୁଟିକାଲ୍ ରେ ବ୍ୟବହାର କରାଯିବ ନାହିଁ। ଅର୍ଥାତ…

RPF ପୋଲିସର ବଡ଼ ସଫଳତା, ଶିଶୁ ଚାଲାଣ ବେଳେ ଉଦ୍ଧାର ହେଲେ ୧୩ ନାବାଳକ

ଭଦ୍ରକ: RPF ପୋଲିସର ବଡ଼ ସଫଳତା। ଟ୍ରେନରୁ ଉଦ୍ଧାର ହେଲେ ୧୩ ଶିଶୁ । ବିହାରରୁ ଜନଶତାଦ୍ଦି ଟ୍ରେନ ଯୋଗେ ଯାଜପୁର କୋରେଇକୁ ଚାଲାଣ ହେଉଥିଲେ ୧୩ ଜଣ ନାବାଳକ। ଭଦ୍ରକ ଶିଶୁ ମଙ୍ଗଳ ବିଭାଗ ଅଧିକାରୀ ସୂଚନା ପାଇ ଭଦ୍ରକ ରେଳ ଷ୍ଟେସନରେ ପହଞ୍ଚି RPF ପୋଲିସ ସହାୟତାରେ ଉକ୍ତ ୧୩ ଜଣ ନାବାଳକଙ୍କୁ…

କଲବଲ କରୁଛି ତାତି: ୧୪ ସହରରେ ୪୦ ଡିଗ୍ରୀ ଉପରେ ପାରଦ, ହିଟୱେଭ ଜାରି

ଭୁବନେଶ୍ୱର: ରାଜ୍ୟରେ ଜାରି ରହିଛି ଗ୍ରୀଷ୍ମ ପ୍ରବାହ। ଖରାକୁ ଦେଖି ସ୍କୁଲ ଛୁଟି ଘୋଷଣା। ପ୍ରବଳ ତାତି ସାଙ୍ଗକୁ କଲବଲ କରୁଛି ଗୁଳଗୁଳି। ୪୦ ଡିଗ୍ରୀ ଉପରେ ରହିଛି ଅଧା ଓଡ଼ିଶା। ପଶ୍ଚିମ ଓ ଆଭ୍ୟନ୍ତରୀଣ ଓଡ଼ିଶାରେ ଅସହ୍ୟ ତାତି। ଗତକାଲି ରାଜ୍ୟର ୧୪ଟି ସହରର ପାରଦ ୪୦ ଡିଗ୍ରି ଉପରେ ଥିଲା।…

ପୁଣି ଇସଲାମାବାଦ ଗସ୍ତ କରିବେ ଭାନ୍ସ, ଶାନ୍ତି ଆଲୋଚନାରେ ଯୋଗଦେବ ଇରାନ

ଇସଲାମାବାଦ: ମଧ୍ୟପ୍ରାଚ୍ୟ ଯୁଦ୍ଧକୁ ନେଇ ଚାଲିଥିବା ପ୍ରଥମ ପର୍ଯ୍ୟାୟରେ ଶାନ୍ତି ଆଲୋଚନା ବିଫଳ ହୋଇଛି। ଆଜି ପାକିସ୍ତାନ ଇସଲାମାବାଦରେ ଦ୍ବିତୀୟ ପର୍ଯ୍ୟାୟର ଆଲୋଚନା ହୋଇପାରେ। ତେବେ ଏହି ଶାନ୍ତି ଆଲୋଚନାରେ ଯୋଗଦେବ ଇରାନ। ପାକିସ୍ତାନୀ ସୂତ୍ର ଅନୁଯାୟୀ, ‘ୱାଶିଂଟନ ଏବଂ ତେହେରାନ…

ପୁଣି ବଡ଼ ସଫଳତା, ଦୁର୍ଦ୍ଦାନ୍ତ ନକ୍ସଲ ଦାସରୁର ଆତ୍ମସମର୍ପଣ

ମାଲକାନଗିରି: ନିକଟରେ ଛତିଶଗଡ଼ ଏବଂ ଓଡ଼ିଶା ସୀମାନ୍ତ ଅଞ୍ଚଳରେ ମାଓବାଦୀଙ୍କ ପକ୍ଷରୁ ସାମୂହିକ ଆତ୍ମସମର୍ପଣ ବୃଦ୍ଧି ପାଇଛି। ପୋଲିସର କଠୋର କାର୍ଯ୍ୟାନୁଷ୍ଠାନ ଓ ଥଇଥାନ ନୀତି ଯୋଗୁଁ ୧୮ରୁ ୬୩ ଜଣ ପର୍ଯ୍ୟନ୍ତ ହାର୍ଡକୋର ମାଓବାଦୀ, ପାପାରାଓ ଏବଂ କନ୍ଧମାଳରେ ଅନେକ ମହିଳା କ୍ୟାଡର…

Apple ର CEO ପଦ ଛାଡ଼ିବେ ଟିମ୍ କୁକ୍, ୧୫ ବର୍ଷ ପରେ ଦେବେ ଇସ୍ତଫା

ନୂଆଦିଲ୍ଲୀ: ଆପଲ୍‌ର ୧୫ ବର୍ଷ ଧରି ନେତୃତ୍ୱ ନେବା ପରେ ଟିମ୍ କୁକ୍ ସିଇଓ ପଦ ଛାଡିବା ନିଷ୍ପତ୍ତି ନେଇଛନ୍ତି। ୨୦୧୧ ମସିହାରେ ଷ୍ଟିଭ୍ ଜବସ୍‌ଙ୍କ ମୃତ୍ୟୁ ପରେ କମ୍ପାନୀର ଦାୟିତ୍ୱ ନେଇଥିବା କୁକ୍ ଆପଲ୍‌କୁ ଏକ ଉଚ୍ଚତାରେ ପହଞ୍ଚାଇଛନ୍ତି। ଏବେ ସେପ୍ଟେମ୍ବର ୧ ତାରିଖରୁ, ହାର୍ଡୱେର୍…