Latest Odisha News

BREAKING NEWS

Browsing Category

ମୁଖ୍ୟ ଖବର

ଗୋରୁ ମାଫିଆଙ୍କ ୮ଟି ସ୍ଥାନରେ ପୋଲିସର ଚଢ଼ାଉ, ୨୦ ଲକ୍ଷ ନଗଦ ଟଙ୍କା ଜବତ

ଭଦ୍ରକ: ଗୋ ମାଫିଆଙ୍କ ଘରେ ଚଢ଼ାଉ। ରେଡ କରୁଛି ଭଦ୍ରକ ପୋଲିସ। ୮ଟି ସ୍ଥାନରେ ଚାଲିଛି ଚଢ଼ାଉ। ଏସପି ମନୋଜ୍ ରାଉତ ନିର୍ଦ୍ଦେଶରେ ପୁରୁଣା ବଜାର ଥାନା ସନ୍ଥିଆ ଗୁଜି ଦରଡା ଅଞ୍ଚଳରେ ଚଢାଉ ଜାରି ରହିଛି। ବେଆଇନ ଗୋ ଚାଲାଣ ନେଇ ଚଢ଼ାଉ କରାଯାଇଥିବା ସୂଚନା ରହିଛି। ସନ୍ଥିଆରେ ଚଢ଼ାଉ ସମୟରେ ନଗଦ…

ରାତି ୮ଟା ଯାଏଁ ଡେଡଲାଇନ୍ ଦେଲେ ଟ୍ରମ୍ପ… ଚୁକ୍ତି ଚୂଡ଼ାନ୍ତ ନହୁଏ ତେବେ ଇରାନରେ କ’ଣ ହେବ?

ୱାଶିଂଟନ: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଇରାନକୁ ଦେଲେ ବଡ଼ ଚେତାବନୀ। ଆଜି ରାତି ୮ଟା ଯାଏଁ ଡେଡଲାଇନ୍ ଦେଲେ ଆମେରିକା ରାଷ୍ଟ୍ରପତି। ହର୍ମୁଜ ପ୍ରାଣାଳୀ ଖୋଲିବା ସହ ଆମେରିକା ସହ ଡିଲ୍ ପାଇଁ ଦାବି ହୋଇଛି। ଗୋଟିଏ ରାତିରେ ହିଁ ଚାହିଁଲେ ଇରାନକୁ ଶେଷ କରିଦେବୁ କହିଲ ଟ୍ରମ୍ପ୍।…

କୁଏତ ଏୟାରବେସ ଉପରେ ଇରାନର ଆକ୍ରମଣ, ୧୫ ଆମେରିକୀୟ ଆହତ

ନୂଆଦିଲ୍ଲୀ: ଇରାନ ରାତାରାତି କୁଏତର ଅଲି ଅଲ୍ ସାଲେମ୍ ବାୟୁସେନା ଘାଟି ଉପରେ ଡ୍ରୋନ୍ ଆକ୍ରମଣ କରିଛି। ଅଲ୍ ଜାଜିରା ରିପୋର୍ଟ ଅନୁଯାୟୀ, ଏହି ଆକ୍ରମଣରେ ପନ୍ଦର ଜଣ ଆମେରିକୀୟ ଆହତ ହୋଇଥିବା ସୂଚନା ମିଳିଛି। ଆମେରିକୀୟ ସମ୍ବାଦ ସଂସ୍ଥା CBS ଦୁଇ ଆମେରିକୀୟ ଅଧିକାରୀଙ୍କ ଉଦ୍ଧୃତି ଦେଇ କହିଛି…

୧୪ ବିଶ୍ୱବିଦ୍ୟାଳୟର କୁଳପତି ନିଯୁକ୍ତ;ଉଚ୍ଚଶିକ୍ଷା ମନ୍ତ୍ରୀ ଜଣାଇଲେ ଅଭିନନ୍ଦନ

ଭୁବନେଶ୍ୱର:ରାଜ୍ୟର ୧୪ଟି ବିଶ୍ବବିଦ୍ୟାଳୟ ପାଇଁ କୁଳପତି ନିଯୁକ୍ତ ହୋଇଛନ୍ତି । କୁଳାଧିପତି ତଥା ରାଜ୍ୟପାଳ ହରିବାବୁ କମ୍ଭମପାଟ୍ଟୀ ନୂଆ କୁଳପତିଙ୍କୁ ନିଯୁକ୍ତ କରିଛନ୍ତି । ଉତ୍କଳ ବିଶ୍ବବିଦ୍ୟାଳୟ କୁଳପତି ଭାବେ ନିଯୁକ୍ତ ହୋଇଛନ୍ତି ପ୍ରଫେସର ଚଣ୍ଡି ପ୍ରସାଦ ନନ୍ଦ। ସେହିପରି ରେଭେନ୍ସା…

Financial literacy: ଷଷ୍ଠରୁ ଦଶମ ଶ୍ରେଣୀ ଛାତ୍ରଛାତ୍ରୀ ପଢିବେ ଆର୍ଥିକ ସାକ୍ଷରତା ପାଠ;ସ୍ବତନ୍ତ୍ର ପ୍ରଶିକ୍ଷଣ ନେବେ…

ଭୁବନେଶ୍ବର: ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ପିଏମ୍‌ଶ୍ରୀ ସ୍କୁଲ ଗୁଡିକରେ ଷଷ୍ଠରୁ ଦଶମ ଶ୍ରେଣୀ ଛାତ୍ରଛାତ୍ରୀମାନଙ୍କୁ ଆର୍ଥିକ ସାକ୍ଷରତା ଉପରେ ଶିକ୍ଷା ଦିଆଯିବ । ସେମାନେ ବିଭିନ୍ନ ଆର୍ଥିକ ଯୋଜନା ଉପରେ ଜ୍ଞାନ ଆହରଣ କରିବେ । ଏଥିପାଇଁ ଜାତୀୟ ଆର୍ଥିକ ଶିକ୍ଷା କେନ୍ଦ୍ର…

BJD Suspend: ମଞ୍ଜୁଲତା ଓ ମୁକ୍ତିକାନ୍ତ ବିଜେଡିରୁ ସସ୍‌ପେଣ୍ଡ୍‌

ଭୁବନେଶ୍ୱର: ଆଜି ବିଜେଡି ଦଳରୁ ନିଲମ୍ବିତ ହେଲେ ମଞ୍ଜୁଲତା ମଣ୍ଡଳ ଓ ମୁକ୍ତିକାନ୍ତ ମଣ୍ଡଳ । ଦଳ ବିରୋଧୀ କାର୍ଯ୍ୟ ପାଇଁ ବିଜେଡିରୁ ନିଲମ୍ବିତ ହୋଇଛନ୍ତି। ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶ କ୍ରମେ ଦଳରୁ ସସପେଣ୍ଡ କରାଯାଇଛି। ପୂର୍ବତନ ଧାମନଗର ବିଧାୟକ ମୁକ୍ତିକାନ୍ତ…

Terror network:ଆତଙ୍କବାଦୀ ମଡ୍ୟୁଲ୍ ବିରୋଧରେ ବଡ଼ କାର୍ଯ୍ୟାନୁଷ୍ଠାନ;ପାକିସ୍ତାନ ସହ ଜଡିତ ୨ଅସ୍ତ୍ରଶସ୍ତ୍ର…

ନୂଆଦିଲ୍ଲୀ: ଦିଲ୍ଲୀ ପୋଲିସ କ୍ରାଇମବ୍ରାଞ୍ଚ ଆନ୍ତର୍ଜାତୀୟ ଅସ୍ତ୍ରଶସ୍ତ୍ର ଚୋରା ଚାଲାଣ ଏବଂ ଏକ ଆତଙ୍କବାଦୀ ମଡ୍ୟୁଲ୍ ବିରୋଧରେ ବଡ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି। ପାକିସ୍ତାନର ଗୁଇନ୍ଦା ସଂସ୍ଥା ISI ସହିତ ଜଡିତ ଦୁଇ ଜଣ ଅସ୍ତ୍ରଶସ୍ତ୍ର ଚୋରାଚାଲାଣକାରୀଙ୍କୁ ପୋଲିସ ଗିରଫ କରିଛି। ଗିରଫ…

ଉତ୍କଳିକା – କୋଚିନ ଓଡ଼ିଆ ସଂଘ ଦ୍ୱାରା ୧୬ତମ ପ୍ରତିଷ୍ଠା ଦିବସ ଓ ଉତ୍କଳ ଦିବସ ପାଳିତ

କୋଚି: ଉତ୍କଳିକା – କୋଚିନ ଓଡ଼ିଆ ସଂଘ ପକ୍ଷରୁ ୧୬ତମ ପ୍ରତିଷ୍ଠା ଦିବସ ସହିତ ଉତ୍କଳ ଦିବସ ୨୦୨୬କୁ କୋଚିର କୁଣ୍ଡାନୂର ସ୍ଥିତ ପେଟ୍ରୋ ହାଉସ୍‌ରେ ଭବ୍ୟ ଓ ଆନନ୍ଦମୟ ପରିବେଶରେ ତାରିଖ ୦୫ ଏପ୍ରିଲ ୨୦୨୬ ରେ ପାଳନ କରାଯାଇଥିଲା। ଏହି ଅବସରରେ ସଂଘର ସଦସ୍ୟମାନେ ଓ ଅତିଥିମାନଙ୍କର ଉଲ୍ଲେଖନୀୟ…

President’s Colour Award:ପ୍ରଥମ ଥର ପାଇଁ ‘ପ୍ରେସିଡେଣ୍ଟସ୍ କଲର’ପୁରସ୍କାର ପାଇବ ଓଡ଼ିଶା ପୋଲିସ;ସବୁ ସ୍ତରର…

ଭୁବନେଶ୍ବର:ଓଡ଼ିଶା ପୋଲିସଙ୍କୁ ମିଳିବ ‘ପ୍ରେସିଡେଣ୍ଟସ୍ କଲର' ପୁରସ୍କାର । ପ୍ରଥମ ଥର ପାଇଁ ପ୍ରେସିଡେଣ୍ଟ କଲାର ସମ୍ମାନରେ ସମ୍ମାନୀତ ହେବ ରାଜ୍ୟ ପୋଲିସ । ଯାହା ଓଡ଼ିଶା ପୋଲିସ ପ୍ରତିଷ୍ଠାର ୯୧ ବର୍ଷ ମଧ୍ୟରେ ପ୍ରଥମ ଥର ପାଇଁ ପ୍ରଦାନ କରାଯାଉଛି । ଯାହାକୁ ନେଇ ଡିଜିପି ଓ୍ବାଇ.ବି.…

LPG ପରି PNG ମଧ୍ୟ ଆମଦାନୀ ଏବଂ ରପ୍ତାନି କରାଯାଇପାରେ କି?

ନୂଆଦିଲ୍ଲୀ: ମଧ୍ୟପ୍ରାଚ୍ୟରେ ବଢ଼ୁଥିବା ଉତ୍ତେଜନା LPG ଯୋଗାଣକୁ ଯଥେଷ୍ଟ ପ୍ରଭାବିତ କରିଛି। ତଥାପି, LPG ସିଲିଣ୍ଡର ପରି ନୁହେଁ। PNG ର ଆନ୍ତର୍ଜାତୀୟ ବାଣିଜ୍ୟ ପାଇଁ ପଥ ବହୁତ ଭିନ୍ନ। PNG ରପ୍ତାନି ଏବଂ ଆମଦାନୀ ମଧ୍ୟ କରାଯାଇପାରିବ, କିନ୍ତୁ ପ୍ରକ୍ରିୟା ବହୁତ ଭିନ୍ନ। ତେବେ ଆସନ୍ତୁ…