Latest Odisha News

BREAKING NEWS

Browsing Category

ମୁଖ୍ୟ ଖବର

ମୋଦିଙ୍କ ‘ଝାଲମୁଢ଼ି’ ବନାମ ଦିଦିଙ୍କ ‘ପରିବା’! ପଶ୍ଚିମବଙ୍ଗ ନିର୍ବାଚନ ପ୍ରଚାର ଶେଷ, କିଏ…

କୋଲକାତା: ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନର ହାଇଭୋଲଟେଜ୍ ପ୍ରଚାର ଅଭିଯାନ ସୋମବାର ସନ୍ଧ୍ୟାରେ ଶେଷ ହୋଇଛି। ଆସନ୍ତାକାଲି ଅର୍ଥାତ୍ ଏପ୍ରିଲ ୨୯ ତାରିଖରେ ଅନ୍ତିମ ପର୍ଯ୍ୟାୟ ମତଦାନ ହେବାକୁ ଥିବା ବେଳେ, ମେ' ୪ ତାରିଖରେ ଫଳାଫଳ ଘୋଷଣା ହେବ। ଚଳିତ ଥର ପ୍ରମୁଖ ବିରୋଧୀ ବିଜେପି ଏବଂ ଶାସକ…

ମୁଖ୍ୟମନ୍ତ୍ରୀଙ୍କ ଘୋଷଣା ନେଉଛି ବାସ୍ତବ ରୂପ: ପାରାଦୀପ ଓ ବଲାଙ୍ଗୀରରେ ଇଞ୍ଜିନିୟରିଂ କଲେଜ ପ୍ରତିଷ୍ଠା ପାଇଁ…

ଭୁବନେଶ୍ୱର: ରାଜ୍ୟରେ ବୈଷୟିକ ଶିକ୍ଷାର ମାନ ବୃଦ୍ଧି ଏବଂ ଭିତ୍ତିଭୂମି ବିକାଶ ଦିଗରେ ଓଡ଼ିଶା ସରକାର ଏକ ବଡ଼ ପଦକ୍ଷେପ ଗ୍ରହଣ କରିଛନ୍ତି। ପାରାଦୀପ ଏବଂ ବଲାଙ୍ଗୀରରେ ଦୁଇଟି ନୂଆ ସରକାରୀ ଇଞ୍ଜିନିୟରିଂ କଲେଜ ପ୍ରତିଷ୍ଠା ନେଇ ସରକାରୀ ସ୍ତରରେ ପ୍ରକ୍ରିୟା ତ୍ୱରାନ୍ୱିତ ହୋଇଛି। ଏହି…

ଆଇନ ପେଷାରେ ମଧୁପଣିଆର ପ୍ରାସଙ୍ଗିକତା

ବିଭୁପ୍ରସାଦ ତ୍ରିପାଠୀ ପ୍ରତିବର୍ଷ ଏପ୍ରିଲ ୨୮ ତାରିଖ ମଧୁବାବୁଙ୍କ ଜନ୍ମ ଜୟନ୍ତୀକୁ ସାରା ରାଜ୍ୟର ଆଇନଜୀବୀ ମାନେ ଆଇନଜୀବୀ ଦିବସ ଭାବେ ପାଳନ କରନ୍ତି। ଏହି ଅବସରରେ ସବୁ ବାର୍ ଆସୋସିଏସନ୍ ସଭାଗୃହରେ ମଧୁବାବୁଙ୍କ ଓଡ଼ିଆ ଜାତି ପ୍ରତି ଅବଦାନ, ତାଙ୍କର କୃତୀ ଓ କୃତିତ୍ୱକୁ ନେଇ ସାଧାରଣ…

ବେଙ୍ଗଲରେ ୟୁପିର ‘ଏନକାଉଣ୍ଟର ସ୍ପେଶାଲିଷ୍ଟ’ଙ୍କୁ ନେଇ ଝଡ଼: ଟିଏମସି ପ୍ରାର୍ଥୀଙ୍କୁ ଧମକ

କୋଲକାତା: ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନର ରାଜନୈତିକ ଉଷ୍ମତା ମଧ୍ୟରେ ଏବେ ଏକ ନୂଆ ଏବଂ ସଙ୍ଗିନ୍ ବିବାଦ ମୁଣ୍ଡ ଟେକିଛି। ଡାଇମଣ୍ଡ ହାର୍ବର ପୋଲିସ ଜିଲ୍ଲା ପାଇଁ ନିର୍ବାଚନ ଆୟୋଗଙ୍କ ଦ୍ୱାରା ନିଯୁକ୍ତ ପୋଲିସ ପର୍ଯ୍ୟବେକ୍ଷକ ତଥା ଉତ୍ତରପ୍ରଦେଶ କ୍ୟାଡରର ଆଇପିଏସ୍ ଅଧିକାରୀ ଅଜୟପାଲ…

ରାତି ଅଧିଆ ବିସ୍ଫୋରଣରେ ଉଡ଼ିଲା ରେଳ ଧାରଣା, ହାଇ-ଆଲର୍ଟରେ ସୁରକ୍ଷା ଏଜେନ୍ସି

ପଟିଆଲା/ଚଣ୍ଡିଗଡ଼: ପଞ୍ଜାବର ପଟିଆଲା ଜିଲ୍ଲାରେ ଏକ ବଡ଼ ଧରଣର ଅଘଟଣ ସାମ୍ନାକୁ ଆସିଛି। ସୋମବାର ବିଳମ୍ବିତ ରାତିରେ ଶମ୍ଭୁ ଏବଂ ରାଜପୁରା ମଧ୍ୟରେ ଥିବା ରେଳ ଧାରଣାରେ ଏକ ପ୍ରଚଣ୍ଡ ବିସ୍ଫୋରଣ ଘଟିଛି। ଏହି ବ୍ଲାଷ୍ଟ୍ ଯୋଗୁଁ ରେଳ ଧାରଣାର ବ୍ୟାପକ କ୍ଷତି ଘଟିଥିବା ବେଳେ ଏହା ପଛରେ କୌଣସି…

Historic decision: ଲଦାଖରେ ୫ଟି ନୂତନ ଜିଲ୍ଲା ହେବ ଗଠନ; ପ୍ରଶାସନିକ ସୁବିଧା ଏବଂ ବିକାଶକୁ କରିବ ବୃଦ୍ଧି

ନୂଆଦିଲ୍ଲୀ:ଲଦାଖ ପାଇଁ ଏକ ଐତିହାସିକ ପଦକ୍ଷେପ ନିଆଯାଇଛି । ଲଦାଖର ଲେଫ୍ଟନାଣ୍ଟ ଗଭର୍ଣ୍ଣର ଭିକେ ସକ୍ସେନା କେନ୍ଦ୍ର ଶାସିତ ପ୍ରଦେଶ ଲଦାଖରେ ପାଞ୍ଚଟି ନୂତନ ଜିଲ୍ଲା ଗଠନ ପାଇଁ ବିଜ୍ଞପ୍ତିକୁ ଅନୁମୋଦନ କରିଛନ୍ତି। ଏହି ନିଷ୍ପତ୍ତି ଦ୍ୱାରା ଏହି ଅଞ୍ଚଳରେ ଜିଲ୍ଲା ସଂଖ୍ୟା ଦୁଇରୁ ସାତକୁ…

Auto Ambulance Service: ଦୁର୍ଗମ ଅଞ୍ଚଳରେ ‘ନିରୀକ୍ଷଣ ସାଥୀ’ ମାଗଣା ଅଟୋ ଆମ୍ବୁଲାନ୍ସ ସେବା…

ଗଞ୍ଜାମ:ଦୁର୍ଗମ ଅଞ୍ଚଳରେ ବସବାସ କରୁଥିବା ଗର୍ଭବତୀ ମହିଳା ଓ ଶିଶୁଙ୍କ ପାଇଁ ଗଞ୍ଜାମ ଜିଲ୍ଲା ପ୍ରଶାସନ ପକ୍ଷରୁ ଏକ ଅଭିନବ ସେବା ଆରମ୍ଭ କରାଯାଇଛି। ଗଞ୍ଜାମ ଜିଲ୍ଲା ଧରାକୋଟ ବ୍ଲକର ଅପହଞ୍ଚ ଅଞ୍ଚଳରେ ‘ନିରୀକ୍ଷଣ ସାଥୀ’ ନାମକ ଏହି ଯୋଜନା ମାଧ୍ୟମରେ ଏବେ ମାଗଣା ଅଟୋ ଆମ୍ବୁଲାନ୍ସ ସେବା…

Kedarnath Yatra:କେଦାରନାଥ ଦ୍ବାର ଖୋଲିବାର ସପ୍ତାହେ ମଧ୍ୟରେ ୧.୮ ଲକ୍ଷ ଭକ୍ତ କଲେଣି ଦର୍ଶନ;QR କୋଡ ଜରିଆରେ…

ଡେରାଡୁନ: ଉତ୍ତରାଖଣ୍ଡର ଚାରିଧାମ ଯାତ୍ରା ଆରମ୍ଭରୁ ହିଁ ଭକ୍ତଙ୍କ ସୁଅ ଛୁଟିଛି। ପ୍ରଥମ ସପ୍ତାହରେ ତୀର୍ଥଯାତ୍ରୀଙ୍କ ସଂଖ୍ୟା ୩,୫୭,୦୦୦ଅତିକ୍ରମ କରିଛି। ଶ୍ରୀ ବଦ୍ରିନାଥ-କେଦାରନାଥ ମନ୍ଦିର କମିଟି (BKTC)ଅଧ୍ୟକ୍ଷ ହେମନ୍ତ ଦ୍ୱିବେଦୀ କହିଛନ୍ତି ଯେ,ଉତ୍ତରାଖଣ୍ଡର ଚାରିଧାମ ଯାତ୍ରା ପାଇଁ…

ଜାପାନ ରାଷ୍ଟ୍ରଦୂତଙ୍କୁ ଧନ୍ୟବାଦ ଜଣାଇଲେ ମୁଖ୍ୟମନ୍ତ୍ରୀ;କହିଲେ-‘ଡାଲମା’ ଆମ ସଂସ୍କୃତି ଓ ଆତିଥେୟତାର ପ୍ରତୀକ

ଭୁବନେଶ୍ୱର: ଗତ ୨୪ ତାରିଖ ଦିନ ସମ୍ୱଲପୁରର ରେଙ୍ଗାଲି ଠାରେ JSW ଓ ଜାପାନର JFE Steel ମଧ୍ୟରେ ଏକ ଜଏଣ୍ଟ ଭେନ୍‌ଚର୍ ଘୋଷଣା କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଉପସ୍ଥିତ ଥିବାବେଳେ ଭାରତରେ ଅବସ୍ଥାପିତ ଜାପାନର ରାଷ୍ଟ୍ରଦୂତ ମିଷ୍ଟର ଓନୋ କେଇଚି (Mr ONO…

Mahendragiri Eco-Adventure Fest 2026:ପ୍ରଥମ ଥର ପାଇଁ ରାଜ୍ୟରେ ଦୁଃସାହସିକ କ୍ରୀଡ଼ା ଉତ୍ସବ ପାଳନ; ୧୭ରାଜ୍ୟର ୬…

ଗଜପତି: ଦୁଃସାହସିକ କ୍ରୀଡ଼ା ଉତ୍ସବ ପ୍ରଥମ ଥର ପାଇଁ ରାଜ୍ୟ ସରକାର ଆୟୋଜନ କରିଛନ୍ତି । ଓଡିଶାର ଦ୍ବିତୀୟ ଉଚ୍ଚତମ ପର୍ବତ ତଥା ପୁରାଣ ପ୍ରସିଦ୍ଧ ମହେନ୍ଦ୍ରଗିରିରେ ଆୟୋଜିତ ଦୁଃସାହସିକ କ୍ରୀଡା ଉତ୍ସବ ମହେନ୍ଦ୍ରଗିରି ଇକୋ ଆଡଭେଞ୍ଚର ଫେଷ୍ଟ-2026 ଉଦଯାପିତ ହୋଇଯାଇଛି ।ରାଜ୍ୟ ପର୍ଯ୍ୟଟନ…