Latest Odisha News

BREAKING NEWS

Browsing Category

ମୁଖ୍ୟ ଖବର

Election Dates Of 5 States: ଆଜି ୫ ରାଜ୍ୟରେ ବିଧାନସଭା ନିର୍ବାଚନ ପାଇଁ ହେବ ତାରିଖ ଘୋଷଣା…

ନୂଆଦିଲ୍ଲୀ: ଦେଶର ପାଞ୍ଚଟି ରାଜ୍ୟରେ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେବାକୁ ଯାଉଛି। ଚଳିତ ବର୍ଷ ଏହି ନିର୍ବାଚନ ପାଇଁ ସମସ୍ତ ପ୍ରସ୍ତୁତି ଚାଲିଛି। ରିପୋର୍ଟ ଅନୁଯାୟୀ, ନିର୍ବାଚନ କମିଶନ ଆଜି ଏହି ପାଞ୍ଚଟି ରାଜ୍ୟର ନିର୍ବାଚନ ତାରିଖ ଘୋଷଣା କରିପାରନ୍ତି। ନିର୍ବାଚନ କମିଶନ ଆଜି ଅପରାହ୍ନ…

ମୁଜତାବା ଖାମେନି ଜୀବିତ ଅଛନ୍ତି ନା ନାହିଁ! ଇରାନର ନୂତନ ସର୍ବୋଚ୍ଚ ନେତାଙ୍କ ଉପରେ ପ୍ରଶ୍ନ ଉଠାଇଲେ ଟ୍ରମ୍ପ

ୱାଶିଂଟନ: ମଧ୍ୟପ୍ରାଚ୍ୟରେ ଆମେରିକା, ଇସ୍ରାଏଲ ଏବଂ ଇରାନ ମଧ୍ୟରେ ଯୁଦ୍ଧ ତୀବ୍ର ହେବାରେ ଲାଗିଛି। ଏସବୁ ମଧ୍ୟରେ, ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଇରାନର ନୂତନ ସର୍ବୋଚ୍ଚ ନେତା ମୋଜତାବା ଖାମେନି ଜୀବିତ ଅଛନ୍ତି ନା ନାହିଁ ସେ ବିଷୟରେ ପ୍ରଶ୍ନ ଉଠାଇଛନ୍ତି। ଏହା ନୂତନ ସର୍ବୋଚ୍ଚ…

ଏୟାର ଇଣ୍ଡିଆ ଓ ଏୟାର ଇଣ୍ଡିଆ ଏକ୍ସପ୍ରେସର ୧୪ଟି ବିମାନ ବାତିଲ୍

ନୂଆଦିଲ୍ଲୀ: ଏୟାର ଇଣ୍ଡିଆ ଓ ଏୟାର ଇଣ୍ଡିଆ ଏକ୍ସପ୍ରେସର ୧୪ଟି ବିମାନ ବାତିଲ୍। ଏୟାର ଇଣ୍ଡିଆର ଦୁବାଇ-ଦିଲ୍ଲୀ ୫ଟି ବିମାନ ମଧ୍ୟରୁ ୪ଟି ବାତିଲ୍। ଏୟାର୍‌ ଇଣ୍ଡିଆ ଏକ୍ସପ୍ରେସ୍‌ର ଦୁବାଇ-ଦିଲ୍ଲୀ ୬ଟି ମଧ୍ୟରୁ ୫ଟି ବିମାନ ବାତିଲ୍ କରାଯାଇଛି। ମଧ୍ୟପ୍ରାଚ୍ୟରେ ଘନିଷ୍ଠ ହେଉଥିବା ଯୁଦ୍ଧ…

ବିନା ପ୍ରତିଦ୍ୱନ୍ଦୀରେ ହେଲା ବାର ଆସୋସିଏସନ୍ ନିର୍ବାଚନ

ବାଲେଶ୍ୱର: ବିନା ପ୍ରତିଦ୍ୱନ୍ଦୀରେ ହେଲା ବାର ଆସୋସିଏସନ୍ ନିର୍ବାଚନ। ବାର ଆସୋସିଏସନ୍ ନିର୍ବାଚନରେ ଉଦାହରଣ ସୃଷ୍ଟି କଲା ଭୋଗରାଇ ବାର ଆସୋସିଏସନ୍। ନିଜ ଭିତରେ ଏକତା ବଜାଇ ରଖିବା ପାଇଁ ବିନା ପ୍ରତିଦ୍ବନ୍ଦୀରେ ହେଲା ନିର୍ବାଚନ। ଆଉ ବିଜୟୀ ହୋଇଥିବା ପ୍ରାର୍ଥୀମାନେ ଭୋଗରାଇବାସୀଙ୍କୁ…

ହର୍ମୁଜ୍ ପ୍ରଣାଳୀ ଦେଇ ଭାରତକୁ ଅଣାଯିବ ଏଲପିଜି ଗ୍ୟାସ ଟ୍ୟାଙ୍କର, ମୁତୟନ ହେଲା ନୌସେନା ଯୁଦ୍ଧଜାହାଜ

ନୂଆଦିଲ୍ଲୀ: ମଧ୍ୟପ୍ରାଚ୍ୟରେ ବଢ଼ୁଥିବା ଉତ୍ତେଜନା ମଧ୍ୟରେ, ଭାରତୀୟ ନୌସେନା ପାରସ୍ୟ ଉପସାଗର ନିକଟରେ ଅନେକ ଯୁଦ୍ଧଜାହାଜ ମୁତୟନ କରିଛି। ସୂତ୍ର ଅନୁଯାୟୀ, ପାରସ୍ୟ ଉପସାଗର ନିକଟରେ ଅନେକ ଭାରତୀୟ ନୌସେନା ଯୁଦ୍ଧଜାହାଜ ମୁତୟନ କରାଯାଇଛି ଏବଂ ସେଠାରୁ ଭାରତ ଆଡ଼କୁ ଆସୁଥିବା ବାଣିଜ୍ୟ…

PNG ଉପଭୋକ୍ତାଙ୍କୁ ମିଳିବନି LPG କନେକ୍ସନ… ଗ୍ୟାସ ସଙ୍କଟ ମଧ୍ୟରେ ସରକାରଙ୍କ ବଡ଼ ନିଷ୍ପତ୍ତି

ନୂଆଦିଲ୍ଲୀ: କେନ୍ଦ୍ର ସରକାର ଶନିବାର ଦିନ ଘରୋଇ ରନ୍ଧନ ଗ୍ୟାସ ଯୋଗାଣ ନିୟନ୍ତ୍ରଣ କରୁଥିବା ବିଦ୍ୟମାନ ନିୟମରେ ସଂଶୋଧନ କରିଛନ୍ତି। ଏହା ଅଧୀନରେ, PNG ସଂଯୋଗ ଥିବା ପରିବାରଗୁଡ଼ିକୁ ସବସିଡିଯୁକ୍ତ ଏଲପିଜି ସିଲିଣ୍ଡର ରଖିବା କିମ୍ବା ଗ୍ରହଣ କରିବାକୁ ବାରଣ କରାଯାଇଛି। ପଶ୍ଚିମ ଏସିଆରେ…

ରାଜ୍ୟରେ ୧୮ ଯାଏ ଝଡ଼ବର୍ଷା ସମ୍ଭାବନା, ୩ ଜିଲ୍ଲା ପାଇଁ ଅରେଞ୍ଜ ୱାର୍ଣ୍ଣିଂ

ଭୁବନେଶ୍ୱର: ଆସନ୍ତା ୧୮ ତାରିଖ ଯାଏ ରାଜ୍ୟର ବିଭିନ୍ନ ସ୍ଥାନରେ କାଁ ଭାଁ ବର୍ଷା ହୋଇପାରେ। କାଳବୈଶାଖୀ ପ୍ରଭାବରେ ୧୫ ତାରିଖରେ ମୟୂରଭଞ୍ଜ ଓ କେନ୍ଦୁଝରରେ ଘଡ଼ଘଡ଼ି ସହ ବର୍ଷା ଆଶଙ୍କା ଅଛି। ରାଜ୍ୟରେ ପ୍ରବଳ ଗ୍ରୀଷ୍ମ ପ୍ରବାହ ଅନୁଭୂତ ହେଉଥିବାବେଳେ ଶନିବାର ୩ଟି ସହରର ତାପମାତ୍ରା ୪୦ ଡିଗ୍ରୀ…

ଗରିଆପାଲି ଟ୍ରିପଲ୍‌ ମର୍ଡର ଘଟଣାର ଅଭିଯୁକ୍ତ ମୃତ

ଦେବଗଡ଼: ଗରିଆପାଲି ଟ୍ରିପଲ୍‌ ମର୍ଡର ଘଟଣାର ଅଭିଯୁକ୍ତ ମୃତ। ବିଷ ଖାଇ ଗୁରୁତର ହେବାରୁ ବୁର୍ଲା ମେଡିକାଲ୍‌ରେ ଭର୍ତ୍ତି ହୋଇଥିଲେ। ଆଇସିୟୁରେ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ହୋଇଥିବା ସୂଚନା ମିଳିଥି। ସ୍ତ୍ରୀ, ବୋହୂ ଓ ନାତୁଣୀଙ୍କୁ ହତ୍ୟା କରିବା ପରେ ଫେରାର୍‌ ଥିଲା ଅଭିଯୁକ୍ତ। ଗାଁ…

ବିବାହ ବନ୍ଧନରେ ବାନ୍ଧି ହେଲେ କୁଲଦୀପ ଯାଦବ, ଭାଇରାଲ ହେଉଛି ଏଣ୍ଟ୍ରି ଭିଡିଓ

ମସୁରୀ: ବିବାହ ବନ୍ଧନରେ ବାନ୍ଧି ହେଲେ ଭାରତର ଷ୍ଟାର କ୍ରିକେଟର କୁଲଦୀପ ଯାଦବ। ପଡ଼ିଲା ଟିମ୍ ଇଣ୍ଡିଆର ଷ୍ଟାର ସ୍ପିନର କୁଲଦୀପ ଯାଦବଙ୍କ ହାତଗଣ୍ଠି। ବାଲ୍ୟବନ୍ଧୁ ବଂଶୀକାଙ୍କ ହାତ ଧରିଛନ୍ତି ଚାଇନମ୍ୟାନ୍ ଭାବେ ଜଣାଶୁଣା କୁଲଦୀପ ଯାଦବ। ଉତ୍ତରାଖଣ୍ଡର ହିଲ୍ ଷ୍ଟେସନ ମସୁରୀର ସାଭୋଇ ହୋଟେଲରେ…

ରାଜ୍ୟସଭା ଭୋଟ ପୂର୍ବରୁ ପାରାଦୀପରେ ବିଜେପି ବିଧାୟକଙ୍କ ମେଳି

ଭୁବନେଶ୍ୱର: ଦିନକ ପରେ ରାଜ୍ୟସଭା ନିର୍ବାଚନ। ସବୁ ଦଳକୁ ଘାରିଛି କ୍ରସ ଭୋଟିଂ ଭୟ । ରାଜ୍ୟସଭା ନିର୍ବାଚନ ପୂର୍ବରୁ ବିଜେପି ବିଧାୟକ, ମନ୍ତ୍ରୀମାନଙ୍କର ପାରାଦୀପରେ ମେଳି। ମଧ୍ୟରାତ୍ରୀରେ ଶନିବାର-ରବିବାର ରାତି ପ୍ରାୟ ଗୋଟାଏରେ ପାରାଦୀପ ମେରାଇନ ଡ୍ରାଇଭରେ ଥିବା ମେ ଫେୟାର ହୋଟେଲରେ…