Latest Odisha News

BREAKING NEWS

Browsing Category

ମୁଖ୍ୟ ଖବର

ଓଡ଼ିଶାରେ ସାଂଘାତିକ ତାତି: ୪୩ ଡିଗ୍ରୀ ପାର୍ କଲା ଝାରସୁଗୁଡ଼ା, ୪୦ ଡିଗ୍ରୀ ଉପରେ ରାଜ୍ୟର ଅନେକ ସହର

ଭୁବନେଶ୍ୱର: ଓଡ଼ିଶାରେ ତାତି ଏବେ ଅସହ୍ୟ ହେବାରେ ଲାଗିଛି। ଦିନକୁ ଦିନ ପାରଦ ଉପରକୁ ଚଢ଼ୁଥିବା ବେଳେ ରାଜ୍ୟର ଅନେକ ସହରରେ ତାପମାତ୍ରା ୪୦ ଡିଗ୍ରୀ ସେଲସିୟସ୍‌ ଉପରେ ରହିଛି। ବିଶେଷ କରି ପଶ୍ଚିମ ଓ ଆଭ୍ୟନ୍ତରୀଣ ଓଡ଼ିଶା ଏବେ ଗ୍ରୀଷ୍ମ ପ୍ରବାହରେ ସିଝୁଛି। ଆଞ୍ଚଳିକ ପାଣିପାଗ କେନ୍ଦ୍ରର…

ଭିଜିଲାନ୍ସ ଜାଲରେ ସହକାରୀ ନିର୍ବାହୀ ଯନ୍ତ୍ରୀ, ଏକକାଳୀନ ୬ଟି ସ୍ଥାନରେ ରେଡ୍

କଳାହାଣ୍ଡି: ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ କଳାହାଣ୍ଡି ଜିଲ୍ଲା ଧର୍ମଗଡ଼ ସ୍ଥିତ ପୂର୍ତ୍ତ ବିଭାଗର ଅତିରିକ୍ତ ନିର୍ବାହୀ ଯନ୍ତ୍ରୀ ଭୁବନେଶ୍ୱର ଶବରଙ୍କ କାର୍ଯ୍ୟାଳୟ, ଧର୍ମଗଡ଼ ଓ ଭବନୀପାଟଣାସ୍ଥିତ ବାସଭବନ, କାର୍ଯ୍ୟାଳୟ ଓ ଫାର୍ମ ହାଉସରେ ଭିଜିଲାନ୍ସ ବିଭାଗର ଚଢ଼ାଉ। କୋଟି କୋଟି…

IndiGo Flight Power Cut: ବସିଛନ୍ତି ୧୬୦ ଯାତ୍ରୀ, ହଠାତ୍ ଚାଲିଗଲା ବିମାନରେ ଲାଇନ୍…ତା ପରେ କିଛି ଏମିତି ହେଲା…

ନୂଆଦିଲ୍ଲୀ: ଇଣ୍ଡିଗୋ ଏୟାରଲାଇନ୍ସ ଦ୍ୱାରା ଅବହେଳାର ଏକ ଘଟଣା ସାମ୍ନାକୁ ଆସିଛି ଯାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି। ରିପୋର୍ଟ ଅନୁସାରେ, ଭଦୋଦରାରୁ ଦିଲ୍ଲୀ ଯାଉଥିବା ଏକ ଇଣ୍ଡିଗୋ ବିମାନରେ ବିଦ୍ୟୁତ୍ ବିଭ୍ରାଟ ହୋଇଥିଲା। ଏପରି ପରିସ୍ଥିତିରେ, ବିମାନ ଉଡ଼ାଣ ପୂର୍ବରୁ ଯାତ୍ରୀମାନେ ବହୁତ…

ମମତାଙ୍କ ଅମଳରେ କୋଣଠେସା ହୋଇଥିଲେ, ଏବେ ମିଳିଲା ବଡ଼ ଦାୟିତ୍ୱ: ଆଇପିଏସ ଦମୟନ୍ତୀ ସେନ୍‌ଙ୍କ ଦମ୍‌ଦାର କମ୍‌ବ୍ୟାକ୍

କୋଲକାତା: ସମୟ ସବୁବେଳେ ସମାନ ରହେନି। କ୍ଷମତାର ଅହଂକାର ଭିତରେ ଯେଉଁ ସତ୍ୟର ସ୍ୱରକୁ ଚପାଇ ଦିଆଯାଇଥିଲା, ଆଜି ତାହା ପୁଣି ଥରେ ମୁଣ୍ଡ ଟେକିଛି। ୨୦୧୨ ମସିହାର ବହୁ ଚର୍ଚ୍ଚିତ 'ପାର୍କ ଷ୍ଟ୍ରିଟ୍ ଗଣଦୁଷ୍କର୍ମ ମାମଲା' ଆପଣଙ୍କର ନିଶ୍ଚୟ ମନେଥିବ। ସେତେବେଳେ ଜଣେ ମହିଳା ଆଇପିଏସ୍ ଅଫିସର ନିଜ…

“ମୋର ନୀରବତାକୁ ଦୁର୍ବଳତା ଭାବନ୍ତୁ ନାହିଁ, ଖୁବ୍ ଶୀଘ୍ର ବାଂଲାଦେଶ ଫେରିବି”: ମହମ୍ମଦ ୟୁନୁସଙ୍କୁ ଶେଖ୍…

ନୂଆଦିଲ୍ଲୀ: "ମୋର ନୀରବତାକୁ ମୋର ଦୁର୍ବଳତା ବୋଲି ଭାବିବାର ଭୁଲ୍ କରନ୍ତୁ ନାହିଁ। ମୁଁ ଖୁବ୍ ଶୀଘ୍ର ବାଂଲାଦେଶ ଫେରିବି।" ଦୀର୍ଘ ଦିନର ନୀରବତା ପରେ ନିର୍ବାସନରେ ଥାଇ ଏହିଭଳି ଏକ ବିସ୍ଫୋରକ ବୟାନ ଦେଇଛନ୍ତି ବାଂଲାଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ୍ ହାସିନା। ଗତ ଅଗଷ୍ଟ ମାସରେ…

ବାଣୀବିହାର ହଷ୍ଟେଲରେ ଦୁଇ ଗୋଷ୍ଠୀ ମଧ୍ୟରେ ଲାଠି ଓ ରଡ୍‌ମାଡ଼, ୩ ଗୁରୁତର

ଭୁବନେଶ୍ୱର: ଉତ୍କଳ ବିଶ୍ୱବିଦ୍ୟାଳୟ (ବାଣୀବିହାର) କ୍ୟାମ୍ପସ ପୁଣି ଥରେ ଅଶାନ୍ତ ହୋଇଛି। ହଷ୍ଟେଲ ପରିସର ଭିତରେ ଦୁଇ ଛାତ୍ର ଗୋଷ୍ଠୀ ମଧ୍ୟରେ ଘଟିଥିବା ଏକ ସାଂଘାତିକ ମାରପିଟ୍‌ରେ ୩ ଜଣ ଛାତ୍ର ଗୁରୁତର ଭାବେ ଆହତ ହୋଇଛନ୍ତି। ଶିକ୍ଷାର ମନ୍ଦିର କୁହାଯାଉଥିବା କ୍ୟାମ୍ପସ ଭିତରେ ଖୋଲାଖୋଲି…

୫ ଦିନ ଭିତରେ ଦ୍ଵିତୀୟ ଥର ବଢିଲା ପେଟ୍ରୋଲ ଦର, ପକେଟ୍ ଉପରେ ପଡ଼ିବ ସିଧାସଳଖ ପ୍ରଭାବ

ନୂଆଦିଲ୍ଲୀ: ସାଧାରଣ ଜନତାଙ୍କୁ ପୁଣି ଏକ ବଡ଼ ଝଟକା ଲାଗିଛି। ଦେଶରେ ପୁଣି ଥରେ ପେଟ୍ରୋଲ ଏବଂ ଡିଜେଲ ଦର ବୃଦ୍ଧି ପାଇଛି। ମାତ୍ର ୫ ଦିନ ମଧ୍ୟରେ ଏହା ହେଉଛି ଦ୍ଵିତୀୟ ଥର, ଯେବେ ତୈଳ କମ୍ପାନୀଗୁଡ଼ିକ ଇନ୍ଧନ ଦରରେ ସଂଶୋଧନ କରି ଏହାକୁ ମହଙ୍ଗା କରିଛନ୍ତି। ମିଳିଥିବା ସୂଚନା ଅନୁଯାୟୀ, ଦେଶର…

ବାଲିଅନ୍ତା ସୋମ୍ୟ ହତ୍ୟାକାଣ୍ଡ: ଗିରଫଦାରୀ ଭୟରେ ଅଭିଯୁକ୍ତ ଫେରାର, ରାତି ଅଧିଆ ରେଡ୍‌ କରୁଛି କ୍ରାଇମବ୍ରାଞ୍ଚ

ଭୁବନେଶ୍ୱର: ବାଲିଅନ୍ତାର ବହୁଚର୍ଚ୍ଚିତ ସୋମ୍ୟ ହତ୍ୟାକାଣ୍ଡରେ କ୍ରାଇମବ୍ରାଞ୍ଚ ଆକ୍ସନ୍ ମୋଡ୍‌କୁ ଆସିଛି। ଘଟଣାରେ ଜଡିତ ସନ୍ଦେହଭାଜନ ଓ ଅଭିଯୁକ୍ତମାନଙ୍କୁ ଗିରଫ କରିବା ପାଇଁ ରାତି ଅଧିଆ ଚଢାଉ ଜାରି ରହିଛି। କିନ୍ତୁ ତଦନ୍ତ ଜୋରଦାର ହେବା ସହିତ ଅଭିଯୁକ୍ତମାନଙ୍କ ମଧ୍ୟରେ ଆତଙ୍କ ବଢିଛି।…

BJP core committee meeting: ନିତିନ ଦେଲେ ୩ ମାସିଆ ଟାସ୍କ…ଲୋକଙ୍କ ପାଖକୁ ଯାଇ ସୁସଂପର୍କ ବଢ଼ାଇବାକୁ…

ଭୁବନେଶ୍ବର:ଦୁଇ ଦିନିଆ ଓଡ଼ିଶା ଗସ୍ତରେ ଆସି ବିଜେପି କାର୍ଯ୍ୟକର୍ତ୍ତାଙ୍କୁ ଟାସ୍କ ଦେଲେ ରାଷ୍ଟ୍ରୀୟ ଅଧ୍ୟକ୍ଷ ନିତିନ ନବୀନ। ଜୁଲାଇରେ ଆସି ଟାସ୍କର ସମୀକ୍ଷା କରିବେ। ନିତିନ ଦଳୀୟ ବିଧାୟକ, ସାଂସଦଙ୍କୁ ଲୋକଙ୍କ ପାଖକୁ ଯାଇ ସୁସଂପର୍କ ବଢ଼ାଇବାକୁ ପରାମର୍ଶ ଦେଇଛନ୍ତି। ଦେଢ ଘଣ୍ଟା ଧରି କୋର…

ବିଶିଷ୍ଟ ସାହିତ୍ୟ-ଗବେଷକ କୁମୁଦ ଚନ୍ଦ୍ର ଦାଶଙ୍କ ପରଲୋକ

ଭୁବନେଶ୍ୱର: ପ୍ରଖ୍ୟାତ କବି ଓ ସାହିତ୍ୟ-ସମାଲୋଚକ କୁମୁଦ ଚନ୍ଦ୍ର ଦାଶଙ୍କର ଦେହାନ୍ତ। ମଇ ୧୭ ତାରିଖ ରାତିରେ ଅନୁଗୁଳଠାରେ ସେ ଶେଷ ନିଃଶ୍ୱାସ ତ୍ୟାଗ କରିଛନ୍ତି। ମୃତ୍ୟୁ ବେଳକୁ ତା’ଙ୍କୁ ୭୨ ବର୍ଷ ବୟସ ହୋଇଥିଲା। ମସ୍ତିଷ୍କର ଟ୍ୟୁମର୍ ଜନିତ ବ୍ୟାଧିରେ ପୀଡ଼ିତ ଥାଇ ସେ ଗତ କିଛି ମାସ ଧରି…