Latest Odisha News

BREAKING NEWS

Browsing Category

ମୁଖ୍ୟ ଖବର

ପ୍ରାଥମିକ ଶିକ୍ଷକ ବଦଳି ନେଇ ବିଜ୍ଞପ୍ତି ପ୍ରକାଶ: ଯୋଗ୍ୟପ୍ରାର୍ଥୀ ଏହି ସମୟ ଅବଧି ଭିତରେ କରିପାରିବେ ଆବେଦନ

ଭୁବନେଶ୍ୱର: ପ୍ରାଥମିକ ଶିକ୍ଷକଙ୍କ ପାଇଁ ବଦଳି ବିଜ୍ଞପ୍ତି ପ୍ରକାଶିତ ହୋଇଛି । ବଦଳି ପାଇଁ ଇଚ୍ଛୁକ ଓ ଯୋଗ୍ୟ ପ୍ରାର୍ଥୀମାନେ ଆସନ୍ତା ୧୫ରୁ ୩୦ ତାରିଖ ମଧ୍ୟରେ ଅନଲାଇନରେ ଆବେଦନ କରିପାରିବେ । ଜୁଲାଇ ୧୮ ସୁଦ୍ଧା ସମସ୍ତ ବଦଳି ପ୍ରକ୍ରିୟା ଶେଷ ହେବ । ଅଧିକ ଶିକ୍ଷକ ଥିବା ସ୍କୁଲରୁ…

ନୋଏଡା ହିଂସାରେ ପାକିସ୍ତାନ କନେକ୍ସନ, ୩୦୦ ଗିରଫ

ନୂଆଦିଲ୍ଲୀ: ସୋମବାର ଦିନ ନୋଏଡାରେ ଶ୍ରମିକଙ୍କ ପ୍ରତିବାଦ ଶାନ୍ତିପୂର୍ଣ୍ଣ ଭାବରେ ଆରମ୍ଭ ହୋଇଥିଲା, କିନ୍ତୁ ଏହା ଶୀଘ୍ର ହିଂସାତ୍ମକ ରୂପ ନେଇଥିଲା। ହିଂସା ପରେ ୩୦୦ରୁ ଅଧିକ ଲୋକଙ୍କୁ ଗିରଫ କରାଯାଇଥିଲା। ଶ୍ରମିକମାନେ ହରିୟାଣା ପରି ୩୫ ପ୍ରତିଶତ ମଜୁରୀ ବୃଦ୍ଧି ଦାବି କରୁଥିଲେ। କିନ୍ତୁ,…

ଆଜିଠୁ ପ୍ରଚଳିତ ହେଲା ନୂଆ ପାଞ୍ଜି, ୨୦୨୬-୨୭ ମସିହାରେ ମୋଟ କେତୋଟି ସୂର୍ଯ୍ୟ ପରାଗ ଓ ଗ୍ରହଣ…

ପୁରୀ: ଆଜି ମହାବିଷୁବ ସଂକ୍ରାନ୍ତି । ଓଡ଼ିଆ ନବ ବର୍ଷ । ଆଜିଠାରୁ ପ୍ରଚଳିତ ହେଲା ନୂଆ ପଞ୍ଜିକା । ନୂଆ ପାଞ୍ଜି ଆଜିଠାରୁ ପ୍ରଚଳିତ ହେବ । ବିବାହ, ବ୍ରତ, ଚନ୍ଦ୍ରଗ୍ରହଣ, ସୂର୍ଯ୍ୟପରାଗ ଆଦି ବିଷୟରେ ସୂଚନା ପାଇଁ ଓଡ଼ିଶାବାସୀ ପାଞ୍ଜି ଉପରେ ନିର୍ଭର କରନ୍ତି । ଆଜି ମହାବିଷୁବ ସଂକ୍ରାନ୍ତିରୁ…

ଲୋକସଭା ଆସନ ସଂଖ୍ୟା ୮୫୦କୁ ବୃଦ୍ଧି ପ୍ରସ୍ତାବ

ନୂଆଦିଲ୍ଲୀ: ଲୋକସଭା ଆସନ ସଂଖ୍ୟା ୮୫୦କୁ ବୃଦ୍ଧି ପ୍ରସ୍ତାବ। ରାଜ୍ୟମାନଙ୍କ ପାଇଁ ୮୧୫ ସିଟ୍‌ ନେଇ ପ୍ରସ୍ତାବ। କେନ୍ଦ୍ରଶାସିତ ଅଞ୍ଚଳ ପାଇଁ ୩୫ ସିଟ୍‌ ସଂରକ୍ଷିତ ରହିବ। ୨୦୨୯ ସାଧାରଣ ନିର୍ବାଚନ ବେଳକୁ କାର୍ଯ୍ୟକାରୀ କରିବା ଲକ୍ଷ୍ୟ। ସ୍ୱତନ୍ତ୍ର ଅଧିବେଶନ ପୂର୍ବରୁ ଆସିଲା ଡ୍ରାଫ୍ଟ ବିଲ୍‌…

ଏହି ୟୁରୋପୀୟ ଦେଶରେ ସରକାର ପରିବର୍ତ୍ତନ ହେଲେ ଆମେରିକା, ରୁଷକୁ ଏବଂ ଭାରତକୁ ଲାଗିପାରେ ଝଟକା

ନୂଆଦିଲ୍ଲୀ: ହଙ୍ଗେରୀରେ ବହୁ ପ୍ରତୀକ୍ଷିତ କ୍ଷମତା ପରିବର୍ତ୍ତନ ହୋଇଛି। ସାଧାରଣ ନିର୍ବାଚନରେ, ପିଟର ମୈଗ୍ୟାରଙ୍କ ଟିସ୍ଜା ପାର୍ଟି ଭିକ୍ଟର ଅରବାନଙ୍କ ଫିଡେଜ୍ ପାର୍ଟିକୁ ପରାସ୍ତ କରିଛି। ମାଗ୍ୟାରଙ୍କ ଦଳ ଦୁଇ-ତୃତୀୟାଂଶ ବହୁମତ ହାସଲ କରିଛି। ହଙ୍ଗେରୀରେ ସରକାର ପରିବର୍ତ୍ତନ କେବଳ ଆମେରିକା…

ଆଶ୍ରମରେ ଝାଡ଼ାବାନ୍ତି ଘଟଣା; ଗଭୀର ଶୋକ ପ୍ରକାଶ ସହ ମୃତ ଛାତ୍ରୀଙ୍କ ପରିବାକୁ ସହାୟତା ରାଶି ଘୋଷଣା

ମୟୁରଭଞ୍ଜ: ମୟୂରଭଞ୍ଜ ଜିଲ୍ଲା ରସଗୋବିନ୍ଦପୁର ବ୍ଲକ୍ କାକବନ୍ଧ ଆଶ୍ରମ ସ୍କୁଲ ହଷ୍ଟେଲରେ ବାସି ପଖାଳ ଓ ଆଳୁ ଟଟଣି ଖାଇବା ପରେ ୧୦୦ରୁ ଅଧିକ ଅନ୍ତେବାସୀ ଅସୁସ୍ଥ ହୋଇପଡ଼ିଥିଲେ । ଅସୁସ୍ଥ ଛାତ୍ରଛାତ୍ରୀଙ୍କୁ ନିକଟସ୍ଥ ରସଗୋବିନ୍ଦପୁର ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରି ଚିକିତ୍ସା…

Heatwave Alert: ୪୫° ଛୁଇଁବ ଓଡିଶା ପାରଦ, ୧୭ ତାରିଖ ପର୍ଯ୍ୟନ୍ତ ଅସ୍ତ୍ୟବ୍ୟସ୍ତ କରିବ ଗରମ

ଭୁବନେଶ୍ୱର: ଓଡ଼ିଶାକୁ ହିଟୱେଭ ଆଲର୍ଟ। ଆହୁରି ବଢିବ ଗରମ ଗୁଳୁଗୁଳି। ୪୫ ଡିଗ୍ରୀ ଛୁଇଁବ ତାପମାତ୍ରା। ଭୁବନେଶ୍ୱର ପାଣିପାଗ କେନ୍ଦ୍ର ଅନୁଯାୟୀ, ଆଗାମୀ ପାଞ୍ଚ ଦିନ ମଧ୍ୟରେ ତାପମାତ୍ରା ୪୫° ସେଲସିୟସ୍ ପର୍ଯ୍ୟନ୍ତ ବୃଦ୍ଧି ପାଇବାର ସମ୍ଭାବନା ଥିବାରୁ ଓଡ଼ିଶା ଏକ ତୀବ୍ର ଗ୍ରୀଷ୍ମ ପ୍ରବାହ…

New Ratna Palankas for Lords: ଆଜିଠାରୁ ନୂଆ ରତ୍ନ ପଲଙ୍କରେ ଶୋଇବେ ମହାପ୍ରଭୁ

ପୁରୀ: ପୁରୀ ଶ୍ରୀମନ୍ଦିର ରତ୍ନ ଭଣ୍ଡାର ଇନଭେଣ୍ଟରୀ ଆଜିଠାରୁ ଆରମ୍ଭ ହେବ। ଓଡିଆ ନବବର୍ଷରେ ମହାପ୍ରଭୁଙ୍କ ନୂଆ ରତ୍ନ ପଲଙ୍କ ବ୍ୟବହାର ହେବ। ନୂଆ ରତ୍ନ ପଲଙ୍କ ସଂସ୍କାର କରାଯିବା ପରେ ଆଜି ଏହା ବ୍ୟବହାର କରାଯିବ। ଶ୍ରୀମନ୍ଦିରରେ ପ୍ରଭୁ ଜଗନ୍ନାଥ, ଭାଇଭଉଣୀମାନେ ନୂତନ ‘ରତ୍ନ ପଲଙ୍କ’ ଉପରେ…

‘ପଣା ସଂକ୍ରାନ୍ତି’, ‘ବୈଶାଖୀ’, ‘ପୋଇଲା ବୈଶାଖ’,…

ଭୁବନେଶ୍ୱର: ବିଶ୍ୱର ବିଭିନ୍ନ ଦେଶ ଗ୍ରେଗୋରିଆନ୍ କ୍ୟାଲେଣ୍ଡର ଆଧାରରେ ଜାନୁଆରୀ ୧ ରୁ ନୂଆ ବର୍ଷ ଆରମ୍ଭ ହୋଇ ଡିସେମ୍ବର ୩୧ ରେ ବର୍ଷ ଶେଷ ହୁଏ। ଯାହାକି ଖ୍ରୀଷ୍ଟିଆନ ପରମ୍ପରା। ଏହା ବ୍ୟତୀତ ବିଭିନ୍ନ ଦେଶରେ ନିଜ ନିଜ ରୀତି ଅନୁସାରେ ସେମାନଙ୍କର ପାରମ୍ପରିକ ନବବର୍ଷ ମଧ୍ୟ ପାଳନ କରନ୍ତି।…