Latest Odisha News

BREAKING NEWS

Browsing Category

ମୁଖ୍ୟ ଖବର

Nayagarh Chhena Poda: ଖୁବ ଶୀଘ୍ର ମିଳିବ ନୟାଗଡ଼ ଛେନାପୋଡ଼କୁ GI ଟ୍ୟାଗ

ଭୁବନେଶ୍ୱର: ବିଶ୍ୱ ପ୍ରସିଦ୍ଧ ନୟାଗଡ଼ ଛେନାପୋଡ଼କୁ ମିଳିବ GI ଟ୍ୟାଗ ମାନ୍ୟତା । ଏନେଇ ସୂଚନା ଦେଇଛନ୍ତି କେନ୍ଦ୍ର ବାଣିଜ୍ୟ ଓ ଶିଳ୍ପ ମନ୍ତ୍ରୀ ପୀୟୁଷ ଗୋୟଲ । ଛେନାପୋଡ଼ ପାଇଁ GI Tag ଆବେଦନ ପଞ୍ଜିକୃତ ହୋଇସାରିଛି । ​ଏ ବିଷୟରେ ଆଲୋଚନା ପାଇଁ କନସଲଟେଟିଭ୍ ଗ୍ରୁପ୍ ମିଟିଂ ଆସନ୍ତା…

Saree loot:‘ବୟନିକା’କୁ ଆସିଲେ ଦାମୀ କାରରେ;୭ ଲକ୍ଷ ଟଙ୍କାର ଶାଢ଼ୀ ଲୁଟି ନେଲେ

ଅନୁଗୁଳ: ଇନୋଭା କାରରେ ଆସିଲେ। ଶାଢ଼ୀ ଦେଖିବା ବାହାନାରେ ୨୫ ଖଣ୍ଡ ପାଟ ଶାଢ଼ୀ ଲୁଟି ନେଲେ ମହିଳା ଲୁଟେରା ଦଳ । ୭ ଲକ୍ଷ ଟଙ୍କାର ଦାମୀ ସମ୍ବଲପୁରୀ ଶାଢ଼ି ନେଇ ଚମ୍ପଟ ମାରିଛନ୍ତି ୭ଜଣ ମହିଳା । ଅନୁଗୁଳ ଅମଲାପଡ଼ାର ‘ବୟନିକା’ରୁ ଶନିବାର ଅପରାହ୍ଣରେ ଏମିତି ବଡ଼ଧରଣର ଚୋରି ହୋଇଥିବାର ସୂଚନା…

ବିଶ୍ୱର ସବୁଠାରୁ ଲୋକପ୍ରିୟ ଏବଂ ଅଧିକ କୁହାଯାଉଥିବା ଶବ୍ଦ କେଉଁଟି?

ନୂଆଦିଲ୍ଲୀ: ଆମେ ପ୍ରତିଦିନ ହଜାର ହଜାର ଶବ୍ଦ କହୁଛେ, କିନ୍ତୁ ଆପଣ କେବେ ଭାବିଛନ୍ତି କି ସମସ୍ତଙ୍କ ମୁହଁରେ କେଉଁ ଶବ୍ଦ ଅଧିକ ଆସେ? ଆଶ୍ଚର୍ଯ୍ୟର କଥା, ବିଶ୍ୱର ଏହି ସର୍ବାଧିକ କୁହାଯାଉଥିବା ଶବ୍ଦଟି କୌଣସି ଗଭୀର ଦର୍ଶନ କିମ୍ବା ପ୍ରାଚୀନ ପାଠ୍ୟରୁ ଉତ୍ପନ୍ନ ହୋଇନାହିଁ, ବରଂ ଏକ ସରଳ ମଜା…

ମାଲକାନଗିରି ଜିଲ୍ଲା ଓ ଦୌରା ଜଜ୍ କୋର୍ଟରେ ବୋମା ଥିବା ନେଇ ମିଳିଲା ଧମକପୂର୍ଣ୍ଣ ମେଲ୍

ମାଲକାନଗିରି: ପୁଣି କୋର୍ଟକୁ ମିଳିଲା ବୋମା ଧମକ । ମାଲକାନଗିରି ଜିଲ୍ଲା ଓ ଦୌରା ଜଜ୍ କୋର୍ଟରେ ବୋମା ଥିବା ନେଇ ଏକ ଧମକପୂର୍ଣ୍ଣ ମେଲ୍ ଆସିଛି । ଏହି ଖବର ସାମ୍ନାକୁ ଆସିବା ପରେ ସାରା କୋର୍ଟ ପରିସରରେ ଭୟର ବାତ୍ତାବରଣ ଦେଖିବାକୁ ମିଳିଥିଲା । କୋର୍ଟ ବିଚାରପତି, କର୍ମଚାରୀ, ଓକିଲଠୁ ଆରମ୍ଭ…

Fishing Ban: ପାରାଦୀପ ବନ୍ଦରରେ ୧୫ ଏପ୍ରିଲରୁ ମାଛଧରା ଉପରେ କଟକଣା

ପାରାଦୀପ: ଏବେ ଆରମ୍ଭ ହୋଇଛି ମାଛ ମାନଙ୍କ ଅଣ୍ଡାଦାନ ପ୍ରକ୍ରିୟା । ଏହି ସମୟରେ ପାରାଦୀପ ସାମୁଦ୍ରିକ ମତ୍ସ୍ୟ ବିଭାଗ ପକ୍ଷରୁ ମାଛଧରା ବନ୍ଦର, ଷଣ୍ଢକୁଦରେ ମତ୍ସ୍ୟଜୀବୀଙ୍କ ମାଛଧରା ଉପରେ କଟକଣା ଜାରି କରାଯାଇଛି । ଏପ୍ରିଲ ୧୫ ତାରିଖରୁ ଜୁନ୍ ୧୪ ତାରିଖ ପର୍ଯ୍ୟନ୍ତ ଏହି କଟକଣା ବଳବତ୍ତର…

Mao Commander Died: ସୁରକ୍ଷା କର୍ମୀ ଓ ମାଓବାଦୀଙ୍କ ମଧ୍ୟରେ ଏନକାଉଣ୍ଟର, ମହିଳା କମାଣ୍ଡର ସଫା

ମାଲକାନଗିରି: ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡ଼ର କାଙ୍କେର ଜିଲ୍ଲାରେ ସୁରକ୍ଷାବାହିନୀର ଏନକାଉଣ୍ଟରରେ ଜଣେ ମହିଳା ନକ୍ସଲ ନିହତ ହୋଇଛି । ନିହତ ନକ୍ସଲକୁ ମାଓ ଏରିଆ କମାଣ୍ଡର ରୂପୀ ଭାବରେ ଚିହ୍ନଟ କରାଯାଇଛି । ରୂପୀର ମୁଣ୍ଡ ଉପରେ ୫ ଲକ୍ଷ ଟଙ୍କାର ପୁରସ୍କାର ରାଶି ଥିଲା ଏବଂ ସେ…

ବେଆଇନ ମାଦକ ଦ୍ରବ୍ୟ କାରବାର ରୋକ ଉପରେ ଗୁରୁତ୍ୱ, ଏମ୍‌ଜିକ୍ୟୁ ବଦଳରେ ଏମ୍‌ଜିଇଆର୍‌ ବ୍ୟବସ୍ଥା ଲାଗୁ

ଭୁବନେଶ୍ୱର: ରାଜ୍ୟ ସରକାର ନୂଆ ଅବକାରୀ ନୀତି ପ୍ରଣୟନ ସହ ଏହାକୁ ସଠିକ୍‌ କାର୍ଯ୍ୟକାରୀ କରିବା ଉପରେ ଗୁରୁତ୍ୱ ଦେଉଛନ୍ତି। ଏହି କ୍ରମରେ ଆଜି ଲୋକସେବା ଭବନ ସମ୍ମିଳନୀ କକ୍ଷରେ ଆଇନ, ପୂର୍ତ୍ତ ଓ ଅବକାରୀ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନଙ୍କ ଅଧ୍ୟକ୍ଷତାରେ ଏକ ଉଚ୍ଚସ୍ତରୀୟ ବୈଠକ ଅନୁଷ୍ଠିତ…

ଶହେ ଡଲାର ପାର ହେଲା ତେଲ ଦର

ନୂଆଦିଲ୍ଲୀ: ପୁଣିଥରେ ଶହେ ଡଲାର ପାର ହୋଇଛି ଅଶୋଧିତ ତେଲ ଦର । ତୈଳଦର ଅଚାନକ ବୃଦ୍ଧି ହେବାରୁ ବିଶ୍ୱ ବଜାରରେ ନିଆଁ ଲାଗିଯାଇଛି । ବ୍ୟାରେଲ ପିଛା ଶହେ ଡଲାର ପାର ହୋଇଥିବାରୁ ଭାରତ ଉପରେ ଏହାର ପ୍ରଭାବ ପଡିପାରେ ବୋଲି କୁହାଯାଉଛି । ଆମେରିକା-ଇରାନ ମଧ୍ୟରେ ଚାଲିଥିବା ଶାନ୍ତି ଆଲୋଚନା ବିଫଳ…

ଜେଲ୍ ଏବଂ କାରାଗାର ମଧ୍ୟରେ କ’ଣ ଫରକ? ଜାଣନ୍ତୁ କାହାର ସୁରକ୍ଷା ସବୁଠାରୁ କଡ଼ା

ଭୁବନେଶ୍ୱର: ଅପରାଧୀ ବା ଅଭିଯୁକ୍ତଙ୍କୁ ରଖିବା ପାଇଁ ଜେଲ୍ ଏବଂ କାରାଗାର (ପ୍ରିଜନ୍) ଶବ୍ଦ ଦୁଇଟି ପ୍ରାୟତଃ ଏକାଠି ବ୍ୟବହୃତ ହୁଏ, କିନ୍ତୁ ଭାରତରେ ଏହାଙ୍କ ମଧ୍ୟରେ ସ୍ପଷ୍ଟ ପାର୍ଥକ୍ୟ ରହିଛି। ଜେଲ୍ ସାଧାରଣତଃ ଅଳ୍ପ ସମୟର ହୋଲ୍ଡିଂ ପାଇଁ ବ୍ୟବହୃତ ହୁଏ, ଯେପରି ଟ୍ରାଏଲ୍ ଅପେକ୍ଷାରେ ଥିବା…

Van collides with Cement mixer:ଭ୍ୟାନ-ସିମେଣ୍ଟ ମିକ୍ସର ଗାଡି ମଧ୍ୟରେ ଧକ୍କା; ୧୧ ମୃତ,୨ ଆହତ

ମୁମ୍ବାଇ: ସୋମବାର ଦିନ ମହାରାଷ୍ଟ୍ରର ଥାଣେ ଜିଲ୍ଲାରେ ଏକ ଭୟଙ୍କର ସଡ଼କ ଦୁର୍ଘଟଣା ଘଟିଛି। ରିପୋର୍ଟ ଅନୁସାରେ, ଏକ ଭ୍ୟାନ ସିମେଣ୍ଟ ମିକ୍ସର ଗାଡି ସହିତ ଧକ୍କା ହେବା ଫଳରେ ୧୧ ଜଣଙ୍କର ମୃତ୍ୟୁ ହୋଇଛି ଏବଂ ଅନ୍ୟ ଦୁଇଜଣ ଆହତ ହୋଇଛନ୍ତି। ଘଟଣାଟି ସକାଳ ପ୍ରାୟ ୧୧:୩୦ ସମୟରେ ମୁରବାଡର…