Latest Odisha News

BREAKING NEWS

Browsing Category

ମୁଖ୍ୟ ଖବର

୪୨ ଆଇଏଏସ ସହ ଖାଲି ପଡିଛି ୧୧୨୪ ପୋଷ୍ଟ

ଭୁବନେଶ୍ୱର: ଓଡ଼ିଶାରେ ବିଭିନ୍ନ ପ୍ରଶାସନିକ ସେବାର ପ୍ରାୟ ୧୧୨୪ ପଦବୀ ଖାଲି ପଡ଼ିଛି। ଏନେଇ ସୋମବାର ଦିନ ରାଜ୍ୟ ବିଧାନସଭାରେ ସୂଚନା ଦିଆଯାଇଛି। ଲାଞ୍ଜିଗଡ଼ ବିଧାୟକ ପ୍ରଦୀପ କୁମାର ଦିଶାରୀଙ୍କ ଏକ ପ୍ରଶ୍ନର ଉତ୍ତର ଦେଇ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏହି ସୂଚନା ଦେଇଛନ୍ତି। ରାଜ୍ୟ…

Whatsapp Schedule Message: ଏବେ ଶୁଭେଚ୍ଛା ଜଣାଇବାକୁ ରାତି ଅନିଦ୍ରା ହେବା ଆବଶ୍ୟକ ନାହିଁ, ହ୍ୱାଟସଆପ୍ ଆଣୁଛି ଏହି…

ନୂଆଦିଲ୍ଲୀ: ହ୍ୱାଟ୍ସଆପ୍ ୟୁଜର୍ସମାନେ ବର୍ଷ ବର୍ଷ ଧରି ଅପେକ୍ଷା କରିଥିବା ଏକ ଫିଚର ଖୁବ୍ ଶୀଘ୍ର ଆରମ୍ଭ ହୋଇପାରେ । କମ୍ପାନୀ ଏବେ ଆନୁଷ୍ଠାନିକ ଭାବରେ ଲମ୍ବା ସମୟ ଧରି ଅନୁରୋଧ କରାଯାଇଥିବା ମେସେଜ୍ ସିଡ୍ୟୁଲ୍ ଫିଚର୍ ଉପରେ କାମ କରୁଛି । ହ୍ୱାଟ୍ସଆପ୍ ବିକାଶକୁ ଟ୍ରାକ୍ କରୁଥିବା ଏକ…

‘ବେରୋଜଗାର ପତ୍ନୀ ବେକାର ନୁହଁନ୍ତି, ତାଙ୍କ କଠିନ ପରିଶ୍ରମକୁ ଅଣଦେଖା କରିବା ଭୁଲ’: ଦିଲ୍ଲୀ ହାଇକୋର୍ଟ

ନୂଆଦିଲ୍ଲୀ: ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତିରେ, ଦିଲ୍ଲୀ ହାଇକୋର୍ଟ କହିଛନ୍ତି ଯେ, ଜଣେ ଗୃହିଣୀଙ୍କୁ "ବେକାର" ବୋଲି କୁହାଯାଇପାରିବ ନାହିଁ ଏବଂ ଭରଣପୋଷଣ ପ୍ରଦାନ କରିବା ସମୟରେ ତାଙ୍କ ଘରୋଇ କାମକୁ ବିଚାରକୁ ନିଆଯିବା ଉଚିତ । ସ୍ୱାମୀ ଏବଂ ସ୍ତ୍ରୀଙ୍କ ସହିତ ଜଡିତ ଏକ ମାମଲାର ଶୁଣାଣି କରି…

ସମୁଦ୍ରକୁ ଓହ୍ଲାଇବ ବୁଡ଼ାଜାହାଜର ‘ଅଞ୍ଜଦୀପ’, ଆହୁରି ଶକ୍ତିଶାଳୀ ହେବ ଭାରତୀୟ ନୌସେନା

ନୂଆଦିଲ୍ଲୀ: ଭାରତୀୟ ସାମରିକ ଶକ୍ତି ନିରନ୍ତର ବୃଦ୍ଧି ପାଉଛି । ସ୍ଥଳଭାଗରୁ ଆକାଶ ଏବଂ ସମୁଦ୍ର ପର୍ଯ୍ୟନ୍ତ, ଦେଶର ଶକ୍ତି ବିସ୍ତାର ହେଉଛି । ଏହି ସମୟରେ, ଭାରତୀୟ ନୌସେନା ଚଳିତ ଫେବୃଆରୀ ୨୭ ତାରିଖରେ ଚେନ୍ନାଇ ବନ୍ଦରରେ ଏହାର ନୂତନ ଯୁଦ୍ଧଜାହାଜ, INS ଅଞ୍ଜଦୀପକୁ ନିୟୋଜିତ କରିବାକୁ ଯାଉଛି…

ରାଜ୍ୟରେ କମିଛି ଅପରାଧିକ ମାମଲା: ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ଓଡ଼ିଶାରେ ଆଇନ ଶୃଙ୍ଖଳା ପରିସ୍ଥିତିରେ ଉନ୍ନତି ଦେଖାଦେଇଥିବା ବେଳେ ଅପରାଧ ଘଟଣା ଯଥେଷ୍ଟ ହ୍ରାସ ପାଇଛି। ଗତ ବର୍ଷ ଦୁଷ୍କର୍ମ ମାମଲା ହ୍ରାସ ପାଇ ୨୯୯୪ ହୋଇଛି ବୋଲି ସୋମବାର ରାଜ୍ୟ ବିଧାନସଭାରେ ସୂଚନା ଦିଆଯାଇଛି। ଗୃହ ବିଭାଗ ସମ୍ଭାଳିଥିବା ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ…

TCS “Smart Mirror” In AI Summit: ଆଉ ସପିଙ୍ଗ ମଲ୍ ମାନଙ୍କରେ ରହିବନି ଟ୍ରାଏଲ ରୁମ୍!, ଡ୍ରେସ୍…

ନୂଆଦିଲ୍ଲୀ: ଦୂର ହେବ ସପିଙ୍ଗ ମଲରେ ଟ୍ରାଏଲ ପାଇଁ ଘଣ୍ଟା ଘଣ୍ଟା ଅପେକ୍ଷା ସମସ୍ୟା। ଭଳିକି ଭଳି ଡ୍ରେସ୍ ପିନ୍ଧି ଆଉ ତାକୁ ଚେକ୍ କରିବାରେ ଯିବନି ଅଧିକ ସମୟ। ତେବେ ଗ୍ରାହକଙ୍କୁ ଏହି ସମସ୍ୟାର ମୁକ୍ତି ଦେବ ଟାଟାର ଏହି ନୂଆ ପ୍ରଯୁକ୍ତି ବିଦ୍ୟା ଭର୍ଚୁଆଲ ଟ୍ରାଏଲ ରୁମ । ଏଣିକି ସ୍ମାର୍ଟ…

Hit And Run: ରାଜଧାନୀରେ ହିଟ୍ ଆଣ୍ଡ ରନ୍; ମହିଳାଙ୍କ ମୁଣ୍ଡ ଉପରେ ମାଡ଼ିଗଲା କାର୍

ଭୁବନେଶ୍ବର: ପୁଣି ରାଜଧାନୀରେ ସାମ୍ନାକୁ ଆସିଲା ହିଟ୍ ଆଣ୍ଡ ରନ୍ ମାମଲା । ଭୁବନେଶ୍ୱର କୋର୍ଟ ଆଗରେ ମହିଳାଙ୍କ ମୁଣ୍ଡ ଉପରେ ମାଡ଼ିଗଲା ଇନୋଭା କାର୍ । ଦୁର୍ଘଟଣା ପରେ ଘଟଣାସ୍ଥଳରୁ କାର୍ ସହ ଡ୍ରାଇଭର ଫେରାର ହୋଇଯାଇଥିବାବେଳେ, ଗୁରୁତର ଅବସ୍ଥାରେ ମହିଳାଙ୍କୁ କ୍ୟାପିଟାଲ ହସ୍ପିଟାଲରେ…

ଶଙ୍ଖ ଛାଡି ପଦ୍ମ ଧରିବେ ଭୋଗରାଇର ପୂର୍ବତନ ବିଧାୟକ ଅନନ୍ତ ଦାସଙ୍କ ପୁଅ ଓ ପରିବାର

ଭୁବନେଶ୍ୱର: ଆସ୍ତେ ଆସ୍ତେ ଭୁଶୁଡିଛି ବିଜେଡି ଗଡ଼। ବିଜେପିରେ ଯୋଗଦେବେ ଭୋଗରାଇର ପୂର୍ବତନ ବିଧାୟକ ତଥା ପ୍ରାକ୍ତନ ମନ୍ତ୍ରୀ ଅନନ୍ତ ଦାସଙ୍କ ପୁଅ ଅଭିଜିତ। ବିଜେଡି ଛାଡି ବିଜେପିରେ ମିଶିବେ ଦିବଙ୍ଗତ ନେତା ଅନନ୍ତ ଦାସଙ୍କ ପରିବାର। ଏହା ବିଜେଡିକୁ ବଡ଼ ଝଟ୍‌କା। ଏନେଇ ଅଭିଜିତ ଦାସ…

ହୁସିଆର! ରାଜ୍ୟରେ ସବୁଠି ବିକ୍ରି ହେଉଛି ଅପମିଶ୍ରିତ ଖାଦ୍ୟ

ଭୁବନେଶ୍ୱର: ରାଜ୍ୟରେ ସବୁଠି ବିକ୍ରି ହେଉଛି ଅପମିଶ୍ରିତ ଖାଦ୍ୟ । ବିଧାନସଭାରେ ସ୍ୱାସ୍ଥ୍ୟ ମନ୍ତ୍ରୀଙ୍କ ଉତ୍ତରରୁ ଏହା ସ୍ପଷ୍ଟ ହୋଇଛି । ଅପମିଶ୍ରିତ ଖାଦ୍ୟ ତାଲିକାରେ ହର୍ଲିକ୍ସ, ଦହି, କ୍ଷୀର, ଛେନା ପାଣି ,ବ୍ରେଡ, ମସଲା , ସୋରିଷ ତେଲ, ସୂର୍ଯ୍ୟମୁଖୀ ତେଲ, ବିସ୍କୁଟ, ମଇଦା, ସ୍ନାକ୍ସ,…

ଆତ୍ମସମର୍ପଣ କଲା କୁଖ୍ୟାତ ନକ୍ସଲ, ରାଜ୍ୟରେ ଆହୁରି ସକ୍ରିୟ ଅଛନ୍ତି ୪୦ ମାଓବାଦୀ

ଭୁବନେଶ୍ୱର: ରାଜ୍ୟରେ ୪୦ ଜଣ ସକ୍ରିୟ ମାଓବାଦୀ ଅଛନ୍ତି। ବିଧାନସଭାରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଦେଇଛନ୍ତି ସୂଚନା। କଳାହାଣ୍ଡି, ରାୟଗଡ଼ା, କନ୍ଧମାଳ, ବୌଦ୍ଧ, ବଲାଙ୍ଗିର ଓ ବରଗଡ଼ରେ ମାଓବାଦୀ ସକ୍ରିୟ ଅଛନ୍ତି। ଏହି ୬ଟି ଜିଲ୍ଲାର କିଛି ଅଞ୍ଚଳରେ ଛୋଟ ଦଳ ହୋଇ କାର୍ଯ୍ୟ କରୁଛନ୍ତି। ୫…