Latest Odisha News

BREAKING NEWS

Browsing Category

ମୁଖ୍ୟ ଖବର

ମାସେ ମଧ୍ୟରେ ଡାକ୍ତରମାନଙ୍କ ଦାବି ସରକାର ପୂରଣ ନକଲେ ସମୂହ ଇସ୍ତଫା ଦେବେ : ଓମସା

ଭୁବନେଶ୍ବର:ଓମସା ପକ୍ଷରୁ କେନ୍ଦ୍ରୀୟ ହାରରେ ଡିଏସିପି ପ୍ରଦାନ ସହିତ କ୍ୟାଡର ପୁର୍ନଗଠନ, ସ୍ବଚ୍ଛ ବଦଳି ନୀତି ଭଳି ବିଭିନ୍ନ ଦଫା ଦାବି ନେଇ ପୂର୍ବରୂ ବାରମ୍ବାର ଆନ୍ଦୋଳନ କରାଯାଇ ଆସୁଥିଲା। ଜାନୁଆରି ମାସରେ ଓମସା ଡାକ୍ତରମାନେ ଦୁଇ ଘଣ୍ଟା ଓପିଡି ବନ୍ଦ କରି ଆନ୍ଦୋଳନକୁ ଓହ୍ଲାଇଥିଲେ। ୪…

Heatstroke:ଦୁଇ ଜଣଙ୍କ ଅଂଶୁଘାତ ମୁତ୍ୟୁ ଅଭିଯୋଗ

ଭୁବନେଶ୍ବର:ରବିବାର ଝାରସୁଗୁଡାରେ ରାଜ୍ୟର ଉତ୍ତପ୍ତ ସହରରେ ପରିଣତ ହୋଇଛି। ସେଠାରେ ତାପମାତ୍ରା ୪୪.୮ ଡିଗ୍ରୀ ଛୁଇଁଛି। ଏପଟେ ଆଜି ସୁନ୍ଦରଗଡ଼ରେ ଦିନର ସର୍ବାଧିକ ତାପମାତ୍ରା ୪୨.୮ ଡିଗ୍ରି ରହିଥିଲା। ଏହି ସମୟରେ ସୁନ୍ଦରଗଡ଼ ଜିଲ୍ଲାର ବଣାଇଁ ଉପଖଣ୍ଡରେ ଦୁଇ ଜଣଙ୍କ ଅଂଶୁଘାତ ରେ ମୃତ୍ୟୁ…

Mali’s defense minister:ଆତଙ୍କବାଦୀ ଆକ୍ରମଣରେ ପ୍ରତିରକ୍ଷା ମନ୍ତ୍ରୀ ସାଡିଓଙ୍କ ମୃତ୍ୟୁ;ବୋମା ବିସ୍ଫୋରଣରେ…

ନୂଆଦିଲ୍ଲୀ:ମାଲିରେ ଏକ ବଡ଼ ଆକ୍ରମଣ ହୋଇଛି । ଅଲ-କାଏଦା ସହ ଜଡିତ ଆତଙ୍କବାଦୀ ସଂଗଠନ ଏବଂ ତୁଆରେଗ ବିଦ୍ରୋହୀମାନେ ଦେଶର ଅନେକ ସ୍ଥାନରେ ଏକକାଳୀନ ଆକ୍ରମଣ ଆରମ୍ଭ କରିଥିଲେ। ଏହି ଆକ୍ରମଣରେ ଦେଶର ପ୍ରତିରକ୍ଷା ମନ୍ତ୍ରୀ ସାଡିଓ କାମାରା ପ୍ରାଣ ହରେଇଛନ୍ତି । ପରିବାର ସଦସ୍ୟ ଏବଂ ଜଣେ…

ଅଦିନରେ ରଥଯାତ୍ରା ଆୟୋଜନ କଲା ଇସ୍କନ, ମହାପ୍ରଭୁଙ୍କୁ ମିନି ଟ୍ରକରେ ବସାଇ ବୁଲାଇଲା

ପୁରୀ: ପୁରୀ ଗଜପତି ମହାରାଜା ଦିବ୍ୟସିଂହ ଦେବ ବାରମ୍ବାର ଚିଠି ଲେଖିବା ସତ୍ତ୍ବେ ଅଦିନିଆ ରଥଯାତ୍ରା ଆୟୋଜନ କରିଛି ଇସ୍କନ । ଗତ ଏପ୍ରିଲ ୧୧ ତାରିଖରେ ଆମେରିକାର ହଷ୍ଟନରେ ଅଦିନିଆ ରଥଯାତ୍ରା ଆୟୋଜନ କରିଥିଲା ଇସ୍କନ । ଟେକ୍ସାସ୍ ଓ ବ୍ରିସବେନ୍ର ମଧ୍ୟ ରଥଯାତ୍ରା କରିଛି । ଯାହାକି କୋଟି କୋଟି…

Russian Embassy: ଋଷ ଦୂତାବାସର ଭାରତରେ ସଫେଇ ଅଭିଯାନ ଆୟୋଜନ; ରାଷ୍ଟ୍ରଦୂତ କହିଲେ – ଯୁବ ସକ୍ରିୟତା ସବୁଠାରୁ…

ନୂଆଦିଲ୍ଲୀ: ଭାରତରେ ଥିବା ରୁଷ ଦୂତାବାସ ଅଲ୍-ରୁଷିଆନ୍ ଜାତୀୟ ପରିବେଶ ପ୍ରକଳ୍ପ "ୱି ଷ୍ଟାଣ୍ଡ ଫର୍ କ୍ଲିନଲିନେସି" ର ଅଂଶ ଭାବରେ ଏକ ସ୍ୱଚ୍ଛତା ଅଭିଯାନ ଆୟୋଜନ କରିଥିଲା। ଏହି ପ୍ରୟାସଟି ରୁଷିଆନ୍ ସ୍ୱେଚ୍ଛାସେବୀ କାର୍ଯ୍ୟକ୍ରମ ଅଧୀନରେ ଆୟୋଜିତ ହୋଇଥିଲା ଏବଂ ଭାରତର ପ୍ରମୁଖ ସ୍ୱଚ୍ଛ ଭାରତ…

୨୭ ଏପ୍ରିଲରୁ ୩ ମେ ପର୍ଯ୍ୟନ୍ତ ଏହି ଦିନ ଗୁଡିକରେ ବନ୍ଦ ରହିବ ବ୍ୟାଙ୍କ ସେବା?

ନୂଆଦିଲ୍ଲୀ: ଆପଣ କ’ଣ ଆସନ୍ତା ସପ୍ତାହରେ ବ୍ୟାଙ୍କକୁ ଯିବାକୁ ଯୋଜନା କରୁଛନ୍ତି କି? ଭାରତୀୟ ରିଜର୍ଭ ବ୍ୟାଙ୍କର କ୍ୟାଲେଣ୍ଡର ଅନୁଯାୟୀ, ୨୭ ଏପ୍ରିଲରୁ ୩ ମେ, ୨୦୨୬ ମଧ୍ୟରେ ଅନେକ ଛୁଟି ବ୍ୟାଙ୍କିଂ ସେବାକୁ ପ୍ରଭାବିତ କରିପାରେ । ଆପଣଙ୍କୁ ଭଲ ଯୋଜନା କରିବାରେ ସାହାଯ୍ୟ କରିବା ପାଇଁ ଏଠାରେ…

ଦୀର୍ଘ ୧୭ବର୍ଷ ପରେ ପର୍ଯ୍ୟଟନ ଭବନରୁ ଅଲଗା ହେବ ଭାରତୀୟ ପର୍ଯ୍ୟଟନ କାର୍ଯ୍ୟାଳୟ

ଭୁବନେଶ୍ୱର: ପର୍ଯ୍ୟଟନ ଭବନରୁ ଅଲଗା ହେବ ଭାରତୀୟ ପର୍ଯ୍ୟଟନ କାର୍ଯ୍ୟାଳୟ । ଦୀର୍ଘ ୧୭ବର୍ଷ ପରେ ଏହା ଅଲଗା ହେବାକୁ ଯାଉଛି । ରାଜ୍ୟ ପର୍ଯ୍ୟଟନ ବିଭାଗ ସଚିବ ଅଚାନକ କାର୍ଯ୍ୟାଳୟ ଖାଲି କରିବାକୁ ଭାରତୀୟ ପର୍ଯ୍ୟଟନ ବିଭାଗର ସହକାରୀ ନିର୍ଦ୍ଦେଶକଙ୍କୁ ନୋଟିସ କରିଛନ୍ତି । ଜୁନ୍‌ ଶେଷ ସୁଦ୍ଧା…

ସରଣ୍ଡାରେ ପୁଣି ମାଓ ହିଂସା, ଯୁବକଙ୍କୁ ନିର୍ମମ ହତ୍ୟା କଲେ ମାଓବାଦୀ

ବିଶ୍ରା: ଝାଡ଼ଖଣ୍ଡ ପଶ୍ଚିମ ସିଂହଭୂମ ଜିଲ୍ଲା ସରଣ୍ଡା ଜଙ୍ଗଲରେ ପୁଣି ଥରେ ମାଓହିଂସା ଦେଖିବାକୁ ମିଳିଛି । ଗୋଇଲକେରାଠାରେ ମାଓବାଦୀମାନେ ଜଣେ ଯୁବକଙ୍କୁ ନିର୍ମମ ଭାବେ ପିଟିପିଟି ହତ୍ୟା କରିଛନ୍ତି । ଏହି ଘଟଣା ପରେ ସମଗ୍ର ଅଞ୍ଚଳରେ ଭୟ ଓ ଆତଙ୍କର ବାତାବରଣ ସୃଷ୍ଟି ହୋଇଛି । ମୃତକ ଜଣକ…

ଭୁଲ୍ ଇଞ୍ଜେକସନ୍ ନେଇଗଲା କି ପୁଅର ଜୀବନ ?

ଭଦ୍ରକ: ଭୁଲ୍ ଇଞ୍ଜେକସନରେ ନାବାଳକଙ୍କ ମୃତ୍ୟୁ ଅଭିଯୋଗ । ବାସଦେବପୁର ଡାକ୍ତରଖାନାରେ ଜଣଙ୍କ ମୃତ୍ୟୁ ନେଇ ଉତ୍ତେଜନା ଦେଖାଦେଇଛି। ଉତ୍ତ୍ୟକ୍ତ ଲୋକ ହସ୍ପିଟାଲରେ ଭଙ୍ଗାରୁଜା କରିଥିବା ସୂଚନା ରହିଛି । ପୋଲିସ ପହଞ୍ଚି ଲୋକଙ୍କୁ ବୁଝାସୁଝା କରିଛି । ଇଞ୍ଜେକସନ ନେବା ପରେ ବାସୁଦେବପୁର…

ପଶ୍ଚିମ ଓଡ଼ିଶାରେ ୪୩ ଡିଗ୍ରୀ ଛୁଇଁଲା ପାରଦ, କାଳବୈଶାଖୀ ନେଇ ବିଭିନ୍ନ ଜିଲ୍ଲାକୁ ୱାର୍ଣ୍ଣିଂ

ଭୁବନେଶ୍ୱର: ପ୍ରବଳ ଗ୍ରୀଷ୍ମ ପ୍ରବାହ ଓ ଅସହ୍ୟ ତାତିରୁ ଉପକୂଳ ଓଡ଼ିଶାବାସୀଙ୍କୁ ସାମାନ୍ୟ ଆଶ୍ୱସ୍ତି ମିଳିଛି। ଶନିବାରଠାରୁ ଉପକୂଳବର୍ତ୍ତୀ ଜିଲ୍ଲାଗୁଡ଼ିକରେ ତାପମାତ୍ରା ସାମାନ୍ୟ ହ୍ରାସ ପାଇଛି। କିନ୍ତୁ ଅନ୍ୟପକ୍ଷରେ, ରାଜ୍ୟର ଆଭ୍ୟନ୍ତରୀଣ ତଥା ପଶ୍ଚିମ ଜିଲ୍ଲାଗୁଡ଼ିକରେ ଗ୍ରୀଷ୍ମର…