Latest Odisha News

BREAKING NEWS

Browsing Category

ମୁଖ୍ୟ ଖବର

କେରଳରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ନିର୍ବାଚନ ପ୍ରଚାର

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରବିବାର କେରଳରେ ପହଞ୍ଚିବେ, ଯେଉଁଠାରେ ସେ ପାଲକ୍କଡରେ ଏକ ରାଲି ଏବଂ ତ୍ରିସୁରରେ ଏକ ରୋଡ୍ ସୋ’ କରିବେ। ସେ ଏପ୍ରିଲ ୯ରେ ବିଧାନସଭା ନିର୍ବାଚନ ପୂର୍ବରୁ ଏନ୍‌ଡିଏ ପ୍ରାର୍ଥୀଙ୍କ ପାଇଁ ପ୍ରଚାର ମଧ୍ୟ କରିବେ। ଦଳୀୟ ସୂତ୍ର ଅନୁସାରେ ମୋଦୀ…

‘Beware Of Rumours’: PM in Mann Ki Baat: ‘ମନ କି ବାତ’ରେ ମଧ୍ଯପ୍ରାଚ୍ୟ ଯୁଦ୍ଧ;…

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରବିବାର ସକାଳ ୧୧ ଟାରେ ଅଲ୍ ଇଣ୍ଡିଆ ରେଡିଓ ମନ କି ବାତ କାର୍ଯ୍ୟକ୍ରମ ମାଧ୍ୟମରେ ଦେଶବାସୀଙ୍କ ସହ ସିଧାସଳଖ କଥା ହୋଇଛନ୍ତି। ମନ କି ବାତର ୧୩୨ ତମ ଏପିସୋଡରେ, ପ୍ରଧାନମନ୍ତ୍ରୀ ମୋଦୀ ତାଙ୍କ କଥାବାର୍ତ୍ତା ମଧ୍ୟପ୍ରାଚ୍ୟ ଯୁଦ୍ଧରୁ ଆରମ୍ଭ କରି…

ତହସିଲଦାରଙ୍କୁ ଗାଳି ଗୁଲଜ ସହ ହତ୍ୟା ଧମକ ଦେଲେ ବିଜେଡ଼ି ବିଧାୟିକାଙ୍କ ସ୍ୱାମୀ

କଳାହାଣ୍ଡି: କଳାହାଣ୍ଡି ଜିଲ୍ଲା ନର୍ଲା ବିଧାୟିକାଙ୍କ ସ୍ବାମୀ ଦୁର୍ଗାପ୍ରସାଦ ମହାନ୍ତି ଓରଫ ମୁନ୍ନା ମହାନ୍ତିଙ୍କ ନାଁରେ ଆସିଛି ସାଙ୍ଘାତିକ ଅଭିଯୋଗ । ଦୁର୍ଗାପ୍ରସାଦ ମହାନ୍ତି ତହସିଲଦାର ବିଭୁପ୍ରସାଦ ସିଂଙ୍କୁ ଅଭଦ୍ର ଭାଷାରେ ଗାଳି ଗୁଲଜ ଦେବା ସହ ଜୀବନରେ ମାରି ଦେବାର ଧମକ ଦେଇଥିବା…

ସରକାର ଆଣୁଛନ୍ତି ନୂଆ ବିଲ୍; ସାର୍ବଜନୀନ ସ୍ଥାନରେ ପରିସ୍ରା କରିବା ପଡିବ ମହଙ୍ଗା, ଦେବାକୁ ପଡିବ ଏତିକି…

ନୂଆଦିଲ୍ଲୀ: ଭାରତ ସରକାର ଏକ ନୂତନ ବିଲ୍ ଆଗତ କରିବାକୁ ପ୍ରସ୍ତୁତ ହେଉଛନ୍ତି ଯାହା ଦ୍ୱାରା ସାର୍ବଜନୀନ ସ୍ଥାନରେ ପରିସ୍ରା କରୁଥିବା ଲୋକଙ୍କ ଉପରେ ୫୦୦ ଟଙ୍କା ଜରିମାନା ଲାଗୁ ହେବ । ଯଦି ସାର୍ବଜନୀନ ଟ୍ରଷ୍ଟ ବିଲ୍, ୨୦୨୫ ସଂସଦରେ ଗୃହୀତ ହୁଏ, ତେବେ ଯେଉଁମାନେ ସାର୍ବଜନୀନ ସ୍ଥାନରେ…

Stormy Weather Alert: ଆସନ୍ତା ୭୨ ଘଣ୍ଟାରେ ଓଡ଼ିଶାରେ ଏହିସବୁ ଜିଲ୍ଲାରେ ଝଡ଼ବର୍ଷା…

ଭୁବନେଶ୍ଵର: ଭାରତୀୟ ପାଣିପାଗ ବିଭାଗ (IMD) ଓଡ଼ିଶାର ବିଭିନ୍ନ ଜିଲ୍ଲା ପାଇଁ ଏକ ଅରେଞ୍ଜ୍ ଆଲର୍ଟ ଜାରି କରିଛି, ଆଗାମୀ ତିନି ଦିନ ମଧ୍ୟରେ ବଜ୍ରପାତ, କୁଆପଥର ବୃଷ୍ଟି ଏବଂ ପ୍ରବଳ ପବନ ସହିତ ଝଡ଼ବର୍ଷା ହେବାର ପୂର୍ବାନୁମାନ କରିଛି ପାଣିପାଗ ବିଭାଗ। ଗାଙ୍ଗେୟ ପଶ୍ଚିମବଙ୍ଗରୁ ଦକ୍ଷିଣ…

ପୁଣି ଏସସିବିରେ ଅଗ୍ନିକାଣ୍ଡ, ପ୍ଲାଷ୍ଟିକ ସର୍ଜରି ବହିର୍ୱିଭାଗରେ ଲାଗିଲା ନିଆଁ…

କଟକ: ପୁଣି ଏସସିବି ମେଡିକାଲରେ ଅଗ୍ନିକାଣ୍ଡ । ଶନିବାର ମେଡିକାଲର ପ୍ଲାଷ୍ଟିକ ସର୍ଜରି ବହିର୍ୱିଭାଗର ଲିଫ୍ଟ ସମ୍ମୁଖରେ ଥିବା ପଙ୍ଖାରୁ ନିଆଁ ବାହାରିଥିବା ଦେଖିବାକୁ ମିଳିଛି । ପଙ୍ଖାରୁ ନିଆଁ ବାହାରିବା ଦେଖି ଉକ୍ତ ବିଭାଗରେ ଥିବା ରୋଗୀ, ସମ୍ପର୍କୀୟ, ଡାକ୍ତର ଓ କର୍ମଚାରୀଙ୍କ ମାନେ ଭୟଭୀତ…

Lalatendu Samantaray President of OHCBA : ଓଡ଼ିଶା ହାଇକୋର୍ଟର ବାର ଆସୋସିଏସନର ନୂଆ ସଭାପତି ବରିଷ୍ଠ ଆଇନଜୀବୀ…

କଟକ: ଓଡ଼ିଶା ହାଇକୋର୍ଟ ବାର ଆସୋସିଏସନ (OHCBA) ୨୦୨୬-୨୭ କାର୍ଯ୍ୟକାଳ ପାଇଁ ଏହାର ନୂତନ ପଦାଧିକାରୀମାନଙ୍କୁ ଚୟନ କରିଛି। ଯେଉଁଥିରେ ବରିଷ୍ଠ ଆଇନଜୀବୀ ଲଲାଟେନ୍ଦୁ ସାମନ୍ତରାୟ ରାଜ୍ୟର ଆଇନଗତ ଭାଇଚାରାର ଏକ ଗୁରୁତ୍ୱପୂର୍ଣ୍ଣ ଗଣତାନ୍ତ୍ରିକ କାର୍ଯ୍ୟରେ ସଭାପତି ଭାବେ ବଛାଯାଇଛନ୍ତି।…

ବ୍ରହ୍ମବରଦା ବଜାରରେ ଭୟାବହ ଅଗ୍ନିକାଣ୍ଡ; ଲକ୍ଷାଧିକ ଟଙ୍କାର ସାମଗ୍ରୀ ଜଳି ପାଉଁଶ

ଯାଜପୁର: ଯାଜପୁର ଜିଲ୍ଲାର ବ୍ରହ୍ମବରଦା ବଜାର ତାରିଣୀ ଛକରେ ଭୟାବହ ଅଗ୍ନିକାଣ୍ଡ । ୭ଟି ଦୋକାନ ଘର ଜଳି ପାଉଁଶ ହୋଇଛି । ଲକ୍ଷାଧିକ ଟଙ୍କାର ସାମଗ୍ରୀ ପୋଡ଼ି ନଷ୍ଟ ହୋଇଯାଇଥିବା ଜଣାପଡିଛି । ରାତି ପ୍ରାୟ ୨ଟା ସମୟରେ ଏହି ଅଗ୍ନିକାଣ୍ଡ ହୋଇଥିବାବେଳେ, ବିଦ୍ୟୁତ୍ ସର୍ଟ ସର୍କିଟରୁ ନିଆଁ…

୨୬ତମ ସର୍ବଭାରତୀୟ ପୋଲିସ ସୁଟିଂ ପ୍ରତିଯୋଗିତା; ଦ୍ୱିତୀୟ ସ୍ଥାନ ଅଧିକାର କଲା ଓଡ଼ିଶା ପୋଲିସ

ଭୁବନେଶ୍ବର: ଗୁରୁଗ୍ରାମ ସ୍ଥିତ ସଆରପିଏଫ୍ ଠାରେ ଆୟୋଜିତ ହୋଇଛି ୨୬ତମ ସର୍ବଭାରତୀୟ ପୋଲିସ ସୁଟିଂ ପ୍ରତିଯୋଗିତା । ମାର୍ଚ୍ଚ ୨୨ରୁ ୩୦ ପର୍ଯ୍ୟନ୍ତ ଚାଲିଥିବା ଏହି ପ୍ରତିଯୋଗିତାରେ ଦେଶର ବିଭିନ୍ନ ରାଜ୍ୟ ପୋଲିସ ବାହିନୀମାନେ ଅଂଶ ଗ୍ରହଣ କରିଥିଲେ । ଏଥିରେ ଓଡ଼ିଶା ପୋଲିସ ଦ୍ୱିତୀୟ ସ୍ଥାନ…