Latest Odisha News

BREAKING NEWS

Browsing Category

ମୁଖ୍ୟ ଖବର

Indian Tanker Cross Strait Of Hormuz: ପୁଣି ହର୍ମୁଜ୍ ପାର କଲା ଭାରତର ଆଉ ଏକ ଏଲପିଜି ଟ୍ୟାଙ୍କର୍

ନୂଆଦିଲ୍ଲୀ: ଭାରତ ପାଇଁ ପୁଣି ଆଉ ଏକ ଖୁସି ଖବର ଆସିଛି। ଭାରତୀୟ ପତାକାଯୁକ୍ତ ଏଲପିଜି ଟ୍ୟାଙ୍କର୍ ଗ୍ରୀନ୍ ସାଲଭି ହର୍ମୁଜ୍ ପ୍ରଣାଳୀ ପାର ହୋଇ ଶୀଘ୍ର ଭାରତରେ ପହଞ୍ଚିବାକୁ ଯାଉଛି। ତେବେ ଇରାନ ଉପରେ ଆମେରିକା ଏବଂ ଇସ୍ରାଏଲୀ ଆକ୍ରମଣକୁ ଗୋଟିଏ ମାସରୁ ଅଧିକ ସମୟ ବିତିଗଲାଣି, ଏବଂ ଏହି…

Rain and Thunderstorms: ୮ ଯାଏଁ କାଳବୈଶାଖୀ ବର୍ଷା, ଏହି ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି…

ଭୁବନେଶ୍ୱର: ଆସନ୍ତା ୮ ଯାଏଁ ବର୍ଷିବ। ଜାରି ରହିବ ଗରମ ଗୁଳୁଗୁଳି। ଭାରତୀୟ ପାଣିପାଗ ବିଭାଗ (IMD) ଏନେଇ ଓଡ଼ିଶା ପାଇଁ ଏକ ହଳଦିଆ ସତର୍କତା ଜାରି କରିଛି, ଏପ୍ରିଲ ୮ ପର୍ଯ୍ୟନ୍ତ ବିଭିନ୍ନ ଜିଲ୍ଲାରେ ଝଡ଼ ଏବଂ ବଜ୍ରପାତ ସହିତ ବର୍ଷା ହେବାର ପୂର୍ବାନୁମାନ କରିଛି। କିଛି ଅଞ୍ଚଳରେ ୪୦-୫୦…

Iran rejects US proposal: ଆହୁରି ଭୟଙ୍କର ହେବ ଯୁଦ୍ଧ! ନା ଅସ୍ତ୍ରବିରତି ନା ଆଲୋଚନା…ରାଜି ହେଲାନି…

ନୂଆଦିଲ୍ଲୀ: ମଧ୍ୟପ୍ରାଚ୍ୟ ସଂଘର୍ଷ ମଧ୍ୟରେ ଇରାନ ୪୮ ଘଣ୍ଟାର ଅସ୍ତ୍ରବିରତି ପାଇଁ ଆମେରିକା ଦେଇଥିବା ପ୍ରସ୍ତାବକୁ ପ୍ରତ୍ୟାଖ୍ୟାନ କରିଛି। ଏଥିସହିତ ପାକିସ୍ତାନରେ ହେବାକୁ ଥିବା ଆଲୋଚନାରେ ମଧ୍ୟ ପଛଘୁଞ୍ଚା ଦେଇଛି ଇରାନ। ରିପୋର୍ଟ ଅନୁଯାୟୀ, ଆମେରିକାର ୪୮ ଘଣ୍ଟିଆ ଅସ୍ତ୍ରବିରତି…

Railway zone:ପଲାସା ଓ ଇଚ୍ଛାପୁରମ ଅଞ୍ଚଳକୁ ଦକ୍ଷିଣତଟ ରେଳବାଇରେ ମିଶ୍ରଣକୁ ବିଜେଡିର ବିରୋଧ

ଭୁବନେଶ୍ୱର: ଡବଲ ଇଞ୍ଜିନ ଡବଲ ବିକାଶ ନାରା ଦେଇ ରାଜ୍ୟରେ କ୍ଷମତାକୁ ଆସିଥିବା ବିଜେପି ସରକାରରେ ଓଡିଶାକୁ ଅଧିକ ମିଳିବା ପରିବର୍ତ୍ତେ ଓଡ଼ିଶାର ହକ୍କୁ ଛଡାଇ ନିଆଯାଉଛି ବୋଲି ବିଜୁ ଜନତା ଦଳ ଅଭିଯୋଗ କରିଛି । ଓଡ଼ିଶା ଦିବସ ପାଳନ ସମୟରେ ପଲାସା ଓ ଇଚ୍ଛାପୁରମ ଅଞ୍ଚଳକୁ ଓଡିଶାରେ ଥିବା ପୂର୍ବତଟ…

Earthquake: ଥରିଲା ଉତ୍ତର ଭାରତ;ଭୂମିକମ୍ପର କେନ୍ଦ୍ରସ୍ଥଳ…

ନୂଆଦିଲ୍ଲୀ: ଶୁକ୍ରବାର ବିଳମ୍ବିତ ସନ୍ଧ୍ୟାରେ ଦିଲ୍ଲୀ-ଏନସିଆର, ଜମ୍ମୁ-କାଶ୍ମୀର ଏବଂ ଚଣ୍ଡିଗଡ଼ରେ ଭୂମିକମ୍ପର ଝଟକା ଅନୁଭୂତ ହୋଇଥିଲା। ରିପୋର୍ଟ ଅନୁଯାୟୀ, ଶୁକ୍ରବାର ହୋଇଥିବା ଭୂମିକମ୍ପର କେନ୍ଦ୍ରସ୍ଥଳ ଆଫଗାନିସ୍ତାନ-ତାଜିକିସ୍ତାନ ସୀମାବର୍ତ୍ତୀ ଅଞ୍ଚଳରେ ବୋଲି ଜଣାପଡିଛି। ରିକ୍ଟର…

West Bengal Polls: ସରକାରୀ ଅଧିକାରୀ ମମତା ବାନାର୍ଜୀଙ୍କ ଦଳ ପାଇଁ ପ୍ରଚାର କରୁଥିଲେ; ECIର କାର୍ଯ୍ୟାନୁଷ୍ଠାନ…

କୋଲକତା: ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନର ଠିକ୍ ପୂର୍ବରୁ, ନିର୍ବାଚନ କମିଶନ (EC) ନିରପେକ୍ଷତା ସୁନିଶ୍ଚିତ କରିବା ପାଇଁ କଠୋର ପଦକ୍ଷେପ ଗ୍ରହଣ କରିଛନ୍ତି। ନିର୍ବାଚନ କମିଶନ (ECI) ଶୁକ୍ରବାର ଦିନ ପଶ୍ଚିମବଙ୍ଗର ଇଷ୍ଟ ବର୍ଧମାନ ଜିଲ୍ଲାରେ ଜଣେ ଯୁଗ୍ମ ବ୍ଲକ ଉନ୍ନୟନ ଅଧିକାରୀ (BDO),…

Terror module:ପାକ୍ ହ୍ୟାଣ୍ଡଲରଙ୍କ ସହ ଲିଙ୍କ୍ ଥିବା ‘ଆତଙ୍କବାଦୀ ମଡ୍ୟୁଲ୍’ର ୪ସଦସ୍ୟଙ୍କୁ ଗିରଫ କଲା…

ଲକ୍ଷ୍ନୌ:ଉତ୍ତର ପ୍ରଦେଶ ATSକୁ ଏକ ବଡ଼ ସଫଳତା ମିଳିଛି। ଭାରତରେ ଗଜୱା-ଏ-ହିନ୍ଦକୁ କାର୍ଯ୍ୟକାରୀ କରିବା ପାଇଁ ଦେଶରେ ଆତଙ୍କ ଏବଂ ପୋଡ଼ାଜଳା ପ୍ରସାର କରିବା ଉଦ୍ଦେଶ୍ୟରେ ଚାରି ଜଣ ଯୁବକଙ୍କୁ ଗିରଫ କରାଯାଇଛି। ଏହି ଗ୍ୟାଙ୍ଗ ଜଣେ ପାକିସ୍ତାନୀ ହ୍ୟାଣ୍ଡଲରଙ୍କ ନିର୍ଦ୍ଦେଶରେ କାମ କରୁଥିଲା।…

ମାଲଦାରେ ୭ ନ୍ୟାୟିକ ଅଧିକାରୀଙ୍କୁ ‌ଘେରାଉ ଘଟଣା; ମାଲଦାରେ ଯାଞ୍ଚ କରୁଛି ଏନଆଇଏ ଟିମ୍‌

କୋଲକତା: ପଶ୍ଚିମବଙ୍ଗର ମାଲଦାରେ ଏସଆଇଆର୍ କାର୍ଯ୍ୟରେ ନିୟୋଜିତ ୭ ଜଣ ନ୍ୟାୟିକ ଅଧିକାରୀଙ୍କୁ ଗତ ୧ ତାରିଖରେ ୭ ଘଣ୍ଟା ଧରି ବିନା ଖାଦ୍ୟ ପାନୀୟରେ ଅଟକ ରଖାଯାଇଥିଲା । ଭୋଟର ତାଲିକାରୁ ବାଦ୍ ପଡିଥିବା କିଛି ଲୋକ ଅଟକ ରଖିଥିଲେ । ଗତକାଲି ଏହି ଘଟଣାରେ ସୁପ୍ରିମକୋର୍ଟ ଅସନ୍ତୋଷ ପ୍ରକାଶ କରି…

ଜନ୍ମ କଲା ମାଆକୁ ବିଷ ଖୁଆଇ ହତ୍ୟା କଲା ପୁଅ; ଗଛରେ ବାନ୍ଧି ପିଟିଲେ ଗ୍ରାମବାସୀ

ବାଲେଶ୍ବର:ନିଜ ମାଆକୁ ବିଷ ଦେଇ ହତ୍ୟା କଲା ପୁଅ । କମର୍ଦ୍ଦା ଥାନା ଅନ୍ତର୍ଗତ ଚକେଇସପ ଗ୍ରାମରେ ଘଟିଛି ଏଭଳି ହୃଦୟ ବିଦାରକ ଘଟଣା । ଏ ନେଇ ଅଭିଯୋଗ ଆଣିଛନ୍ତି ପୁତୁରା ଓ ନଣନ୍ଦ । ପରେ ହତ୍ୟାକାରୀ ପୁଅକୁ ଗଛରେ ବାନ୍ଧି ପିଟିଛନ୍ତି ଗ୍ରାମବାସୀ । ଖବରପାଇ କମର୍ଦ୍ଦା ପୋଲିସ ଘଟଣାସ୍ଥଳରେ…

ଖୁବଶୀଘ୍ର ଝାରସୁଗୁଡା ବିମାନ ବନ୍ଦରରୁ ଆରମ୍ଭ ହେବ ଏୟାର କାର୍ଗୋ ସେବା

ଝାରସୁଗୁଡା: ଖୁବଶୀଘ୍ର ବୀର ସୁରେନ୍ଦ୍ର ସାଏ ବିମାନ ବନ୍ଦରରୁ ଆରମ୍ଭ ହେବ ଏୟାର କାର୍ଗୋ ସେବା । ମିଳିଥିବା ସୂଚନା ଅନୁସାରେ, ପୂବର୍ରୁ କେବଳ ରୋଡ୍‌ ଓ ଟ୍ରେନ୍‌ ଯୋଗେ ପରିବହନ ସମ୍ଭବ ଥଲା । ଏବେ ଏୟାର କାର୍ଗୋ ସେବା ଦ୍ବାରା ଝାରସୁଗୁଡ଼ାରୁ ସିଧାସଳଖ ଦେଶ ଓ ବିଦେଶକୁ ପଠାଯାଇ ପାରିବ…