Latest Odisha News

BREAKING NEWS

Browsing Category

ମୁଖ୍ୟ ଖବର

Withdrawal of SW Monsoon: ଓଡିଶାରୁ ଫେରିଯିବ ମୌସୁମୀ, ବାଟ ଫିଟିଲା…

ଭୁବନେଶ୍ବର: ଏବେ ରାଜ୍ୟରୁ ଫେରିଯିବ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ । ପାଗ ଅନୁକୂଳ ରହିଛି । ୪ ମାସ ୧୩ ଦିନର ରହଣି ପରେ ଏବେ ଓଡିଶାରୁ ବିଦାୟ ନେବ ମୌସୁମୀ ବାୟୁ । ଆସନ୍ତା ୨ ରୁ ୩ ଦିନ ଭିତରେ ମୌସୁମୀ ପ୍ରତ୍ୟାବର୍ତ୍ତନ କରିବା ଆରମ୍ଭ କରିବ  । ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ତା’ର…

China Slams US: ଶୁଳ୍କ ନେଇ ପୁଣି ମୁହାଁମୁହିଁ ଟ୍ରମ୍ପ-ଜିନପିଙ୍ଗ, ଚୀନ୍ କହିଲା, “ଆମେ ଶୁଳ୍କକୁ ଭୟ…

ନୂଆଦିଲ୍ଲୀ: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ୧୦୦% ଶୁଳ୍କ ଧମକ ସତ୍ତ୍ୱେ ଚୀନ୍ ରବିବାର ସ୍ପଷ୍ଟ କରିଛି ଯେ ଏହା ପଛକୁ ହଟିବ ନାହିଁ। ଏହା ଧମକ ବଦଳରେ ଆଲୋଚନା ମାଧ୍ୟମରେ ମତଭେଦ ସମାଧାନ କରିବାକୁ ଆମେରିକାକୁ ଅନୁରୋଧ କରିଛି। ଚୀନ୍ ବାଣିଜ୍ୟ ମନ୍ତ୍ରଣାଳୟ ଅନଲାଇନରେ ପ୍ରକାଶିତ ଏକ…

Nobel Price Fierce War: ନୋବେଲ୍ ଗେମ୍, ଭୟଙ୍କର ଯୁଦ୍ଧ ସଙ୍କେତ?

ନୂଆଦିଲ୍ଲୀ: ନୋବେଲ ଶାନ୍ତି ପୁରସ୍କାର ଆଳରେ କ’ଣ ଏକ ଭୟଙ୍କର ଯୁଦ୍ଧ ଆରମ୍ଭ ହେବାକୁ ଯାଉଛି କି? କାରଣ ଏହାର ସଙ୍କେତ ଦେଖାଯିବା ଆରମ୍ଭ ହୋଇସାରିଛି। ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ନୋବେଲ ଶାନ୍ତି ପୁରସ୍କାର ପାଇବାର ସ୍ୱପ୍ନ ଅଧୁରା ରହିଛି। ନୋବେଲ ଶାନ୍ତି ପୁରସ୍କାର…

ଚିଲିକା ମଝିରେ ଅଦ୍ଭୁତ ଦୃଶ୍ୟ, ଉପରକୁ ଉଠିଲା ଜଳ ରାଶି… ଛାନିଆ ପର୍ଯ୍ୟଟକ 

ଭୁବନେଶ୍ୱର: ଚିଲିକାରେ ଏକ ବିରଳ ପ୍ରାକୃତିକ ଦୃଶ୍ୟ ଦେଖିବାକୁ ମିଳିଛି। ପାଣି ଉପରେ ଏକ ବିରାଟ ଘୂର୍ଣ୍ଣିଝଡ ଦେଖିବା ପରେ ହ୍ରଦକୁ ଆସୁଥିବା ପର୍ଯ୍ୟଟକମାନେ ଆଶ୍ଚର୍ଯ୍ୟ ଏବଂ ଭୟଭୀତ ହୋଇଯାଇଥିଲେ। ଏହି ଋତୁରେ ରାଜ୍ୟରେ ଏହା ପ୍ରଥମ ରେକର୍ଡ ହୋଇଥିବା ଘୂର୍ଣ୍ଣିବାତ୍ୟା ବୋଲି ବିଶ୍ୱାସ…

Bihar polls: ଆଜି ସିଟ୍ ସେୟାରିଂ ନେଇ ଘୋଷଣା କରିପାରେ ଏନଡିଏ, ପ୍ରାର୍ଥୀଙ୍କ ନାଁ ନେଇ ବି ହେବ ମନ୍ଥନ…

ନୂଆଦିଲ୍ଲୀ: ଆଜି ବିହାର ବିଧାନସଭା ନିର୍ବାଚନ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ଦିନ। ଏନଡିଏରେ ଥିବା ପ୍ରତ୍ୟେକ ଦଳକୁ କେତେ ଆସନ ଦିଆଯିବ ସେ ସମ୍ପର୍କରେ ଆଜି ଘୋଷଣା କରାଯାଇପାରେ। ଆସନ ବଣ୍ଟନ ଉପରେ ସହମତି ହୋଇଛି। ବିଜେପି ନିର୍ବାଚନ କମିଟି ଏବଂ ସଂସଦୀୟ ବୋର୍ଡ ମଧ୍ୟ ଆଜି ବୈଠକ କରୁଛନ୍ତି।…

Taliban-Pak Clashes: ପାକିସ୍ତାନରେ ତାଣ୍ଡବ ରଚୁଛି ତାଲିବାନ, ଆକ୍ରମଣରେ ୧୫ ପାକିସ୍ତାନୀ ସୈନିକ ମୃତ, କବଜା କଲା ୩…

ନୂଆଦିଲ୍ଲୀ: ଗତ କିଛି ଦିନ ଧରି ପାକିସ୍ତାନ ଏବଂ ଆଫଗାନିସ୍ତାନ ମଧ୍ୟରେ ଉତ୍ତେଜନା ଜାରି ରହିଛି। ପାକିସ୍ତାନୀ ବିମାନ ଆକ୍ରମଣ ପରେ, ଆଫଗାନିସ୍ତାନ ଏବେ ପାକିସ୍ତାନୀ ସେନା ଉପରେ ମଧ୍ୟ ଆକ୍ରମଣ କରିଛି। ଏପର୍ଯ୍ୟନ୍ତ ମିଳିଥିବା ସୂଚନା ଅନୁଯାୟୀ, ଏହି ଆକ୍ରମଣରେ ୧୫ ପାକିସ୍ତାନୀ ସୈନିକଙ୍ହୋକ…

ପଶ୍ଚିମବଙ୍ଗରେ ଓଡ଼ିଆ ଛାତ୍ରୀଙ୍କୁ ଗଣଦୁଷ୍କର୍ମ ଘଟଣା; ୩ ଗିରଫ

କୋଲକାତା: ପଶ୍ଚିମବଙ୍ଗରେ ଓଡ଼ିଆ ଡାକ୍ତରୀ ଛାତ୍ରୀଙ୍କୁ ଗଣଦୁଷ୍କର୍ମ ଘଟଣାରେ ୩ ଗିରଫ। ଦୁର୍ଗାପୁର ଥାନା ପୋଲିସ ୩ ଅଭିଯୁକ୍ତକୁ ଗିରଫ କରିଛି। ଅନ୍ୟ ୨ ଅଭିଯୁକ୍ତ ଫେରାର୍ ଥିବା ସୂଚନା ମିଳିଛି। ଅପରପକ୍ଷରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ପଶ୍ଚିମବଙ୍ଗ ଦୁର୍ଗାପୁର ଠାରେ ଗଣ ଦୁଷ୍କର୍ମର…

ଶ୍ଵେତାପର୍ଣ୍ଣା ପଣ୍ଡା ୩୩ତମ ଏକଲବ୍ୟ ପୁରସ୍କାର ବିଜେତା 

ଭୁବନେଶ୍ଵର: ଆନ୍ତର୍ଜାତୀୟ ଖ୍ୟାତି ସମ୍ପନ୍ନ ବ୍ୟାଡମିଣ୍ଟନ ତାରକା ଶ୍ଵେତାପର୍ଣ୍ଣା ପଣ୍ଡାଙ୍କୁ ୨୦୨୫ ମସିହାର ସମ୍ମାନଜନକ ୩୩ତମ ଏକଲବ୍ୟ ପୁରସ୍କାର ପାଇଁ ଯୋଗ୍ୟ ବିବେଚିତ ହୋଇଛନ୍ତି।  ବିଭିନ୍ନ କ୍ଷେତ୍ରର ପ୍ରଖ୍ୟାତ ଜୁରି ସଦସ୍ୟମାନଙ୍କୁ ନେଇ ଗଠିତ ଏକଲବ୍ୟ ପୁରସ୍କାର କମିଟି ଏକ ବୈଠକରେ…

ପୋଲିସ ଟ୍ରେନିଂ ସେଣ୍ଟରରେ ଆତ୍ମଘାତୀ ବିସ୍ଫୋରଣ; ୭ କର୍ମୀ ଓ ୬ ଆତଙ୍କବାଦୀ ନିହତ

କରାଚି: ପାକିସ୍ତାନରେ ଆତଙ୍କବାଦୀଙ୍କ ଆତ୍ମଘାତୀ ଆକ୍ରମଣ। ଉତ୍ତର-ପଶ୍ଚିମ ପାକିସ୍ତାନର ଖାଇବର ପଖତୁନଖ୍ୱା ପ୍ରଦେଶରେ ଏକ ପୋଲିସ ଟ୍ରେନିଂ ସେଣ୍ଟର ଉପରେ ଆତଙ୍କବାଦୀ ଆକ୍ରମଣ ହୋଇଥିଲା। ଯାହା ପରେ ଏନକାଉଣ୍ଟରରେ ଆଉ ୬ ଜଣ ଆତଙ୍କବାଦୀଙ୍କ ମୃତ୍ୟୁ ଘଟିଥିବା ବେଳେ ୭ ପୋଲିସ ଅଧିକାରୀ ସହିଦ…

Sultan of Johor Cup 2025: ବିଜୟରୁ ଟିମ୍ ଇଣ୍ଡିଆର ଅଭିଯାନ ଆରମ୍ଭ, ଆଜି ଏହି ଦଳକୁ ଭେଟିବ…

ନୂଆଦିଲ୍ଲୀ:ଭାରତୀୟ ଜୁନିଅର ପୁରୁଷ ହକି ଦଳ ସୁଲତାନ ଜୋହୋର କପ୍ ୨୦୨୫ (Sultan of Johor Cup) ରେ ଦମଦାର ପ୍ରଦର୍ଶନ କରି ବିଜୟରୁ ଅଭିଯାନ ଆରମ୍ଭ କରିଛି । ଶନିବାର ଦିନ ମାଲେସିଆର ଜୋହୋର ବାହରୁର ତମାନ ଦୟା ହକି ଷ୍ଟାଡିୟମରେ ଗ୍ରେଟ ବ୍ରିଟେନକୁ ୩-୨ ଗୋଲରେ ପରାସ୍ତ କରିଛି ଟିମ୍ ଇଣ୍ଡିଆ ।…