Latest Odisha News

BREAKING NEWS

Browsing Category

ମୁଖ୍ୟ ଖବର

ରାଜ୍ୟରେ ଅଧିକ କ୍ରିୟାଶୀଳ ହେବ ସମବାୟ ଅନୁଷ୍ଠାନ, ଚୂଡାନ୍ତ ନୀତି ପ୍ରସ୍ତୁତ ପୂର୍ବରୁ ମତାମତ ଲୋଡିଲା ବିଭାଗ

ଭୁବନେଶ୍ୱର: ରାଜ୍ୟରେ ଅଧିକ କ୍ରିୟାଶୀଳ ହେବ ସମବାୟ ଅନୁଷ୍ଠାନ। ଆସିବ ନୂଆ ସମବାୟ ନୀତି। ଏଥିପାଇଁ ଜନସାଧାରଣଙ୍କଠାରୁ ମତାମତ ଲୋଡିଲା ବିଭାଗ। ରାଜ୍ୟରେ ସମବାୟ ଅନୁଷ୍ଠାନଗୁଡ଼ିକୁ ଅଧିକ ଶକ୍ତିଶାଳୀ କରାଯିବ। କେନ୍ଦ୍ର ଭଳି ରାଜ୍ୟ ମଧ୍ୟ ସମବାୟ ପରିଚାଳନାରେ ନୂଆ ନୀତି ଆଣିବ। ତେବେ ବିଭିନ୍ନ…

ପୋଲିସକୁ ସଫଳତା, ୩ ଜଣିଆ ଛିନତାଇ ଗ୍ୟାଙ୍ଗ ଗିରଫ

ଯାଜପୁର: ଯାଜପୁର ପୋଲିସକୁ ସଫଳତା । ୩ ଜଣିଆ ଛିନତାଇ ଗ୍ୟାଙ୍ଗକୁ ଗିରଫ କଲା ପୋଲିସ । ଗିରଫ ଅଭିଯୁକ୍ତମାନଙ୍କଠାରୁ ଲକ୍ଷାଧିକ ଟଙ୍କାର ସୁନା ଅଳଙ୍କାର ସହ ବାଇକ ଜବତ କରାଯାଇଛି । ଯାଜପୁରରେ ଛିନତାଇ ଏବଂ ଲୁଟ ଅଭିଯୋଗ ଆସିବା ପରେ ଥାନାଧିକାରୀ ଶରତଚନ୍ଦ୍ର ପାତ୍ରଙ୍କ ନେତୃତ୍ୱରେ ଏକ ଟିମ ଗଠନ…

Bihar Election: ମହାଗଠବନ୍ଧନରେ ଛିଡିଲା ସିଟ୍ ବାଣ୍ଟ!, କମ୍ ସିଟରେ ଲଢିବାକୁ ରାଜି କଂଗ୍ରେସ…ଉପମୁଖ୍ୟମନ୍ତ୍ରୀ…

ପାଟନା: ବାଜି ସାରିଛି ବିହାର ନିର୍ବାଚନ ବିଗୁଲ୍ । ଆସନ୍ତା ନଭେମ୍ବର ୬ ଏବଂ ୧୧ରେ ଭାଗ୍ୟ ପରୀକ୍ଷା କରିବେ ବିଭିନ୍ନ ଦଳ ।  ରାଜନୀତି ମଇଦାନରେ ଏବେ ଉତ୍ତେଜନା ରହିଥିବା ବେଳେ ଇଣ୍ଡି ମେଣ୍ଟ ହେଉକି ଏନଡିଏ, ସିଟ୍ ନେଇ ଭାଗ ବଣ୍ଟା ସରିନି । ହେଲେ ଏହାରି ଭିତରେ ଶୁଣିବାକୁ ମିଳୁଛି ଯେ ବିହାରରେ…

Crocodile Dragging Woman: କୁମ୍ଭୀର ପାଟିରେ ମହିଳା, କ୍ୟାମେରାରେ କଏଦ ହେଲା ଦୃଶ୍ୟ

ଯାଜପୁର: ନଦୀକୁ ଶୌଚ ହେବା ପାଇଁ ଯିବା ହେଲା କାଳ। ଚାହୁଁ ଚାହୁଁ ଟାଣିନେଲା କୁମ୍ଭୀର। ନଦୀକୂଳରେ ରଖାଯାଇଛି ମହିଳାଙ୍କ ଜିନିଷ। ଆଉ ନଦୀ ଗର୍ଭରେ କୁମ୍ଭୀର ପାଟିରେ ମହିଳା। କୁମ୍ଭୀର ଅତି ନୃଂଶସଭାବେ ମହିଳାଙ୍କୁ ପାଟିରେ ଧରି ଖାଉଛି, ଯାହାର ଦୃଶ୍ୟ କ୍ୟାମେରାରେ କଏଦ ହୋଇଛି। କୁମ୍ଭୀର…

ଆମ ବସରେ ପଶି ଯାତ୍ରୀଙ୍କୁ ଆକ୍ରମଣ; ୪ ଗୁରୁତର

ପୁରୀ: ହରଶପଡ଼ାରୁ ପୁରୀ ଜିଲ୍ଲାର ସୁକଳ ଯାଉଥିବା ଏକ ଆମ ବସରେ ମଙ୍ଗଳବାର ଦିନ ଯାତ୍ରୀମାନଙ୍କୁ ଜଣେ ଯୁବକ ଅତର୍କିତ ଆକ୍ରମଣ କରିବା ଫଳରେ ଚାରି ଜଣ ଆହତ ହୋଇଛନ୍ତି। ସୂଚନା ଅନୁଯାୟୀ, ଯୁବକ ଜଣକର ପରିଚୟ ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ। ସେ ପ୍ରାୟ ୧୧ଟା ସମୟରେ ବିଧାନ ଛକ ନିକଟରେ ଏକ…

Rakesh Kishore Attacking CJI: ସୁପ୍ରିମକୋର୍ଟ CJIଙ୍କ ଉପରକୁ ଜୋତା ଫିଙ୍ଗିଲେ…କିଏ ଏହି ରାକେଶ କିଶୋର?, କାହିଁକି…

ନୂଆଦିଲ୍ଲୀ: ସୋମବାର ସୁପ୍ରିମକୋର୍ଟରେ ଏକ ନିୟମିତ ଶୁଣାଣି ଭୟଙ୍କର ମୋଡ଼ ନେଇଥିଲା, ଯେତେବେଳେ ଜଣେ ବ୍ୟକ୍ତି ଭାରତର ମୁଖ୍ୟ ବିଚାରପତି ବି.ଆର. ଗଭାଇଙ୍କ ଉପରକୁ ଜୋତା ଫିଙ୍ଗିଥିଲେ। ମୁଖ୍ୟ ବିଚାରପତିଙ୍କୁ କୌଣସି ଶାରୀରିକ ଆଘାତ ଲାଗିନଥିଲା କାରଣ ଜୋତା କେବଳ ତାଙ୍କ ପାଦକୁ ଛୁଇଁଥିଲା।…

Indians Killed In US: ଭାରତୀୟଙ୍କ ପାଇଁ ଅସୁରକ୍ଷିତ ଆମେରିକା!, ଗଡୁଛି ଗୋଟିଏ ପରେ ଗୋଟିଏ ମୁଣ୍ଡ…

ନୂଆଦିଲ୍ଲୀ: ଆମେରିକାରେ ଗଡୁଛି ଭାରତୀୟଙ୍କ ମୁଣ୍ଡ...ଭାରତୀୟଙ୍କ ପାଇଁ ଅସୁରକ୍ଷିତ ହେବାରେ ଲାଗିଛି ଆମେରିକା...କାହାର ମୁଣ୍ଡ କାଟି, କାହାକୁ ଗୁଳି କରି ହତ୍ୟା…ଅକ୍ଟୋବରରେ ଗଲାଣି ୪ ଜୀବନ... ହଜାର ମାଇଲ ଦୂର ଆମେରିକାରେ ଭାରତୀୟ ଏବଂ ଭାରତୀୟ ବଂଶୋଦ୍ଭବଙ୍କ ହତ୍ୟା ଏବେ ଚିନ୍ତା…

କଟକରେ କର୍ଫ୍ୟୁ କୋହଳ, ସ୍ଵାଭାବିକ ହେଉଛି ସ୍ଥିତି

କଟକ: କଟକରେ ୩୬ ଘଣ୍ଟିଆ କର୍ଫ୍ୟୁ ମଙ୍ଗଳବାର ସକାଳ ୧୦ଟାରେ ଶେଷ ହେବା ପରେ ସ୍ଵାଭାବିକ ହେଉଛି ଜନଜୀବନ। ରବିବାର ସହରରେ ହିଂସା ପାଇଁ ହ୍ୱାଟ୍ସଆପ୍, ଫେସବୁକ୍ ଏବଂ ଏକ୍ସ ଭଳି ସାମାଜିକ ଗଣମାଧ୍ୟମ ପ୍ଲାଟଫର୍ମର ଅପବ୍ୟବହାର ଯୋଗୁଁ ତଥା ଉତ୍ତେଜନାପୂର୍ଣ୍ଣ ବାର୍ତ୍ତା ପ୍ରସାରିତ ହେଉଥିବା…

Modi VS Mamata: ବଙ୍ଗଳାରେ ବିଜେପି ସାଂସଦ ଏବଂ ବିଧାୟକଙ୍କ ଉପରେ ଆକ୍ରମଣ: ପ୍ରଧାନମନ୍ତ୍ରୀ ମୋଦି ଏବଂ ସିଏମ୍…

କୋଲକାତା: ଉତ୍ତର ବଙ୍ଗଳାରେ ପ୍ରାକୃତିକ ବିପର୍ଯ୍ୟୟ ପରେ, କେନ୍ଦ୍ର ଏବଂ ରାଜ୍ୟ ସରକାରଙ୍କ ମଧ୍ୟରେ ଏକ ଉତ୍ତେଜନା ଦେଖାଦେଇଛି। ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ସୋମବାର ଜଳପାଇଗୁଡ଼ିର ନାଗରାକାଟାରେ ବିଜେପି ସାଂସଦ ଖଗେନ ମୁର୍ମୁ ଏବଂ ବିଧାୟକ ଶଙ୍କର ଘୋଷଙ୍କ ଉପରେ ଆକ୍ରମଣ ଉପରେ…

Cough Syrup Tragedy: କଫ ସିରପରେ ମିଳିଲା ଏହି ବିଷାକ୍ତ ପଦାର୍ଥ…ତାମିଲନାଡୁ ଔଷଧ ନିୟନ୍ତ୍ରଣ ବିଭାଗର ରିପୋର୍ଟରେ…

ଛିନ୍ଦୱାଡା: ମଧ୍ୟପ୍ରଦେଶର ଛିନ୍ଦୱାଡାରେ କଫ ସିରପ ଯୋଗୁଁ ପିଲାଙ୍କ ମୃତ୍ୟୁ ସମ୍ପର୍କରେ ତାମିଲନାଡୁ ସରକାରଙ୍କ ରିପୋର୍ଟରେ ଏକ ବଡ ଖୁଲାସା ହୋଇଛି। ତାମିଲନାଡୁର ଏକ କମ୍ପାନୀରେ ଅସ୍ୱଚ୍ଛ ଅବସ୍ଥାରେ କଫ ସିରପ ତିଆରି କରାଯାଉଥିଲା। ତାମିଲନାଡୁ ଔଷଧ ନିୟନ୍ତ୍ରଣ ବିଭାଗର ତଦନ୍ତରୁ ଏହି ଖୁଲାସା…