Latest Odisha News

BREAKING NEWS

Browsing Category

ମୁଖ୍ୟ ଖବର

ପଦଯାତ୍ରୀଙ୍କ ସୁରକ୍ଷା ପାଇଁ ନିୟମ ପ୍ରସ୍ତୁତ କରନ୍ତୁ… ରାଜ୍ୟ ସରକାରଙ୍କୁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ

ନୂଆଦିଲ୍ଲୀ:ଦେଶରେ କ୍ରମାଗତ ଭାବରେ ବୃଦ୍ଧି ପାଉଥିବା ସଡ଼କ ଦୁର୍ଘଟଣା ଉପରେ ଚିନ୍ତା ପ୍ରକାଶ କରି ସୁପ୍ରିମକୋର୍ଟ ମଙ୍ଗଳବାର ସମସ୍ତ ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳଗୁଡ଼ିକୁ ଛଅ ମାସ ମଧ୍ୟରେ ସଡ଼କ ସୁରକ୍ଷା ସମ୍ବନ୍ଧୀୟ ନିୟମ ପ୍ରସ୍ତୁତ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ସଡ଼କ ସୁରକ୍ଷା…

ଟେକ୍ ସପୋର୍ଟ ସ୍କାମ ମାମଲା: ଇଡିର ୧୫ଟି ସ୍ଥାନରେ ଚଢାଉ, ନକଲି କଲ୍ ସେଣ୍ଟର ମାଧ୍ୟମରେ ହେଉଥିଲା କୋଟି କୋଟି ଟଙ୍କାର…

ନୂଆଦିଲ୍ଲୀ: ଆକ୍ସନ ମୁଡରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ED)। ଇଡି ଏକ ଟେକ୍ ସପୋର୍ଟ ଠକେଇ ମାମଲାରେ ବଡ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି। ମଙ୍ଗଳବାର ଦିନ ଅଧିକାରୀମାନେ ଦିଲ୍ଲୀ, ନୋଏଡା, ଗୁରୁଗ୍ରାମ, ହରିୟାଣା ଏବଂ ମୁମ୍ବାଇର ପ୍ରାୟ ୧୫ଟି ସ୍ଥାନରେ ଚଢାଉ କରିଛି। ତଦନ୍ତରୁ ଜଣାପଡିଛି ଯେ…

Facelock, Fingerprint In UPI: ବୁଧବାର ଠାରୁ UPIରେ ହେବ ବଡ଼ ପରିବର୍ତ୍ତନ, ଏଣିକି ଫିଙ୍ଗରପ୍ରିଣ୍ଟ ସାଙ୍ଗକୁ ଫେସ୍…

ନୂଆଦିଲ୍ଲୀ: ଭାରତରେ UPI ଉପଭୋକ୍ତାମାନେ ଏବେ ମୁହଁ ଚିହ୍ନଟ ଏବଂ ଆଙ୍ଗୁଠି ଚିହ୍ନ ବ୍ୟବହାର କରି ସେମାନଙ୍କର ପେମେଣ୍ଟକୁ ପ୍ରମାଣିତ କରିପାରିବେ। ଏହି ସୁବିଧା ଅକ୍ଟୋବର ୮ ତାରିଖ ଅର୍ଥାତ୍ ଆସନ୍ତାକାଲିଠୁ ଆରମ୍ଭ ହେବ। ଡିଜିଟାଲ୍ ପେମେଣ୍ଟକୁ ସହଜ କରିବା ପାଇଁ ବୁଧବାର ଠାରୁ UPI…

Nobel Prize 2025: ଜନ୍ କ୍ଲାର୍କ, ମିଚେଲ୍ ଏଚ୍. ଡେଭୋରେଟ୍ ଏବଂ ଜନ୍ ଏମ୍. ମାର୍ଟିନିସ୍ କିଏ?, ପଦାର୍ଥ ବିଜ୍ଞାନରେ…

ନୂଆଦିଲ୍ଲୀ: ବୈଜ୍ଞାନିକ ଜନ୍ କ୍ଲାର୍କ, ମିଚେଲ୍ ଏଚ୍. ଡେଭୋରେଟ୍ ଏବଂ ଜନ୍ ଏମ୍. ମାର୍ଟିନିସ୍ ଭୌତିକ ବିଜ୍ଞାନରେ ୨୦୨୫ ନୋବେଲ୍ ପୁରସ୍କାର ପାଇବେ। ରୟାଲ୍ ସ୍ୱିଡିସ୍ ଏକାଡେମୀ ଅଫ୍ ସାଇନ୍ସେସ୍ ଏହି ତିନି ବୈଜ୍ଞାନିକଙ୍କୁ ବୈଦ୍ୟୁତିକ ସର୍କିଟରେ ମାକ୍ରୋସ୍କୋପିକ୍ କ୍ୱାଣ୍ଟମ୍ ମେକାନିକାଲ୍…

SI ପରୀକ୍ଷା କେଳେଙ୍କାରୀ: OPRB କୁ ଜବାବ ମାଗିଲେ ସରକାର

ଭୁବନେଶ୍ୱର: ପୋଲିସ ସବ-ଇନ୍ସ୍‌ପେକ୍ଟର (SI) ଭର୍ତ୍ତି ପରୀକ୍ଷାରେ ଅନିୟମିତତା ଓ ପ୍ରଶ୍ନପତ୍ର ଲିକ୍‌ ବିବାଦରେ ଓଡ଼ିଶା ସରକାର ଓଡ଼ିଶା ପୋଲିସ ନିଯୁକ୍ତି ବୋର୍ଡ (OPRB)କୁ ଜବାବ ମାଗିଛନ୍ତି। ଘରୋଇ କମ୍ପାନୀଗୁଡ଼ିକୁ ପରୀକ୍ଷା ଆୟୋଜନରେ ସମ୍ପୃକ୍ତ କରିବା ପାଇଁ ଜବାବ ମାଗିଛନ୍ତି ରାଜ୍ୟ…

Weather Update: ରାଜ୍ୟରେ ୧୧ ତାରିଖ ପର୍ଯ୍ୟନ୍ତ ହାଲୁକାରୁ ମଧ୍ୟମ ବର୍ଷା ସମ୍ଭାବନା, ଅଧିକାଂଶ ଜିଲ୍ଲା ପାଇଁ ୟେଲୋ…

ଭୁବନେଶ୍ୱର: ଟ୍ରପ୍‌ ଲାଇନ୍‌ ପ୍ରଭାବରେ ଗତ ୨୪ଘଣ୍ଟାରେ ରାଜ୍ୟର ବିଭିନ୍ନ ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ଲାଗି ରହିଛି। ବିଭିନ୍ନ ସ୍ଥାନରେ ୧୧ ତାରିଖ ପର୍ଯ୍ୟନ୍ତ ହାଲୁକାରୁ ମଧ୍ୟମ ବର୍ଷା ସମ୍ଭାବନା ରହିଛି। ଅଧିକାଂଶ ଜିଲ୍ଲା ପାଇଁ ୟେଲୋ ୱାର୍ଣ୍ଣିଂ ଜାରି କଲା ଆଞ୍ଚଳିକ ପାଣିପାଗ…

ନେପାଳରେ ସାଧାରଣ ନିର୍ବାଚନ ତାରିଖ ହେଲା ଘୋଷଣା…ଏହି ଦିନ ହେବ ମତଦାନ

କାଠମାଣ୍ଡୁ: ନେପାଳରେ Gen-Z ଆନ୍ଦୋଳନ ପରେ, ଏକ ଅନ୍ତରୀଣ ସରକାର ଗଠନ କରାଯାଇଛି। ସୁଶୀଳା କାର୍କି ଏହି ଅନ୍ତରୀଣ ସରକାରର ନେତୃତ୍ୱ ନେଉଛନ୍ତି। ଏଥି ମଧ୍ୟରେ ନେପାଳର ନିର୍ବାଚନ କମିଶନ ସୋମବାର ଦିନ ପ୍ରତିନିଧି ସଭା ପାଇଁ ନିର୍ବାଚନ କାର୍ଯ୍ୟସୂଚୀକୁ ଅନୁମୋଦନ କରିଛନ୍ତି। ନେପାଳର ସାଧାରଣ…

କଟକ ଘଟଣାରୁ ସମ୍ବଲପୁରରେ ହାଇଆଲର୍ଟ: ସମ୍ବେଦନଶୀଳ ଅଞ୍ଚଳରେ ୨୪ ଘଣ୍ଟିଆ ପହରା

ସମ୍ବଲପୁର: କଟକ ଅଶାନ୍ତି ପରେ ସମ୍ବଲପୁରରେ ହାଇଆଲର୍ଟ। ସହରର ପ୍ରବେଶ ପଥକୁ ନାକାବନ୍ଦୀ କରାଯାଇଛି। ଯାଞ୍ଚକୁ କଡ଼ାକଡ଼ି କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ଅଜଣା ତଥା ସନ୍ଦେହଜନକ ବ୍ୟକ୍ତିଙ୍କ ଉପରେ ସ୍ୱତନ୍ତ୍ର ନଜର ରଖିବାକୁ ବସଷ୍ଟାଣ୍ଡ, ରେଳ ଷ୍ଟେସନ ଏବଂ ଟୋଲ୍‌ଗେଟ୍‌ରେ ପାଟ୍ରୋଲିଂ ଟିମ୍‌କୁ…

Israel Hamas War: ବିତିଲାଣି ଦୁଇ ବର୍ଷ…କେବେ ପଡିବ ପୂର୍ଣ୍ଣଚ୍ଛେଦ…ଉଭୟ ଦେଶ କ’ଣ ଟ୍ରମ୍ପଙ୍କ ପ୍ରସ୍ତାବ ଗ୍ରହଣ…

ନୂଆଦିଲ୍ଲୀ: ଆଜି ଇସ୍ରାଏଲ ଏବଂ ହମାସ ଯୁଦ୍ଧକୁ ଦୁଇ ବର୍ଷ ପୂରିଛି । ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଇସ୍ରାଏଲ ଏବଂ ହମାସ ମଧ୍ୟରେ ଯୁଦ୍ଧ ଶେଷ କରିବା ପାଇଁ ପଦକ୍ଷେପ ନେଇଛନ୍ତି ଏବଂ ଗାଜା ଶାନ୍ତି ଯୋଜନା ଅନୁଯାୟୀ ଯୁଦ୍ଧ ବନ୍ଦ କରିବା ବିଷୟରେ ଆଲୋଚନା କରିବାକୁ ଉଭୟ ଦେଶକୁ…

ରାଜ୍ୟରେ ଅଧିକ କ୍ରିୟାଶୀଳ ହେବ ସମବାୟ ଅନୁଷ୍ଠାନ, ଚୂଡାନ୍ତ ନୀତି ପ୍ରସ୍ତୁତ ପୂର୍ବରୁ ମତାମତ ଲୋଡିଲା ବିଭାଗ

ଭୁବନେଶ୍ୱର: ରାଜ୍ୟରେ ଅଧିକ କ୍ରିୟାଶୀଳ ହେବ ସମବାୟ ଅନୁଷ୍ଠାନ। ଆସିବ ନୂଆ ସମବାୟ ନୀତି। ଏଥିପାଇଁ ଜନସାଧାରଣଙ୍କଠାରୁ ମତାମତ ଲୋଡିଲା ବିଭାଗ। ରାଜ୍ୟରେ ସମବାୟ ଅନୁଷ୍ଠାନଗୁଡ଼ିକୁ ଅଧିକ ଶକ୍ତିଶାଳୀ କରାଯିବ। କେନ୍ଦ୍ର ଭଳି ରାଜ୍ୟ ମଧ୍ୟ ସମବାୟ ପରିଚାଳନାରେ ନୂଆ ନୀତି ଆଣିବ। ତେବେ ବିଭିନ୍ନ…