Latest Odisha News

BREAKING NEWS

Browsing Category

Uncategorized

ଅନୁଭୂତିରେ ରଥଯାତ୍ରା : ସୁମିତା ବେହେରା

ଜୟ ଶ୍ରୀଜଗନ୍ନାଥ ଶରଣମ୍  ସମୟ ରାତି ଆଠଟା ପାଖାପାଖି ହେଇଥିବ। ବଳଗଣ୍ଡି ଛକରୁ କୁଣ୍ଢେଇବେଣ୍ଟ ସାହି ଫେରିବି ମୁଁ। ଅନ୍ଧାର ହେଇଗଲାଣି। ଡର ଡର ଲାଗୁଛି। ରାସ୍ତା ଭୁଲି ଅନ୍ୟ ଆଡ଼େ ଚାଲିଯିବାର ଭୟ ତ ଅଛି, ତା' ସହିତ ଘରେ ଏବେ ମୋ ଉପରେ ମାଡ଼ ପଡ଼ିବାର ସମ୍ଭାବନା ବି ରହିଛି। ରାସ୍ତା…

ଅଲମ୍ପିକ୍ସରେ ପଦକ ବିଜେତା ଓଡ଼ିଆଙ୍କ ପାଇଁ ପୁରସ୍କାର ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର: ଆସନ୍ତା ଟୋକିଓ ଅଲମ୍ପିକ୍ସରେ ଯୋଗ ଦେବାକୁ ଥିବା ଓଡ଼ିଆ କ୍ରୀଡାବିତଙ୍କ ସହ କଥା ହେଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ସେମାନଙ୍କୁ ଉତ୍ସାହିତ କରିବ ସହ ଶୁଭେଚ୍ଛା ଜଣାଇଛନ୍ତି । ଘୋଷଣା କରିଛନ୍ତି ମେଡାଲ ବିଜେତାଙ୍କ ପାଇଁ ପୁରସ୍କାର ରାଶି। ସ୍ୱର୍ଣ୍ଣ ପଦକ ଜିତିଲେ ପ୍ରତି…

ଜଗତପୁର କଣିବାଟି ନିକଟ କେନାଲରୁ ଯୁବକଙ୍କ ମୃତଦେହ ଉଦ୍ଧାର

କଟକ : ଜଗତପୁର କଣିବାଟି ନିକଟ କେନାଲରୁ ଉଦ୍ଧାର ହୋଇଛି ଯୁବକଙ୍କ ମୃତଦେହ । ମୃତ ଯୁବକ ହେଲେ ରମେଶ ଭୋଇ । ସେ ଜଣେ ଦିନ ମଜୁରିଆ ହୋଇଥିବା ଜଣାପଡିଛି । ଗତକାଲି ବିଳମ୍ବିତ ରାତିରେ ରମେଶ ନିଜ ଘରୁ ବାହାରି କେନାଲ ପାଖକୁ ଆସିଥିଲେ । କିନ୍ତୁ ତାପରେ ଆଉ ଘରକୁ ଫେରି ନଥିଲେ । ଏବଂ ସକାଳୁ…

ଟୋକିଓ ଅଲିମ୍ପିକ୍ସ: ୟୁଗାଣ୍ଡା ପରେ ସର୍ବିୟାର ଜଣେ ଆଥଲେଟ କରୋନା ସଂକ୍ରମିତ

ଟୋକିଓ:ଟୋକିଓ ଅଲିମ୍ପିକ୍ସ ଆଉ ୨୦ ଦିନ ପରେ ଆରମ୍ଭ ହୋଇଯିବ । ତଥାପି ଏବେ କରୋନା ଭୟ ପିଛା ଛାଡୁନି । ରିପୋର୍ଟ ମୁତାବକ ୟୁଗାଣ୍ଡା ଟିମର ୨ ଆଥଲେଟ କରୋନା ସଂକ୍ରମିତ ଜଣା ପଡିବା ପରେ ଆଜି ସର୍ବିୟାର ଜଣେ ଖେଳାଳିଙ୍କ ରିପୋର୍ଟ ପଜିଟିଭ ଆସିଛି । ଏହି ଖେଳାଳିମାନଙ୍କୁ ଆଇସୋଲେଟ କରାଯାଇଛି ।…

କରୋନା ଯୋଗୁ ପ୍ରଭାବିତ ଜୀବନ ଜୀବିକା

ରାୟଗଡା: ନିୟମଗିରି ଡଙ୍ଗର ରାଣୀ ସପୁରୀକୁ ନେଇ ଚିନ୍ତାରେ ଡଙ୍ଗରିଆ କନ୍ଧ l ଡ଼ଙ୍ଗରିଆଙ୍କ ଜୀବନ ଜୀବିକାର ମୁଖ୍ୟ ଫସଲ ହେଉଛି ସପୁରୀ । ତେବେ ଲକଡାଉନ ପ୍ରଭାବରେ ଡଙ୍ଗର ଜାତ ସପୁରୀ ଫସଲ ବିକ୍ରିବଟା ଚିନ୍ତା ବଢାଇଛି  l ସପୁରୀ ଠିକ୍ ରୂପେ ବିକ୍ରି ହେଉନଥିବା ବେଳେ ଚାଷୀ ମାନେ ଅଭାବି…

ହଜିଯାଉଛି କୌଳିକ ବୃତ୍ତି

ମୟୂରଭଞ୍ଜ : ବୁଡ଼ିବାକୁ ବସିଲାଣି କୌଳିକ ବୃତ୍ତି । ପୂର୍ବରୁ ମୃଦଙ୍ଗ ଓ ମାଦଳର ଅନେକ ଚାହିଦା ଥିବାବେଳେ ଏବେ ଅତ୍ୟାଧୁନିକ ବାଦ୍ୟଯନ୍ତ୍ର ପ୍ରଭାବରେ ଏହା ଲୋପ ପାଇବାକୁ ବସିଲାଣି । ଆଉ ଏହି ବୃତ୍ତିକୁ ଆପଣାଇଥିବା କାରୀଗରମାନେ ମଧ୍ୟ ଉଚିତ୍ ମୂଲ୍ୟ ନପାଇ ଏହି କାର୍ଯ୍ୟରୁ ମୁହଁ ଫେରାଇବାରେ…

ଜଗା ପାଇଁ ଅଣସର ଫଳଭାର     

ପୁରୀ : ଅଣସର ପଞ୍ଚମୀ ତିଥିରେ ଚତୁର୍ଦ୍ଧାମୂର୍ତ୍ତିଙ୍କୁ ଫୁଲରୀ ତେଲ ଲଗାଯିବ । ଏହି ତେଲ ଲଗାଇବା ପରେ ଶ୍ରୀଜିଉ ସ୍ନାନ ଜ୍ୱରରୁ ମୁକ୍ତି ପାଇବେ । ସେଥିପାଇଁ ଓଡ଼ିଆ ମଠ ପକ୍ଷରୁ ପ୍ରସ୍ତୁତ ଫୁଲରୀ ତେଲ ଶ୍ରୀମନ୍ଦିର ଭିତରକୁ ଯାଇଛି । ସେହିଭଳି ଅଣସର ଘରେ ଦିଅଁ ରହିଥିବା ବେଳେ ତାଙ୍କ ପାଇଁ…

ଗଞ୍ଜାମରେ ପ୍ରଥମ ଥର ପାଇଁ ଆରମ୍ଭ ହେଲା ‘ମୋ ନିବେଦନ’ କାର୍ଯ୍ୟକ୍ରମ

ବ୍ରହ୍ମପୁର : ଗଞ୍ଜାମରେ ପ୍ରଥମ ଥର ପାଇଁ ଆରମ୍ଭ ହେଲା ‘ମୋ ନିବେଦନ’ କାର୍ଯ୍ୟକ୍ରମ । ଗଞ୍ଜାମ ଜିଲ୍ଲା ପ୍ରଶାସନ ଏହି କାର୍ଯ୍ୟକ୍ରମକୁ ହାତକୁ ନେଇଛି । ଭର୍ଚୁଆଲରେ ଗ୍ରାମବାସୀଙ୍କ ସମସ୍ୟା ସମାଧାନ ପାଇଁ ଏହି କାର୍ଯ୍ୟକ୍ରମ ଆରମ୍ଭ ହୋଇଛି । ଗ୍ରାମପଞ୍ଚାୟତ ଅଧିକାରୀମାନେ ଲୋକଙ୍କ ପାଖକୁ ଯାଇ…

କିସ୍‍ ବିଶ୍ୱବିଦ୍ୟାଳୟର ପ୍ରଥମ ସମାବର୍ତ୍ତନ ଉତ୍ସବ

ଭୁବନେଶ୍ୱର : କିସ୍‍ ବିଶ୍ୱବିଦ୍ୟାଳୟର ପ୍ରଥମ ସମାବର୍ତ୍ତନ ଉତ୍ସବ । ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍‍ ପ୍ରଥମ ସମାବର୍ତ୍ତନ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗଦେଇଛନ୍ତି। ଆତ୍ମନିର୍ଭର ଭାରତ ନିର୍ମାଣରେ ଯୁବଗୋଷ୍ଠୀଙ୍କ ଯୋଗଦାନ ରହିବା ଉଚିତ ବୋଲି କହିଛନ୍ତି ପ୍ରଫେସର ଗଣେଶୀ ଲାଲ୍‍ ।…

ବାହାରିଲାନି ମାଟ୍ରିକ ରେଜଲ୍ଟ , ଅନ୍ଧାରରେ ଭବିଷ୍ୟତ

ଭୁବନେଶ୍ବର : ପାଠ ପଢିବି , ଚାକିରୀ କରିବି । ପରିବାରର ଦୁଖକୁ ଦୂର କରିବି । ବହୁ କମ ବୟସରୁ ହିଁ ଏ  ସ୍ବପ୍ନ ଦେଖିଥିଲେ ବଲାଙ୍ଗୀରର ରାଜା ସାହୁ । ମାଟ୍ରିକ ସାରି ଉଚ୍ଚ ଶିକ୍ଷା କରି କ୍ୟାରିଅର ଗଢିଥାନ୍ତେ । କିନ୍ତୁ ଅଧାରେ ଅଟକିଗଲା ସବୁ ସ୍ବପ୍ନ ।  ମାଟ୍ରିକ ପରୀକ୍ଷାଫଳ ପ୍ରକାଶ ପାଇଲା…